ବୃକ୍ଷରୋପଣ ତଦାରଖ କଲେ ବାଡ଼ାବାଙ୍ଗା ସରପଞ୍ଚ: ବିଭିନ୍ନ ବିଦ୍ୟାଳୟ ସହ ସେବାଶ୍ରମ ବୁଲି…
ଦାରିଙ୍ଗବାଡି, ୧୭।୯ (ଅରୁଣ ସାହୁ): ଏକ ପେଡ୍ ମା’ କେ ନାମ କାର୍ଯ୍ୟକ୍ରମ ପ୍ରତି ପଞ୍ଚାୟତ ଅଞ୍ଚଳରେ ଚାଲିଛି। ବୁଧବାର ବିଭିନ୍ନ ପଞ୍ଚାୟତରେ ୫ ଶହ ଲେଖାଏ ବିଭିନ୍ନ ପ୍ରକାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି କ୍ରମରେ...
ସୁଭଦ୍ରା ଯୋଜନାକୁ ବର୍ଷେ ପୁରିଲା: କେକ୍ କାଟି ନାଚିଲେ, ଗାଇଲେ ଦାରିଙ୍ଗବାଡି ହିତାଧିକାରୀ
ଦାରିଙ୍ଗବାଡି, ୧୭।୯(ଅରୁଣ ସାହୁ): ଭାଜପା ରାଜ୍ୟରେ ପ୍ରଥମଥର ପାଇଁ ଏକାକୀ ସରକାର ଗଠନ କରିବା ପରେ ଲୋକଙ୍କୁ ପ୍ରତିଶୃତି ଦେଇଥିବା ସୁଭଦ୍ରା ଯୋଜନାର ଆଜିର ଦିନରେ ପ୍ରଥମଥର ପାଇଁ ରାଜ୍ୟସରକାର ଙ୍କ ପକ୍ଷରୁ କାର୍ଯ୍ୟକାରୀ ହୋଇଥିଲା ଆଜି ତାହା ଏକ...
ଡିପୁମାହାରେ ଜଙ୍ଗଲ ପୁନଃରୁଦ୍ଧାର: ଦାରିଙ୍ଗବାଡ଼ି ବନାଞ୍ଚଳ ପକ୍ଷରୁ ଲାଗିଲା ଚାରା, ଯୋଗଦେଲେ…
ଦାରିଙ୍ଗବାଡି, ୧୭।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳ ସିମନବାଡି ସେକ୍ସନର ଡିପୁମାହାଠାରେ ଜଙ୍ଗଲ ସୃଷ୍ଟି କରାଯିବ। ଉଜୁଡିଯାଇଥିବା ଜଙ୍ଗଲକୁ ପୁନଃରୁଦ୍ଧାର ପାଇଁ ନିଆଯାଇଛି ପଦକ୍ଷେପ। ବନାଞ୍ଚଳ ଅଧିକାରୀ ମାଧବ ଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ବନପାଳ ବନିତା ପ୍ରଧାନଙ୍କ...
ଦାରିଙ୍ଗବାଡ଼ିରେ ନିଆରା ବିଶ୍ୱକର୍ମା ପୂଜା: ଉପଭୋକ୍ତାଙ୍କୁ ସଚେତନ କଲେ ବିଦ୍ୟୁତ କର୍ମଚାରୀ, ୩୬ ବର୍ଷ ଧରି…
ଦାରିଙ୍ଗବାଡି, ୧୭।୯ (ଅରୁଣ ସାହୁ): ଆଜି ପବିତ୍ର ବିଶ୍ୱକର୍ମା ପୂଜା। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ବିଦ୍ୟୁତ କାର୍ଯ୍ୟାଳୟ ପରିସର ମଧ୍ୟରେ ମଧ୍ୟ ଏହି ପୂଜା ବଡ଼ ଧୂମଧାମରେ ପାଳିତ ହୋଇଯାଇଛି।ତେବେ ଏହି ପୂଜାକାର୍ଯ୍ୟ ସହ ବିଭାଗ ଏକ...
ବ୍ରାହ୍ମଣୀଗାଁ ବନାଞ୍ଚଳର ୮ଟି ପଞ୍ଚାୟତରେ ମା’ କେ ନାମ ଏକ ପେଡ କାର୍ଯ୍ୟକ୍ରମ
ବ୍ରାହ୍ମଣୀଗାଁ,୧୭।୯(ମନୋରଞ୍ଜନରଣା): ପ୍ରଧାନ ମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ ଜନ୍ମ ଦିନ ଉପଲକ୍ଷେ ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ହରିହର ବେହେରା ଙ୍କ ତ୍ୱତାବଧାନ ରେ “ମାଙ୍କ...
ଦାରିଙ୍ଗବାଡ ବ୍ଲକ ପ୍ରଶାସନ ପାଳିଲା ବିଶ୍ୱକର୍ମା ପୂଜା
ଦାରିଙ୍ଗବାଡି,୧୭।୯ (ଅରୁଣ ସାହୁ): ଆଜି ପବିତ୍ର ବିଶ୍ୱକର୍ମା ପୂଜା। ଏହି ଅବସରରେ ବୁଧବାର ବ୍ଲକ କାର୍ଯ୍ୟାଳୟ ପରିସରରେ ପୂଜା ଅନୁଷ୍ଠିତ ହୋଇଯାଇଛି। ପୂଜକ ତଥା ବରିଷ୍ଠ ଶିକ୍ଷକ ରଞ୍ଜିତ କୁମାର ମିଶ୍ରଙ୍କ ପୌରାହିତରେ ପୂଜାର୍ଚନା କରାଯାଇଛି। ବିଶ୍ୱକର୍ମାଙ୍କୁ ଆହ୍ବାନ, ହୋମ,...
ଲୋକଙ୍କୁ ସଚେତନ କରିବା ସହ ନିଜେ ବୃକ୍ଷରୋପଣ କଲେ ଛାତ୍ରୀଛାତ୍ର
ଦାରିଙ୍ଗବାଡି, ୧୭।୯ (ଅରୁଣ ସାହୁ): ଆମେ ବୃକ୍ଷ ରୋପଣ କରିବୁ ଏବଂ ଗାଁରେ ଅଭିଭାବକ ଓ ଗ୍ରାମବାସୀଙ୍କୁ ମଧ୍ୟ ସଚେତନ କରାଇବୁ । ଗଛ ବଞ୍ଚିଲେ ଆମେ ବଞ୍ଚିପାରିବା। ଏଭଳି ବାର୍ତ୍ତା ଦେବା ସହ ନିଜେ ବୃକ୍ଷରୋପଣ କାର୍ଯ୍ୟରେ ସାମିଲ...
ଏକ ପେଡ ମା’ କେ ନାମ୍ କାର୍ଯ୍ୟକ୍ରମ: ସାମିଲ ହେଲେ ସ୍ଥାନୀୟ ପ୍ରଶାସନ, ଅଞ୍ଚଳବାସୀ
ଦାରିଙ୍ଗବାଡି,୧୭।୯ (ଅରୁଣ ସାହୁ):ଗଛ ଆମକୁ ଜୀବନ ଦେଉଛି । ସେ ଆମକୁ ଲାଳନପାଳନ କରୁଛି ହେଲେ ଆମେ ମଧ୍ୟ ଗଛ ଲଗାଇ ତାକୁ ନିଜ ସନ୍ତାନ ଭଳି ଲାଳନପାଳନ କରିବା ଆବଶ୍ୟକ। ଗଛ ଓ ମଣିଷ ଉଭୟ ଉଭୟଙ୍କ ପାଇଁ...
ସ୍କୁଲ ଯିବା ରାସ୍ତାକଡ଼ ସାଜିଛି ଅଳିଆ ଗଦା, ପଦକ୍ଷେପ ନେବାକୁ…
ବ୍ରାହ୍ମଣୀଗାଁ,୧୬।୯(ମନୋରଞ୍ଜନ ରଣା) : ୟୁପି ସ୍କୁଲକୁ ଯିବା ଛକ ରାସ୍ତା କଡ଼ ସାଜିଛି ଅଳିଆଗଦା। ଛକ ପାଖରେ ଥିବା କିଛି ଅସାଧୁ ଦୋକାନୀ ରାତି ସମୟରେ ନିଜ ଦୋକାନର ଅଳିଆ ଆବର୍ଜ୍ଜନାକୁ ଗାଁଠାରୁ ଦୂର ସ୍ଥାନରେ ନ ଫିଙ୍ଗି ୟୁପି...
ତାଜୁଙ୍ଗିଆ-ହାତୀମୁଣ୍ଡା ପଞ୍ଚାୟତରେ ଲାଗିଲା ନାଲି ରଙ୍ଗର ନୋଟିସ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଚେତାବନୀ
ଦାରିଙ୍ଗବାଡି, ୧୬।୯ (ଅରୁଣ ସାହୁ): ସରକାର କଚ୍ଚା ଘରକୁ ପକ୍କା ଘରେ ପରିଣତ କରିବା ଲାଗି ଆବାସ ଯୋଜନା ଆଣିଛନ୍ତି। ହେଲେ ଏହି ଯୋଜନାର ଲାଭ ମିଳିଥିଲେ ମଧ୍ୟ ବହୁ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ତୋଦୟ ଯୋଜନାରେ...
ବିଦ୍ୟାଳୟରେ ଅବହେଳା: ଛାତ୍ରୀଙ୍କ ଭାଙ୍ଗିଲା ହାତ,ତାଲା ପକାଇଲେ…
ଖଜୁରୀପଡ଼ା, ୧୬ା୯( ବିଦୁର ବେହେରା): ଛାତ୍ରୀଛାତ୍ରଙ୍କୁ ପାଠ ପଢିବା ପାଇଁ ଅଭିଭାବକ ସ୍କୁଲ ଛାଡନ୍ତି। ଶିକ୍ଷୟତ୍ରୀ ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ଦାୟିତ୍ୱ ନେଇ ପାଠ ପଢାଇଥାନ୍ତି। ମାତ୍ର ସେମାନଙ୍କ ଦାୟିତ୍ୱରେ କିଛିଟା ଅବହେଳା ପାଇଁ ଛାତ୍ରୀଛାତ୍ରମାନେ ବିପଦରେ ପଡିଥାନ୍ତି। ଏପରି ଏକ...
କଳିଙ୍ଗା ଘାଟିରେ ବଡ଼ ଧରଣର ଭୂସ୍ଖଳନ: ଫୁଲବାଣୀ-ଭଞ୍ଜନଗର ମୁଖ୍ୟ ରାସ୍ତାରେ ଯାତାୟତ ଠପ୍
ଦାରିଙ୍ଗବାଡି ୧୬।୯(ଅରୁଣ ସାହୁ ) କନ୍ଧମାଳ-ଗଞ୍ଜାମ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ମଙ୍ଗଳବାର ଏକ ବଡ଼ ଅଘଟଣ ଭୂସ୍ଖଳନ ଘଟିଛି। ଜିଲାରେ ଲଗାଣ ବର୍ଷାରେ ଭୂସ୍ଖଳନ ହେବା ସହ ଗୋଟିଏ ପୋଲ ଧୋଇ ହୋଇଯାଇଥିବା ସୂଚନା ମିଳିଛି। ଫଳରେ...
Archives


