ଚିଙ୍ଗୁଡି ଘେରି ଉଚ୍ଛେଦ ବନ୍ଦ
ମହାକାଳପଡ଼ା,୩୦।୭ (ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକ ଅଞ୍ଚଳରେ ବେଆଇନ ଚିଙ୍ଗୁଡ଼ି ଘେରି ବ୍ୟାପକ ଭାବେ ବ୍ୟବସାୟୀ ନିର୍ମାଣ କରିଛନ୍ତି। ଉପକୂଳ ଅଞ୍ଚଳର ସରକାରୀ ଜଙ୍ଗଲ ଜମିରେ ନିର୍ଭୟ ଭାବେ ଚିଙ୍ଗୁଡି ଚାଷ ହେଉଛି। ଚିଙ୍ଗୁଡି ଘେରି ନିର୍ମାଣ ଯୋଗୁ ଉପକୂଳବର୍ତ୍ତୀ…
ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ମାମଲା: ୩ ଅଭିଯୁକ୍ତ ଗିରଫ
ଡେରାବିଶ,୨୯ା୭(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଚାନ୍ଦୋଳ ଫାଣ୍ଡି ଅଞ୍ଚଳରେ ଜଣେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍ ନେଇ ଗତ ଜୁନ୍ ୪ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା ।ଅଭିଯୋଗକୁ ଭିତ୍ତି କରି କେସ ନଂ ୩୨୩/୨୧ରେ ବିଭିନ୍ନ…
ହାଇଦର ପୁଅଙ୍କ ଜାମିନ ଆବେଦନ ଖାରଜ
କେନ୍ଦ୍ରାପଡ଼ା ଅଫିସ, ୨୯ା୭: ଗ୍ୟାଙ୍ଗଷ୍ଟର ସେକ୍ ହାଇଦର ଅଲ୍ଲୀଙ୍କର ଗତ ୨୪ତାରିଖରେ ପୋଲିସ ଏନ୍କାଉଣ୍ଟରରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁ ପରେ ପାରମ୍ପରିକ ସଂସ୍କାର କାର୍ଯ୍ୟକ୍ରମରେ ସାମିଲ ପାଇଁ ପୁଅ ସେକ୍ କାଦିର ଓରଫ ମୁନା କେନ୍ଦ୍ରାପଡ଼ା ଜିଲା ସେସନ୍ସ କୋର୍ଟରେ…
ବାବୁଲିଙ୍କୁ ହତ୍ୟା ଉଦ୍ୟମ ଘଟଣା: ୫ ଗିରଫ
କେନ୍ଦ୍ରାପଡ଼ା ଅଫିସ,୨୭।୭: ଧର୍ମ ଜାଗରଣ ସେନା ଆବାହକ ତଥା କେନ୍ଦ୍ରାପଡ଼ା ସହର ତିନିମୁହାଣି ବଜାର କମିଟି ସଭାପତି ବାବୁଲି ଓରଫ ବିବେକାନନ୍ଦ ମହାରଣାଙ୍କୁ ହତ୍ୟା ଉଦ୍ୟମ ମାମଲାରେ କେନ୍ଦ୍ରାପଡ଼ା ପୋଲିସ ମଙ୍ଗଳବାର ୫ ଜଣଙ୍କୁ ଗିରଫ କରିଛି। ଏ ସମ୍ପର୍କରେ ଏସ୍ପି…
ଲୁଣାଘେରି ବନ୍ଧ ଭାଙ୍ଗି ୩୦ ଫୁଟର ଘାଇ
ମହାକାଳପଡ଼ା,୨୬।୭ (ଡି.ଏନ୍.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ଉପକୂଳ ଅଞ୍ଚଳ ନାଞ୍ଜୁରା ପଞ୍ଚାୟତର ସ୍ଥାନୀୟ ସାନ୍ତାଳୀପଡ଼ା ପଣିଖିଆ ଗାଁରେ ଶନିବାର ଲୁଣା ଘେରି ବନ୍ଧ ଭାଙ୍ଗିଯାଇଛି। ଫଳରେ ପ୍ରାୟ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି। ଗାଁରେ ସମୁଦ୍ର ଜଳ ପ୍ରବେଶ…
ହାଇଦରଙ୍କୁ ଦିଆଗଲା କବର
କେନ୍ଦ୍ରାପଡ଼ା ଅଫିସ, ୨୫ା୭: ପୋଲିସ ଏନ୍କାଉଣ୍ଟରରେ ଶନିବାର ମୃତ୍ୟୁ ଘଟିଥିବା ଗ୍ୟାଙ୍ଗଷ୍ଟର ସେକ୍ ହାଇଦରଙ୍କୁ କେନ୍ଦ୍ରାପଡ଼ା ସହରର ରଣପଡ଼ା କବରସ୍ଥାନରେ ରବିବାର ରାତିରେ କବର ଦିଆଯାଇଛି। ପୋଲିସ ବଳୟ ମଧ୍ୟରେ କୋଭିଡ୍ ଏସ୍ଓପି ପାଳନ ପୂର୍ବକ ଇସଲାମ ପରମ୍ପରା ଅନୁଯାୟୀ ଅନ୍ତିମ…
ଗହୀରମଥାରେ ବିରଳ ପ୍ରଜାତିର ବଗ
ମହାକାଳପଡ଼ା,୨୪।୭(ଡି.ଏନ୍.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ ପ୍ରତିବର୍ଷ ସାଇବେରିଆରୁ ବିଭିନ୍ନ ପ୍ରଜାତିର ବିଦେଶୀ ପକ୍ଷୀଙ୍କ ଆଗମନ କରିଥାନ୍ତି। ସାଧାରଣତଃ ଓଡ଼ିଶାରେ ଧଳା ଓ ଧୂସର ରଙ୍ଗର ବଗ ଦେଖିବାକୁ ମିଳିଥାନ୍ତି। କିଛିଦିନ ହେବ ଏହି…
ଗଡ଼ିନି ଯାତ୍ରୀବାହୀ ଟ୍ରେନ୍, ଚାଲିଛି ଟିକେଟ ହ୍ୟାକିଂ
କେନ୍ଦ୍ରାପଡ଼ା ଅଫିସ,୨୩।୭: ହରିଦାସପୁର-ପାରାଦୀପ ନୂଆ ବ୍ରଡଗେଜ ଲାଇନରେ ଭାୟା କେନ୍ଦ୍ରାପଡ଼ା ଜିଲା ମଧ୍ୟ ଦେଇ ୨୦୨୦ ଜୁଲାଇ ୨୪ରେ ପ୍ରଥମ ପଣ୍ୟବାହୀ ରେଳ ଗଡ଼ିଥିଲା। ଏହାକୁ ଇତିମଧ୍ୟରେ ବର୍ଷେ ପୂରିବାକୁ ବସିଛି। ଅଦ୍ୟାବଧି ଯାତ୍ରୀବାହୀ ରେଳ ଗଡ଼ିନାହିଁ। ତେବେ ଜିଲାର ୪…
୫ ବିଧାୟକଙ୍କୁ ଅଟକ ରଖିଲେ ଖବରଦାତା
କେନ୍ଦ୍ରାପଡ଼ା ଅଫିସ,୨୧ା୭: କେନ୍ଦ୍ରାପଡ଼ା ରିଜର୍ଭ ପୋଲିସର ଜଣେ ମହିଳା କନ୍ଷ୍ଟେବଳ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଭୀମସେନ ସେଠୀ ନାମକ ଜଣେ ଖବରଦାତାଙ୍କୁ ମାଡ ମାରିଥିଲେ। ଘଟଣାର ଭିଡିଓ ଭାଇରାଲ ପରେ ଗୁରୁବାର ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ବିରୋଧକରି କେନ୍ଦ୍ରାପଡ଼ା…
ବିଲରୁ ବ୍ୟକ୍ତିଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ
ଡେରାବିଶ,୨୨ା୭(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଭାଗବତପୁର ପଞ୍ଚାୟତ ଶ୍ୟାମସୁନ୍ଦରପୁର (ମେଳକସାହି) ଗ୍ରାମର ଜଣେ ବ୍ୟକ୍ତି ଭ୍ରମରବର ରାଉତ (୪୦)ଙ୍କ ମୃତଦେହକୁ ଗୁରୁବାର ସକାଳେ ସ୍ଥାନୀୟ ଚଣ୍ଡିବଜାରସ୍ଥିତ ରାସ୍ତାକଡ଼ର ଏକ ବିଲରୁ ଜବତ କରାଯାଇଛି । ତେବେ ଭ୍ରମରଙ୍କୁ ହତ୍ୟା କରାଯାଇଥିବା…
ଅବହେଳାର ଚରମ ସୀମାରେ ବିଜୁ ଷ୍ଟାଡିୟମ: ୧୩ ବର୍ଷରେ ଥରେ ହୋଇନି ଖେଳ
କେନ୍ଦ୍ରାପଡ଼ା ଅଫିସ,୧୯।୭: କେନ୍ଦ୍ରାପଡ଼ାର ଦୌଡ଼ରାଣୀ ଲିଜା ବେହେରା କରୋନା କଟକଣା ପାଇଁ କ୍ରୀଡ଼ା ଛାତ୍ରାବାସରୁ ଆସି ଘରେ ରହୁଛନ୍ତି। ପ୍ରାୟ ବର୍ଷେ ଧରି ଉପଯୁକ୍ତ ତାଲିମ ଅଭାବ ସହ ଦୌଡ଼ ଅଭ୍ୟାସକୁ ରାସ୍ତାରେ ଜାରି ରଖିଛନ୍ତି। ମହାକାଳପଡ଼ା ବ୍ଲକ ତେରଗାଁ ପଞ୍ଚାୟତର…
ସାମୁଦ୍ରିକ ଅଭୟାରଣ୍ୟରେ ମାଢ଼ୁଆ କଙ୍କଡ଼ା ଧରାଳିଙ୍କ ଭିଡ଼
ମହାକାଳପଡ଼ା,୧୯ା୭(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ମାଢ଼ୁଆ କଙ୍କଡା ଧରାଳିଙ୍କ ଭିଡ଼ ଜମୁଛି। ସେମାନେ ଅଭୟାରଣ୍ୟ ଭିତରକୁ ବେଆଇନ ଭାବେ ପ୍ରବେଶ କରି ଅବାଧରେ କଙ୍କଡା ଧରିବା ସହ ମାଛ ମାରୁଛନ୍ତି। ଏହି ସୁଯୋଗରେ ସେମାନେ…
Archives


