ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପ୍ଲାଷ୍ଟିକ୍ ବର୍ଜନ ସହ ବୃକ୍ଷରୋପଣ
ଦାରିଙ୍ଗବାଡ଼ି,୭ା୭(ଅରୁଣ ସାହୁ): ମା’ ପାଇଁ ଗଛଟିଏ ଏହି ଥିମ୍ରେ ଏବେ ରାଜ୍ୟ ତଥା ରାଜ୍ୟ ବାହାରେ ବୃକ୍ଷରୋପଣ ହେଉଛି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳ ପକ୍ଷରୁ ମିଳିତ ଭାବେ ଥାନା ପରିସର ମଧ୍ୟରେ ବୃକ୍ଷରୋପଣ...
ସିମନବାଡ଼ିରେ ସକାଳୁ ମହାବାହୁଙ୍କ ସୁନାବେଶ, ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼
ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସିମନବାଡ଼ିରେ ରବିବାର ସୁନାବେଶରେ ଝଲସିଛନ୍ତି ମହାବାହୁ। ଏହି ଅପରୂପ ଦୃଶ୍ୟ ଦେଖିବାକୁ ସକାଳୁ ସକାଳୁ ସିମନବାଡ଼ିରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଶନିବାର ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ହୋଇଥିଲା। ଦେଉଳକୁ ଫେରିବା ବାଟରେ...
ରାଇକିଆଠାରେ ବାହୁଡ଼ା ଯାତ୍ରା
ରାଇକିଆ, ,୫।୭(ପ୍ରଦୀପ ବେହେରା): ରାଇକିଆଠାରେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କର ସାମ୍ନାରେ ସ୍ବତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା। ଅପରାହ୍ନରେ ହରିବୋଲ ହୁଳହୁଳି ଜୟ...
ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଥିଲେ ନୂତନ ଭାରତ ନିର୍ମାଣର ଦୂର ଦୃଷ୍ଟିଦାତା
ଦାରିଙ୍ଗବାଡ଼ି,୫ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଭାରତ ବର୍ଷର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପ୍ରବୀଣ ରାଜନେତା ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶତବାର୍ଷିକୀ ଅବସରରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ...
ପ୍ରବଳ ବର୍ଷାରେ ଟଳିଲା ବିରାଟକାୟ ଗଛ, ଯାତାୟାତ ସହଜ କରିବାକୁ ଚାଲିଛି…
ଦାରିଙ୍ଗବାଡ଼ି,୫ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଦଡ଼ିବାଡ଼ି ଗ୍ରାମରେ ଏକ ବିରାଟକାୟ ଗଛ ଟଳି ପଡ଼ିଛି। ଫଳରେ ସାହିବାସିନ୍ଦା ବଜାର କିମ୍ବା ସାହିରୁ ବାହାରକୁ ଯିବା ମୁସ୍କିଲ ହୋଇପଡ଼ିଛି। ଖବର ପାଇ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗ...
ସବୁଜିମାରେ ଭରିବ ଲଣ୍ଡା ପାହାଡ଼: ୧୦ ହେକ୍ଟର ଜମିରେ ୧୬ ହଜାର ଚାରା ରୋପଣ
ରାଇକିଆ,୪ା୭(ପ୍ରଦୀପ ବେହେରା): ଲଣ୍ଡା ପାହାଡ଼କୁ ସବୁଜିମାମୟ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ। ୭୬ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଇକିଆ ବନାଞ୍ଚଳ ତରଫରୁ ସମୂହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରଯାଇଛି। ଶୁକ୍ରବାର କିଲୁଣ୍ଡି ଲଣ୍ଡା ପାହାଡ଼ର...
କାର୍ଯ୍ୟରେ ଯୋଗଦେଲେ ଓଏଏସ-ଆରଏସ ଅଧିକାରୀ: ସ୍ବାଭାବିକ ହେଲା କାର୍ଯ୍ୟାଳୟ
ଦାରିଙ୍ଗବାଡି,୪/୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିର ବ୍ଲକ କାର୍ଯ୍ୟାଳୟ ଏବଂ ତହସିଲ କାର୍ଯ୍ୟାଳୟ ଶୁକ୍ରବାରଠାରୁ ସ୍ବାଭାବିକ ହୋଇଛି। ସମୂହ ଛୁଟିରେ ଯାଇଥିବା ଓଏଏସ ଏବଂ ଓ ଆରଏସ ଅଧିକାରୀମାନେ ଆନ୍ଦୋଳନ ପ୍ରତ୍ୟାହୃତ ପରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଏହି...
ପୁନଃରୁଦ୍ଧାର ହେବ ଜଙ୍ଗଲ:୫୦ ହେକ୍ଟର ଜମିରେ ୧୦ ହଜାର ଚାରା ରୋପଣ ଲକ୍ଷ୍ୟ
ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୪/୭(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳରେ ଜୁଲାଇ ପହିଲାରୁ ନୂତନ ଜଙ୍ଗଲ ସୃଷ୍ଟି ଏବଂ ଉଜୁଡିଯାଇଥିବା ଜଙ୍ଗଲର ପୁନଃରୁଦ୍ଧାର ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଯାଇଛି। ଏହି ଅବସରରେ...
ଛୁଟିରେ ବିଡିଓ-ତହସିଲଦାର: ଖାଲିପଡିଛି ଚୌକି, ପଞ୍ଚାୟତବାସୀ ନିରାଶ
ଦାରିଙ୍ଗବାଡି, ୩।୭ (ଅରୁଣ ସାହୁ): ଭୁବନେଶ୍ୱର ବିଏମସି କାର୍ଯ୍ୟାଳୟର ଉପକମିଶନରଙ୍କୁ ଆକ୍ରମଣ ଘଟଣାକୁ ନେଇ ରାଜ୍ୟର ଓଏଏସ ଏବଂ ଓଆରଏସ ଅଧିକାରୀମାନେ ସମୂହ ଛୁଟିରେ ଯାଇଥିବାବେଳେ ତାର ପ୍ରଭାବ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଘଟଣାକୁ...
ଧୋଇଗଲା ଡାଇଭର୍ସନ ରାସ୍ତା, ସ୍କୁଲରୁ ଘରକୁ ଫେରି ପାରିଲେନି ଛାତ୍ରୀ, କହିଲେ କେମିତି କଟାଇଲେ ରାତି…
ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡ଼ି ନଦୀରେ ଡାଇଭର୍ସନ ରାସ୍ତା ଧୋଇବା ଘଟଣାରେ ଅନେକ ଦୁର୍ଭାଗ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଏଭଳି ଏକ ଘଟଣା ଜଣେ ଛାତ୍ରୀ କେତେ ଭୟଭୀତରେ ଅଜଣା ଲୋକଙ୍କ ସହାୟତାରେ...
କରେଣ୍ଟ ଗଲେ ସିମନବାଡ଼ିରେ ଅଚଳ ହୋଇପଡୁଛି ମୋବାଇଲ ସେବା
ଦାରିଙ୍ଗବାଡ଼ି,୩ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ବର୍ଷା ହେଲେ କରେଣ୍ଟ ଯାଉଛି। ଫଳରେ ମୋବାଇଲ ସେବା ବନ୍ଦ ହୋଇଯାଉଛି। ଏହି ସମସ୍ୟା ପାଇଁ ଉକ୍ତ ଫିଡରରେ ୮ ପଞ୍ଚାୟତର ପ୍ରାୟ...
ଗୁମାଡ଼ି ଡାଇଭର୍ସନ ଧୋଇଯିବା ଘଟଣା: ଦୁଇଦିନ ବିତିଲା, ମରାମତି ନୋହିଲା
ଦାରିଙ୍ଗବାଡି, ୩।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତର ଗୁମାଡ଼ି ନଦୀର ଡାଇଭର୍ସନ ରାସ୍ତା ଧୋଇଯିବାର ଇତି ମଧ୍ୟରେ ୨ ଦିନ ବିତିଲା। କିନ୍ତୁ ମରାମତି କାର୍ଯ୍ୟ ନୋହିଲା। ଗୁରୁବାର ଉକ୍ତ ଭାସିଯାଇଥିବା ଡାଇଭର୍ସନରେ ୨ଟି...
Archives


