ଇକୋ ରିଟ୍ରିଟରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ସଚେତନତା
ଦାରିଙ୍ଗବାଡ଼ି,୯।୧୨(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକଠାରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଇକୋ ରିଟ୍ରିଟରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହିକ୍ରମରେ ଗୁରୁବାର ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ସମ୍ପର୍କରେ ଇକୋ...
ଦାରିଙ୍ଗବାଡିରେ ବଢିଲା ଶୀତ, ସର୍ବନିମ୍ମ ତାପମାତ୍ରା ୮
ଦାରିଙ୍ଗବାଡି,୯।୧୨(ଡି.ଏନ.ଏ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପୁଣି ଶୀତ ଫେରିଛି। ଶୁକ୍ରବାର ଏଠୋରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରହିଛି। ଚଳିତ ବର୍ଷ ଏହା ଦାରିଙ୍ଗବାଡିରେ ଏହା ସର୍ବନିମ୍ମ ତାପମାତ୍ରା ରେକର୍ଡ କରାଯାଇଥିବା ଜଣାପଡିଛି। ଲୋକଙ୍କ ସୁରକ୍ଷା...
୮ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଅଙ୍ଗନଓ୍ବାଡି କର୍ମୀ
ବାଲିଗୁଡା,୮।୧୨(ଡି.ଏନ.ଏ.): ବାଲିଗୁଡା ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଅଙ୍ଗନଓ୍ବାଡି କର୍ମୀମାନେ ଗତମାସ ୨୧ତାରିଖରୁ କାର୍ଯ୍ୟବନ୍ଦ କରି ୮ ଦଫା ଦାବିରେ ଆନ୍ଦୋଳନ କରୁଛନ୍ତି। ଅଙ୍ଗନଓ୍ବାଡି କର୍ମୀ ଏବଂ ସାହାର୍ଯ୍ୟକାରିଣୀଙ୍କୁ ସରକାରୀ ମାନ୍ୟତା, କର୍ମୀମାନଙ୍କୁ ୧୮ ହଜାର ଦରମା, ସାହାର୍ଯ୍ୟ କାରିଣୀଙ୍କୁ ୯...
ବିଲରେ କାଟୁଥିଲେ ଧାନ, ଏବେ ପଢ଼ିବେ ଡାକ୍ତରୀ ପାଠ; ଖର୍ଚ୍ଚ ବହନ କରିବେ ସରକାର
ବାଲିଗୁଡ଼ା,୭ା୧୨(ଡି.ଏନ୍.ଏ.): କନ୍ଧମାଳ ଜିଲାର ମେଧାବୀ ଛାତ୍ର ଇଫୁ ମଲ୍ଲିକଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର। ତାଙ୍କର ବାପା ଅତ୍ୟନ୍ତ ଗରିବ ହୋଇଥିବାବେଳେ ସେ ହଷ୍ଟେଲ ଏବଂ ଅନ୍ୟାନ୍ୟ ପାଠପଢ଼ା ଖର୍ଚ୍ଚ ପାଇଁ କ୍ଷେତରେ ଶ୍ରମିକ ଭାବେ କାମ କରୁଥିଲେ।...
ଯୁକ୍ତ ୩ ପରୀକ୍ଷାଫଳକୁ ନେଇ ଅସନ୍ତୋଷ
ଫୁଲବାଣୀ ଅଫିସ, ୭।୧୨: ଗୋଟିଏ ପଟେ ଫୁଲବାଣୀ ସ୍ବୟଂ ଶାସିତ ମହାବିଦ୍ୟାଳୟରୁ ସ୍ବୟଂ ଶାସିତ ମାନ୍ୟତା ଉଠି ଯାଇଛି ା ଅନ୍ୟପଟେ ପିଲାଙ୍କ ସିଲାବସ ସମାପ୍ତ ନ କରି ପରୀକ୍ଷା କରାଯାଇଛି ା ଗତ ୪ ତାରିଖରେ ଯୁକ୍ତ ୩ର...
ଟାୟାର ପକାଇ ନିଆଁ ଲଗାଇଲେ ଦୁର୍ବୃତ୍ତ
ବାଲିଗୁଡ଼ା,୬।୧୨(ଡି.ଏନ.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଗୁଣ୍ଡିଚାମନ୍ଦିର ନିକଟସ୍ଥ କେରଳି ଟାୟାର ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ସୋମବାର ରାତିରେ ଦୋକାନ ବନ୍ଦ ଥିବା ବେଳେ କେହି ଦୁର୍ବୃତ୍ତ ବାରଣ୍ଡାରେ ଟାୟାର ରଖି ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ବିଳମ୍ବିତ...
ଦୁର୍ବୃତ୍ତଙ୍କ ଉନ୍ମତ୍ତ କାଣ୍ଡ, ଗୋଟିଏ ରାତିରେ ପୋଡ଼ିଦେଲେ ୩ ଦୋକାନ
କୋଟଗଡ, ୬।୧୨(ଡି଼.ଏନ୍.ଏ): କନ୍ଧମାଳ ଜିଲା ବାଲିଗୁଡା ନୂଆଁସାହି ନିକଟ ବଜାରରେ ଦୁର୍ବୃତ୍ତମାନେ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ଗୋଟିଏ ରାତିରେ ୩ଟି ଦୋକାନ ପୋଡି ଦେଇଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଗୋଟିଏ ଜଳଖିଆ ଦୋକାନ, ପରିବା ଦୋକାନ ଓ ଗୋଟିଏ ଟାୟାର...
ସ୍କୁଲ ଖୋଲିବା ଦାବି ନେଇ ରାସ୍ତାରେ ଛାତ୍ରୀଛାତ୍ର
ଫୁଲବାଣୀ ଅଫିସ, ୬ା୧୨: କମ୍ ସଂଖ୍ୟା ପିଲା ଥିବା ବିଦ୍ୟାଳୟକୁ ବନ୍ଦ କରାଯାଇ ପାଖ ବିଦ୍ୟାଳୟରେ ମିଶାଯାଉଛିା କନ୍ଧମାଳ ଜିଲାରେ ବହୁ ଦୁର୍ଗମ ଅଞ୍ଚଳ ରହିଛି। ପିଲାମାନଙ୍କୁ ପାହାଡ ନଦୀ ପାର ହୋଇ ବିଦ୍ୟାଳୟକୁ ଯିବାକୁ ପଡୁଛି। ସରକାର ଯେଉଁ...
ବାଇକ-କାର ମୁହାଁମୁହିଁ ଧକ୍କା: ଚାଲିଗଲା ଦମ୍ପତିଙ୍କ ଜୀବନ
ଦାରିଙ୍ଗବାଡି,୫।୧୨(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ଠାରେ ଏକ ବାଇକ ସହ କାରର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ଦମ୍ପତି ହେଲେ କିରିକୁଟି ପଞ୍ଚାୟତ କୁମ୍ଭାରମୁଣ୍ଡା ଗ୍ରାମ କଲୋନୀ ସାହିର କାମଦେବ...
ବିବାହ ବନ୍ଧନରେ ବାନ୍ଧିହେଲେ ୨ ମହିଳା ମାଓବାଦୀ
ଫୁଲବାଣୀ ଅଫିସ, ୫ା୧୨:ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ମହିଳା ମାଓବାଦୀ। କନ୍ଧମାଳ ଜିଲା ପୋଲିସ ରିଜର୍ଭ କାର୍ଯ୍ୟାଳୟରେ ଥିବା ରାଧାକୃଷ୍ଣ ମନ୍ଦିରରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି ଦୁଇ ମହିଳା ମାଓବାଦୀ ହେଲେ କନ୍ଧମାଳ ଜିଲା ତୁମୁଡିବନ୍ଧ...
ବିବାହ ବନ୍ଧନରେ ବାନ୍ଧିହେଲେ ଦୁଇ ମହିଳା ମାଓବାଦୀ
ଫୁଲବାଣୀ ଅଫିସ,୪ା୧୨: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୁଇ ମହିଳା ମାଓବାଦୀ। କନ୍ଧମାଳ ଜିଲା ପୋଲିସ ରିଜର୍ଭ କାର୍ଯ୍ୟାଳୟରେ ଥିବା ରାଧାକୃଷ୍ଣ ମନ୍ଦିରରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଛି। ମହିଳା ମାଓବାଦୀ ଦ୍ୱୟ ହେଲେ ନନ୍ଦିନୀ ଓ କରୁଣା। ନନ୍ଦିନୀ...
ମହିଳାଙ୍କୁ ସ୍ବାବଲମ୍ବୀ କରିଛି ପନିପରିବା ଚାଷ
ରାଇକିଆ,୩ା୧୨(ଡି.ଏନ୍.ଏ.): ସକାଳୁ ତାଜା ପନିପରିବା ସହ ରାସ୍ତା ପାଶର୍ବରେ ମହିଳାଙ୍କ ପନିପରିବା ବ୍ୟବସାୟର ଲମ୍ବା ଧାଡ଼ି। ଫୁଲ କୋବି, ବିନ୍ସ, ବନ୍ଧା କୋବିଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଶାଗ ବିକ୍ରି କରୁଛନ୍ତି ମହିଳା। ସତେଜ ପନିପରିବା ପାଇଁ ଗ୍ରାହକଙ୍କ...
Archives


