ପୁଣି ପ୍ରଶ୍ନପତ୍ର ଭାଇରାଲକୁ ନେଇ ଚର୍ଚ୍ଚା, ସ୍ପଷ୍ଟ କରୁନି ଶିକ୍ଷା ବିଭାଗ
କେନ୍ଦୁଝର,୨୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ସୋମବାର ଗଣିତ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କେନ୍ଦୁଝର ଜିଲାରେ ଏହି ପ୍ରଶ୍ନପତ୍ର ଭାଇରାଲ ହେଉଛି। ଏହି ପ୍ରଶ୍ନପତ୍ରର ସଠିକତା…
ଅବିବାହିତା ଯୁବତୀ ଛାଡ଼ିଯାଇଥିବା ଶିଶୁଙ୍କ ମୃତ୍ୟୁ
କେନ୍ଦୁଝର,୨୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ) : ସ୍ଥାନୀୟ ମନୋଜ ମଞ୍ଜରୀ ଶିଶୁ ଭବନରେ ଶନିବାର ଏକ ୩ ମାସର ଶିଶୁ ପୁତ୍ରର ମୃତ୍ୟୁ ଘଟିଛି। ଶିଶୁଟିକୁ ଜଣେ ଅବିବାହିତା ଯୁବତୀ ଛାଡ଼ି ଯାଇଥିବା ବେଳେ ପରେ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହାର ଠିକ୍…
ସାଇକେଲ୍ ଚାଳକଙ୍କ ଉପରେ ଚଢିଗଲା ଟ୍ରାକ୍ଟର: ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା
ଆନନ୍ଦପୁର,୨୫।୨(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ଥାନା ଅନ୍ତର୍ଗତ ପଣଷଡିହା ଠାରେ ରବିବାର ଦୁର୍ଘଟଣା ଘଟିଛି। ଏଥିରେ ଜଣେ ସାଇକେଲ ଚାଳକଙ୍କର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ପଣଷଡିହାର ମୁଦୁରା ନାଏକଙ୍କ ପୁଅ ପୁର୍ଣ୍ଣଚନ୍ଦ୍ର ନାଏକ(୨୭)। ପୁର୍ଣ୍ଣଚନ୍ଦ୍ର ସାଇକେଲରେ ଆସୁଥିବା ସମୟରେ ଦ୍ରୁତଗତିରେ…
ଆସୁନାହାନ୍ତି ପିଲା, ସ୍କୁଲରେ ଅଧାଦିନ ତାଲା
କେନ୍ଦୁଝର,୨୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ସଦର ବ୍ଲକ୍ ଅନ୍ତର୍ଗତ ଶିରିଶପାଳ ହାଇସ୍କୁଲରେ ପିଲା ଅଭାବରୁ ବନ୍ଦହେବା ଆଶଙ୍କା ଦେଖାଦେଇଛି। ଛାତ୍ରୀଛାତ୍ର ସବୁଦିନ ଆସୁ ନ ଥିବାରୁ ଅଧାଦିନ ସ୍କୁଲରେ ତାଲା ପଡ଼ୁଛି। ସରକାର ଅନେକ କୋଟି ଟଙ୍କା ଖର୍ଚ୍ଚକରି ବିଦ୍ୟାଳୟ ରୂପାନ୍ତରୀକରଣ କରିବା…
ମାମୁ ଘରେ ଗୋଠେ ଗାଈ, ରାତି ପାହିଲେ ମୋଟେ ନାହିଁ
କେନ୍ଦୁଝର,୨୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଗୋବର୍ଦ୍ଧନ ପଞ୍ଚାୟତଠାରେ ବ୍ଲକ ପ୍ରଶାସନଙ୍କ ଦାରା ରାଶନକାର୍ଡ ହିତାଧିକାରୀଙ୍କ ନିମନ୍ତେ ୨ଟି ବ୍ୟାଗ୍ ଓ ୧ ହଜାର ଟଙ୍କା ଦିଆଯାଉଛି। ପଞ୍ଚାୟତ ଅଧୀନରେ ଥିବା ଗ୍ରାମର ସମସ୍ତ ହିତାଧିକାରୀ ଏକ ସଙ୍ଗରେ ଆସି…
ସୋଲାର ଲାଇଟ୍ ଗାଡ଼ି ଅଟକାଇଲେ ମହିଳା
ଆନନ୍ଦପୁର,୨୪ା୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅଧୀନ କଣ୍ଟିପାଳ ପଞ୍ଚାୟତରେ ଏକ ଅଭାବନୀୟ ଘଟଣାକ୍ରମରେ ମହାପାତ୍ର ସାହିର ମହିଳାମାନେ ସୋଲାର ଲାଇଟ୍ ଲଗାଇବାକୁ ଆସିଥିବା ଗାଡ଼ିକୁ ଶନିବାର ଦୀର୍ଘ ସମୟ ଧରି ଅଟକ ରଖିଥିଲେ। ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ…
ଲୋକାର୍ପଣ ଦିନଠାରୁ ତାଲା ଝୁଲୁଛି
ଆନନ୍ଦପୁର,୨୪ା୨(ଉମେଶ ଚନ୍ଦ୍ର ପାଢ଼ୀ): କେନ୍ଦୁଝର ଜିଲା ଆନନ୍ଦପୁର ଫକୀର ମୋହନ ମାର୍କେଟଠାରେ ନିର୍ମାଣ ହୋଇଥିବା ଆମ ବସ୍ଷ୍ଟାଣ୍ଡ ଲୋକାର୍ପଣ ଦିନଠାରୁ ବନ୍ଦ ପଡ଼ିଛି। ଲୋକଙ୍କ ସୁବିଧା ପାଇଁ ନିର୍ମିତ ବସ୍ଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ଼ରେ ଉଦ୍ଘାଟନ କରିଥିଲେ। ମାତ୍ର…
କପି ଧରିଲା ଏଆଇ: ବଦଳିଲେ ୬ ପରୀକ୍ଷା କେନ୍ଦ୍ରର ଅଧୀକ୍ଷକ, ପର୍ଯ୍ୟବେକ୍ଷକ
କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ପାଟଣା(ବୀରକିଶୋର ଦାଶ),୨୩ା୨: କେନ୍ଦୁଝର ଜିଲାର ବିଭିନ୍ନ ମାଟ୍ରିକ ପରୀକ୍ଷା କେନ୍ଦ୍ରରେ କପି ହେଉଥିବା ଏଆଇ ପକ୍ଷରୁ ଜଣାପଡ଼ିଛି। ଜିଲା ଶିକ୍ଷା ବିଭାଗ ପକ୍ଷରୁ କେନ୍ଦ୍ରର ୬ ଅଧୀକ୍ଷକ ଓ ପର୍ଯ୍ୟବେକ୍ଷକଙ୍କୁ ବଦଳି କରାଯାଇଛି। ଜିଲା ଶିକ୍ଷା ଅଧିକାରୀ ଗୌରୀରାଣୀ…
ଲୋକାୟୁକ୍ତଙ୍କ ନିକଟରେ ହାଜର ହେଲେ ୧୯ ଅଧିକାରୀ, ୧୬ ପୂର୍ବତନ ପ୍ରତିନିଧି
ହାଟଡିହୀ,୨୩।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ବିଭିନ୍ନ ବିଭାଗର ୧୯ ଅଧିକାରୀ, ବିଭିନ୍ନ ପଞ୍ଚାୟତର ୧୬ ପୂର୍ବତନ ଲୋକ ପ୍ରତିନିଧି ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି l ପୂର୍ବତନ ବିଡ଼ିଓ କୈଳାଶ ବେହେରା, ପୂର୍ବତନ…
ଭାଲୁକୁ ପିଟିପିଟି ମାରି ଦେଲେ କି…
କେନ୍ଦୁଝର,୨୩।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ରେଞ୍ଜ ନେଲୁଙ୍ଗ ଗ୍ରାମ ନିକଟ ଜମିରୁ ଏକ ଭାଲୁର ମୃତଦେହ ବନ ବିଭାଗ ଜବତ କରିଛି। ଭାଲୁଟିର କିପରି ମୃତ୍ୟୁ ଘଟିଲା ସେ ନେଇ ଜଣାପଡ଼ିନାହିଁ। ଜଙ୍ଗଲ ନଷ୍ଟ ଯୋଗୁ ଭାଲୁମାନେ ଜନ ବସତି ମୁହାଁ…
ଟ୍ରକ ଧକ୍କାରେ ବାପପୁଅ ମୃତ, ମୃତ୍ୟୁ ଖବର ଶୁଣି ସାନଭାଇ ହୃଦ୍ଘାତରେ ମୃତ
କେନ୍ଦୁଝର,୨୩।୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁ ଥାନା ଅଧୀନ ୨୦ ନମ୍ବର ଜାତୀୟ ରାଜପଥ ପିପିଳିଆ ଛକରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଲୁହାରଡ଼ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଏକ ସ୍କୁଟିକୁ ପଛପଟୁ ଧକ୍କା ଦେବାରୁ…
୩ ଦିନ ହେଲା ନିଖୋଜ ଥିଲେ, ଆଜି ନଦୀରେ ଭାସିଲା ମୃତଦେହ
ବଡ଼ବିଲ,୨୧ା୨(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ହାୟାରପୁର ଗ୍ରାମସ୍ଥିତ କାରୋନଦୀରେ ବୁଧବାର ସକାଳେ ଭାସୁଥିବା ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ ହୋଇଛି। ମୃତକ ଜଣକ ହେଲେ ସେହି ଗ୍ରାମର ଦୁଲୁ ମୁଣ୍ଡା(୪୦)। ଗତ ୪ ଦିନ ଧରି ନଦୀରେ…
Archives


