କନ୍ଧମାଳ

ଫୁଲବାଣୀ ପୌରାଧ୍ୟକ୍ଷାଙ୍କୁ ଅନାସ୍ଥା ଭୋଟିଂ: ଆସିଲେ ନାହିଁ ନିର୍ବାଚନ ଅଧିକାରୀ

ଫୁଲବାଣୀ, ୧୮ା୭(ରାକେଶ କୁମାର ରାଉତ): ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ନାମରେ ଆସିଥିବା ଅନାସ୍ଥା ଉପରେ ଶୁକ୍ରବାର ଆସ୍ଥା ଭୋଟ ହୋଇ ପାରିନାହିଁ । ନିର୍ବାଚନ ଅଧିକାରୀ ତଥା ଅତିରିିକ୍ତ ଜିଲାପାଳ ଜରୁରୀ କାଳୀନ ଛୁଟିରେ ଚାଲି ଯିବାରୁ ଏଭଳି ପରିସ୍ଥିତି…

ଗାଁ ଦାଣ୍ଡରେ ଜମୁଛି ଡ୍ରେନ୍‌ ପାଣି, ରାସ୍ତାକୁ ଓହ୍ଲାଇଲେ ଲୋକେ

ତୁମୁଡ଼ିବନ୍ଧ,୧୮ା୭(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ବୁଡାପଡ଼ା ଗ୍ରାମବାସୀ ୭ ନମ୍ବର ରାଜ୍ୟ ରାଜପଥର ତିଆରି କରାଯାଇଥିବା ଡ୍ରେନ୍‌ ପାଣି ଗାଁରେ ପଶିଯିବାରୁ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି। ଏନେଇ ଗୁରୁବାର ପୂର୍ବାହ୍ନରେ ତୁମୁଡିବନ୍ଧଠାରୁ ରାୟଗଡ଼ାକୁ…

ସାଙ୍ଗଙ୍କ ବଡ଼ଭାଇ କରିଥିଲେ ବଳାତ୍କାର, ମିଳିଲା ୨୦ ବର୍ଷ ଜେଲ ଦଣ୍ଡ

ଫୁଲବାଣୀ,୧୭।୭(ରାକେଶ ରାଉତ): ଏକ ବଳାତ୍କାର ମାମଲାର ବିଚାର କରି ମଙ୍ଗଳବାର ଫୁଲବାଣୀ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ବିଚାରପତି ରାଜେଶ ଦାସ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କୁ ୧ ଲକ୍ଷ ୧୦ ହଜାର ଟଙ୍କା ଜରିମାନା…

ରାତିଅଧରେ କରୁଥିଲେ ପାଇପ୍‌ ଚୋରି, ମାଡ଼ିବସିଲେ…

ଦାରିଙ୍ଗବାଡ଼ି,୧୭। ୭ (ଅରୁଣ ସାହୁ)ଦାରିଙ୍ଗବାଡ଼ି ସମେତ ସୁଲୁମାହା, ଶ୍ରାନିକେତା, ତେରାବାଡ଼ି ଆଦି ଗ୍ରାମରେ ପାଇପ୍‌ ଯୋଗେ ଜଳ ଯୋଗାଣ ପାଇଁ ମେଗା ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଏଥିପାଇଁ ଗଚ୍ଛିତ ଥିବା ପାଣି ପାଇପ୍‌କୁ ଦୃର୍ବୃତ୍ତମାନେ ଚୋରି କରିବା ବେଳେ ଗ୍ରାମବାସୀଙ୍କ ହାତରେ…

ବର୍ଷାରେ ଭିଜିଲେ ଜଗନ୍ନାଥ

ଦାରିଙ୍ଗବାଡି,୧୫।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ବହୁ ଆଡମ୍ବରରେ ବାହୁଡା଼ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ତେବେ ଅଞ୍ଚଳରେ ତୁହାକୁ ତୁହା ବର୍ଷା କାରଣରୁ କିଛି ସ୍ଥାନରେ ନୀତିରେ ବିଳମ୍ବ ଘଟିଛି। ଉକ୍ତ ବ୍ଲକ ସିମନବାଡି ସମେତ ଶ୍ରାନିକେତା, ଗବାଟବାଡ଼ି, ଗଦାପୁର, କାଟିଙ୍ଗିଆ…

ପୋଲ ମଝିରେ ବଡ଼ ଖାଲ: ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡି, ୧୫।୭ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦନେକବାଡିରୁ ସିର୍କାବର୍ଗକୁ ସଂଯୋଗ କରୁଥିବା ଜାଞ୍ଜିକୁଟି ପୋଲ ମଝିରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ଏଥିସହ ପୋଲର ତଳ ଭାଗରେ ପଥର ଓ କଂକ୍ରିଟ ଭୁଶୁଡି ପଡିଛି। କେଉଁ ମୁହୂର୍ତ୍ତରେ ପୋଲଟି…

ଗାଁରେ ଫାଙ୍କା ଗୁଳିଚାଳନା କରି ଜଣେ ଗିରଫ

ବାଲିଗୁଡ଼ା,୧୫ା୭(ସଞ୍ଜୟ କୁମାର ପାଣିଗ୍ରାହୀ): ଜମିବାଡ଼ି ବିବାଦକୁ କେନ୍ଦ୍ର କରି କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଟିକରବାଜୁ ଗାଁରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଅପରପକ୍ଷକୁ ଭୟଭୀତ କରିବାକୁ ଅଭିଯୁକ୍ତ ଦେଶୀ ବନ୍ଧୁକରୁ ଫାଙ୍କା ଗୁଳିଚାଳନା କରିଥିବା ଅଭିଯୋଗ ହୋଇଛି।…

ଜଙ୍ଗଲ କାଟିଲେ ମିଳିଯାଉଛି ଜାମିନ

ଦାରିଙ୍ଗବାଡ଼ି,୧୦ା୭(ଅରୁଣ ସାହୁ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳରେ କାଠମାଫିଆ ସକ୍ରିୟ ହୋଇଉଠିଛନ୍ତି। ଉକ୍ତ ବନାଞ୍ଚଳ ଜିଲାର ଶେଷଭାଗରେ ରହିଥିବା ବେଳେ ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲା ସୀମାକୁ ଲାଗିଛି। ଅନେକ ସମୟରେ ବାହାର ପଡ଼ୋଶୀ…

ମାଉସୀ ମା’ମନ୍ଦିରରେ ପହଞ୍ଚିଲେ ତିନି ଠାକୁର

ରାଇକିଆ,୭।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆର ପ୍ରସିଦ୍ଧ ରଥଯାତ୍ରା ସମ୍ପନ୍ନ ହୋଇଯାଇଛି । ସକାଳୁ ନେତ୍ରୌତ୍ସବ, ନବ ଯୌବନ ଦର୍ଶନ ଅନୁଷ୍ଠିତ ହୋଇଥିଲା। ପରେ ରଥଯାତ୍ରା ନେଇ ନୀତିକାନ୍ତି ହୋଇଥିଲା। ବିଡ଼ିଓ ସୀମାଞ୍ଚଳ ମଣ୍ଡଳ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ…

ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କ ସହ ମିଶି ରଥ ଟାଣିଲେ ଏମପି ସୁକାନ୍ତ ପାଣିଗ୍ରାହୀ

ଦାରିଙ୍ଗବାଡ଼ି,୭ା୭(ଅରୁଣ ସାହୁ): ପବିତ୍ର ରଥଯାତ୍ରା ପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡ଼ିଛି। ଉକ୍ତ ବ୍ଲକର ସିମନବାଡ଼ି ସମେତ ଗବାଟବାଡ଼ି, ସୁଗାନକେତା, ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଗଦାପୁର ଏବଂ କାଟିଙ୍ଗିଆଠାରେ ବଡ଼ ଧୂମ୍‌ଧାମରେ ପାଳନ କରାଯାଉଥିବା ବେଳେ ଦୁର୍ଗମ ଅପହଞ୍ଚ ଗବାଟବାଡ଼ି ଗ୍ରାମରେ…

ଅପହଞ୍ଚ ଜନଜାତି ଗାଁରେ ରଥ ଟାଣିବେ ଏମ୍‌ପି ସୁକାନ୍ତ

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ଏକାଧିକ ସ୍ଥାନରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ଅଞ୍ଚଳ ଉତ୍ସବ ମୁଖର ହୋଇଥିବା ବେଳେ ରଥଯାତ୍ରା ମହାଆଡ଼ମ୍ବରରେ ପାଳନ କରାଯିବାକୁ ଜୋରଦାର ପ୍ରସ୍ତୁତି ଚାଲିଛି। ଅଞ୍ଚଳର ସିମନବାଡ଼ି…

ମହିଳାଙ୍କୁ ଆକ୍ରମଣ କରି ଟଙ୍କା, ଅଳଙ୍କାର ଲୁଟ କରିବା ପଡ଼ିଲା ମହଙ୍ଗା

ରାଇକିଆ,୪।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା ଗେଦିଙ୍ଗିଆ ଗ୍ରାମ ନିକଟ ଜଙ୍ଗଲ ରାସ୍ତାରୁ ଜଣେ ମହିଳାଙ୍କଠାରୁ ସୁନା ଅଳଙ୍କାର ଲୁଟ ଓ ଆକ୍ରମଣ ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଲୁଟ୍‌ର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?