ରାଷ୍ଟ୍ର ଗଠନରେ ମହିଳା ମାନଙ୍କ ଭୂମିକା ଅତୁଳନୀୟ: ମହିଳା ସୁସ୍ଥ ରହିଲେ ପରିବାର ସୁସ୍ଥ ରହିବ
ଦାରିଙ୍ଗବାଡି,୨୦।୯(ଅରୁଣ ସାହୁ): ରାଷ୍ଟ୍ର ଗଠନରେ ମହିଳା ମାନଙ୍କ ଭୂମିକା ଅତୁଳନୀୟ। ମହିଳାମାନେ ପରିବାର ସଦସ୍ୟଙ୍କ ଆଦରଯତ୍ନ କରନ୍ତି। ମହିଳାମାନେ ଅନେକ ସମୟରେ ଗୃହ କାର୍ଯ୍ୟରେ ବ୍ୟସ୍ତ ହୋଇ ନିଜ ପ୍ରତି ଧ୍ୟାନ ଦେଇ ନ ଥାନ୍ତି। ତେବେ ମହିଳାମାନଙ୍କ ସ୍ବାସ୍ଥ୍ୟ ପ୍ରତି…
ଦାଦନ ଯିବା ଛାଡ଼ି ଚାଷ କଲେ ୪ ଭାଇ: କ୍ଷେତରେ ଫଳୁଛି ସୁନା
ଦାରିଙ୍ଗବାଡି, ୨୦।୯ (ଅରୁଣ ସାହୁ): ଆଉ ଦାଦନ ଖଟିବୁନି କାହାରି ଗୋଲାମ ସାଜିବୁନି। ନିଜ ଜମିରେ ନିଜେ ଖଟିବୁ ଆଉ ଚାଷ କାର୍ଯ୍ୟ କରି ଭଲରେ ଚଳିବୁ। ଏଭଳି ନିଷ୍ପତି ନେଇଛନ୍ତି ୪ ଭାଇ ଆଉ ନିଜର ପୈତୃକ ୫ ଏକର…
ଛତିଶଗଡ଼କୁ ଗଞ୍ଜେଇ ଚାଲାଣ: ଜଣଙ୍କ ପରେ ଜଣଙ୍କୁ ମାଡ଼ିବସିଲା
ତୁମୁଡିବନ୍ଧ,୧୯।୯(ଦୀପକକୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସକୁ ଏକ ବଡ ସଫଳତା ମିଳିଛି। ବାଲିଗୁଡା ଥାନା ଅଞ୍ଚଳରୁ ଛତିଶଗଡ଼କୁ ୧୮୦କିଗ୍ରା ଗଞ୍ଜେଇ ଚୋରା ଚାଲାଣବେଳେ ତୁମୁଡିବନ୍ଧ ପୋଲିସ କାବୁ କରିଛି। ସୂଚନାନୁସାରେ, ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନାଙ୍କ ନେତୃତ୍ୱରେ ମିଶନ…
ରେଞ୍ଜରଙ୍କ ପୈତୃକ ଘରେ ଭିଜିଲାନ୍ସ: ୯ଟି ସ୍ଥାନରେ ଚାଲିଛି ମାରାଥନ ଚଢ଼ାଉ
ଦାରିଙ୍ଗବାଡି,୧୯।୯(ଅରୁଣ ସାହୁ):ରାୟଗଡା ଜିଲା କାଶୀପୁର ବନାଞ୍ଚଳର ବନାଞ୍ଚଳ ଅଧିକାରୀ ଅନ୍ତର୍ଯ୍ୟାମୀ ସାହୁଙ୍କ ପୈତୃକ ଘରେ ଭିଜିଲାନ୍ସ ଟିମ ଚଢ଼ାଉ କରୁଛନ୍ତି। ଏହି ଟିମରେ କୋରାପୁଟ ଜିଲା ଜୟପୁର, ନବରଙ୍ଗପୁର ଓ କଳାହାଣ୍ଡିର ସରକାରୀ ସାକ୍ଷୀ ସମେତ ୬ ଜଣିଆ ଭିଜିଲାନ୍ସ କର୍ମଚାରୀ…
ଭୂସ୍ଖଳନର ୩ ମାସ ବିତିଲା, ମରାମତି ନୋହିଲା: ବିପଦରେ ବଙ୍ଗରଦୁଆ ଘାଟି ରାସ୍ତା
ଦାରିଙ୍ଗବାଡି,୧୯।୯(ଅରୁଣ ସାହୁ): ଚଳିତ ବର୍ଷା ଦିନ ଆରମ୍ଭରୁ କନ୍ଧମାଳ ଜିଲାର ଏକାଧିକ ରାସ୍ତା ତଥା ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ହେଉ କି ବ୍ଲକ ହେଡ଼ କ୍ୱାର୍ଟରକୁ ସଂଯୋଗ କରୁଥିବା ରାସ୍ତା ସବୁଠି କ୍ଷତି ହୋଇଥିବା ଜଣାପଡିଛି। ଏହି କ୍ରମରେ ଦାରିଙ୍ଗବାଡି-ବ୍ରାହ୍ମଣୀଗାଁକୁ…
୨୧ରେ ମାଓବାଦୀ ପାଳିବେ ପ୍ରତିଷ୍ଠା ଦିବସ: ବ୍ୟାନର ଲଗାଇ…
ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା, ସୁଡ୍ରା ଓ ଖମଣଖୋଲ ପଞ୍ଚାୟତରୁ ଫିରିଙ୍ଗିଆ ବ୍ଲକ୍କୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ଏକାଧିକ ସ୍ଥାନରେ ଗୁରୁବାର କେକେବିଏନ୍ ମାଓବାଦୀ ସଂଗଠନ ପକ୍ଷରୁ ବ୍ୟାନର ଲଗାଯାଇଛି। ଆସନ୍ତା ୨୧ ତାରିଖରେ…
କଳିଙ୍ଗା ଘାଟିରେ ଭୂ-ସ୍ଖଳନ, ମରାମତି କାମ ବୁଲି ଦେଖିଲେ ଜିଲାପାଳ
ଜି.ଉଦୟଗିରି,୧୮ା୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଦେଇ ଯାଇଥିବା ୧୫୭ ନମ୍ବର ଜାତୀୟ ରାଜପଥ କଳିଙ୍ଗା ଘାଟିରେ ୧୬ ତାରିଖ ମଙ୍ଗଳବାର ଅପରାହ୍ନ ସମୟରେ ଲଗାଣ ବର୍ଷାରେ ଭୂସ୍ଖଳନ ଯୋଗୁ ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇ ୪୦/୫୦ ଫୁଟର ବିରାଟ…
ସୌନ୍ଦର୍ଯ୍ୟ ହରାଉଛି ଡୁଲୁରୀ ପାଇନବଣ: ନାକ ଟେକୁଛନ୍ତି ପର୍ଯ୍ୟଟକ
ଦାରିଙ୍ଗବାଡି, ୧୮।୯ (ଅରୁଣ ସାହୁ): ଆଉ କିଛି ଦିନ ପରେ ଦଶହରା ଛୁଟି। ପର୍ଯ୍ୟଟନ ଋତୁ ମଧ୍ୟ ଆରମ୍ଭ ହୋଇଗଲାଣି। ତେବେ ପର୍ଯ୍ୟଟନକ୍ଷେତ୍ର ଡୁଲୁରୀକୁ ପ୍ରତିଦିନ ଶହ ଶହ ପର୍ଯ୍ୟଟକଙ୍କ ଆଗମନ ହେବ ଏଥିପାଇଁ ଡୁଲୁରୀକୁ ସୌନ୍ଦର୍ଯ୍ୟ କରାଇବାରେ ସ୍ଥାନୀୟ ପ୍ରଶାସନ…
ବୃକ୍ଷରୋପଣ ତଦାରଖ କଲେ ବାଡ଼ାବାଙ୍ଗା ସରପଞ୍ଚ: ବିଭିନ୍ନ ବିଦ୍ୟାଳୟ ସହ ସେବାଶ୍ରମ ବୁଲି…
ଦାରିଙ୍ଗବାଡି, ୧୭।୯ (ଅରୁଣ ସାହୁ): ଏକ ପେଡ୍ ମା’ କେ ନାମ କାର୍ଯ୍ୟକ୍ରମ ପ୍ରତି ପଞ୍ଚାୟତ ଅଞ୍ଚଳରେ ଚାଲିଛି। ବୁଧବାର ବିଭିନ୍ନ ପଞ୍ଚାୟତରେ ୫ ଶହ ଲେଖାଏ ବିଭିନ୍ନ ପ୍ରକାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କ୍ରମରେ ବାଡାବାଙ୍ଗା…
ସୁଭଦ୍ରା ଯୋଜନାକୁ ବର୍ଷେ ପୁରିଲା: କେକ୍ କାଟି ନାଚିଲେ, ଗାଇଲେ ଦାରିଙ୍ଗବାଡି ହିତାଧିକାରୀ
ଦାରିଙ୍ଗବାଡି, ୧୭।୯(ଅରୁଣ ସାହୁ): ଭାଜପା ରାଜ୍ୟରେ ପ୍ରଥମଥର ପାଇଁ ଏକାକୀ ସରକାର ଗଠନ କରିବା ପରେ ଲୋକଙ୍କୁ ପ୍ରତିଶୃତି ଦେଇଥିବା ସୁଭଦ୍ରା ଯୋଜନାର ଆଜିର ଦିନରେ ପ୍ରଥମଥର ପାଇଁ ରାଜ୍ୟସରକାର ଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିଲା ଆଜି ତାହା ଏକ ବର୍ଷରେ…
ଡିପୁମାହାରେ ଜଙ୍ଗଲ ପୁନଃରୁଦ୍ଧାର: ଦାରିଙ୍ଗବାଡ଼ି ବନାଞ୍ଚଳ ପକ୍ଷରୁ ଲାଗିଲା ଚାରା, ଯୋଗଦେଲେ…
ଦାରିଙ୍ଗବାଡି, ୧୭।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ସିମନବାଡି ସେକ୍ସନର ଡିପୁମାହାଠାରେ ଜଙ୍ଗଲ ସୃଷ୍ଟି କରାଯିବ। ଉଜୁଡିଯାଇଥିବା ଜଙ୍ଗଲକୁ ପୁନଃରୁଦ୍ଧାର ପାଇଁ ନିଆଯାଇଛି ପଦକ୍ଷେପ। ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ବନପାଳ ବନିତା ପ୍ରଧାନଙ୍କ ନେତୃତ୍ୱରେ…
ଦାରିଙ୍ଗବାଡ଼ିରେ ନିଆରା ବିଶ୍ୱକର୍ମା ପୂଜା: ଉପଭୋକ୍ତାଙ୍କୁ ସଚେତନ କଲେ ବିଦ୍ୟୁତ କର୍ମଚାରୀ, ୩୬ ବର୍ଷ ଧରି…
ଦାରିଙ୍ଗବାଡି, ୧୭।୯ (ଅରୁଣ ସାହୁ): ଆଜି ପବିତ୍ର ବିଶ୍ୱକର୍ମା ପୂଜା। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ବିଦ୍ୟୁତ କାର୍ଯ୍ୟାଳୟ ପରିସର ମଧ୍ୟରେ ମଧ୍ୟ ଏହି ପୂଜା ବଡ଼ ଧୂମଧାମରେ ପାଳିତ ହୋଇଯାଇଛି।ତେବେ ଏହି ପୂଜାକାର୍ଯ୍ୟ ସହ ବିଭାଗ ଏକ ସଚେତନତା…
Archives


