ଅବକାରୀ ବିଭାଗର ଦାଦାଗିରି: ଜଙ୍ଗଲ ଭିତରେ ଲୁଚି ରହି ହଠାତ୍ ଓଗାଳୁଛନ୍ତି ଜନସାଧାରଣଙ୍କ ରାସ୍ତା
ଦାରିଙ୍ଗବାଡି,୧୫।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପ୍ରମୁଖ ପର୍ଯ୍ୟଟନକ୍ଷେତ୍ର ଭାବେ ବେଶ ଜଣାଶୁଣା । ଦୈନିକ ଶହଶହ ପର୍ଯ୍ୟଟକ ଦାରିଙ୍ଗବାଡିକୁ ଯାତାୟାତ କରୁଛନ୍ତି । ତେବେ ଦାରିଙ୍ଗବାଡିଠାରୁ ସୋରଡ଼ା ମଧ୍ୟରେ ପ୍ରାୟ ୨୦ କିମି ଜଙ୍ଗଲ ଓ ଘାଟି ରାସ୍ତା ରହିଛି…
ତୁମୁଡିବନ୍ଧରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ
ତୁମୁଡିବନ୍ଧ,୧୩।୧୦(ଦୀପକ କୁମାର ପରସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଳକ କାର୍ଯ୍ୟାଳୟର ସଭା ଗୃହରେ ଆଜି ସୋମବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କନ୍ଧମାଳ ଜିଲାପାଳ ଅମୃତ ଋତୁରାଜ ପହଞ୍ଚି ସାଧାରଣ…
ବଢୁଛି ଚୋରା ମଦ ବ୍ୟବସାୟ, ନାକେଦମ୍ ହେଲେଣି ଅଞ୍ଚଳବାସୀ
ଦାରିଙ୍ଗବାଡ଼ି,୧୪ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ିରେ ଚୋରା ମଦ କାରବାର ବେଧଡ଼କ ଚାଲିଛି। ଦିନରାତି ଏହି ବ୍ୟବସାୟ ଚାଲିଥିବା ବେଳେ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଶୂନ ରହିଛି। ଅବକାରୀ ଓ ପୋଲିସ ବିଭାଗ ଚିରନିଦ୍ରାରେ ଶୋଇଛି। ମଦ୍ୟପଙ୍କ ଦୌରାତ୍ୟ ବୃଦ୍ଧି…
‘ଜନସାଧାରଣ-ପୋଲିସ ମଧ୍ୟରେ ଉତ୍ତମ ସମ୍ପର୍କ ରହିଲେ ଅଞ୍ଚଳରେ ଶାନ୍ତି ବଜାୟ ରହିପାରିବ’
ଦାରିଙ୍ଗବାଡ଼ି,୧୪ା୧୦(ଅରୁଣ ସାହୁ): ପୋଲିସର ନୀତି ବ୍ରିଟିଶ ଅମଳରୁ ଚାଲିଆସିଥିବା ଢଙ୍ଗକୁ ବଦଳାଇବା ପାଇଁ ଏବେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରୁଛି। ଧିରେ ଧିରେ ପୋଲିସ ଆଉ ସାଧାରଣଙ୍କ ସମ୍ପର୍କ ମଜଭୁତ କରିବାକୁ ପୋଲିସ ପ୍ରୟାସ କରିଆସୁଥିବାବେଳେ ପୋଲିସ ସହ ଲୋକଙ୍କ…
ବାଲିଗୁଡ଼ାରେ ରାବଣପୋଡ଼ି: ଆତସବାଜିରେ କମ୍ପିଲା ମିନିଷ୍ଟାଡିୟମ
ବାଲିଗୁଡ଼ା,୧୩ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ। ବିଜୟା ଦଶମୀ ଅବସରରେ ଚାରିଆଡ଼େ ପାର୍ବଣର ମାହୋଲ ଚାଲିଥିବା ବେଳେ କନ୍ଧମାଳ ଜିଲା ବାଲିଗୁଡ଼ାର ବିଭିନ୍ନ ପୂଜାମଣ୍ଡପ, ଶକ୍ତିପୀଠରେ ମହାମାୟୀଙ୍କ ପୂଜାର୍ଚ୍ଚନା ମହାଆଡ଼ମ୍ବରରେ ପାଳିତ ହୋଇ…
ପାର୍ବଣରେ ପାରମ୍ପରିକ ନୃତ୍ୟ
ଦାରିଙ୍ଗବାଡି, ୧୨।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡିଠାରେ ଅସ୍ଥାୟୀ ଦୁର୍ଗା ମଣ୍ଡପରେ ଦଶହରା ପର୍ବ ପାଳନ ହୋଇଯାଇଛି। ଅଷ୍ଟମୀ ତିଥିରୁ ଏହି ପୂଜା ବହୁ ଆଡମ୍ବରରେ ପାଳନ କରାଯାଉଥିବା ବେଳେ ଶନିବାର ମଣ୍ଡପ ସମ୍ମୁଖରେ ପାରମ୍ପରିକ ବାଦ୍ୟ,…
ପାର୍ବଣରେ ଉତ୍ସବମୁଖର ଦାରିଙ୍ଗବାଡ: ମା’ପାଟଖଣ୍ଡାଙ୍କ ପୀଠରେ ଭିଡ଼
ଦାରିଙ୍ଗବାଡି, ୧୨।୧୦ (ଅରୁଣ ସାହୁ ): ଦଶହରା ପାଇଁ ଶାରା ରାଜ୍ୟ ଚଳଚଞ୍ଚଳ ହୋଇ ଉଠିଛି। ଏ ଭିତରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ମଧ୍ୟ ପାର୍ବଣ ପାଇଁ ଉତ୍ସବମୁଖର ହୋଇ ଉଠିଛି। ଶନିବାର ଦଶହରା ପାଇଁ ବିଭିନ୍ନ ପୂଜାମଣ୍ଡପ…
ଦାଦନ ଖଟିବାକୁ ଯାଇଥିଲେ: ଚାଲିଗଲା ଯୁବତୀଙ୍କ ଜୀବନ
ଦାରିଙ୍ଗବାଡି,୧୧।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ପୁଣି ଦାଦନ ଦୁଃଖ ଦେଖୁବାକୁ ମିଳିଛି। ଦାଦନ ଖଟିବାକୁ ଯାଇ ପୁଣି ଜଣେ ଯୁବତୀଙ୍କ ଅକାଳ ବିୟୋଗ ଚିନ୍ତା ବଢାଇଛି। ପ୍ରକାଶ ଯେ, ବ୍ରାହ୍ମଣୀଗାଁ ଥାନା ଝିଞ୍ଜିରୀଗୁଡା ପଞ୍ଚାୟତ କୁଟଲାରି ଗାଁ…
ମିଳୁନି ବସୁଧା ଜଳ, ପାଣି ପାଇଁ ଲୋକେ ଡହଳବିକଳ
ଦାରିଙ୍ଗବାଡି, ୧୧।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଝିଞ୍ଜିରୀଗୁଡା ପଞ୍ଚାୟତ କିରାମାହା ଗ୍ରାମରେ ଜଳ ଅଭାବ ଦେଖାଯାଇଛି। ରାଜ୍ୟ ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ବସୁଧା ଯୋଜନାରେ କିରାମାହାକୁ ପାଇପ…
ପୂଜା ମଣ୍ଡପରେ ମହାଷ୍ଟମୀ ପୂଜା: ପ୍ରବଳ ଜନସମାଗମ
ଜି.ଉଦୟଗିରି, ୧୧।୧୦(ଶିଶିର ପଟ୍ଟନାୟକ): ଜି. ଉଦୟଗିରିର ବହୁ ପୂରାତନ ପୂଜା ମଣ୍ଡପ ତରଫରୁ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି। ବୁଧୁବାର ମା’ ବରାଳ ଦେବୀଙ୍କ ଘଟକୁ ନେଇ ପୂଜା ମଣ୍ଡପରେ ସ୍ଥାପନ କରାଯିବା ପରେ ଗୁରୁବାର ସପ୍ତମୀ ପୂଜା ଓ ଶୁକ୍ରବାର…
ଖୋଲିଲା ହାଟ: ଏଣିକି ମିଳିବ ହଳଦୀ, ଦେଶୀ ଛେଳି ଆଉ କୁକୁଡ଼ା
ଦାରିଙ୍ଗବାଡ଼ି,୧୧ା୧୦(ଅରୁଣ ସାହୁ): କନ୍ଧମାଳ ଜିଲାରେ ଜୈବିକ ହଳଦୀଚାଷ ସହ କ୍ଷୁଦ୍ରଦାନା ଶସ୍ୟ, ଡାଲି ଜାତୀୟ ଫସଲ, ସୋରିଷ, ଜଙ୍ଗଲଜାତ ଦ୍ରବ୍ୟ ପାଳୁଅ, ମହୁ, ଝୁଣା, ମହୁଲ, ତେନ୍ତୁଳି ଭଳି ସାମଗ୍ରୀର ବହୁତ ଚାହିଦା ରହିଛି। ସେହିପରି ଛେଳି, ଦେଶୀ କୁକୁଡ଼ାର ଚାହିଦା…
ଦଶହରା ପାଇଁ ଦାରିଙ୍ଗବାଡ଼ି-ସିମନବାଡ଼ି ଉତ୍ସବମୁଖର, ଆରମ୍ଭ ହେଲା ମା’ଙ୍କ ଅଷ୍ଟମୀ ପୂଜା
ଦାରିଙ୍ଗବାଡ଼ି,୧୦ା୧୦(ଅରୁଣ ସାହୁ): ଆସିଲା ପାର୍ବଣ ଋତୁ। ଏବେ ଚାରିଆଡ଼େ ଶାରଦୀୟ ପୂଜା ପାଇଁ ଉତ୍ସବମୁଖର ହୋଇପଡ଼ିଥିବା ବେଳେ ଏଥିରୁ ବାଦ୍ ପଡ଼ିନାହିଁ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳ। ଘରେ ଘରେ ଏଥିପାଇଁ ଉତ୍ସାହ ଦେଖାଯାଇଛି। ଦାରିଙ୍ଗବାଡ଼ି ଚାରିଛକଠାରେ ସପ୍ତମୀଠାରୁ ଏହି ପୂଜା…
Archives


