ଗର୍ଜିଲେ ଚାଷୀ ମୁଲିଆ ସୁରକ୍ଷା ସମିତିର ଶତାଧିକ ଆଦିବାସୀ
ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୯/୮(ଅରୁଣ ସାହୁ/ମନୋରଞ୍ଜନ ରଣା):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଠାରେ ଶନିବାର ବିଶ୍ୱ ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଶତାଧିକ ଚାଷୀ ମୁଲିଆ ସୁରକ୍ଷା ସମିତିର ଶତାଧିକ ଆଦିବାସୀ ବଡଶଙ୍ଖଠାରେ ଏକାଠି ହୋଇଥିଲେ। ସେଠାରୁ ବିରାଟ ଶୋଭାଯାତ୍ରାରେ ବାହାରି…
ସେବାଶ୍ରମରେ ରକ୍ଷାବନ୍ଧନ: ସହପାଠୀଙ୍କୁ ରାଖୀ ବାନ୍ଧିଲେ ଛାତ୍ରୀ
ଦାରିଙ୍ଗବାଡି,୯/୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତରେ ଥିବା ସେବାଶ୍ରାମ ପରିସର ମଧ୍ୟରେ ନିଆରା ଢଙ୍ଗରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସରକାରୀ ସେବାଶ୍ରମରେ ଶତାଧିକ ଛାତ୍ରୀଛାତ୍ର ରହି ପାଠପଢୁଛନ୍ତି। ଶନିବାର ପବିତ୍ର ଗହ୍ମା ପୂର୍ଣ୍ଣିମା ତଥା…
ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ: ଘଟଣା ପଛରେ…
ଦାରିଙ୍ଗବାଡି,୮।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ୩ ଜଣ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଥାନାରେ ଯୁବକ ଜଣକ ଅଭିଯୋଗ କରିଛନ୍ତି । ଅଭିଯୋଗ କରିଥିବା ଯୁବକ ହେଲେ ଉକ୍ତ ଥାନା ଦନେକବାଡି ପଞ୍ଚାୟତ…
ବର୍ଷାରେ ଛତା ଧରି ଅପେକ୍ଷା କଲେ ଛାତ୍ରୀଛାତ୍ର: ବହୁ ବିଳମ୍ବରେ ଖୋଲିଲା ମୁଖ୍ୟ ଫାଟକ ପରେ….
ଦାରିଙ୍ଗବାଡି, ୮।୮ (ଅରୁଣ ସାହୁ): ଦାରିଙ୍ଗବାଡି ଅଞ୍ଚଳର ବିଭିନ୍ନ ଗ୍ରାମରେ ଶୁକ୍ରବାର ସକାଳ ସମୟରେ ବର୍ଷା ଲାଗିରହିଥିଲା ।ଫଳରେ କିଛି ସମୟ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା ।ଏହି ଭଳି ସ୍ଥିତିରେ ଉକ୍ତ ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ସିକରମାହା ସରକାରୀ ଉନ୍ନିତ…
ଲୋକଙ୍କ ମଧ୍ୟରେ ଦେଶାତ୍ମବୋଧ ମନୋଭାବ ସୃଷ୍ଟି କଲେ ଛାତ୍ରୀଛାତ୍ର
ତୁମୁଡିବନ୍ଧ,୮।୮(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୁକ୍ରବାର ଆଜାଦି କି ଅମୃତ ଉପଲକ୍ଷେ ଅଧ୍ୟକ୍ଷ ଡକ୍ଟର ସୁନୀଲ କୁମାର ପାତ୍ରଙ୍କ ନେତୃତ୍ୱରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶୋଭାଯାତ୍ରା…
ବିଜେଡି ଶୋଭାଯାତ୍ରାରେ କଲେଜ ଛାତ୍ରୀଛାତ୍ରଙ୍କ ସାମିଲ ବିବାଦ: ଅଭିଯୋଗ ପରେ ମୁହଁ ଖୋଲିଲେ ଅଧ୍ୟକ୍ଷ, କହିଲେ ମୁଁ…
ଦାରିଙ୍ଗବାଡ଼ି,୮ା୮(ଅରୁଣ ସାହୁ): ବ୍ରାହ୍ମଣୀଗାଁଠାରେ ଛାତ୍ରୀ ଓ ମହିଳା ନିର୍ଯାତନାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ଅହେତୁକ ବିଳମ୍ବ ଓ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ପ୍ରତିବାଦରେ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ବୁଧବାର ଏକ ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।…
ମଦ ଛାଡ, ଜୀବନ ବଞ୍ଚାଅ: ଆନ୍ଦୋଳନକୁ ଓହ୍ଲାଇଲେ ମହିଳା
ଜି.ଉଦୟଗିରି,୮/୯(ଚିନ୍ମୟ କୁମାର ସେଠୀ): ଲିଙ୍ଗାଗଡ଼ ପଞ୍ଚାୟତକୁ ମଦ ମୁକ୍ତ କରିବା ଉଦ୍ଦେଶ୍ୟରେ ଜନସାଧାରଣଙ୍କ ମଧ୍ୟରେ ଜନସଚେତନା ସୃଷ୍ଟି ପାଇଁ ମହିଳାମାନଙ୍କ ଦ୍ୱାରା ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଛି। ସରପଞ୍ଚ ଅବଲାକର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ ସ୍ବେଚ୍ଛାସେବୀ,…
ବିଜେଡି ବିକ୍ଷୋଭରେ ଛାତ୍ରୀଛାତ୍ରଙ୍କୁ ସାମିଲ ଘଟଣା: ଥାନାରେ ଅଭିଯୋଗ କଲା ବ୍ରାହ୍ମଣୀଗାଁ ଭାଜପା
ଦାରିଙ୍ଗବାଡି, ୭।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଯୁବ ଏବଂ ଛାତ୍ର ବିଜେଡି ପକ୍ଷରୁ ବୁଧବାର ରାଜ୍ୟରେ ଛାତ୍ରୀ ଓ ନାରୀ ଅସୁରକ୍ଷିତ ଓ ନିର୍ଯାତନା ବୃଦ୍ଧି ପ୍ରତିବାଦରେ ସଭା ଓ ଶୋଭାଯାତ୍ରା କରାଯାଇଥିଲା। ଏଥିରେ ବ୍ରାହ୍ମଣୀଗାଁଠାରେ…
ଅଜଣା ରୋଗରେ ମଲେଣି ୫୦ରୁ ଊର୍ଦ୍ଧ୍ୱ ଛେଳି, ପହଞ୍ଚିନାହାନ୍ତି ବିଶେଷଜ୍ଞ ଦଳ
ଦାରିଙ୍ଗବାଡ଼ି,୭ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ଜଗେରମାହାର ବକ୍ସିପଲି ଗ୍ରାମରେ ଗତ ଏକ ମାସ ଧରି ଛେଳି ମଡ଼କ ଚାଲିଛି। ଏଥିରେ ବହୁ ଛେଳିଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଏକାଧିକ ଛେଳିଚାଷୀଙ୍କ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଛେଳିଙ୍କର ଗୋଟିଏ…
ରାଜ୍ୟରେ ବଢୁଛି ମହିଳା ହିଂସା, ଦାରିଙ୍ଗବାଡ଼ିରେ ବିଜେଡିର ସଭା-ଶୋଭାଯାତ୍ରା, ବ୍ରାହ୍ମଣୀ ଗାଁ ପୋଲିସକୁ…
ଦାରିଙ୍ଗବାଡି, ୭।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବିଜେଡି ପକ୍ଷରୁ ବ୍ରାହ୍ମଣୀଗାଁଠାରେ ବିଭିନ୍ନ ଦାବି ନେଇ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ବ୍ରାହ୍ମଣୀଗାଁ ପୋଲିସକୁ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ବିଜେଡି ଯୁବ ଛାତ୍ର ସଂଗଠନର ଜିଲା ସମ୍ପାଦକ ବାବୁନି ପଣ୍ଡା…
ଦୀର୍ଘବର୍ଷ ପରେ ଖୋଲିଲା ବ୍ରିଟିଶ ଅମଳର ଫାଣ୍ଡି, କମିବ ଅସାମାଜିକ କାର୍ଯ୍ୟକଳାପ
ଦାରିଙ୍ଗବାଡ଼ି,୬ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବୁଡ଼ାଗୁଡ଼ା ଫାଣ୍ଡିକୁ ଖୋଲିବା ପାଇଁ କଥା ଦେଇ କଥା ରଖିଲେ କନ୍ଧମାଳ ଏସ୍ପି ହରିଶ ବିଶି। ଗାଁରେ ପୁଣି ଫେରିଛି ଶାନ୍ତି ଆଉ ବଢ଼ିଛି ପୋଲିସ ପ୍ରତି ଆତ୍ମବିଶ୍ୱାସ। ଅଞ୍ଚଳବାସୀଙ୍କ ବାରମ୍ବାର ଦାବି…
ୟୁନିଫାଏକ ଅଟୋମେସନ ସିଷ୍ଟମକୁ ବିରୋଧ: ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି
ଦାରିଙ୍ଗବାଡି, ୬।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତଥା ନୂତନ ପେନସନ ଯୋଜନା ଭୁକ୍ତ ଶିକ୍ଷକ ସଂଘ ପକ୍ଷରୁ ମଙ୍ଗଳବାର ୟୁନିଫାଏଡ଼ ଅଟୋମେସନ ସିଷ୍ଟମ(ୟଏଏସ)କୁ ବିରୋଧ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,…
Archives


