କେନ୍ଦ୍ରାପଡ଼ା

ମହୁ ପାଇଁ ଜଙ୍ଗଲ ଜଳୁଛି

କେନ୍ଦ୍ରାପଡ଼ା ଅଫିସ, ୯ା୪: ଜାତୀୟ ଉଦ୍ୟାନ ଭିତରକନିକାରେ ଗତ ୪ ବର୍ଷ ମଧ୍ୟରେ ୧୧ ସ୍ଥାନରେ ନିଆଁ ଲାଗିଛି। ନିଆଁ ଲିଭିବା ପୂର୍ବରୁ ଏକର ଏକର କାଜୁ, ହେନ୍ତାଳ ଜଙ୍ଗଲ ଜଳିଯାଉଛି। ନିଆଁ ଲାଗିବାର କାରଣ ସମ୍ପର୍କରେ ଅନୁସନ୍ଧାନ ବେଳେ ମହୁ…

ସଂସାରଫଳ ପଞ୍ଚାୟତରେ ପାନୀୟ ଜଳ ଉତ୍କଟ

ପଟ୍ଟାମୁଣ୍ଡାଇ,୮ା୪(ସ୍ବ.ପ୍ର.): ରାଜ୍ୟ ସରକାର ପ୍ରତି ପରିବାରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା କ୍ଷେତ୍ରରେ ଗୁରୁତ୍ୱ ଦେଉଛନ୍ତି। ଏଥିଲାଗି ପ୍ରକଳ୍ପ ନିର୍ମାଣ ନିମନ୍ତେ ଅର୍ଥ ମଞ୍ଜୁର ହେଉଛି। ମାତ୍ର ଦାୟିତ୍ୱରେ ଥିବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଠିକାଦାରଙ୍କ…

ଉତ୍ପାଦିତ ଛତୁ ପାଇଁ ମଣ୍ଡିର ଅଭାବ

କେନ୍ଦ୍ରାପଡ଼ା ଅଫିସ,୮ା୪: ଓଡ଼ିଶା ଛତୁଚାଷରେ ସଫଳ ହୋଇଥିବା ଗତ ବିଧାନସଭାରେ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ଉଲ୍ଲେଖ କରିଥିଲେ। ତେବେ କେନ୍ଦ୍ରାପଡ଼ା ଜିଲାର ଛତୁଚାଷୀ ମଣ୍ଡିର ଅଭାବ ଦେଖାଇ ଚାଷକୁ ବନ୍ଦ କରିବାକୁ ବସିଛନ୍ତି। ଗୋଟିଏ ପରିବାର ମାସିକ ଅନୂ୍ୟନ ୭…

ପ୍ରଶାସନ ଭାଙ୍ଗୁଛି, ଚାଷୀ ଘେରିବନ୍ଧ ବାନ୍ଧୁଛନ୍ତି

କେନ୍ଦ୍ରାପଡା ଅଫିସ, ୭ା୪: ବେଆଇନ ଭାବେ ଗଢି ଉଠିଥିବା ଚିଙ୍ଗୁଡି ଘେରି ପ୍ରତି ହାଇକୋର୍ଟ କଠୋର ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ସାଟେଲାଇଟ୍‌ ଚିତ୍ର ଆସନ୍ତା ୭ ତାରିଖରେ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଆସିଛି। ସୋମବାର ରାଜ୍ୟର ସମୁଦ୍ର ତଟବର୍ତ୍ତୀ…

ଲୁଣା ନଦୀପଥରେ ଆସିଲା ବୃହତ୍‌ ମେଶିନ

କେନ୍ଦ୍ରାପଡ଼ା ଅଫିସ, ୬ା୪: କେନ୍ଦ୍ରାପଡ଼ା ଜିଲା ଜଳପଥରେ ନୌପରିବହନ ଦୀର୍ଘଦିନ ପରେ ଦେଖିବାକୁ ମିଳିଛି। ଚାର୍ଟାର୍ଡ ଭେସେଲରେ କୌଣସି ଏକ କମ୍ପାନୀ ପାଇଁ ଆସିଥିବା ଏକ ବୃହତ ମେଶିନ ଲୁଣା ନଦୀର ମାର୍ଶାଘାଇଠାରେ ଖଲାସ ହେବାକୁ ଅଛି। ଏହି ମେଶିନ ପ୍ରଥମେ…

ବାଇକ୍‌ରେ ଘରକୁ ଗଲା ଛାତ୍ରୀଙ୍କ ମୃତଦେହ

କେନ୍ଦ୍ରାପଡ଼ା ଅଫିସ, ୬ା୪: ସ୍ବାସ୍ଥ୍ୟ ବିଭାଗ ଅବହେଳାର ଆଉ ଏକ ହୃଦୟବିଦାରକ ଚିତ୍ର ମଙ୍ଗଳବାର ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ମହାପ୍ରୟାଣ ଗାଡ଼ି ଥିବା ସତ୍ତ୍ୱେ ଏକ ଗରିବ ପରିବାରର ୭ ବର୍ଷୀୟା ଛାତ୍ରୀଙ୍କ ମୃତଦେହକୁ ବାଇକ୍‌ରେ ଘରକୁ…

ପାଟନାଳି ଜବରଦଖଲ ମୁକ୍ତ ଦାବି

କେନ୍ଦ୍ରାପଡ଼ା ଅଫିସ,୫।୪: କେନ୍ଦ୍ରାପଡ଼ା ବ୍ଲକ ସାରଙ୍ଗ ମଧୁରକୂଳ ପାଟନାଳି ଜବରଦଖଲ ବଢ଼ିଛି। ଏହି ଜବରଦଖଲର ଉଚ୍ଛେଦ ଦାବି କରି ସ୍ଥାନୀୟ ଅଞ୍ଚଳର ଚାଷୀମାନେ କେନ୍ଦ୍ରାପଡ଼ା ଏଡିଏମ୍‌ଙ୍କୁ ମଙ୍ଗଳବାର ଏକ ଦାବିପତ୍ର ଦେଇଛନ୍ତିା ଏସମ୍ପର୍କରେ ସନ୍ତୋଷ କୁମାର ବେହେରା କହିଛନ୍ତିଯେ, ଏହି ପାଟନାଳି…

ମହାପ୍ରୟାଣ ଗାଡି ଥିବା ସତ୍ତ୍ୱେ ବାଇକ୍‌ରେ ବୁହା ହେଲା ଛାତ୍ରୀଙ୍କ ମୃତଦେହ

କେନ୍ଦ୍ରାପଡା ଅଫିସ,୫।୪:କେନ୍ଦ୍ରାପଡା ସ୍ବାସ୍ଥ୍ୟ ବିଭାଗ ଅବହେଳାର ଅନ୍ୟ ଏକ ଚିତ୍ର ମଙ୍ଗଳବାର ଦେଖିବାକୁ ମିଳିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ମହାପ୍ରୟାଣ ଗାଡି ଥିବା ସତ୍ତ୍ୱେ ଜଣେ ୭ ବର୍ଷର ଛାତ୍ରୀଙ୍କ ମୃତଦେହକୁ ୨୦ କିଲୋମିଟର ଦୂର ଗାଁକୁ ବାଇକ୍‌ରେ ପରିବାରର ଲୋକେ…

ପୋତି ହୋଇଛି ୨୦ରୁ ଊର୍ଦ୍ଧ୍ୱ ପୁରୁଣା ପୋଖରୀ

କେନ୍ଦ୍ରାପଡ଼ା ଅଫିସ, ୫ା୪:୧୮୬୯ ମାର୍ଚ୍ଚ ୧୦ରେ ଓଡ଼ିଶାର ପ୍ରଥମ ମ୍ୟୁନିସିପାଲିଟି ଭାବେ କେନ୍ଦ୍ରାପଡ଼ାକୁ ମାନ୍ୟତା ମିଳିଥିଲା। ଇତିମଧ୍ୟରେ ଏହି ମ୍ୟୁନିସିପାଲିଟି ଘୋଷଣାକୁ ୧୫୩ ବର୍ଷ ପୂରିଛି। ତେବେ ଏହି ସର୍ବପୁରାତନ ମ୍ୟୁନିସିପାଲିଟି ବିବିଧ ସମସ୍ୟାରେ ବୁଡ଼ି ରହିଛି। ଜବରଦଖଲ ଏକ ମୁଖ୍ୟ…

କୃଷିଭିତ୍ତିକ ଜିଲାରେ ନାହିଁ ଆଦର୍ଶ କୃଷି ଉଦ୍ୟାନ

କେନ୍ଦ୍ରାପଡ଼ା ଅଫିସ, ୪ା୪: ରାଜ୍ୟର ପ୍ରତି ଜିଲାରେ ଆଦର୍ଶ କୃଷି ଉଦ୍ୟାନ ପ୍ରତିଷ୍ଠା ହୋଇଛି। ଉଦ୍ୟାନ କୃଷି ମିଶନ ଅଧୀନରେ ଉନ୍ନତ ଧରଣର ଆମ୍ବ, ନଡ଼ିଆ, ପିଜୁଳି, ଅମୃତଭଣ୍ଡା, ସପୁରି ଆଦି ସହ ଫୁଲଚାରା ଘରୋଇ ବଗିଚା ପାଇଁ ସୁଲଭ ମୂଲ୍ୟରେ…

ଗଛରେ ବାନ୍ଧି ଯୁବକଙ୍କୁ ଲଣ୍ଡା କଲେ ଗ୍ରାମବାସୀ

ମହାକାଳପଡ଼ା,୪ା୪(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ଉପକୂଳ ଅଞ୍ଚଳରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଶନିବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ଘରେ ପଶିଥିବା ଯୁବକଙ୍କୁ ଗାଁ ଲୋକେ ଗଛରେ ବାନ୍ଧି ଲଣ୍ଡା କରିଛନ୍ତି। ରବିବାର ସକାଳେ ଏ…

ଅଫିସ୍‌ରେ ପଶି ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ମାଡ଼

ପଟ୍ଟାମୁଣ୍ଡାଇ,୩।୪(ସ୍ବ.ପ୍ର.): ଚାଷ ଜମି ପାଖରେ ବେଆଇନ ଇଟାଭାଟି ନିର୍ମାଣକୁ ବିରୋଧ କରି ଚାଷୀମାନେ ତହସିଲଦାରଙ୍କୁ ବାରମ୍ବାର ଜଣାଇଥିଲେ । ହେଲେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା । ଶନିବାର ଚାଷୀମାନେ ତହସିଲ ଅଫିସରେ ପଶି ତହସିଲଦାରଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri