କେନ୍ଦୁଝର

କାଠ ବ୍ୟବସାୟୀଙ୍କ ଠାରୁ ଟଙ୍କା ମାଗିବା ପଡିଲା ମହଙ୍ଗା, ନିଲମ୍ବିତ ହେଲେ ମହିଳା ଫରେଷ୍ଟର

କେନ୍ଦୁଝର,୩।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ କାଠ ବ୍ୟବସାୟୀଙ୍କ ଠାରୁ ୬ ହଜାର ଟଙ୍କା ମାଗିବା ଘଟଣାରେ ବନ ବିଭାଗ ସୋମବାର ମହିଳା ଫରେଷ୍ଟର ସୁନୀତା ବାଗେଲଙ୍କୁ ନିଲମ୍ବିତ କରିଛି। ଟଙ୍କା ମାଗିବା ଓ ଟଙ୍କା ପାଇବା ନେଇ ହୋଇଥିବା କଥାବାର୍ତ୍ତାର ଅଡିଓ…

ବିଭିନ୍ନ ସମସ୍ୟା ନେଇ ଜିଲାପାଳଙ୍କୁ ଅଭିଯୋଗ କଲେ ସାନଯୋଡ଼ାବାସୀ

କେନ୍ଦୁଝର,୩। ୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ କୁଟୁଗାଁ ପଞ୍ଚାୟତ ଅଧିନସ୍ତ ସାନ ଯୋଡ଼ା ଗ୍ରାମକୁ ସ୍ବାୀନତାର ୭୮ବର୍ଷ ବିତି ଯାଇଥିଲେ ମଧ୍ୟ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରାଯାଇନାହିଁ। ଫଳରେ ଗ୍ରାମ ବାସୀ ଜମିଜମା…

ଗାଁରେ ବୁଲିଲା ଗୋଠଛଡ଼ା ଦନ୍ତା

ଆନନ୍ଦପୁର,୩ା୩(ସୁଶାନ୍ତ କୁମାର ସାହୁ/ ଉମେଶ ଚନ୍ଦ୍ର ପାଢ଼ୀ): ଢେଙ୍କାନାଳ ଜିଲା କପିଳାସ ଜଙ୍ଗଲରୁ ଆସିଥିବା ଏକ ଗୋଠଛଡ଼ା ଦନ୍ତା ଆନନ୍ଦପୁର ଉପଖଣ୍ତରେ ଉତ୍ପାତ ମଚାଇଛି। ରବିବାର ରାତିରେ ବେଲବାହାଳି ଓ ହରିଡ଼ାପାଳ ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମକୁ ଗୋଠ ଛଡ଼ା ଦନ୍ତା…

କଳିଙ୍ଗ ହର୍ବାଲ ମେଳାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୩।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆୟୁର୍ବେଦ ଏକ ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ବିଜ୍ଞାନ। ଆୟୁର୍ବେଦରେ ଉପଯୁକ୍ତ ଉପଚାର ସହ ସନ୍ତୁଳିତ ଆହାର ଓ ଜୀବନଶୈଳୀ ଦ୍ୱାରା ଆରୋଗ୍ୟ ଲାଭ କରାଯାଇପାରିବ। ମାନବ ଶରୀର ୫ଟି ମୌଳିକ ତତ୍ତ୍ୱ ଯଥା ଆକାଶ, ବାୟୁ, ଅଗ୍ନି, ଜଳ…

କୋଟିକୋଟି ଟଙ୍କାର ଘୋଟଲା: EOWରେ ହାଜରହେଲେ ବିଜେଡି ନେତା

କେନ୍ଦୁଝର,୩।୩(ନରେଶ ପଟ୍ଟନାୟକ): କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା EOWରେ ବିଜେଡି ନେତା। କେନ୍ଦୁଝର ବିଜେଡି ନେତା ସୌମ୍ୟ ଶଙ୍କର ଚକ୍ର ଅର୍ଥାତ୍‌ ରାଜା ସୋମବାର EOWରେ ହାଜର ହୋଇଛନ୍ତି। ୪୦ ରୁ ୫୦ କୋଟି ଟଙ୍କାର ଅର୍ଥ ହେରଫେର ଅଭିଯୋଗରେ ଚକ୍ରଙ୍କୁ…

ଗାଁ ଦାଣ୍ଡରେ ବୁଲିଲା ଗୋଠଛଡ଼ା ଦନ୍ତା, ଲୋକେ ଭୟଭୀତ

ଆନନ୍ଦପୁର,୩ା୩(ସୁଶାନ୍ତ କୁମାର ସାହୁ): କପିଳାସ ଅଞ୍ଚଳରୁ ଆସି ଆନନ୍ଦପୁର ଉପଖଣ୍ତରେ ଗାଁକୁ ଗାଁ ବୁଲୁଥିବା ଗୋଠଛଡ଼ା ଦନ୍ତା ରବିବାର ରାତିରେ ବିଭିନ୍ନ ଗାଁ ଗଣ୍ତା ପରିକ୍ରମା କରି ସୋମବାର ଭୋର୍‌ରୁ ସୁରକ୍ଷିତ ଭାବେ ଆନନ୍ଦପୁର ଭଦ୍ରକ ୫୩ ନମ୍ବର ରାଜ୍ୟ ରାଜପଥ…

ଜୁଆଙ୍ଗଙ୍କ ଦୁର୍ଦ୍ଦଶା ଉପରେ ସବିଶେଷ ରିପୋର୍ଟ ମାଗିଲେ NHRC

କେନ୍ଦୁଝର,୨ା୩ (ନରେଶ ଚନ୍ଦ୍ର ପଟ୍ଟନାୟକ): ଜାତୀୟ ମାନବାଧିକାର କମିଶନ (NHRC) ଏକ ମାମଲାର ବିଚାର କରି ପୁରାତନ ଜନଜାତି ଜୁଆଙ୍ଗ ସମ୍ପ୍ରଦାୟର ବିଭିନ୍ନ ପ୍ରସଙ୍ଗ ଉପରେ କେନ୍ଦୁଝର ଜିଲାପାଳଙ୍କ ଠାରୁ ସବିଶେଷ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଲୋଡ଼ିଛନ୍ତି। ଏ ନେଇ କମିଶନଙ୍କ ପର୍ଯ୍ୟବେକ୍ଷଣ…

କେନ୍ଦୁଝର ପାଟଣାରେ ହେବ ମେଗା ଷ୍ଟିଲ୍ ପ୍ଲାଣ୍ଟ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୩: କେନ୍ଦୁଝର ପାଟଣାରେ ହେବ ବହୁ ପ୍ରତିକ୍ଷିତ ମେଗା ଷ୍ଟିଲ୍ ପ୍ଲାଣ୍ଟ। ରବିବାର ଚମ୍ପୁଆ ଚନ୍ଦ୍ରଶେଖର କଲେଜ ବାର୍ଷିକ ଉତ୍ସବରେ ଯୋଗଦେଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ସମୟରେ ଏନେଇ JSW ଓ…

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଚାଷୀଙ୍କୁ ଦେଲେ ସହାୟତା ରାଶି

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ)୨।୩: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଇ ଦିନିଆ କେନ୍ଦୁଝର ଜିଲା ଗସ୍ତରେ ଆସି ଆଜି ପୂର୍ବାହ୍ନରେ କେନ୍ଦୁଝରରେ ପହଞ୍ଚିଛନ୍ତି। ମୟୂରଭଞ୍ଜରୁ ହେଲିକପ୍ଟରରେ ଆସି ଧରଣୀଧର ବିଶ୍ୱବିଦ୍ୟାଳୟ ପଡିଆରେ ଓହ୍ଲାଇ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାକୁ ଉଦଘାଟନ କରିଛନ୍ତି।…

ପ୍ରସ୍ତାବିତ ଷ୍ଟିଲ୍‌ ପ୍ଲାଣ୍ଟକୁ ବିରୋଧ ଦାବିରେ ମେଳି ବାନ୍ଧିଲେ ଚାଷୀ

ପାଟଣା,୨ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ଯମୁନାପଶି ହାଟ ପଡ଼ିଆଠାରେ ‘ଜିନ୍ଦଲ ହଟାଅ ଭିଟାମାଟି ବଞ୍ଚାଅ’ ଏକ ଜିନ୍ଦଲ ବିରୋଧୀ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଯମୁନାପଶି, କୋଡ଼ଖମଣ, ପଦ୍ମକେଶରପୁର, ନୂଆଖମଣ, କିର୍ମିଦାପୋଷି, ଧରୁଆପଡ଼ା, ରାଇକଳା, ନୂଆଗାଁ,…

ମାନିବାକୁ ନାରାଜ

ହାଟଡିହୀ,୨l୩(ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ତରତରାଠାରେ ଶନିବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏଥିରେ ପଦ୍ମ ଧରିଥିବା ଅନ୍ୟ ଦଳର ଶତାଧିକ ନେତା ଓ କର୍ମୀଙ୍କୁ କେନ୍ଦୁଝର ଏମ୍‌ପି ଅନନ୍ତ ନାୟକ, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର…

ମହିଳାଙ୍କୁ ବଳାତ୍କାର କରି ଫେରାର ହୋଇଯାଇଥିଲେ ଅଭିଯୁକ୍ତ, ଆଜି କୋର୍ଟ ଚାଲାଣ

କେନ୍ଦୁଝର,୧।୩ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଳାସପଙ୍ଗା ବିଟ୍ ପୋଲିସ ବଳାତ୍କାର ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ ତୁଳସୀପୁର ଗ୍ରାମର ବନମାଳୀ ମହାନ୍ତ(୫୮)। ପ୍ରକାଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?