ମଧ୍ୟାହ୍ନ ଭୋଜନରେ ଅଣ୍ଡା ଅଡୁଆ
କେନ୍ଦୁଝର,୬ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଅଣ୍ଡାର ମୂଲ୍ୟ ବଢ଼ିଚାଲିଛି। କିନ୍ତୁ ମଧ୍ୟାହ୍ନ ଭୋଜନରେ ମିଳୁଥିବା ଅଣ୍ଡା ବାବଦକୁ ମୂଲ୍ୟ ବଢ଼ୁ ନାହିଁ। ଫଳରେ ଅଙ୍ଗନୱାଡି ଦିଦିମାନେ ଆର୍ଥିକ ସଙ୍କଟରେ ରହୁଛନ୍ତି। ବଜାରରେ ଅଣ୍ଡାର ଦାମ ବଢ଼ୁଥିବାରୁ ସରକାର ଅନୁଦାନ ଅର୍ଥ ବଢ଼ାଇବାକୁ ଦାବି…
ଗୋଟେ ନଳକୂପକୁ ୭୦ ପରିବାର
କେନ୍ଦୁଝର,୬।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦ୍ର ଓ ରାଜ୍ୟ ସରକାର ଗାଁରୁ ସହର ସବୁଆଡ଼େ ବିଶୁଦ୍ଧ ପିଇବା ପାଣି ଯୋଗାଣ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ମାତ୍ର କେନ୍ଦୁଝର ଜିଲା ସଦର ବ୍ଲକ୍ ଅନ୍ତର୍ଗତ ବୋଦାପୋଳଶା ପଞ୍ଚାୟତର କବିତ୍ରା ମୁଣ୍ଡା ସାହିରେ…
ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ
ପାଟଣା,୫।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ସାହାରପଡ଼ା ବ୍ଲକର ଯୁବ ନେତା ତଥା ଜିଲା ବିଜେଡି ଉପ ସଭାପତି କରୁଣା ସାଗର ଖଟୁଆ ଓରଫ ଦିପୁଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ…
କେନ୍ଦୁଝରରେ ଅନାହାର ମୃତ୍ୟୁ
କେନ୍ଦୁଝର,୪ା୧(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): ଅନାହାରରୁ ମୃତ୍ୟୁ ସହ ସଂଘର୍ଷ କରୁଥିଲେ। ସ୍ଥିତି ଏପରି ହୋଇଥିଲା ଯେ ବିଛଣାରୁ ଉଠିବାକୁ ବଳ ପାଉ ନ ଥିଲା। ୩ ଛୁଆ ମଧ୍ୟ ଖାଦ୍ୟ ଅଭାବରୁ ରୋଗାଗ୍ରସ୍ତ ହୋଇଯାଇଥିଲେ। ଅବଶ୍ୟ ପ୍ରଶାସନ ପକ୍ଷରୁ ଉକ୍ତ…
ଓଲଟିଲା କାର୍, ଟ୍ରକ୍ ସହ ପିଟିହେଲା ବସ୍
କେନ୍ଦୁଝର,୩ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଦ୍ମପୁର ମୁଖ୍ୟ ବଜାର ନିକଟରେ ଭାରସାମ୍ୟ ହରାଇ (ଓଡି-୧୪-ଡବ୍ଲୁ-୪୪୪୫) ନମ୍ବର ବିଶିଷ୍ଟ ଏକ କାର୍ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ସୌଭାଗ୍ୟବଶତଃ ଚାଳକ ସମେତ ୪ଜଣ ବର୍ତ୍ତି ଯାଇଛନ୍ତି। ସୂଚନାଯୋଗ୍ୟ, ବୁଧବାର…
ଭୋଟ୍ ବର୍ଜନ ଚେତାବନୀ ଦେଲେ ହରିଯୋଡ଼ି-କନକନା ଗ୍ରାମବାସୀ
କେନ୍ଦୁଝର,୩ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନିଶ୍ଚିତପୁର ପଞ୍ଚାୟତ ଦେଓଝର ହରିଡ଼ାଯୋଡ଼ି ଓ କନକନା ଗ୍ରାମର ବାସିନ୍ଦା ବିଭିନ୍ନ ସମସ୍ୟାକୁ ନେଇ ଜିଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ଏହି ସବୁ ଗ୍ରାମରେ ପାଖାପାଖି ୧୫ ଶହ ଭୋଟର ବସବାସ…
ଆଲୁଓ୍ବାଲିଆ ପ୍ଲାଣ୍ଟ ଇଣ୍ଡକ୍ସନ ଫର୍ନେସ୍ରେ ବିସ୍ଫୋରଣ
ବଡ଼ବିଲ,୩ା୧(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ି ଥାନା ଅନ୍ତର୍ଗତ ବରପଦାସ୍ଥିତ କେଜେଏସ୍ ଆଲୁଓ୍ବାଲିଆଙ୍କ ପ୍ଲାଣ୍ଟର ଇଣ୍ଡକ୍ସନ ଫର୍ନେସରେ ବୁଧବାର ଅପରାହ୍ନରେ ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଏଥିରେ କାରଖାନାର କେହି ମୃତାହତ ହୋଇ ନ ଥିବା ବେଳେ ଏକ ଟ୍ରକର ଡାଲା ଜଳିଯାଇଥିବା…
ବନକର୍ମଚାରୀଙ୍କ ସହ ବନ ବିଭାଗ ଗାଡ଼ିକୁ ଅଟକାଇଲେ ଗ୍ରାମବାସୀ
ପାଟଣା,୩।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଞ୍ଚଳରେ ୨ ସପ୍ତାହରୁ ଊଦ୍ଧର୍ବ ସମୟ ହେବ ୨୩ ଟିକିଆ ବଣୁଆ ହାତୀପଲଙ୍କ ଉତ୍ପାତ ଦେଖିବାକୁ ମିଳିଛି। ଏଥିରେ ଅତିଷ୍ଠ ହୋଇ ଉତ୍ୟକ୍ତ ଗାଁଲୋକେ ବୁଧବାର ସକାଳୁ ପାଟଣା ସାହାରପଡ଼ା ଦେଇ…
ରାସ୍ତା ନିର୍ମାଣ ନ ହେଲେ ଭୋଟ ବର୍ଜନ
କେନ୍ଦୁଝର,୩।୧: (ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗଁା ଗଣ୍ଡାର ଉନ୍ନତି କରିଥିବା କଥା ବଡ଼ ବଡ଼ ପୋଷ୍ଟର ବ୍ୟାନର ମାରି ପ୍ରଚାର ପ୍ରସାର କରିଚାଲିଛନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ…
ନୂଆବର୍ଷରେ ଅଘଟଣ: ଦୀପରୁ ଲାଗିଲା ନିଆଁ
କେନ୍ଦୁଝର,୧।୧(ନରେଶ ଚନ୍ଦ୍ର ପଟ୍ଟନାୟକ): ନୂଆବର୍ଷ ପାଇଁ ସୋମବାର କେନ୍ଦୁଝର ଶ୍ରୀ ବଳଦେବଜୀଉ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା। ଏହି ସମୟରେ ଭକ୍ତମାନେ ଲଗାଇଥିବା ଦୀପରୁ ନିଆଁ ଲାଗି ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ବୃଦ୍ଧା ଜଣଙ୍କ ହେଲେ କେନ୍ଦୁଝର ପୁରୁଣା…
କାର୍-କଣ୍ଟେନର ମୁହାଁମୁହିଁ: ୪ ଗୁରୁତର
କେନ୍ଦୁଝର,୧ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ନୂଆବର୍ଷ ପାଳନ ପାଇଁ ସମସ୍ତେ ଖୁସି ମନାଇବାକୁ ପ୍ରସ୍ତୁତ କରୁଥିବା ବେଳେ ପ୍ରଥମ ଦିନରେ ଘଷିପୁରା ଥାନା ବାରିଗାଁ ନିକଟରେ ସୋମବାର ସକାଳେ ଏକ କାର୍ ଓ କଣ୍ଟେନର ଧକ୍କା ହେବାରୁ କାର୍ରେ ଥିବା ୪ ଜଣ…
ନଣଦେଇଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ସ୍ତ୍ରୀଙ୍କୁ ବାଧ୍ୟ କରୁଥିଲେ ସ୍ବାମୀ, ପ୍ରତିବାଦ କରିବାରୁ ମାଡ଼ ମାରି କଲେ ଲହୁଲୁହାଣ
କେନ୍ଦୁଝର,୩୦ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ମହିଳାଙ୍କ ପ୍ରତି ସ୍ବାମୀଙ୍କର ଅଜବ ଆଚରଣ ଏବେ ଚର୍ଚ୍ଚାର ବିଷୟ ହୋଇଛି। ନଣଦେଇଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ସ୍ତ୍ରୀଙ୍କୁ ବାଧ୍ୟ କରୁଥିଲେ ସ୍ବାମୀ। ଏଥିରେ ମହିଳା ଜଣକ ପ୍ରତିବାଦ କରିବାରୁ ତାଙ୍କୁ ପ୍ରବଳ ମାଡ଼…
Archives


