ଦୁର୍ଘଟଣା ବଢ଼ାଉଛି ବେଆଇନ ପାର୍କିଂ
ଚମ୍ପୁଆ,୨୧ା୧୦(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳିଠାରୁ ବାସୁଦେବପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଦୁର୍ଘଟଣାର କାରଣ ସାଜୁଛି। ବିଗତ କିଛି ଦିନ ହେବ ୫୨୦ ଜାତୀୟ ରାଜପଥରେ ଦୈନିକ ଦୁର୍ଘଟଣା ଘଟୁଥିଲେ ହେଁ ସମସ୍ୟା…
୫ ରାଉଣ୍ଡ ଗୁଳି ଫୁଟାଇ ୫ ଲକ୍ଷ ନେଇଗଲେ
କେନ୍ଦୁଝର,୨୦।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର):କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍ ନୟାକୋଟ ଥାନା ଫୁଲଝର ସ୍ବପ୍ନେଶ୍ୱର ପେଟ୍ରୋଲ ପମ୍ପରେ ସଶସ୍ତ୍ର ଡକାୟତି ହୋଇଛି। ଦୁର୍ବୃତ୍ତ ୫ ରାଉଣ୍ଡ ଗୁଳି ଫୁଟାଇ ୫ଲକ୍ଷ ଟଙ୍କା ନେଇଯାଇଛନ୍ତି। ଏନେଇ ପେଟ୍ରୋଲ ପମ୍ପ ମାଲିକ କ୍ଷେତ୍ରମୋହନ ମହାନ୍ତ…
ଅଧିକାରୀଙ୍କ ଭୁଲ ପାଇଁ ହେଲମେଟ୍ ପିନ୍ଧିଥିବା ବାଇକ୍ ଚାଳକଙ୍କୁ ଜରିମାନା
କେନ୍ଦୁଝର,୧୯।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରର ଟ୍ରାଫିକ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଜାଣତରେ ହେଉ ବା ଭୁଲରେ ହେଉ ଯିଏ ହେଲମେଟ ପିନ୍ଧିଛନ୍ତି ତାଙ୍କ ବାଇକ୍ ନମ୍ବର’ରେ ଫାଇନ କରାଯାଉଛି। ହେଲେ ଅନ୍ୟ ଜଣେ ବ୍ୟକ୍ତି ବିନା ହେଲମେଟରେ ଗାଡ଼ି ଚଳାଉଛନ୍ତି।…
ବନ୍ଧୁକମୁନରେ ପେଟ୍ରୋଲ ପମ୍ପ୍ରୁ ୫ ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା
କେନ୍ଦୁଝର,୧୯ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରେ ବନ୍ଧୁକମୁନରେ ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟି ନେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦୁର୍ବୃତ୍ତମାନେ ୫ ରାଉଣ୍ଡ ଗୁଳି ଫୁଟାଇ ୫ ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ଏଭଳି ଏକ ବଡ଼ଧରଣର ଡକାୟତି ଘଟଣା ବାଂଶପାଳ ବ୍ଲକ…
ଚିନ୍ତା ବଢ଼ାଇଲେଣି ଚକଡ଼ା, ଗଣ୍ଠି ପୋକ
ଚମ୍ପୁଆ,୧୯ା୧୦(ମହେଶ୍ୱର ଦାସ)କେନ୍ଦୁଝର ଜିଲା ଚମ୍ପୁଆ କୃଷି ଜିଲା ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ଚକଡ଼ା ଓ ଗଣ୍ଠି ପୋକ ଚାଷୀଙ୍କ ଚିନ୍ତାର କାରଣ ସାଜିଛି। ଦିନକୁ ଦିନ ଏହି ରୋଗ ଧାନକ୍ଷେତକୁ ଉଜାଡ଼ି ଦେଉଥିବା ବେଳେ ରୋଗ ପ୍ରତିରୋଧକ ପାଇଁ କୃଷି ବିଭାଗ…
ଜିଲାରେ ନାହିଁ ଟ୍ରମା କେୟାର ସେଣ୍ଟର
କେନ୍ଦୁଝର,୧୯ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଉପଖଣ୍ଡ ଡାକ୍ତରଖାନାରେ ଟ୍ରମା କେୟାର ସେଣ୍ଟର ନାହିଁ। ଫଳରେ ଜିଲାରେ ପ୍ରାୟ ପ୍ରତ୍ୟେକ ଦିନ ଦୁର୍ଘଟଣାଜନିତ ଜୀବନହାନି ହେଉଛି। ବହୁ ଲୋକ ଆହତ ହୋଇ ବିକଳାଙ୍ଗ ହେଉଛନ୍ତି। ଦୁର୍ଘଟଣା ପରେ ଆବଶ୍ୟକ…
ଅଧା ଦିନ ବନ୍ଦ, ଯାତ୍ରୀ ହନ୍ତସନ୍ତ
କେନ୍ଦୁଝର,୧୮।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୌରପାଳିକା ଅଧୀନ ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ଅନତି ଦୂର ସରକାରୀ ବସ୍ଷ୍ଟାଣ୍ଡ ପରିସରରେ ଥିବା ସୁଲଭ ଶୌଚାଳୟରେ ପାଣି ସମସ୍ୟା ଲାଗି ରହିଛି। ଫଳରେ ଦିନର ଅଧାରୁ ଅଧିକ ସମୟ କାମରେ ଲାଗୁ ନ ଥିବା ବେଳେ…
ଗୋରୁ ଗାଡି ଧରିଲେ ଗ୍ରାମବାସୀ, ଏନଏଚ ୪୯ ପାଲଟିଛି ଗୋ ମାଫିଆଙ୍କ ପାଇଁ ସୁରକ୍ଷିତ ପଥ
କେନ୍ଦୁଝର, ୧୭।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ) : ରବିବାର ରାତିରେ ତେଲକୋଇ ଥାନା ଅନ୍ତର୍ଗତ ଜଗମୋହନପୁର ଛକ ନିକଟରେ ଏନଏଚ ୪୯ରେ ପାଲଲହଡା ଆଡୁ କେନ୍ଦୁଝର ଦେଇ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ଏକ ଗୋରୁ ବୋଝେଇ ଟ୍ରକକୁ ସ୍ଥାନୀୟ ଲୋକମାନେ ଅଟକାଇ…
ଶୁଦ୍ଧି କ୍ରିୟାରେ ଯୋଗଦେବାକୁ ଯାଇ ଫେରିଲେନି, ହତ୍ୟା ସନ୍ଦେହ କରି…
ପାଟଣା,୧୭।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଆହାରପଡ଼ା ଫିଲଡ ସାହି ବାଉଁଶ ବୁଦା ନିକଟରୁ ମଙ୍ଗଳବାର ସକାଳୁ ଜଣେ ୪୫ ବର୍ଷୀୟା ବିଧବାଙ୍କ ସନ୍ଦେହ ଜନକ ଭାବେ ମୃତଦେହ ଜବତ ହୋଇଛି। ମହିଳା ଜଣକ ହେଉଛନ୍ତି ଆହରପଡା ଗୁଡ଼ା…
ଅଟେଇ, କାଳିମାଟିରେ ପାଦଚିହ୍ନ ମିଳିଲା
କେନ୍ଦୁଝର,୧୭ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ବନଖଣ୍ଡର ୭ ରେଞ୍ଜରେ ସୋମବାରଠାରୁ ବାଘ ଗଣନା ଆରମ୍ଭ ହୋଇଛି। ଗଣନା କାର୍ଯ୍ୟ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଜାରି ରହିବ। ଗଣନାରେ ରେଞ୍ଜର, ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡଙ୍କ ସମେତ ବନ କର୍ମଚାରୀ ସାମିଲ ହୋଇଛନ୍ତି। ବିଶେଷକରି…
ଆଶ୍ୱାସନାରେ ଝୁଲିଲା ବୈଶିଙ୍ଗା ଡାକ୍ତରଖାନାର ଭାଗ୍ୟ
ବୈଶିଙ୍ଗା,୧୬ା୧୦(ରତନ ଦାଶ) ମୟୂରଭଞ୍ଜ ଜିଲା ବୈଶିଙ୍ଗା ଡାକ୍ତରଖାନାର ଭାଗ୍ୟ ଆଶ୍ୱାସନାରେ ଝୁଲି ରହିଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବଦଳରେ ୩୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଚିକିତ୍ସା କେନ୍ଦ୍ର ହେବା ନେଇ ପ୍ରତିଶ୍ରୁତି ମିଳିଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ନୈରାଶ୍ୟ ଭାବ ଦେଖିବାକୁ ମିଳିଛି। ଡାକ୍ତରଖାନାକୁ…
ଟ୍ରେନ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ
କେନ୍ଦୁଝର,୧୬।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଟ୍ରେନ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କେନ୍ଦୁଝର ଗୋବିନ୍ଦପୁର ଗ୍ରାମର ରାମଚନ୍ଦ୍ର ନାଏକ(୭୩)। ମିଳିଥିବା ସୂଚନା ମୁତାବକ, ରାମଚନ୍ଦ୍ର ଧାନ ଚାଷ ଦେଖିବାକୁ ଯାଇଥିଲେ। ହେଲେ ସେ ଘରକୁ ଫେରି ନ ଥିଲେ।…
Archives


