ବନ୍ଧରେ ଭାସୁଛି ମୃତଦେହ
ବାଲିଗୁଡା,୪।୯: ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ପଞ୍ଚାୟତର ପେନୁ ବନ୍ଧରେ ଗୋଟିଏ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା। ଏହାକୁ ଗ୍ରାମବାସୀ ଦେଖି ପୋଲିସରେ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ବନ୍ଧରୁ କାଡିଥିଲେ ଓ ବ୍ୟବଚ୍ଛେଦ ନିମନ୍ତେ ବାଲିଗୁଡା ଉପଖଣ୍ଡ…
ପକ୍କାରାସ୍ତା ନିର୍ମାଣ ପାଇଁ ବିଧାୟକଙ୍କ ପ୍ରତିଶ୍ରୁତି
ଦାରିଙ୍ଗବାଡ଼ି,୩ା୯(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକର ଦୁର୍ଗମ ଗ୍ରାମ ତଜଡ଼ବାଡ଼ିରେ ଶୁକ୍ରବାର ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ପହଞ୍ଚି ଲୋକଙ୍କ ଦୁର୍ଦ୍ଦଶା ଅନୁଭବ କରିବା ସହ ଲୋକଙ୍କ ଗୁହାରି ଶୁଣିଛନ୍ତି ା ତଜଡ଼ବାଡ଼ି ଗ୍ରାମକୁ ସବୁଦିନିଆ ରାସ୍ତାଟିଏ ନଥିବା ବେଳେ କରୋନା…
ହୋଇପାରୁନି ଅସ୍ତ୍ରୋପଚାର, ଯାଇପାରୁନି ସ୍କୁଲ
ଫୁଲବାଣୀ ଅଫିସ, ୩ା୯: ସମସ୍ତଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ମିଳିବ। ଚିକିତ୍ସାରେ କାହାରିକୁ ଅବହେଳା କରାଯିବ ନାହିଁ। ମେଡିକାଲରେ ମାଗଣା ଚିକିତ୍ସା ସହ ଅସ୍ତ୍ରୋପଚାର କରାଯିବ। ଏଥିପାଇଁ ବିଜୁ ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରିଛନ୍ତି ସରକାର। ହେଲେ ସବୁଥିଲେ ବି ଏହି…
ଗଛରେ ପୋଷ୍ଟର ଲଗାଇଲେ ମାଓବାଦୀ, ଦେଲେ ଏମିତି ଚେତାବନୀ
କୋଟଗଡ଼,୨ା୯(ଡି.ଏନ୍.ଏ.): କନ୍ଧମାଳ ଜିଲା କୋଟଗଡ଼ର ଜାମଝୋରରେ ମାଓବାଦୀମାନେ ଶୁକ୍ରବାର ଏକ ଗଛରେ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି। ଏମ୍ପି ପ୍ରତିନିଧି ମନୋଜ କୁମାର ସାବତ, କୋଟଗଡ଼ ବ୍ଲକର ପୂର୍ବତନ ବିଡିଓ କୈଳାସ ଚନ୍ଦ୍ର ମୁର୍ମୁ ଏବଂ ବର୍ତ୍ତମାନର ବ୍ଲକ କ୍ୟାଶିୟର ଛବି…
ଆଧାର ପଞ୍ଜୀକରଣରେ ବାଧକ ସାଜିଛି ନେଟ୍ୱର୍କ
କୋଟଗଡ,୨ା୯(ଡି.ଏନ.ଏ.): କନ୍ଧମାଳ ଜିଲା କୋଟଗଡ଼ ବ୍ଲକରେ ୧୫ ପଞ୍ଚାୟତ ରହିଛି। ଏହା ବ୍ଲକ ମୁଖ୍ୟାଳୟ ଠାରୁ ୪୦ରୁ ୫୦ କି.ମି.ଦୂରରେ ଅବସ୍ଥିତ। ଏଠାରେ ନେଟୱର୍କ ଠିକ୍ ନ ରହିବାରୁ ଆଧାର ପଞ୍ଜୀକରଣରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।…
୩ ଦଫା ଦାବିରେ ରାସ୍ତା ଅବରୋଧ
ନିରାକାରପୁର,୩୦ା୮(ଡି.ଏନ୍.ଏ.): କନ୍ଧମାଳ ଜିଲା ଜି. ଉଦୟଗିରି ଥାନା ଏସ୍ଆଇ ସ୍ବାଗତିକା ବେହେରା ଗତ ଶନିବାର ସରକାରୀ କ୍ୱାର୍ଟର୍ସରେ ଆତ୍ମହତ୍ୟା କରିଥିଲେ। ଆଇଆଇସି ରେବତୀ ଶବର ମାନସିକ ନିର୍ଯାତନା ଦେଇଥିବାରୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ସୋମବାର ତାଙ୍କ…
ଜି.ଉଦୟଗିରି ଥାନାରେ ନୂଆ ଆଇଆଇସି
ଜି.ଉଦୟଗିରି,୩୦।୮(ଡି.ଏନ.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ଏସ୍ଆଇ ସ୍ବାଗତିକା ବେହେରା ଆତ୍ମହତ୍ୟା ଘଟଣାରେ ଛନ୍ଦି ହୋଇଥିବା ଆଇଆଇସି ରେବତୀ ଶବରଙ୍କୁ ରବିବାର ଜିଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଏସ୍ପି ଭିନୀତ ଅଗ୍ରଓ୍ବାଲ ଟିକାବାଲି ଆଇଆଇସି ଅଜୟ କୁମାର ସ୍ବାଇଁଙ୍କୁ ଜି.…
ଏସ୍ଆଇ ସ୍ବାଗତିକା ଆତ୍ମହତ୍ୟା ମାମଲା: ଆଇଆଇସିଙ୍କ ବିରୋଧରେ ଏତଲା
ଜି.ଉଦୟଗିରି,୨୮ା୮(ଡି.ଏନ୍.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଥାନାର ମହିଳା ସବ୍ ଇନ୍ସପେକ୍ଟର ସ୍ବାଗତିକା ବେହେରା ଶନିବାର ସକାଳୁ ନିଜ ସରକାରୀ କ୍ୱାର୍ଟରରେ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଥିଲେ ବୋଲି ପୋଲିସ କହିଥିଲା। କିନ୍ତୁ ତାଙ୍କ ପରିବାର ଲୋକେ ଶନିବାର ଅପରାହ୍ନରେ ଆସିବା ପରେ…
ଚାପରେ ମହିଳା ଏସ୍ଆଇଙ୍କ ଆତ୍ମହତ୍ୟା
ଜି.ଉଦୟଗିରି,୨୮।୮(ଡି.ଏନ.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଥାନାର ମହିଳା ଏସ୍ଆଇ ସ୍ବାଗତିକା ବେହେରା ଶନିବାର ସକାଳେ ଆତ୍ମହତ୍ୟା କରିଛନ୍ତି। ଥାନା ପରିସରରେ ଥିବା କ୍ୱାର୍ଟର୍ସରେ ଫ୍ୟାନରେ ଲୁଗା ବାନ୍ଧି ସେ ଝୁଲି ପଡ଼ିଥିଲେ। ଥାନା ଆଇଆଇସି ରେବତୀ ଶବର ମାନସିକ ନିର୍ଯାତନା ଦେଉଥିବାରୁ…
କ୍ୱାର୍ଟର୍ସରୁ ମିଳିଲା ମହିଳା ପୋଲିସ ଏସ୍ଆଇଙ୍କ ଝୁଲନ୍ତା ମୃତଦେହ
ଜି.ଉଦୟଗିରି,୨୭।୮(ଡି.ଏନ୍.ଏ): କନ୍ଧମାଳ ଜିଲା ଜି.ଉଦୟଗିରି ଥାନା ମହିଳା ସବ୍ ଇନ୍ସପେକ୍ଟରକ୍ଙ୍କ ସରକାରୀ କ୍ୱାଟର୍ସରୁ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଏସ୍ଆଇ ଜଣଙ୍କ ହେଉଛନ୍ତି ସ୍ବାଗତିକା ବେହେରା(୩୦)। ତାଙ୍କ ଘର ଖୋର୍ଦ୍ଧା ଜିଲା ନିରାକାରପୁର ବୋଲି ଜଣାପଡିଛି। ସେ କ୍ୱାର୍ଟର୍ସରେ ଏକୁଟିଆ…
ଡମ୍ଫର ଧକ୍କାରେ ୨୦ ଫୁଟ୍ ଛିଟିକି ପଡ଼ିଲା ଅଟୋ: ୫ ଗୁରୁତର
ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୬।୮: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଫୁଲବାଣୀ ବାଲିଗଡ଼ା ମୁଖ୍ୟ ରାସ୍ତାର ବନ୍ଧଗଡ଼ ଗାଁ ନିକଟରେ ଏକ ଡମ୍ଫର ଓ ଅଟୋ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଓଟୋରେ ବସିଥିବା ୫ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଫିରିଙ୍ଗିଆ…
ମୃତଦେହ ରଖି ଜିଲାପାଳଙ୍କ କାର୍ଯାଳୟ ଘେରିଲେ ଗ୍ରାମବାସୀ
ଫୁଲବାଣୀ ଅଫିସ,୨୬।୮: କନ୍ଧମାଳ ଜିଲା ଫୁଲବାଣୀ ସହର ନିକଟ ଡାକପାଲା ଡ୍ୟାମ୍ରେ ଜଣେ ବାଇକ୍ ଆରୋହୀ ଭସିଯାଇଥିଲେ। ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାକୁ ନେଇ ନେଇ ଶୁକ୍ରବାର ଉତ୍ତେଜନା ଦେଖା ଦେଇଛି। ଗ୍ରାମବାସୀ ଡ୍ୟାମ ଉପରେ ଏକ…
Archives


