କେନ୍ଦୁଝର

‘ହର ଘର ତ୍ରିରଙ୍ଗା’

କେନ୍ଦୁଝର,୧୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ୭୬ତମ ସ୍ବଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ଦେଶରେ ‘ଆଜାଦୀ କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଅଧୀନରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ନୂଆଦିଲ୍ଲୀ ସ୍ଥିତ ଡାକ ନିର୍ଦ୍ଦେଶାଳୟ…

କୌଳିକ ବୃତ୍ତି ହରାଇବେ ୪୦୦ ବୁଣାକାର ପରିବାର

ଆନନ୍ଦପୁର,୧୧।୮(ସନ୍ତୋଷ ରାଉତ): କେନ୍ଦୁଝର ଜିଲାର ଏକମାତ୍ର ଗ୍ରାମ ଆନନ୍ଦପୁର ପୌର ପରିଷଦ ଫକୀରପୁରରେ ଆଜକୁ ୪ ଶହ ବର୍ଷ ଧରି ଟସର ଶିଳ୍ପ ଚାଲି ଆସୁଛି। ଗ୍ରାମରେ ୪୦୦ ବୁଣାକାର ପରିବାର ଟସର କୋଷାରୁ ସୂତା ଉପତ୍ାଦନ କରିବା, ହସ୍ତତନ୍ତରେ ବଜାରର…

ତିନି ଶିଶୁଙ୍କୁ ମନ୍ଦିର ଆଗରେ ଛାଡ଼ି ପଳାଇଲେ

ବଡ଼ବିଲ,୧୧ା୮(ଦେବପ୍ରିୟ ରଣା):ସନ୍ତାନଟିଏ ପାଇବାକୁ ମା’ବାପା ବ୍ରତ ଉପବାସ, ମାନସିକ କରିବା ସହ ମନ୍ଦିର ସମ୍ମୁଖରେ ଅଧିଆ ପଡୁଛନ୍ତି। ହେଲେ ଏମିତି ବି ମା’-ବାପା ଅଛନ୍ତି ଯେଉଁମାନେ ନିଜ ପିଲାଙ୍କୁ ଅନାଥ କରିବାକୁ ପଛାଉନାହାନ୍ତି। ଏଭଳି ଏକ ଦୁଃଖଦ ଘଟଣା କେନ୍ଦୁଝର ଜିଲା…

୫-ଟି ଆଇଟି ଉପଦେଷ୍ଟାଙ୍କ ସ୍କୁଲ ଓ ମୋ’ ସେବା କେନ୍ଦ୍ର ପରିଦର୍ଶନ

ପାଟଣା,୧୦ା୮(ବୀରକିଶୋର ଦାଶ): ଓଡ଼ିଶା ସରକାର ଆଇଟି ଡିପାର୍ଟମେଣ୍ଟର ଉପଦେଷ୍ଟା ଅନୁଭବ ପଟ୍ଟନାୟକ କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ବ୍ଲକର ବିଭିନ୍ନ ୫ -ଟି ହାଇସ୍କୁଲ ସହ ମୋ ସେବାକେନ୍ଦ୍ର ପରିଦର୍ଶନ କରିଛନ୍ତି। ପାଟଣା ବ୍ଲକ ମୁଖ୍ୟାଳୟ ଗୋପୀନାଥ ନାରାୟଣ ସରକାରୀ…

ଓଡ଼ିଶା ମିଡ୍‌ ଡେ ମିଲ୍‌ ଓ୍ବାର୍କର୍ସ ୟୁନିୟନର ବିକ୍ଷୋଭ

କେନ୍ଦୁଝର,୧୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ମିଡ୍‌ ଡେ ମିଲ୍‌ ଓ୍ବାର୍କର୍ସ ୟୁନିୟନ ପକ୍ଷରୁ ଆଠ ଦଫା ଦାବିରେ ଏକ ରାଲି ଓ ବିକ୍ଷୋଭ ଜିଲା ମୁଖ୍ୟାଳୟରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାର ବିଭିନ୍ନ ଅଞ୍ଚଳର ପାଚକ/ପାଚିକା ସାମିଲ ଥିଲେ। ଏହି…

ବିଭିନ୍ନ ଦାବି ନେଇ ରାଲିରେ ସାମିଲ ହେଲେ ଶତାଧିକ ଶିକ୍ଷକ

କେନ୍ଦୁଝର,୯ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଅଗଷ୍ଟ କ୍ରାନ୍ତି ଦିବସ ଅବସରରେ ଓଷ୍ଟା ପକ୍ଷରୁ ଏକ ରାଲି କରଯାଇଛି। ଥାନା ଛକ ନିକଟସ୍ଥ ଶିକ୍ଷକ ଭବନରୁ ଏହି ରାଲି ବାହାରି ଜେଲ୍‌ ରୋଡ୍‌ସ୍ଥିତ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲା। ଜିଲା ସମ୍ପାଦକ ପ୍ରଶାନ୍ତ…

ଆଦିବାସୀ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବିପତ୍ର

କେନ୍ଦୁଝର,୯ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶ୍ୱ ଆଦିବାସୀ ଦିବସ ଅବସରରେ କେନ୍ଦୁଝର ଆଦିବାସୀ ମିଳିତ କ୍ରିୟାନୁଷ୍ଠାନ କମିଟି ଅଧୀନରେ ୧୫ଟି ଆଦିବାସୀ ସଂପ୍ରଦାୟର ମୁଖିଆ ତଥା ପୂର୍ବତନ ଏବଂ ବର୍ତ୍ତମାନର ବିଭିନ୍ନ ଲୋକ ପ୍ରତିନିଧିଙ୍କ ସହ ବହୁ ସଂଖ୍ୟାରେ ଆଦିବାସୀ ଏକ ଶୋଭାଯାତ୍ରାରେ…

ନାବାଳିକା ଗର୍ଭବତୀଙ୍କୁ ଉଦ୍ଧାର କଲା ଶିଶୁ ମଙ୍ଗଳ କମିଟି

କେନ୍ଦୁଝର,୯ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଶିଶୁ ମଙ୍ଗଳ କମିଟି ବୁଧବାର ଜଣେ ନାବାଳିକା ଗର୍ଭବତୀଙ୍କୁ ଉଦ୍ଧାର କରି ଓପନ ସେଣ୍ଟରରେ ରଖିଛି। ସଦର ବ୍ଲକ ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କୁ ଗର୍ଭବତୀ କରିବା ପରେ ନାବାଳିକାଙ୍କ ବାପା ତାଙ୍କ ଝିଅକୁ ସଂପୃକ୍ତ…

କ୍ରାନ୍ତି ଦିବସରେ ପୌର କାର୍ଯ୍ୟାଳୟ ଘେରାଉ କଲା ଭାଜପା

ବଡ଼ବିଲ,୯ା୮(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ଭାଜପା ବଡ଼ବିଲ ନଗର ମଣ୍ଡଳ ପକ୍ଷରୁ ବୁଧବାର କ୍ରାନ୍ତି ଦିବସ ଅବସରରେ ବଡ଼ବିଲ ପୌର କାର୍ଯ୍ୟାଳୟ ଘେରାଉ କରି ପୋରାଞ୍ଚଳର ବିଭିନ୍ନ ସମସ୍ୟା ଉପସ୍ଥାପନ କରିଛି। ଅଗଷ୍ଟ ୯ ତାରିଖକୁ ଦେଶ ବ୍ୟାପୀ କ୍ରାନ୍ତି ଦିବସ…

ଦେବୋତ୍ତର ଜମିରେ ବେଆଇନ ରାସ୍ତା ନିର୍ମାଣ

କେନ୍ଦୁଝର,୯।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ବଣିଆପାଟ ଖୁଣ୍ଟାପଡ଼ା ମୌଜାରେ ଦେବୋତ୍ତର ଜମିରେ ବେଆଇନ ରାସ୍ତା ନିର୍ମାଣ ନେଇ ଅସନ୍ତୋଷ ଦେଖାଦେଇଛି। ଉକ୍ତ ଅଞ୍ଚଳରେ ଦେବୋତ୍ତର ବିଭାଗ ଅଧୀନରେ ଥିବା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ଜମି ଜବରଦଖଲ କରାଯାଇ ବହୁ ଘର…

ଜମି ବାଡ଼ି ଗଣ୍ଡଗୋଳକୁ ନେଇ ବଡବାପା ଝିଅଙ୍କୁ ତୀର ମାରି ଭାଇ ଗିରଫ

ପାଟଣା,୮।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ବ୍ଲକ ରାଇଡିହା ପଞ୍ଚାୟତ ଜାରକାଣି ବେଡା ଗ୍ରାମର ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କୁ ସୋମବାର ପାଟଣା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜଣେ ସମ୍ପର୍କୀୟ ଭଉଣୀଙ୍କୁ ତୀର ମାରିବା ଅଭିଯୋଗରେ…

୧୨ ବର୍ଷରେ ୧୩ରୁ ଊର୍ଦ୍ଧ୍ୱ ଶିଳ୍ପ ପ୍ରତିଷ୍ଠାନ ବନ୍ଦ

କେନ୍ଦୁଝର,୮ା୮(ଦୀପକ ମିଶ୍ର): କେନ୍ଦୁଝର ଜିଲା କଳକାରଖାନା ଓ ଖଣିଖାଦାନଭରା ଜିଲା ଭାବେ ରାଜ୍ୟରେ ଜଣାଶୁଣା। ମାତ୍ର ଜିଲାରେ ପ୍ରତିଷ୍ଠା ହୋଇଥିବା ୪୦ଟି ବଡ଼ କଳକାରଖାନା ମଧ୍ୟରୁ ୧୩ରୁ ଊର୍ଦ୍ଧ୍ୱ ବିିଭିନ୍ନ କାରଣରୁ ବନ୍ଦ ହୋଇଯାଇଛି। ଫଳରେ ରତ୍ନଗର୍ଭା ଜିଲାର ଅନେକ ଶ୍ରମିକଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri