ସ୍ବାସ୍ଥ୍ୟକେନ୍ଦ୍ରରେ ରହିଛି ମାଳମାଳ ସମସ୍ୟା, ସମାଧାନ ପାଇଁ ନିଆଗଲା ନିଷ୍ପତ୍ତି
ଦାରିଙ୍ଗବାଡ଼ି,୨୧ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଶୁକ୍ରବାର ରୋଗୀ କଲ୍ୟାଣ ସମିତିର କାର୍ଯ୍ୟକାରିଣୀ ବୈଠକ ସମିତିର ଅଧ୍ୟକ୍ଷ ତଥା ଜି.ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଥମେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍ଚାର୍ଜ…
ଆସୁଛି ଲଘୁଚାପ, ଦେଖାଗଲାଣି ପ୍ରଭାବ: ଶୀତ ଗାଏବ
ଦାରିଙ୍ଗବାଡି, ୨୧।୧୧ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ରେ ଗତ ୨ ଦିନ ହେଲା ଶୀତ କମିଛି କୁହାଯାଉଛି। ଲଘୁଚାପ ଆସୁଥିବାବେଳେ ଗୁରୁବାର ମଧ୍ୟାହ୍ନଠାରୁ ପାଗ କେତେବେଳେ ମେଘୁଆ ତ ଆଉ କେତେବେଳେ ହାଲକା ଖରାର ପ୍ରଭାବ ରହୁଛି।…
ପାଠପଢ଼ାରେ ବାଧକ ନ ସାଜୁ ଦୃଷ୍ଟିଶକ୍ତି, ୨୮୦ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା କରି ଡାକ୍ତର…
ଦାରିଙ୍ଗବାଡ଼ି,୨୦ା୧୧(ଅରୁଣ ସାହୁ): ଶିକ୍ଷାର ବିକାଶ ଓ ଛାତ୍ରୀଛାତ୍ରଙ୍କ ସୁବିଧାକୁ ଗୁରୁତ୍ୱ ଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଉଛି। ଏହି କ୍ରମରେ ଛାତ୍ରୀଛାତ୍ରଙ୍କ ଅଧ୍ୟୟନରେ କୌଣସି ସମସ୍ୟା ନ ଉପୁଜିବା ପାଇଁ ବିଶେଷ କରି ଅଧ୍ୟୟନ ବେଳେ…
ପ୍ଲାଷ୍ଟିକ ଖେଳନା ଗିଳିଦେବାରୁ ଶିଶୁଙ୍କ ମୃତ୍ୟୁ ଘଟଣା: ୨୬ ଘଣ୍ଟା ପରେ ପହଞ୍ଚିଲା ପ୍ରଶାସନ, ରେଡକ୍ରସ ପାଣ୍ଠିରୁ…
ଦାରିଙ୍ଗବାଡି, ୧୯।୧୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ଶିକରମାହା ଗ୍ରାମ ନିକଟ ମୁସିମାହା ଗ୍ରାମର ରଞ୍ଜିତ ପ୍ରଧାନଙ୍କ ୪ ବର୍ଷର ପୁଅ ବିଗିଲଙ୍କ ଏକ ଖେଳନା ଗିଳିଦେବାରୁ ମୃତ୍ୟୁ ଘଟିଥିଲା। ଏହି…
ଚିପ୍ସ ପ୍ୟାକେଟ୍ରେ ଥିବା ପ୍ଲାଷ୍ଟିକ୍ ଖେଳନା ଖାଇ ଶିଶୁ ମୃତ୍ୟୁ ଘଟଣାର ହେବ ତଦନ୍ତ, ସ୍ବାସ୍ଥ୍ୟାଧିକାରୀ କହିଲେ…
ଦାରିଙ୍ଗବାଡ଼ି,୧୯ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ସିକରମାହା ଗ୍ରାମ ନିକଟ ମୂଷିମାହା ଗ୍ରାମରେ ଜଣେ ୪ ବର୍ଷର ଶିଶୁ ବିଗିଲ ପ୍ରଧାନଙ୍କ ମୃତ୍ୟୁ ପରେ ସ୍ବାସ୍ଥ୍ୟବିଭାଗର ଚିନ୍ତା ବଢ଼ିବା ସହ ବହୁ ପରିବାରର ଶିଶୁଙ୍କ…
ଇକୋ ରିଟ୍ରିଟ୍ କର୍ମଚାରୀ ଶିଖୁଛନ୍ତି ନିଆଁ ଲିଭାଇବାର କୌଶଳ
ଦାରିଙ୍ଗବାଡ଼ି,୧୯ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ ପରିସର ମଧ୍ୟରେ ପର୍ଯ୍ୟଟକଙ୍କୁ ନିଆଁ ଦାଉରୁ ସୁରକ୍ଷା ଦେବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି। ବୁଧବାର ପୂର୍ବ ଯୋଜନା ଅନୁଯାୟୀ ଅଗ୍ନିଶମ ବିଭାଗର ଗାଡ଼ି ସାଇରନ ଦେଇ…
ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା: ତାପମାତ୍ରା ରହିଛି…
ଦାରିଙ୍ଗବାଡି, ୧୯।୧୧ (ଅରୁଣ ସାହୁ): ଶୀତରେ ଥରୁଛି ସାରା ରାଜ୍ୟ। ୧୦ ଡିଗ୍ରୀ ତଳେ ୨ ସହର। ୮.୫ ଡିଗ୍ରୀ ସହ ଦାରିଙ୍ଗବାଡ଼ି ସବୁଠୁ ଥଣ୍ଡା ପାଲଟିଥିବା ବେଳେ ଫୁଲବାଣୀରେ ତାପମାତ୍ରା ୯ ଡିଗ୍ରୀ ରହିଛି। ସେହିପରି କଟକରେ ତାପମାତ୍ରା ୧୪.୪…
ହ୍ୟୁମାନ ସାଗରଙ୍କୁ ମନେପକାଇଲେ ଯୁବପିଢ଼ି
ଦାରିଙ୍ଗବାଡି, ୧୯।୧୧ (ଅରୁଣ ସାହୁ): ଓଡିଶାର ସୁନାମଧନ୍ୟ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗରେ ସାରା ରାଜ୍ୟ ଭାଙ୍ଗିପଡ଼ିଥିବାବେଳେ ଦାରିଙ୍ଗବାଡି ଅଞ୍ଚଳରେ ମଧ୍ୟ ଯୁବପିଢ଼ି ତାଙ୍କୁ ବହୁତ ମନେ ପକାଉଛନ୍ତି। ଏହି ଅବସରରେ ଦାରିଙ୍ଗବାଡି ସୁବିଧାକେନ୍ଦ୍ରଠାରେ ଅଞ୍ଚଳର ଲୋକମାନେ ଯୁବପିଢ଼ି ଏକାଠି…
ଚିପ୍ସ ପ୍ୟାକେଟ୍ରେ ଥିଲା ଖେଳନା, ଗିଳିଦେଲେ ଶିଶୁ: ଆଉ ତା’ପରେ ଘଟିଲା…
ଦାରିଙ୍ଗବାଡି, ୧୯।୧୧ (ଅରୁଣ ସାହୁ):ଏମିତି ବି ଆସେ ମୃତ୍ୟୁ । ମସଲା ଜାତୀୟ ଚିପ୍ସ ପ୍ୟାକେଟ ଭିତରେ ଥିବା ପ୍ଲାଷ୍ଟିକ ଖେଳନା ଗିଳି ୪ ବର୍ଷର ଶିଶୁଙ୍କ ଅକାଳରେ ଜୀବନ ଚାଲିଯାଇଛି। ମୃତ ଶିଶୁ ହେଲେ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ…
ଆସିଥିଲେ ଦାରିଙ୍ଗବାଡିକୁ ବୁଲି: ବୋଲେରୋରେ ଲାଗିଗଲା ନିଆଁ, ଆଉ ତା’ପରେ…
ଦାରିଙ୍ଗବାଡି, ୧୮।୧୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ବୁଲିବାକୁ ଆସିଥିବା ଏକ ବୋଲେରୋ ଗାଡି ଇଞ୍ଜିନରେ ନିଆଁ ଲାଗିଯାଇଛି। ଖବରପାଇ ଦାରିଙ୍ଗବାଡି ଅଗ୍ନିଶମ ବିଭାଗର ଅଧିକାରୀ ଧବଳେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏଥି…
୪୦ ବର୍ଷ ପରେ ଖୋଲିଲା ସାପ୍ତାହିକ ହାଟ: ଲୋକଙ୍କ ମଧ୍ୟରେ ଖେଳିଗଲା ଖୁସିର ଲହରୀ
ଦାରିଙ୍ଗବାଡି, ୧୮।୧୧ (ଅରୁଣ ସାହୁ ): ଅନୁସୂଚିତ ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ସାପ୍ତାହିକ ହାଟ ର ଅଧିକା ଚାହିଦା ଓ ଫାଇଦା ରହିଛି। ବିଶେଷ କରି ପନିପରିବା ଚାଷୀଙ୍କ ମଧ୍ୟରେ ଦଲାଲଙ୍କ ପ୍ରଭାବ ରହୁଥିବାରୁ ଚାଷୀ ତାର ଅମଳ ପନିପରିବାକୁ ଉଚିତ…
ମିଳୁନି ବିଏସ୍ଏନ୍ଏଲ୍ ସେବା, ପ୍ରତିଶ୍ରୁତି ପରେ ହଟିଲା ରାସ୍ତାରୋକୋ
ରାଇକିଆ,୧୭ା୧୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା ମାଣିକେଶ୍ୱେର ପଞ୍ଚାୟତବାସୀ ବିଏସ୍ଏନ୍ଏଲ ସେବାରୁ ବଞ୍ଚିତ ହେଉଛନ୍ତି। ବିଭିନ୍ନ ସ୍ଥାନରେ ଟାଓ୍ବାର ସ୍ଥାପନ ହେଇଥିଲେ ମଧ୍ୟ ସେବା ମିଳି ପାରିନାହିଁ। ଇଣ୍ଟରନେଟ୍ ଯୁଗରେ ଲୋକେ ମୋବାଇଲ ଭଳି ସାଧାରଣ ସୁବିଧା ପାଇ ପାରିନାହାନ୍ତି।…
Archives


