ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବୁ
ଫୁଲବାଣୀ ଅଫିସ,୨୨।୪: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ସଖିପଡା ଗାଁର ଲିପକ ପ୍ରଧାନ(୨୧)ଙ୍କ ମୃତ୍ୟୁ ଘଟଣା ପଛରେ ରହିଛି ପ୍ରେମ ଏବଂ ସନ୍ଦେହ। ଲିପକ କେବେ ଆତ୍ମହତ୍ୟା କରିପାରିବ ନାହିଁ। ତାକୁ ହତ୍ୟା କରାଯାଇଛି। ଲିପକ ଯେଉଁ ଝିଅକୁ ଭଲ ପାଉଥିଲା…
ପୁଅବୋହୂଙ୍କ ଆକ୍ରମଣରେ ମା’ଙ୍କ ଜୀବନ ଯିବା ଘଟଣା: ପୁଅ ଗିରଫ
ଦାରିଙ୍ଗବାଡ଼ି,୨୦ା୪(ଡି.ଏନ୍.ଏ.): ପୁଅବୋହୂଙ୍କ ଆକ୍ରମଣରେ ବୃଦ୍ଧା ମା’ଙ୍କ ମୃତ୍ୟୁ ଘଟଣାରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଗୁରୁବାର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ହେଲେ ମୃତ ବୃଦ୍ଧା ପୁଷ୍ପାଞ୍ଜଳି ପରିଚ୍ଛାଙ୍କ ପୁଅ ସୁନାମ ପରିଛା। ତାଙ୍କ ନାମରେ…
ପାଣି ପାଇଁ ଡହଳବିକଳ ଲଣ୍ଡାଗାଁ ପଞ୍ଚାୟତବାସୀ
ବାଲିଗୁଡା, ୨୦।୪(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ କିଛିଦିନ ହେଲା ପ୍ରବଳ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ପ୍ରତିଦିନର ତାପମାତ୍ରା ୪୦ ରୁ ୪୧ଡିଗ୍ରୀ ରହୁଛି। ତାପମାତ୍ରା ବୃଦ୍ଧି କାରଣରୁ ନଦୀ ନାଳ…
ବଢୁଛି ତାପମାତ୍ରା: ପ୍ରବଳ ଗରମରେ ଲୋକେ ଛଟପଟ
ବାଲିଗୁଡ଼ା,୧୯ା୪(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଆଜକୁ କିଛିଦିନ ହେଲା ପ୍ରବଳ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଜଳସ୍ତର କମିବାରେ ଲାଗିଛି। ପ୍ରତିଦିନର ତାପମାତ୍ରା ୪୦ରୁ ୪୧ଡିଗ୍ରୀ ରହୁଛି। ତାପମାତ୍ରା ବୃଦ୍ଧି…
ଦଣ୍ଡରେ ଅଶ୍ଳୀଳ ଗୀତ, ନାଚ ବନ୍ଦ ନିଷ୍ପତ୍ତି
ଫୁଲବାଣୀ ଅଫିସ,୧୯।୪: କନ୍ଧମାଳ ଜିଲାରେ ଦଣ୍ଡ ପରମ୍ପରାର ଏକ ସ୍ବତନ୍ତ୍ର ପରିଚୟ ରହିଛି ା ଚଳିତ ବର୍ଷ ଦଣ୍ଡ ପାଳନ ବେଳେ ଅନେକ ସ୍ଥାନରେ ଅଶ୍ଳୀଳ ଗୀତ, ନାଚ ଦେଖିବାକୁ ମିଳିଛି ା ଏହାକୁ କନ୍ଧମାଳ ଜାଗରଣ ମଞ୍ଚ ବିରୋଧ କରିଛି…
ଫିରିଙ୍ଗିଆ ପୋଲିସ ନାଁରେ ଅତ୍ୟାଚାର ଅଭିଯୋଗ
ଫୁଲବାଣୀ ଅଫିସ,୧୮।୪: କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପୋଲିସ ନାଁରେ ଅତ୍ୟାଚାର ଏବଂ ଚୋରି ଅଭିଯୋଗ ହୋଇଛି ା ପାଙ୍ଗାଉପରସାହି ପଞ୍ଚାୟତବାସୀ ସୋମବାର ଏସ୍ପିଙ୍କୁ ଏ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି ା ପାଖାପାଖି ୧୦୦ରୁ ଊର୍ଦ୍ଧ୍ୱ ଲୋକେ ଏକତ୍ରିତ ହୋଇ…
ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ,ଧରିଲା ପୋଲିସ
ବାଲିଗୁଡ଼ା: ୧୭/୪:(ଡି.ଏନ.ଏ): କନ୍ଧମାଳ ଜିଲା ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା। ରାଜ୍ୟ ବାହାରକୁ ଗଞ୍ଜେଇ ଚୋରାଚାଲାଣ ବେଳେ ବାଲିଗୁଡା ପୋଲିସ ପକ୍ଷରୁ ଚଢାଉ କରାଯାଇଛି। ଏହି ଚଢାଉରେ ୪୧ କେଜି ୧୦୦ ଗ୍ରାମ ଓଜନର ବେଆଇନ ଗଞ୍ଜେଇ ସହ ଗୋଟିଏ ବାଇକ୍କୁ…
ଷ୍ଟ୍ରବେରି ଚାଷ ବୁଲି ଦେଖିଲେ ପଞ୍ଚାୟତ ପ୍ରତିନିଧି
ରାଇକିଆ,୧୬।୪(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧି ରବିବାର ମାଣିକେଶ୍ୱର ପଞ୍ଚାୟତ ପରିଦର୍ଶନରେ ଆସି ବରେପଙ୍ଗାରେ ହୋଇଥିବା ଷ୍ଟ୍ରବେରି ଚାଷ ବୁଲି ଦେଖିଛନ୍ତି। ଖୁବ୍ କମ୍ ସମୟ ମଧ୍ୟରେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଷ୍ଟ୍ରବେରି ଚାଷ କରି…
କନ୍ଧମାଳ ଜିଲାକୁ ୩ ଏନ୍ଏଚ୍ ସଂଯୋଗ ଦାବି
ବାଲିଗୁଡ଼ା,୧୫। ୪(ଡି.ଏନ.ଏ.): କନ୍ଧମାଳ ଜିଲାକୁ ଜାତୀୟ ରାଜପଥ ସହ ଯୋଡିବା ପାଇଁ ବାଲିଗୁଡ଼ା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ନୂଆଦିଲ୍ଲୀ ଲୋକସଭା ଭବନରେ ଭେଟିଛନ୍ତି। ଏହି ଜିଲା ଦେଇ ରାୟପୁରଠାରୁ ଗୋପାଳପୁର ୫୯ନଂ…
ନିଆଁ ଲାଗି ଜଳିଗଲା ଘର
ବାଲିଗୁଡ଼ା,୧୩।୪(ଡି.ଏନ୍.ଏ.): ଘରେ ନିଆଁ ଲାଗି ପିଲାଙ୍କ ସାର୍ଟିଫିକେଟ, ଆସବାବପତ୍ର, ସୁନା, ରୁପା, ନଗଦ ଦୁଇ ଲକ୍ଷ ଟଙ୍କା ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏଭଳି ଏକ ଘଟଣା ଘଟିଛି କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କୋଟଗଡ଼ ବ୍ଲକର ଜୁଡ଼ାବାଲି ପଞ୍ଚାୟତର ଶ୍ରାଲିଗୁଡ଼ା…
ନିମ୍ନମାନର ଦୁଡୁକି ବକ୍ସ କଲଭର୍ଟ କାମ
ଫୁଲବାଣୀ ଅଫିସ, ୧୩ା୪: କନ୍ଧମାଳ ଜିଲା ଫୁଲବାଣୀ ଗ୍ରାମ୍ୟ ନିର୍ମାଣ ବିଭାଜନ(ଆରଡି) ବିଭାଗ ଅଧୀନରେ ଚାଲିଥିବା ଏକ ବକ୍ସ କଲ୍ଭର୍ଟ(ପୋଲ) କାମ ଅତ୍ୟନ୍ତ ନିମ୍ନମାନର ହେଉଛି। ଏହି କାର୍ଯ୍ୟରେ ରଡ଼, ମେଟାଲ, ଚିପ୍ସ, ସିମେଣ୍ଟ, ବାଲି ଆଦି ନିମ୍ନମାନର ବ୍ୟବହୃତ ହେଉଛି।…
ଦାରିଙ୍ଗବାଡିରେ ଅସହ୍ୟ ତାତି
ଦାରିଙ୍ଗବାଡି,୧୨।୪(ଡି.ଏନ.ଏ.): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ ଦୁଇ ଦିନ ତାପମାତ୍ରା ବୃଦ୍ଧି ପାଇଛି। ମଙ୍ଗଳବାର ସଂଧ୍ୟା ସୁଦ୍ଧା ସର୍ବାଧିକ ୩୪.୫ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ବୁଧବାର ସକାଳ ସୁଦ୍ଧା ସର୍ବନିମ୍ମ ୨୦.୫ ଡିଗ୍ରୀ ରହିଥିବା…
Archives


