ବୈତରଣୀରୁ ମିଳିଲା ମହିଳାଙ୍କ ଗଳିତ ମୃତଦେହ
ଆନନ୍ଦପୁର,୧୩।୭(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ନଦୀରୁ ଗୁରୁବାର ଜଣେ ମହିଳାଙ୍କ ଗଳିତ ମୃତଦେହ ପୋଲିସ ଉଦ୍ଧାର କରିଛି। ବ୍ୟାରେଜ ନିକଟ ଘାସ ବୁଦା ମୂଳରେ ରହିଥିବା ମୃତଦେହକୁ ଆନନ୍ଦପୁର ପୋଲିସ ଏବଂ ଅଗ୍ନିଶମ ବିଭାଗ ଉଦ୍ଧାର କରି ବ୍ୟବଚ୍ଛେଦ…
୬ ବର୍ଷ ପରେ ଟିପ ଚିହ୍ନ ହିଁ ଦିବ୍ୟାଙ୍ଗ ପୁଅକୁ ଘରକୁ ଫେରାଇ ଆଣିଲା
କେନ୍ଦୁଝର,୧୩ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଟିପ ଚିହ୍ନ କେବଳ ଚିହ୍ନାଇ ଦେଲା ନାହିଁ ବରଂ ପୁଅକୁ ପରିବାର ନିକଟକୁ ଫେରାଇ ଆଣିବାରେ ସକ୍ଷମ ହେଲା । ଏଭଳି ଏକ ମର୍ମସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରରେ। ଗତ ୨୦୧୭ ଜୁନ୍ ୨ରେ ଜଣେ…
ଫେରାର ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ
ଆନନ୍ଦପୁର,୧୨ା୭(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁର ଥାନାରୁ ଜଣେ ଗିରଫ ଅଭିଯୁକ୍ତ ଫେରାର ହେବା ଘଟଣା ପୋଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅଭିଯୁକ୍ତ ଜଣଙ୍କ ବୁଧବାର ସକାଳେ କୌଶଳ କ୍ରମେ ଥାନାରୁ ଫେରାର ହୋଇଯାଇଥିଲେ। ବହୁ ତନାଘନା ପରେ ପୋଲିସ…
ନିଜ ଲୋଡର ତଳେ ଚାପି ହୋଇଗଲେ ଅପରେଟର
ବଡ଼ବିଲ,୧୨ା୭(ଦେବପ୍ରିୟା ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଟଣ୍ଟସ୍ଥିତ ନର୍ଭେରାମ ପାଓ୍ବାର ଆଣ୍ଡ୍ ଷ୍ଟିଲ୍ କମ୍ପାନୀ ଖଣିରେ ବୁଧବାର ଦୁର୍ଘଟଣା ଘଟି ନିଜ ଲୋଡର ତଳେ ଚାପି ହୋଇ ଅପରେଟରଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ମୟୂରଭଞ୍ଜ ଜିଲା…
ପ୍ରଧାନଶିକ୍ଷକଙ୍କ ବଦଳି ଦାବିରେ: ୨ ଦିନ ହେଲା ବିଦ୍ୟାଳୟ ବନ୍ଦ
ପାଟଣା,୧୨।୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଉପାନ୍ତ ଅଞ୍ଚଳ ପଲାଣଘାଟି ପଞ୍ଚାୟତ ସଡ଼ଙ୍ଗ ବାହାଳି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନାତନ ମହାନ୍ତଙ୍କ ବଦଳି ଦାବି କରି ମଙ୍ଗଳବାର ଓ ବୁଧବାର ବିଦ୍ୟାଳୟ ବନ୍ଦ ହୋଇଛି। ଅଭିଭାବକ ମାନେ ପିଲାଙ୍କୁ…
ଅସୁରକ୍ଷିତ ହାତୀପଲ
କେନ୍ଦୁଝର, ୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଦେଇ ଯାଇଥିବା ଜଖପୁରା-ବାଂଶପାଣି ରେଳଧାରଣା ପାଲଟିଛି ହାତୀଙ୍କ ମରଣଯନ୍ତା। ଗତ ୨୦୧୨ରୁ ଅଦ୍ୟାବଧି ରେଳ ଦୁର୍ଘଟଣାରେ ୧୧ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏନେଇ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯାଉନାହିଁ। ରେଳ ଦୁର୍ଘଟଣା…
ହାତୀପଲ ଉପରକୁ ଚଢିଗଲା ଟ୍ରେନ
କେନ୍ଦୁଝର,୧୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବନ ଖଣ୍ଡ ଅଧୀନ ଦଇତାରୀ ରେଞ୍ଜ ବ୍ରାହ୍ମଣୀପାଳ ନିକଟ ଟ୍ରେନ୍ ଲାଇନରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଯଖପୁରା-ବାଂଶପାଣି ମଝି ରେଳ ଲାଇନ୍ରେ ଏକ ହାତୀପଲ ପାର ହେଉଥିବା ବେଳେ ଏକ ମାଲବାହୀ…
ପାଖରୀରୁ ମିଳିଲା କନଷ୍ଟେବଳଙ୍କ ମୃତଦେହ
ହାଟଡିହୀ,୧୧l୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ସମ୍ମୁଖ ପୋଖରୀରୁ ମଙ୍ଗଳାବର ଜଣେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ ହେଲେ କେନ୍ଦ୍ରାପଡ଼ା ଅଞ୍ଚଳର ପ୍ରଦୀପ ବେହେରା l ମିଳିଥିବା ସୂଚନା ମୁତାବକ, ୧ ମାସ ତଳେ ପ୍ରଦୀପ କେନ୍ଦୁଝରରୁ…
ଜୁରୁଡ଼ି-ବାମେବାରି ରାସ୍ତା ମରଣଯନ୍ତା
ଯୋଡ଼ା,୧୧ା୭(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସହର ଦେଇ ଯାଇଥିବା ଜୁରୁଡ଼ି ବାମେବାରି ରାସ୍ତା ମରଣଯନ୍ତା ପାଲଟିଛି। ଜରିବାହାଲ, ଆନ୍ତରାମାନ୍ତର ଛକ ନିକଟରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ରାସ୍ତା ଦେଇ ବିଭିନ୍ନ ଖଣି କମ୍ପାନୀ ଖଣିଜ ପରିବହନ କରିଥାଆନ୍ତି।…
କ୍ରଶର ବନ୍ଦ ଦାବିରେ ସ୍କୁଲ ଗେଟ୍ରେ ତାଲା ପକାଇଲେ ଗ୍ରାମବାସୀ
ପାଟଣା,୧୦ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଟାଙ୍ଗରପଡ଼ା ଆରଆଇ ସର୍କଲ ଅନ୍ତର୍ଗତ ଅଙ୍କୁରା ସ୍କୁଲ ସାହି ନିକଟରେ ଥିବା ଏକ ଠିକାସଂସ୍ଥାର କ୍ରଶର ପାଇଁ ନିକଟ ହୁଡ଼ିରେ ରବିବାର ଅପରାହ୍ନରେ ଡିନାମାଇଟ ବ୍ଲାଷ୍ଟ କରିବା ସମୟରେ ଅଘଟଣ ଘଟିଥିଲା। ବ୍ଲାଷ୍ଟିଂ…
ଜଣଙ୍କ ନାମରେ କାର୍ଯ୍ୟାଦେଶ, ଆଉ ଜଣଙ୍କୁ କିସ୍ତି
ଆନନ୍ଦପୁର(ସନ୍ତୋଷ ରାଉତ)/କଣ୍ଟିପାଳ(ସୁଶାନ୍ତ ସାହୁ),୧୦ା୭: କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍ରେ ଆବାସ କାର୍ଯ୍ୟାଦେଶକୁ ନେଇ ସବୁ ସମୟରେ ଚର୍ଚ୍ଚା ଲାଗି ରହିଛି। ନିକଟରେ ମୋଚିନ୍ଦା ପଞ୍ଚାୟତର ହିତାଧିକାରୀ ପ୍ରଭାତ କୁମାର ସାହୁଙ୍କୁ ଆବାସ କାର୍ଯ୍ୟାଦେଶ ମିଳିଥିଲେ ସୁଦ୍ଧା ଦୀର୍ଘ ୧୫ ଦିନ ପରେ…
କାମରେ ଲାଗୁନି ଖଣି ସ୍କ୍ବାଡ୍
କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଖଣି ଚୋରି ଓ ଖଣିଜପଥର ମାନ ହେରଫେର କରି ବେଆଇନ ଚାଲାଣ ରୋକିବା ପାଇଁ ଗଠନ ହୋଇଥିବା ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ଠିକ୍ ଭାବେ କାମ କରୁନାହିଁ। ଗତ କିଛି ମାସ ହେବ ଧରପଗଡ଼ ହେଉ…
Archives


