ପଟ୍ଟାମୁଣ୍ଡାଇରେ ନିଶା କବଳରେ ଯୁବପିଢ଼ି
ପଟ୍ଟାମୁଣ୍ଡାଇ,୧୫ା୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦିନକୁ ଦିନ ଚୋରାମଦ, ଡ୍ରଗ୍ସ, ଗଞ୍ଜେଇ, ବ୍ରାହଉନସୁଗାର କାରବାର ଖୁଲମ୍ଖୁଲା ଭାବେ ବଢ଼ି ଚାଲିଛି। ଗାଁ ଗହଳିରେ ଥିବା ପାନ ଦୋକାନଠାରୁ ଆରମ୍ଭ କରି ଭୁସାମାଲ ଦୋକାନ ପର୍ଯ୍ୟନ୍ତ ସବୁଠି ଖୁଲମ୍ ଖୁଲା…
ପ୍ରୋତ୍ସାହନ ଅଭାବରୁ ବାଧାପ୍ରାପ୍ତ ହେଉଛି ହସ୍ତଶିଳ୍ପ
ଡେରାବିଶ,୧୫ା୯(ବେବର୍ତ୍ତା ଅଜୟ ଦାସ): ବାଉଁଶର ଅଭାବ ଯୋଗୁ ବିଲୁପ୍ତ ହେବାକୁ ବସିଲାଣି ବାଉଁଶର ହାତ ତିଆରି ଘରକରଣା ସାମଗ୍ରୀ। ସରକାରୀ ପ୍ରୋତ୍ସାହନ ଅଭାବରୁ ଏହି ହସ୍ତଶିଳ୍ପ ବାଧାପ୍ରପ୍ତ ହେଉଛି। ଯଦି ପ୍ରୋତ୍ସାନ ମିଳନ୍ତା ଏହି କୁଟିିରଶିଳ୍ପ ବଞ୍ଚିତ ରହନ୍ତା ବୋଲି କାରିଗରମାନେ କହିଛନ୍ତି।…
୮କୋଟି ଟଙ୍କାରେ ନିର୍ମିତ ବେଡ଼ାରୀ-କୂଳତୁଠି ରାସ୍ତା ୩ ମାସ ଗଲାନି
ପାଟକୁରା,୧୫ା୯(ରବୀନ୍ଦ୍ର ନାଥ ବାରିକ ): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ ଅଧୀନ ବେରି ପଞ୍ଚାୟତ ବେଡାରୀ-କୁଳତୁଠି ଗ୍ରାମ ରାସ୍ତା ୮ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିଲା। ହେଲେ ସେହି କାମ ସରିବାର ୩ ମାସ ଯାଇନି ବେରିମଳିକ…
ଜିଲା ବାହାରେ ଦାଦନ ଖଟୁଛନ୍ତି ଯୁବବର୍ଗ
କେନ୍ଦ୍ରାପଡ଼ା, ୧୫ା୯(ଜଗନ୍ନାଥ ଧଳ): ସାଧାରଣ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ା ଜିଲା ଚଳଚଞ୍ଚଳ ହେଲାଣି। ରାଜ୍ୟର ୩ ବୃହତ ରାଜନୈତିକ ଦଳ ପକ୍ଷରୁ ସଙ୍ଗଠନ ମଜଭୁତ ପାଇଁ ରାଜନୈତିକ ରଣନୀତି ଅନୁଯାୟୀ କାର୍ଯ୍ୟକ୍ରମ ଜାରିରହିଛି। ତୃଣମୂଳସ୍ତରର ସମସ୍ୟା ଏଜେଣ୍ଡାରେ ସାମିଲ ହୋଇଛି। କଂଗ୍ରେସ…
ରୁଆର ୧୫ ଦିନରେ ଧାନଗଛରେ ଥୋଡ଼
ପଟ୍ଟାମୁଣ୍ଡାଇ, ୧୪ା୯(କଳ୍ପତରୁ ନାୟକ)କେନ୍ଦ୍ରପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଚାଷଜମିରେ ତଳି ରୋଇବାର ମାତ୍ର ୧୫ ଦିନରେ ଧାନ ଗଛରୁ ଥୋଡ଼ ବାହାରିଛି। ଏହାକୁ ନେଇ ଚାଷୀ ଭାଗ୍ୟକୁ ଆଦରି ବସି ଥିବା ବେଳେ କୃଷି ବିଭାଗ ଅଫିସରେ ଜଣାଇଛନ୍ତି। କୃଷି ଅଧିକାରୀ…
ଲାଇଫ୍ ଜ୍ୟାକେଟ୍ ବିନା ନୌଚଳାଚଳ
କେନ୍ଦ୍ରାପଡ଼ା ଜିଲାରେ ୭ ନଦୀ ଏବଂ ୨୭ ନାଳ ରହିଛି। ଏହି ସବୁ ନଦୀ, ନାଳ ଘେରରେ ଥିବା ୧୭ ପଞ୍ଚାୟତକୁ ସଂଯୋଗ ପାଇଁ ସେତୁ ନାହିଁ। ଡଙ୍ଗା ଦ୍ୱାରା ଯାତାୟାତ ଚାଲିଛି। ସେହି ପରିମାଣରେ ଡଙ୍ଗାବୁଡ଼ି ଘଟଣା ବାରମ୍ବାର ଦେଖିବାକୁ…
ଆସୁଛି ପାର୍ବଣ, ହସୁଛି କାଶତଣ୍ଡୀ
ମହାକାଳପଡ଼ା,୧୩।୯ (ପ୍ରତାପ ଚନ୍ଦ୍ର ସ୍ବାଇଁ): ପାର୍ବଣ ଆଗମନରେ ସଜେଇ ହେଲାଣି ପ୍ରକୃତିରାଣୀ। ଶସ୍ୟ ଶ୍ୟାମଳା ଧରିତ୍ରୀ ଉପରେ ପବନର ତାଳେ ତାଳେ ସତେ ଯେମିତି ଦୋଳି ଖେଳୁଛି କାଶତଣ୍ଡୀ। ମହାକାଳପଡ଼ା ବ୍ଲକ ଅଞ୍ଚଳର ମହାନଦୀ ପଠା, ଗହୀର ପାଟ, ରାସ୍ତାପାଶର୍ବ, ପୋଖରୀ…
ନଦୀ, ନାଳରେ କୁମ୍ଭୀର: ଲୋକେ ଭୟଭୀତ
ପଟ୍ଟାମୁଣ୍ଡାଇ,୧୩।୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ସମୁଦ୍ର ଉପକୂଳ ହୋଇଥିବାରୁ ନଦୀନାଳ ପରିପୂର୍ଣ୍ଣ ଏହି ଅଞ୍ଚଳରେ କୁମ୍ଭୀର ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି। କୁମ୍ଭୀର ଓ ମଣିଷ ଲଢ଼େଇରେ ୩ ମାସରେ କୁମ୍ଭୀର ୬ ଜଣଙ୍କ ଜୀବନ ନେଲାଣି। ଏବେ ଏହି ହିଂସ୍ର…
ବନ୍ୟାପାଣି ପଚି ପୌରାଞ୍ଚଳରେ ମଶାଙ୍କ ପ୍ରାଦୁର୍ଭାବ ବଢ଼ୁଛି
ପଟ୍ଟାମୁଣ୍ଡାଇ,୧୩।୯(କଳ୍ପତରୁ ନାୟକ): କେନ୍ଦ୍ରପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ନିକଟରେ ବନ୍ୟା ଆସିବା ଯୋଗୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୦ଟି ୱାର୍ଡ ପ୍ରଭାବିତ ହୋଇଥିଲା। ବନ୍ୟା ଛାଡ଼ିଯିବା ପରେ ବିଭିନ୍ନ ଚାଷ ଜମି ଖାଲଖମା ଓ ପୋଖରୀଗୁଡିକରେ ପଶି ଥିବା…
ଜିଲାରେ ଜୈବିକ କୃଷି ପ୍ରତି ଆଗ୍ରହ ବଢୁନି
କେନ୍ଦ୍ରାପଡ଼ା, ୧୩।୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାର ଧାନଚାଷ ପରେ ସର୍ବାଧିକ କ୍ଷେତରେ ତୈଳ ବୀଜ ଚାଷ ହେଉଥିଲା। ବାଦାମ, ଶୋରିଷ, ସୂର୍ଯ୍ୟମୁଖୀ, ରାଶି, ଜଡା ଆଦି ଚାଷରେ ଏହି ଅଞ୍ଚଳର କୃଷକ ପରିବାର ରୋଜଗାରର ପନ୍ଥା ବାହାର କରିଥିଲେ। ଉପଯୁକ୍ତ…
୧୦ ବର୍ଷରେ ନଦୀ ଆଁକୁ ଗଲାଣି ୬୦ରୁ ଊର୍ଦ୍ଧ୍ୱ ଘର
କେନ୍ଦ୍ରାପଡ଼ା,୧୨ା୯ (ଜଗନ୍ନାଥ ଧଳ): ମହାନଦୀରେ ଗତ ଅଗଷ୍ଟରେ ବନ୍ୟା ଜଳ ଆସିଥିଲା। ଏହି ନଦୀ ସିଷ୍ଟମରେ ଥିବା ଲୁଣା ଓ କରାଣ୍ଡିଆ ନଦୀ ଫୁଲିଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ଦ୍ୱୀପାଞ୍ଚଳରେ ଥିବା ୧୩ ଗ୍ରାମରେ ପାଣି ପଶିଥିଲା। ବନ୍ୟା ଜଳ ଛାଡ଼ି…
ଭିତରକନିକାରେ ଗତବର୍ଷଠାରୁ ଅଧିକ ୭,୭୯୭ ଦେଶୀୟ ପକ୍ଷୀ
ରାଜନଗର, ୧୨ା୯ (ଭାସ୍କର ରାଉତରାୟ): ପକ୍ଷୀ ବିହାର ରୂପେ ପରିଚିତ ଭିତରକନିକା ଜାତୀୟ ଉଦ୍ୟାନରେ ଆଗନ୍ତୁକ ଦେଶୀୟ ପକ୍ଷୀଙ୍କ ଗଣନା ଶେଷ ହୋଇଛି। ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ୨୦୨୨ଠାରୁ ବୃଦ୍ଧି ପାଇଛି। ଗତବର୍ଷ ଭିତରକନିକାରେ ୧,୧୬,୦୭୦ ଦେଶୀୟ ପକ୍ଷୀ ଭିଡ…
Archives


