ଶିକ୍ଷକଙ୍କ ପଦୋନ୍ନତିରେ ନିୟମକୁ ଅଣଦେଖା ଅଭିଯୋଗ
ଫୁଲବାଣୀ ଅଫିସ, ୧୩।୫: କନ୍ଧମାଳ ଜିଲାରେ ଶିକ୍ଷକଙ୍କ ପଦୋନ୍ନତିରେ ଦୁର୍ନୀତିର ଗନ୍ଧ ବାରିହୋଇଛି। ପ୍ରାଥମିକ ଶିକ୍ଷକ (ପ୍ରାଇମେରୀ ଟିଚର) ଲେଭେଲ ୪ରୁ ଲେଭେଲ ୩କୁ ପଦୋନ୍ନତିରେ ଥିବା ୨୦୧୯ ଶିକ୍ଷା ନିୟମକୁ ଅଣଦେଖା କରାଯାଇଛି ା ଜିଲା ଶିକ୍ଷାଧିକାରୀ ଏହି କାର୍ଯ୍ୟରେ…
ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ପୂର୍ବତନ ପ୍ରଧାନଶିକ୍ଷକଙ୍କ ସମେତ ୨ଜଣଙ୍କୁ ଜେଲ ଦଣ୍ଡାଦେଶ
ଫୁଲବାଣୀ ଅଫିସ,୧୨।୫: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ ମାମଲାର ବିଚାର କରି ଶୁକ୍ରବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ସମର ବିଳାସ ବେହେରା ଘଟଣାରେ ସମ୍ପୃକ୍ତ ଜଣେ ପୂର୍ବତନ ପ୍ରଧାନଶିକ୍ଷକଙ୍କ ସମେତ ଦୁଇ ଜଣଙ୍କୁ ୪ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ସହ…
ସ୍ବାଧୀନତାର ୭୬ବର୍ଷ ପରେ ଗୁହାରି ଶୁଣିଲେ ସରକାର,ଖଡ଼ଗ ନଦୀରେ ପୋଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
ଦାରିଙ୍ଗବାଡି,୧୨।୫(ଡି.ଏନ.ଏ): ଦିଲୋରୀ ଓ ବୁଡାଗୁଡା ପଞ୍ଚାୟତର ଖଡଗ ନଦୀରେ ପୋଲ ନିର୍ମାଣ ପାଇଁ ଶୁକ୍ରବାର ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଛି। ଏଥିପାଇଁ ବିଜୁ ସେତୁ ଯୋଜନାରେ ୫କୋଟି ୪୮ ଟଙ୍କା ଅନୁଦାନ ଆସିଛି। ଏହି ପୋଲ କାର୍ଯ୍ୟ ୨୦୨୫ ସୁଦ୍ଧା ଶେଷ କରାଯାଇ…
ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କଲେ ମାଓବାଦୀ
ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୧୧ା୫: କନ୍ଧମାଳ ଜିଲାରେ ରକ୍ତମୁଖା ହୋଇ ଉଠିଛନ୍ତି ମାଓବାଦୀ। ପୋଲିସ ଇନ୍ଫର୍ମର ସନ୍ଦେହରେ ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ପଞ୍ଚାୟତର ପ୍ରଥମ ସରପଞ୍ଚଙ୍କୁ ରାତିରେ ଗୁଳିକରି ହତ୍ୟା କରିଛନ୍ତି। ମୃତ ପୂର୍ବତନ ସରପଞ୍ଚ ହେଲେ ସାଉଲିପଡା ଗାଁର ସୁବଳ କହଁର।…
ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କଲେ ମାଓବାଦୀ
ଫୁଲବାଣୀ ଅଫିସ,ଫିରିଙ୍ଗିଆ, ୧୧।୫: କନ୍ଧମାଳ ଜିଲାର ମାଓବାଦୀ ଅଧ୍ୟୁଷତ ଅଞ୍ଚଳ ଫିରିଙ୍ଗିଆ ବ୍ଲକ ସୁମେରବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବଳ କହଁରଙ୍କୁ ଅତି ନିର୍ମମ ଭାବରେ ମାଓବାଦୀମାନେ ହତ୍ୟା କରି ପୁଣି ଥରେ ନିଜର ସ୍ଥିତି ଜାହିର କରିଛନ୍ତି । ମୃତ…
ସିଆରପିଏଫ କ୍ୟାମ୍ପରେ ଅଘଟଣ, ଜେନେରେଟର କରେଣ୍ଟ ଲାଗି ଯବାନଙ୍କ ମୃତ୍ୟ
ବାଲିଗୁଡା, ୦୮।୦୫(ଡି.ଏନ.ଏ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡର ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ଭଣ୍ଡରଙ୍ଗି ସିଆରପିଏଫ କ୍ୟାମ୍ପରେ ଅଘଟଣ । ଜେନେରେଟର ଇଲେକ୍ଟ୍ରିକ୍ ସକ୍ରେ ସୋମବାର ଯବାନଙ୍କ ମତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ଯବାନ ଜଣକ ହେଉଛନ୍ତି ଯାଜପୁର ଜିଲାର ବାଲିଚାନ୍ଦପୁର…
ଅଧାରୁ ପାଠ ଛାଡୁଛନ୍ତି ଛାତ୍ରୀଛାତ୍ର
ଫୁଲବାଣୀ ଅଫିସ,୮ା୫: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ଉଚ୍ଚ ବିଦ୍ୟାଳୟ ନାହିଁ। ବଣ ପାହାଡ଼ ଘେରା ଏହି ପଞ୍ଚାୟତରେ ଉଚ୍ଚ ବିଦ୍ୟାଳୟ ନ ଥିବାରୁ ଛାତ୍ରୀଛାତ୍ରମାନେ ପାଠ ଛାଡିବାକୁ ବାଧ୍ୟ ହେଉଛନ୍ତି। ଏ ଦିଗରେ ଜିଲା…
୫ ଗାଁକୁ ଖୋଲିବ ରାସ୍ତା
ରାଇକିଆ,୬ା୫(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ମାଣିକେଶର ପଞ୍ଚାୟତର କୁରୁଗୁଡ଼ା ପୋଲର ଶିଳାନ୍ୟାସ କରିଛନ୍ତି ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ। ୫ ଊଦ୍ଧର୍ବ ଗାଆଁକୁ ସଂଯୋଗ କରୁଥିବା ଏହି ଏହି ରାସ୍ତା ଉପରେ ପୋଲ ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ…
ପୁଣି ସ୍ଥିତି ଜାହିର କଲେ ମାଓବାଦୀ, ଗଛ ପକାଇ ପୋଷ୍ଟର ମାରିଲେ
ବାଲିଗୁଡ଼ା,୬ା୫(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡର ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘର ଥାନା ଅଧିନସ୍ଥ ଗୁମା ଛକ ମୁଖ୍ୟ ରାସ୍ତାରେ ଶନିବାର ଗଛ ପକାଇ ଚେତାବନୀ ପୂର୍ଣ୍ଣ ଏକାଧିକ ପୋଷ୍ଟର ଛାଡ଼ିଛନ୍ତି ମାଓବାଦୀ। ଭୟରେ ବେଲଘର ତୁମୁଡିବନ୍ଧ ଯାତାୟାତ ଠପ୍ ହୋଇଯାଇଛି।…
ପଟ୍ଟାଜମିରେ ଗୁଣ୍ଡାଗର୍ଦ୍ଦି, ଉପଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଲୋକେ
ବାଲିଗୁଡ଼ା,୪ା୫(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡର ତୁମୁଡିବନ୍ଧ ତହସିଲ ଅନ୍ତର୍ଗତ କୁର୍ତ୍ତମଗଡ଼ଠାରେ ଦୀର୍ଘବର୍ଷ ହେଲା ରହିଆସୁଥିବା ସାଧାରଣ ଲୋକଙ୍କ ସେଟେଲମେଣ୍ଟ ପଟ୍ଟା ଜମି ଉପରେ କିଛି ଅସାମାଜିକ ବ୍ୟକ୍ତି ଜୋର ଜବରଦସ୍ତି ଆସି ଗୁଣ୍ଡା ଗର୍ଦ୍ଦି କରି ଜାଗା ଅକ୍ତିଆର ଘଟଣା…
୧୧ ସ୍ମାର୍ଟ ବିଦ୍ୟାଳୟକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଦାରିଙ୍ଗବାଡି,୪।୫(ଡି.ଏନ.ଏ): କନ୍ଧମାଳ ଜିଲାରେ ଗୁରୁବାର ୭୭ଟି ରୂପାନ୍ତରୀକରଣ କରାଯାଇଥିବା ବିଦ୍ୟାଳୟକୁ ଭର୍ଚୁଆଲ ମାଧ୍ୟମରେ ଶୁଭ ଉଦ୍ଘାଟନ କରାଯାଇଛି। ସେଥି ମଧ୍ୟରେ ଦାରିଙ୍ଗବାଡି ବ୍ଲକର ୧୧ଟି ଉଚ୍ଚ ବିଦ୍ୟାଳୟ କୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଗୁରୁବାର ଗୁମାଗଡ଼ ଓ ଦାରିଙ୍ଗବାଡି ବ୍ଲକର ଶ୍ରାନିକେତା…
ଜିଲାପାଳଙ୍କୁ ଦାବିପତ୍ର ଦେଲେ ହିତାଧିକାରୀ
ଫୁଲବାଣୀ ଅଫିସ, ୪ା୫: କନ୍ଧମାଳ ଜିଲା ଫୁଲବାଣୀ ସହରରେ କିଓସ୍କ ବ୍ୟାଙ୍କି ସଂସ୍ଥା ଠକେଇ ଘଟଣାରେ ହିତାଧିକାରୀ କିପରି ଟଙ୍କା ପାଇବେ ତାହାକୁ ନେଇ ସେମାନଙ୍କ ମଧ୍ୟରେ ଭାଳେଣି ପଡିଛିା ଗରିବ ଶ୍ରେଣୀର ଏହି ହିତାଧିକାରୀମାନେ ଟଙ୍କା ନ ପାଇ ବହୁ…
Archives


