ଅଙ୍ଗନଓ୍ବାଡି କର୍ମୀଙ୍କ ନାମରେ ଉଠିଛି ଟଙ୍କା
କେନ୍ଦୁଝର, ୨୩।୪: (ସ୍ବ.ପ୍ର.) କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ୍ ଜଙ୍ଘିରା ପଞ୍ଚାୟତରେ ଏମ୍ଜିଏନ୍ଆର୍ଇଜିଏସ୍ରେ ଅର୍ଥ ହେର୍ଫେର କରାଯାଇଥିବା ଅଭିଯୋଗ ହୋଇଛି। ବିଭିନ୍ନ ଉନ୍ନୟନମୂଳକ କାମରେ ଆସୁଥିବା ଅର୍ଥକୁ ରାଜନୈତିକ ନେତା ଓ କେତେଜଣ ସରକାରୀ କର୍ମଚାରୀ ମିଳିମିଶି ତୋଷରପାତ କରୁଛନ୍ତି। କାର୍ଯ୍ୟ…
୧୦୦ ପରିବାରକୁ ଗୋଟିଏ ନଳକୂପ, ବାଲ୍ଟିଏ ପାଣି ପାଇଁ ଲମ୍ବା ଧାଡ଼ି
କଣ୍ଟିପାଳ/ଆନନ୍ଦପୁର,୨୨ା୪(ଡି.ଏନ୍.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତର କଣ୍ଟିପାଳ ଗ୍ରାମର ମହାପାତ୍ର ସାହିରେ ପାନୀୟ ଜଳ ସଙ୍ଗଟ ଉଗ୍ରରୂପ ଧାରଣ କରିଛି। ସାହିରେ ବସବାସ କରୁଥିବା ପରିବାରବର୍ଗଙ୍କ ମଧ୍ୟରୁ ୧୦୦ରୁ ଊର୍ଦ୍ଧ୍ୱ ପରିବାର ପାନୀୟ ଜଳ ପାଇଁ ଗୋଟିଏ ନଳକୂପ…
ବୃଦ୍ଧଙ୍କୁ ପାଦରେ ଚାପିଦେଲା ହାତୀ
ଆନନ୍ଦପୁର,୨୨ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ବ୍ଲକ ମଦନପୁର ପଞ୍ଚାୟତ ହସନପୁର ଗ୍ରାମରେ ହାତୀ ଆକ୍ରମଣର ଶିକାର ହୋଇ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ଗ୍ରାମର ବଟକୃଷ୍ଣ ପ୍ରଧାନ(୬୫) ସକାଳୁ ଶୌଚ ହେବାକୁ ଗାଁ ନିକଟ ପଳାସ ବଣକୁ ଆସିଥିବା ସମୟରେ ଦୁଇଟି…
ଚିକିତ୍ସା ଅବହେଳାରୁ ଛାତ୍ରୀ ମୃତ୍ୟୁ ଘଟଣା: ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ଏନ୍ଏଚ୍ଆର୍ସିଙ୍କ ଆଦେଶ
କେନ୍ଦୁଝର,୨୨ା୪(ସ୍ବ.ପ୍ର.): ୨୦୨୦ ଜାନୁୟାରୀ ୧ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଛାତ୍ରୀ ତପସ୍ବିନୀ ହେମ୍ବ୍ରମଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପାଇଁ ଜାତୀୟ ମାନବାଧିକାର କମିଶନ(ଏନ୍ଏଚ୍ଆର୍ସି) ମୁଖ୍ୟ ଶାସନ ସଚିବଙ୍କୁ ଆଦେଶ କରିଛନ୍ତି। ତାଙ୍କ ମୃତ୍ୟୁ ସ୍କୁଲ ଓ…
ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ବାମୀଙ୍କ ସମେତ ୩ ଗିରଫ
ଆନନ୍ଦପୁର,୨୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଶାଳଦେଇ ବାଲିଘାଟ ବିବାଦକୁ ନେଇ ମହିଳାଙ୍କୁ ହତ୍ୟା ଘଟଣାରେ ପୋଲିସ ୩ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଘଷିପୁରା ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ବାମୀ ବାବନ ସାହୁ ଏବଂ ବଳରାମ…
ଗାଡ଼ି ମାଲିକ ହାତେଇଛନ୍ତି ରାଶନକାର୍ଡ
ଆନନ୍ଦପୁର,୨୨।୪: (ସ୍ବ.ପ୍ର.) କେନ୍ଦୁଝର ଜିଲା ଘସିପୁରା ବ୍ଲକ୍ ଗୋହିରା ପଞ୍ଚାୟତ ଭୋଲନୂଆଗାଁରେ ରାଶନକାର୍ଡ ବଣ୍ଟନରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଜଣେ ବ୍ୟକ୍ତିଙ୍କ ୧୦ ଓ ୧୨ ଚକିଆ ଗାଡ଼ି ଥିବା ବେଳେ ତାଙ୍କ ନାମରେ ରାଶନକାର୍ଡ ରହିବା ସହିତ ମଧୁବାବୁ…
୫୧ ବସ୍ର ଚାଲାଣ କଟିଲା
କେନ୍ଦୁଝର,୨୧ା୪(ସ୍ବ.ପ୍ର.): କେନ୍ଦୁଝର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଜିଲାରେ ବିଭିନ୍ନ ସ୍ଥାନରେ ଯାତ୍ରୀବାହି ବସ ଯାଞ୍ଚ ଆରମ୍ଭ ହୋଇଛି। ବସ୍ର ରୁଟ୍ ପରମିଟ, ଫିଟନେସ, ଇନ୍ସ୍ୟୁରାନ୍ସ, ଯାତ୍ରୀଙ୍କ ସୁରକ୍ଷା ଆଦି ବିଷୟରେ ଯାଞ୍ଚ କରାଯାଇ ଖିଲାପ କରିଥିବା ସମୁଦାୟ ୫୧ ବସ୍…
ତୁରୁମୁଙ୍ଗା ଗ୍ରୀଡ୍ ସବ୍ଷ୍ଟେଶନ ନିର୍ମାଣ ବିଳମ୍ବ ନେଇ କ୍ଷୋଭ
କେନ୍ଦୁଝର,୨୧ା୪(ସ୍ବ.ପ୍ର./ଡି.ଏନ୍.ଏ.): ଗ୍ରାମ୍ୟ ଉନ୍ନୟନ, ଶକ୍ତି, ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଜିଏସ୍ଟି କମିଶନର ସଞ୍ଜୟ କୁମାର ସିଂହ ୩ଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ…
ଗରମରେ ବାରଣ୍ଡାରେ ଶୋଉଛନ୍ତି ପ୍ରସୂତି, ନବଜାତ ଶିଶୁ
କେନ୍ଦୁଝର,୨୦ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ମାତୃ ଓ ଶିଶୁ ଚିକିତ୍ସାଳୟରେ ନବଜାତ ଶିଶୁ ସହିତ ପ୍ରସୂତି ମହିଳା ବେଡ୍ ଅଭାବରୁ ତଳେ ଶୋଇବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଗୋଟିଏ ନୁହେଁ ଏଭଳି ବହୁ ପ୍ରସୂତି ନବଜାତ ଶିଶୁକୁ ଧରି…
କ୍ଷେତ୍ର ପରିଦର୍ଶନ କଲେ ପ୍ରମୁଖ ଶାସନ ସଚିବ
କେନ୍ଦୁଝର, ୨୦।୪(ସ୍ବ.ପ୍ର.) ଓଡିଶା ସରକାରଙ୍କ ଗ୍ରାମ ଉନ୍ନୟନ, ଶକ୍ତି, ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ତଥା ଜି.ଏସ୍.ଟି. କମିଶନର ସଞ୍ଜୟ କୁମାର ସିଂହ ତିନିଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ କରିବା ସହ…
ଗ୍ରାଉଣ୍ଡ ଜିରୋରୁ ସ୍ଥିତି ଅନୁଧ୍ୟାନ କଲେ ଉପଜିଲାପାଳ
ଆନନ୍ଦପୁର,୨୦ା୪(ସ୍ବ.ପ୍ର.): ଆନନ୍ଦପୁର ପୌରାଞ୍ଚଳରେ ପାନୀୟ ଜଳ ସଙ୍କଟ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ୧୬ଟି ଓ୍ବାର୍ଡ ମଧ୍ୟରୁ କେତେକ ଓ୍ବାର୍ଡରେ ପରିସ୍ଥିତି ସଙ୍ଗୀନ ହୋଇଛି। ଅସହ୍ୟ ତାତି ସାଙ୍ଗକୁ ପାନୀୟ ଜଳ ସଙ୍କଟ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଆନନ୍ଦପୁର ଉପଜିଲାପାଳ…
କେନ୍ଦୁପୋଶି ଜମିରେ ଲାଗିଲା ନିଆଁ, ଲୋକେ ଭୟଭୀତ
କେନ୍ଦୁଝର,୨୦ା୪ (ସ୍ବ.ପ୍ର.):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କେନ୍ଦୁପୋଶି ନିକଟବର୍ତ୍ତୀ ବିଲରେ ନିଆଁଲାଗି ୧ କିଲୋମିଟର ପର୍ଯ୍ୟନ୍ତ ନିଆଁ ବ୍ୟାପିଯାଇଛି। କୌଣସି ଦୁର୍ବୃତ୍ତ ବିଲରେ ପଡିଥିବା ପାଳଗଦାରେ ନିଆଁ ଲଗାଇଦେଇଥିବାରୁ ଅତ୍ୟାଧିକ ପବନ ବୋହିବାରୁ ରାସ୍ତା କଡ଼ରେ ଥିବା ଏକ…
Archives


