କନ୍ଧମାଳ

ରାତିରେ ଖସୁଛି ପାରଦ, ଜି ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର

ଜି ଉଦୟଗିରି, ୨୧।୧୨(ଶିଶିର ପଟ୍ଟନାୟକ ) ରାଜ୍ୟରେ ଦିନକୁ ଦିନ ଶୀତ ବୃଦ୍ଧି ପାଇବାରେ ଲାଗିଛି। ଜି ଉଦୟଗିରି ଲଗାତାର ଭାବେ ରାଜ୍ୟର ସବୁଠାରୁ ଥଣ୍ଡା ସହର ହୋଇଛି । ଗୁରୁବାର ସକାଳ ୮ ଘଣ୍ଟା ସୁଦ୍ଧା ଜି ଉଦୟଗିରି ସହରର…

ଶାଗ ୩୦ ପଇସାରୁ ୧୦ ଟଙ୍କା

ଦାରିଙ୍ଗବାଡି,୨୧ା୧୨(ଅରୁଣ ସାହୁ)ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମୁଖ୍ୟ ଚାଷ ହଳଦୀରୁ ଚାଷୀ ମୁହଁ ଫେରାଇ ନେଲେଣି। ଉଦ୍ୟାନ ଚାଷ କରି ଏବେ ଚାଷୀ ଲାଭବାନ ହେଉଥିବା ବେଳେ ନିଜ ପରିବାର ପ୍ରତିପୋଷଣ କରିପାରୁଛନ୍ତି। ଏଭଳି ଜଣେ ଉଦ୍ୟାନ ଚାଷରେ କେବଳ ଶାଗ ଚାଷ…

ଆଞ୍ଚଳିକ ପରିବହନ ବିଭାଗର ଗାଡ଼ିମୋଟର ଯାଞ୍ଚ, ୨ ଲକ୍ଷ ଟଙ୍କା ଜରିମାନା ଆଦାୟ

ଦାରିଙ୍ଗବାଡ଼ି,୨୦ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଦାରିଙ୍ଗବାଡ଼ିଠାରେ ଗାଡ଼ିମୋଟର ଯାଞ୍ଚ କରାଯାଇଛି। ବାଇକ୍‌ ଚାଳକଙ୍କ ହେଲମେଟ, ଗାଡ଼ିକାଗଜପତ୍ର ଯାଞ୍ଚ ସହ ବସ୍‌, ଟ୍ରାକ୍ଟର, ଟ୍ରକ୍‌, ଅଟୋ ଆଦିର କାଗଜପତ୍ର ଯାଞ୍ଚ କରାଯାଇଛି। ମୋଟ୍‌ ୩୮ଟି ଚାଲାଣ କଟାଯାଇ…

ଜି. ଉଦୟଗିରିରେ ତୁଷାରପାତ: ୫ଡିଗ୍ରୀ ତଳେ ତାପମାତ୍ରା

ଜି. ଉଦୟଗିରି ୨୦।୧୨(ଶିଶିର ପଟ୍ଟନାୟକ): ଜି ଉଦୟଗିରି ଅଞ୍ଚଳରେ ଏକ ସପ୍ତାହ ହେବ ପ୍ରବଳ ଶୀତ ଅନୁଭୂତ ହେଉଛି । ବୁଧୁବାର ସବୁଠାରୁ ଅଧିକ ଥଣ୍ଡା ପଡ଼ିଛି । ଏଣେ ସହରର ବିଭିନ୍ନ ସ୍ଥାନରେ ତୁଷାର ପାତ ହୋଇଛି । ଜି.…

ଦାରିଙ୍ଗବାଡି ଅଞ୍ଚଳରେ ପ୍ରବଳ ଶୀତ, ସ୍ଥାନେ ସ୍ଥାନେ ତୁଷାରପାତ

ଦାରିଙ୍ଗବାଡ଼ି,୨୦।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଗତ ୩ ଦିନ ହେଲା ପ୍ରବଳ ଶୀତ ଅନୁଭୂତ ହେବା ସହ ବୁଧବାର ଦାରିଙ୍ଗବାଡିରେ ସର୍ବନିମ୍ମ ତାପମାତ୍ରା ୮ ଡିଗ୍ରୀ ରହିଛି । ମାତ୍ର ଆଭ୍ୟନ୍ତରୀଣ ଅଞ୍ଚଳରେ ଏହାଠାରୁ ଯଥେଷ୍ଟ କମ୍‌ ତାପମାତ୍ରା…

ଜି. ଉଦୟଗିରିରେ ପ୍ରବଳ ଶୀତ: ଲାଗୁଛି ପର୍ଯ୍ୟଟକଙ୍କ ଭିଡ

ଜି. ଉଦୟଗିରି ୧୯।୧୨(ଶିଶିର ପଟ୍ଟନାୟକ ): ଜି ଉଦୟଗିରି ସହରେ ମଙ୍ଗଳବାର ପ୍ରବଳ ଶୀତ ଅନୂଭୂତ ହୋଇଛି। ମଙ୍ଗଳବାର ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ସେଲସିୟସ ରହିଛି ବୋଲି ଜି ଉଦୟଗିରି କୃଷି ଗବେଷଣା କେନ୍ଦ୍ରରେ ଥିବା ତାପ ମାପକ କେନ୍ଦ୍ର…

ବିଦ୍ୟାଳୟରେ ହଠାତ୍‌ ପହଞ୍ଚିଲେ ଉପବାଚସ୍ପତି

ଦାରିଙ୍ଗବାଡ଼ି,୧୯।୧୨(ଅରୁଣ ସାହୁ): ବିଧାନସଭା ଉପବାଚସ୍ପତି ସାଲୁଗା ପ୍ରଧାନ ମଙ୍ଗଳବାର ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ହଠାତ୍‌ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିଥିଲେ। ଉପବାଚସ୍ପତିଙ୍କୁ ଅତି ନିକଟରେ ଦେଖି ଛାତ୍ରୀଛାତ୍ରମାନେ ଖୁସିବ୍ୟକ୍ତ କରିଥିଲେ।…

ଦାରିଙ୍ଗବାଡିର ହୋଟେଲ, ରେଷ୍ଟୁରାଣ୍ଟରେ ଚଢ଼ାଉ: ଜରିମାନା ଆଦାୟ

ଦାରିଙ୍ଗବାଡି,୧୮।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟରେ ସୋମବାର ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। କନ୍ଧମାଳ ଜଲା ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟବ୍ରତ ଷେଣ୍ଢଙ୍କ ନେତୃତ୍ୱରେ ବିଭାଗୀୟ ଟିମ୍‌ ସମେତ ଦାରିଙ୍ଗବାଡି ପୋଲିସ ଅଧିକାରୀ ସୁବାଷ…

ପର୍ଯ୍ୟଟନ କ୍ଷେତ୍ରରେ ପ୍ରଶାସନର ମିଳିତ ଚଢ଼ାଉ

ଦାରିଙ୍ଗବାଡ଼ି,୧୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପର୍ଯ୍ୟଟନ କ୍ଷେତ୍ରରେ ରବିବାର ସ୍ଥାନୀୟ ପ୍ରଶାସନର ମିଳିତ ଚଢ଼ାଉ କରାଯାଇଛି। ସ୍ଥାନୀୟ ବିଡିଓ ଗଦାଧର ପାତ୍ରଙ୍କ ଉପସ୍ଥିତିରେ ତହସିଲଦାର ଶରତ ଶବର, ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର ପ୍ରମୁଖ ମିଳିତ ଚଢ଼ାଉ କରିଥିଲେ। ପ୍ରଥମେ…

ଦାରିଙ୍ଗବାଡ଼ିରେ ପାରଦ ତଳମୁହାଁ: ଘନ କୁହୁଡି ଯୋଗୁ ଯାତାୟତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୧୬।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେବା ସହ ଘନ କୁହୁଡି ପାଇଁ ଶୀତର ପ୍ରକୋପ ଦ୍ବିଗୁଣିତ ହୋଇଛି । କୁହୁଡି ଯୋଗୁ ଶନିବାର ଗାଡ ଚଳାଚଳରେ ସମସ୍ୟା ଦେଖାଯାଇଛି । ରାତିରେ…

ଦାରିଙ୍ଗବାଡିରେ ବଢୁଛି ଶୀତ: ଘନ କୁହୁଡିରେ ଦିଶୁନି ବାଟ

ଦାରିଙ୍ଗବାଡି,୧୬।୧୨(ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେବା ସହ ଘନ କୁହୁଡି ଶୀତର ପ୍ରକୋପକୁ ଆହୁରି ଦ୍ବିଗୁଣିତ କରିଦେଉଛି। କୁହୁଡି ଯୋଗୁ ଶନିବାର ଗାଡ଼ି ଚଳାଚଳରେ ସମସ୍ୟା ଦେଖାଦେଇଛି। ରାତିରେ ଯାତାୟତ…

ଭାଲୁ ଚଲାପଥ ନେଇ ସତର୍କ

କୋକସରା,୧୫।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଶୀ): କଳାହାଣ୍ଡି ଜିଲା ଧର୍ମଗଡ଼ ରେଞ୍ଜ ଅଧୀନ କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ସାହାଜଖୋଲ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଭାଲୁ ଉପଦ୍ରବ ବୃଦ୍ଧି ପାଉଛି। ଗାଁ ଜନବସତି ଅଞ୍ଚଳକୁ ଅନେକ ସମୟରେ ଖାଦ୍ୟ ଅନ୍ବେଷଣରେ ଆସୁଥିବା ବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri