କନ୍ଧମାଳ

ବିଦ୍ୟୁତ ବିଭ୍ରାଟ ବୃଦ୍ଧି: ସବଷ୍ଟେଶନ ନିର୍ମାଣରେ ବିଳମ୍ବ

ଦାରିଙ୍ଗବାଡି, ୧୭।୬ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ଫିଡ଼ରରେ ଦିନକୁ ଦିନ ବିଦ୍ୟୁତ ବିଭ୍ରାଟ ବଢୁଛି। ତୁହାକୁ ତୁହା ବିଦ୍ୟୁତ କାଟ ଯୋଗୁ ଉପଭୋକ୍ତାମାନେ ହଟହଟା ଭୋଗୁଛନ୍ତି । ବିଦ୍ୟୁତ ବିଭ୍ରାଟକୁ ନଜରରେ ରଖି ବିଦ୍ୟୁତ ବିଭାଗ...

ବିକାଶ ବାହାନ ରଥକୁ ସ୍ବାଗତ କଲେ ସରପଞ୍ଚ

ତୁମୁଡ଼ିବନ୍ଧ,୧୬।୬(ଦୀପକ କୁମାର ପରାସେଠ): ବର୍ଷ ଏକ ଉପଲବ୍ଧି ଅନେକ ବାର୍ତ୍ତା ନେଇ ବିକାଶ ବାହନ ସଚେତନ ରଥ କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଳକ ତୁମଡ଼ିବନ୍ଧ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ପହଞ୍ଚିଛି। ଏହି ଅବସରରେ ରଥକୁ ସରପଞ୍ଚ ପ୍ରିୟଙ୍କା ପଡରା,...

ପରିତ୍ୟକ୍ତ ଅବସ୍ଥାରେ ବୃହଦାଗାର ବହୁମୁଖୀ ସମବାୟ ସମିତିର ଗୋଦାମ ଗୃହ

ଦାରିଙ୍ଗବାଡ଼ି,୧୬ା୬(ଅରୁଣ ସାହୁ): ସରକାରଙ୍କ ସାଧାରଣ ବଣ୍ଟନ ଦାୟିତ୍ୱରେ ଦାରିଙ୍ଗବାଡ଼ି ବୃହଦାକାର ବହୁମୁଖୀ ସମବାୟ ସମିତି ଦାୟିତ୍ୱ ନେଇଛି। ଉକ୍ତ ସମିତି ୧୭ଟି ପଞ୍ଚାୟତରେ ସାଧାରଣ ସାମଗ୍ରୀ ତଥା ଚାଉଳ, ଗହମ, କିରୋସିନି ଆଦି ବଣ୍ଟନ କରୁଥିବା ବେଳେ ବ୍ରାହ୍ମଣୀଗାଁ ଥାନା...

ସନ୍ଧ୍ୟା ହେଲେ ରାଜପଥରେ ଗୋରୁପଲ, ବଢୁଛି ଦୁର୍ଘଟଣା

ଦାରିଙ୍ଗବାଡ଼ି,୧୫ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥ ଉପରେ ଗୋରୁପଲଙ୍କ ଉପଦ୍ରବ ବୃଦ୍ଧି ପାଇଛି। ପ୍ରକାଶ ଯେ, ରାଇପୁରଠାରୁ ଗୋପାଳପୁରକୁ ସଂଯୋଗ କରୁଥିବା ଏହି ରାଜପଥରେ ଏବେ ଗାଡ଼ିସଂଖ୍ୟା ବୃଦ୍ଧିପାଇଛି। ବ୍ରହ୍ମପୁରଠାରୁ ଭବାନୀପାଟଣା,...

ଓଲଟିଲା ହିଟାଚି ବୋଝେଇ ଗାଡ଼ି

ବ୍ରାହ୍ମଣୀଗାଁ,୧୪ା୬ (ମନୋରଞ୍ଜନ ରଣା): ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କଡମ୍ବା ଛକ ନିକଟ ବାଡୁନୁ ଘାଟି ବୁଲାଣିରେ ଭାରସାମ୍ୟ ହରାଇ ହିଟାଚି ବୋଝେଇ ଗାଡ଼ି ଓଲଟି ପଡ଼ିଛି। ଦୁର୍ଘଟଣାରୁ ଗାଡ଼ି ଚାଳକ ଓ ୩ ଯାତ୍ରୀ...

ବିଦ୍ୟୁତ ତାର ଉପରେ ଗଛ ପକାଇଲେ ଦୁର୍ବୁତ୍ତ

ଦାରିଙ୍ଗବାଡି,୧୪ା୬ (ଅରୁଣ ସାହୁ): ଦାରଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ି ନୂତନ ସବଷ୍ଟେସନ ଶନିବାର କାର୍ଯ୍ୟ ଚାଲିଥିବାରୁ ଦିନବେଳେ ବିଦ୍ୟୁତ୍‌ କାଟି ଦିଆଯାଇଥିଲା। ଅପରାହ୍ନରେ ବିଦ୍ୟୁତ ସ୍ବାଭାବିକ ହେବାର ମାତ୍ର କିଛି ସମୟ ମଧ୍ୟରେ ସୁଲୁମାହା ଗ୍ରାମ ନିକଟ ଜଙ୍ଗଲରେ କେହି ଅଜଣା...

ଲୋକାଭିମୁଖୀ ହେଉଛି ଗରିବ କଲ୍ୟାଣ ଯୋଜନା:ଜନସାଧାରଣଙ୍କ ବଢୁଛି ଆସ୍ଥା

ରାଇକିଆ,୧୪/୬(ପ୍ରଦୀପ ବେହେରା): ଦେଶରେ ମୋଦି ସରକାରଙ୍କ ୧୧ ବର୍ଷ ଏବଂ ରାଜ୍ୟରେ ମୋହନ ସରକାରଙ୍କ ବର୍ଷେ ପୂର୍ତ୍ତୀ ହୋଇଛି । ଏହି ଅମୃତ କାଳରେ ଉତ୍ତମ ସେବା, ସୁଶାସନ ଓ ଗରିବ କଲ୍ୟାଣ ଯୋଜନା ଜନସାଧାରଣଙ୍କ ସରକାରଙ୍କ ପ୍ରତି ଆସ୍ଥା...

ଦୃଷ୍ଟି ଆଢୁଆଳରେ ପର୍ଯ୍ୟଟନ କ୍ଷେତ୍ର: ମୁକୁଳା ପଡ଼ିଛି ଡୁଲୁରୀ ପାଇନବଣ, ରାଜସ୍ବ ହରାଉଛି ପ୍ରଶାସନ

ଦାରିଙ୍ଗବାଡ଼ି,୧୪ା୬(ଅରୁଣ ସାହୁ): ଦୈନିକ ଶହଶହ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲୁଛନ୍ତି। ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ଖରାଛୁଟିରେ ଛାତ୍ରୀଛାତ୍ର ପରିବାର ସହ ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର ଏହି ପରିପ୍ରେକ୍ଷୀରେ ଉକ୍ତ ବ୍ଲକର ପର୍ଯ୍ୟଟନକ୍ଷେତ୍ର ହିଲ୍‌ଭିୟୁ ପାର୍କ ସମେତ ନେଚର ପାର୍କ, କଫି ବଗିଚା,...

ଲକ୍ଷପତି ଦିଦି ଝରଣାଙ୍କୁ ସାବାସ ଜଣାଉଛି ଦାରିଙ୍ଗବାଡ଼ି, ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ SHG ମହିଳାଙ୍କୁ ଦେଉଛନ୍ତି…

ଦାରିଙ୍ଗବାଡ଼ି,୧୩ା୬(ଅରୁଣ ସାହୁ): କନ୍ଧମାଳର ଝିଅ ତଥା ପ୍ରଥମ ଲକ୍ଷପତି ଦିଦି ଝରଣା ସାହୁ ଏବେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ କାର୍ଯ୍ୟ କରିବା ସହ ଏସ୍‌ଏଚ୍‌ଜିମାନଙ୍କୁ ମସଲା ଜାତୀୟ ସାମଗ୍ରୀ ପ୍ରସ୍ତୁତି ସହ ହଳଦୀ, ତେନ୍ତୁଳି, ଅଦା, ଅଁଳା ଭଳି...

ଖତ ଖାଉଛି ଭ୍ରାମ୍ୟମାଣ ପ୍ରସବ ଯାନ: ଦୁର୍ଗମ ଅଞ୍ଚଳରେ ବଢୁଛି ଜନନୀ ଯନ୍ତ୍ରଣା

ଦାରିଙ୍ଗବାଡି, ୧୩।୬ (ଅରୁଣ ସାହୁ)- ଦୁର୍ଗମ ଅଞ୍ଚଳରେ ଜନନୀ ଯନ୍ତ୍ରଣା। ବଢୁଛି ଶିଶୁ ଓ ପ୍ରସୂତିଙ୍କ ମୃତ୍ୟୁ ହାର। ନୀରବି ଯାଇଛି ଜିଲା ପ୍ରଶାସନ। ଏଭଳି ଦୁଖଃଦ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳରେ।...

ଖୁଣ୍ଟ ଅଛି, ଷ୍ଟିଟ ଲାଇଟ ନାହିଁ

ବ୍ରାହ୍ମଣୀଗାଁ,୧୨ା୬(ମନୋରଞ୍ଜନରଣା):ଷ୍ଟିଟ୍‌ ଲାଇଟି ଲଗା ଯାଉ ନ ଥିବାରୁ ବ୍ରହ୍ମଣୀଗାଁ ମୁଖ୍ୟ ବଜାର ଅନ୍ଧାର ହେଇଯାଉଛି। ପ୍ରାୟ ବର୍ଷେ ପରେ ହେବ ରାସ୍ତା ମଝିରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ଗୁଡ଼ିକୁ ରାସ୍ତା ସମ୍ପ୍ରସାରଣ କରିବା ପାଇଁ ପୁରୁଣା ଖୁଣ୍ଟ ଘୁଞ୍ଚା ଯାଇ...

ତୁମୁଡିବନ୍ଧରେ ସଚେତନ ରଥ ବିକାଶ ବାହାନ

ତୁମୁଡିବନ୍ଧ,୧୨।୬,(ଦିପକ କୁମାର ପରାସେଠ): ମୋହନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିଭିନ୍ନ ଜନହିତ କାର୍ଯ୍ୟ କରାଯାଇଛି ସେହି କାର୍ଯ୍ୟ ଗୁଡିକକୁ ସହରଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ପହଞ୍ଚି ଲୋକଙ୍କୁ ସଚେତନ କରିବା ମୂଳ ଲକ୍ଷ ଅଟେ। ସେହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri