ବାତ୍ୟା ମୋନ୍ଥାର ପ୍ରଭାବ: ଦାରିଙ୍ଗବାଡ଼ିରେ ପବନ ସହ ଆରମ୍ଭ ହେଲାଣି ବର୍ଷା, ମୁକାବିଲା ପାଇଁ ପ୍ରଶାସନ ସଜାଗ
ଦାରିଙ୍ଗବାଡ଼ି,୨୭ା୧୦(ଅରୁଣ ସାହୁ): ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି। ସୋମବାର ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି। ସେପଟେ ଏହାକୁ ମୁକାବିଲା କରିବା ପାଇଁ ଦାରିଙ୍ଗବାଡ଼ି ଅଗ୍ନିଶମ ବିଭାଗ ପ୍ରସ୍ତୁତ ହୋଇଛି ଭୂସ୍ଖଳନ ହେଉ କି ଗଛ...
ବାତ୍ୟାକୁ ନେଇ ଆକ୍ସନରେ ଜିଲାପାଳ: ୩ ଦିନ ବନ୍ଦ ରହିବ କଳିଙ୍ଗା ଘାଟି କାର୍ଯ୍ୟ
ଫୁଲବାଣୀ,୨୬ା୧୦(ରାକେଶ କୁମାର ରାଉତ): ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’କୁ ନଜରରେ ରଖି କଳିଙ୍ଗା ଘାଟିରେ ଚାଲିଥିବା କାର୍ଯ୍ୟ ୩ ଦିନ ବନ୍ଦ ରଖିବାକୁ କନ୍ଧମାଳ ଜିଲାପାଳ ବେଦଭୂଷଣ ନିର୍ଦ୍ଦେଶ ଦେଇଛନ୍ତି। ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଏହି କଟକଣା ଲାଗୁ ରହିବ।...
ଇକୋ ରିଟ୍ରିଟ୍ କାର୍ଯ୍ୟ ତଦାରଖ କଲେ ବିଡିଓ, ତୁରନ୍ତ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇ…
ଦାରିଙ୍ଗବାଡ଼ି,୨୬ା୧୦(ଅରୁଣ ସାହୁ): ପର୍ଯ୍ୟଟନ ଋତୁକୁ ନଜରରେ ରଖି ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରର ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବା ପାଇଁ ବିଡିଓ ପ୍ରୀତିରଞ୍ଜନ ରଥ କାର୍ଯ୍ୟ ଚାଲିଥିବା ପର୍ଯ୍ୟଟନକ୍ଷେତ୍ରକୁ ରବିବାର ପରିଦର୍ଶନ କରିଛନ୍ତି। ସେ କନ୍ଧମାଳ ଜିଲାପାଳ ବେଦ ଭୂଷଣଙ୍କ ନିର୍ଦ୍ଦେଶ କ୍ରମେ...
ଖବର ପ୍ରକାଶ ପରେ ଚେତିଲେ ବ୍ୟବସାୟୀ, ବର୍ଜ୍ୟବସ୍ତୁରେ ନିଆଁ ଲଗାଇ ପଡ଼ିଆ କଲେ ସଫା
ଦାରିଙ୍ଗବାଡ଼ି,୨୫ା୧୦(ଅରୁଣ ସାହୁ): ହେଲିପ୍ୟାଡ୍ ପଡ଼ିଆଠାରେ ଚଳିତ ବର୍ଷ ଦୀପାବଳି ପାଇଁ ବାଣ ଦୋକାନ ଖୋଲାଯାଇଥିଲା। ଏଥିରେ ଲାଇସେନ୍ସପ୍ରାପ୍ତ ୫ ଜଣ ବ୍ୟବସାୟୀ ସ୍ବତନ୍ତ୍ର ଭାବେ ଦୋକାନ ଖୋକିଥିଲେ। ତେବେ ଦୀପାବଳି ସରିବା ପରେ ବାଣ ଦୋକାନଗୁଡ଼ିକ ବନ୍ଦ ହୋଇଯାଇଥିଲା। ସେଠାରେ...
ବାଣ ବିକ୍ରିକଲେ ଭୁଲିଗଲେ ହିତାହିତ ଜ୍ଞାନ : ବାରୁଦ ଲାଗିଥିବା ବର୍ଜ୍ୟବସ୍ତୁକୁ ଗୋରୁ ଖାଇ
ଦାରିଙ୍ଗବାଡି, ୨୫।୧୦ (ଅରୁଣ ସାହୁ): ଚଳିତ ବର୍ଷ ଦାରିଙ୍ଗବାଡ଼ି ଅଞ୍ଚଳରେ ବଡ଼ ଧୁମ ଧାମରେ ଦୀପାବଳୀ ପାଳନ ହୋଇଛି। ଏଥିପାଇଁ ବାଣ ବ୍ୟବସାୟୀ ମାନେ ଲାଇସନ୍ସ କରି ପୋଲିସ ଅଗ୍ନିଶମ ବିଭାଗର ଅନୁମତି କ୍ରମେ ସହର ଠାରୁ ଦୂରରେ ହେଲିପ୍ୟାଡ଼...
ସଜେଇ ହେଉଛି ଦାରିଙ୍ଗବାଡ଼ି: ଖୋଲିବ ଇକୋ ରିଟ୍ରିଟ୍, ଭିଡ଼ ଜମାଇବେ ପର୍ଯ୍ୟଟକ
ଦାରିଙ୍ଗବାଡ଼ି,୨୫ା୧୦(ଅରୁଣ ସାହୁ): ଆସୁଛି ପର୍ଯ୍ୟଟନ ଋତୁ। ଧିରେ ଧିରେ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲିବା ଆରମ୍ଭ କଲେଣି। ତେବେ ଲଘୁଚାପ ଜନିତ ବର୍ଷା ଯୋଗୁ ଚଳିତଥର ଶୀତ ଛୁଇଁବାରେ ବିଳମ୍ବ ହୋଇଛି। ଶୀତର ମଜା ନେବାକୁ ଆସୁଥିବା ପର୍ଯ୍ୟଟକ ଶୀତ ନ...
ପଞ୍ଚାୟତ ସମିତି ବୈଠକରେ ଉଠିଲା ନୂଆ ପ୍ରସଙ୍ଗ
ଦାରିଙ୍ଗବାଡ଼ି,୨୪ା୧୦(ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍ ସଭାଗୃହଠାରେ ଶୁକ୍ରବାର ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବ୍ଲକ୍ ଅଧକ୍ଷ ସୁଶାନ୍ତ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ବିଡ଼ିଓ ପ୍ରୀତି ରଞ୍ଜନ ରଥ ପରିଚାଳନା କରିଥିଲେ। ବୈଠକରେ ସ୍ବାସ୍ଥ୍ୟ ବିଭାଗ ବିଷୟରେ...
ବିଚକ୍ଷଣ ପ୍ରତିଭାର ଅଧିକାରୀ ଆୟୁଷ୍ମାନ: ଚାରିଆଡ଼େ ପ୍ରଶଂସିତ
ଦାରିଙ୍ଗବାଡି,୨୪/୧୦(ଅରୁଣ ସାହୁ): ପାଠ ପଢା ସହ ବିଭିନ୍ନ କଳା କ୍ଷେତ୍ର ଓ ପରିବେଶ ସୁରକ୍ଷା ଦିଗରେ ପିଲାବେଳୁ ଆଗ୍ରହ ଦେଖାଉଥିବା ଛାତ୍ର ଆୟୁଷ୍ମାନ ସର୍ବଦା ଚର୍ଚ୍ଚାରେ ରୁହନ୍ତି। ପ୍ରକାଶ ଯେ, ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଆୟୁଷ୍ମାନ...
ପନିପରିବା ଦର ଆକାଶଛୁଆଁ: ଗ୍ରାହକ ଅସନ୍ତୁଷ୍ଟ
ଦାରିଙ୍ଗବାଡି, ୨୪/୧୦(ଅରୁଣ ସାହୁ ): ପନିପରିବା ଦର ଆକାଶଛୁଆଁ। ବଜାରରେ ସମସ୍ତ ଦର ବୃଦ୍ଧି ଗ୍ରାହକଙ୍କୁ ଯେତିକି କଷ୍ଟ ଦେଇଛି ତା’ଠାରୁ ଅଧିକା କଷ୍ଟ ଦେଉଛି ପନିପରିବା ଦର। ଖାଉଟିଙ୍କୁ ଚଳିବା ମୁସ୍କିଲ ହୋଇପଡିଛି। ସ୍ବଳ୍ପ ରୋଜଗାର କରୁଥିବା ଗରିବ...
ବିପର୍ଯ୍ୟୟ ମୁକାବିଲା ପାଇଁ ଏକାଠି ହେଲେ ଗ୍ରାମବାସୀ, ସୁରକ୍ଷିତ ରହିବାକୁ ନେଲେ ଏମିତି ପଦକ୍ଷେପ
ଦାରିଙ୍ଗବାଡ଼ି,୨୩ା୧୦(ଅରୁଣ ସାହୁ): ବନ୍ୟା-ବାତ୍ୟା ଭଳି ବିପର୍ଯ୍ୟୟ ଲୋକଙ୍କ ଧନଜୀବନ ଉପରେ କୁପ୍ରଭାବ ପକାଇଛି। ଅନେକ ସ୍ଥାନରେ ବର୍ଷା ହେବା କ୍ଷଣି ଭୂସ୍ଖଳନ ଭଳି ବିପର୍ଯ୍ୟୟ ଏବେ ଚିନ୍ତାର କାରଣ ସାଜିଛି। ଏବେ ବିପଦ ସମୟରେ କିଭଳି ମୁକାବିଲା କରାଯିବ ବିଶେଷ...
ବେକାରୀ ସମସ୍ୟା ଦୂର ପାଇଁ ଜିଲା ନିଯୁକ୍ତି କାର୍ଯ୍ୟାଳୟର ପ୍ରୟାସ, ନିଯୁକ୍ତି ପାଇବେ…
ଦାରିଙ୍ଗବାଡ଼ି,୨୩ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବେକାର ଯୁବତୀଯୁବକଙ୍କୁ କର୍ମ ନିଯୁକ୍ତି ପାଇଁ ଜିଲା ଦକ୍ଷତା ବୃଦ୍ଧି ତଥା ନିଯୁକ୍ତି କାର୍ଯ୍ୟାଳୟ ପକ୍ଷରୁ ପ୍ରୟାସ ଜୋରଦାର କରାଯାଇଛି। ଜିଲାରେ ରହିଥିବା ସମସ୍ତ ୧୨ ଟି ବ୍ଲକ ଅଞ୍ଚଳରେ...
ନାଁ କୁ ଆଶାକର୍ମୀ, ୨ ବର୍ଷ ହେଲାଣି ରାଜ୍ୟ ବାହାରେ; ବହିଷ୍କାର ଦାବିରେ ସ୍ବାସ୍ଥ୍ୟକେନ୍ଦ୍ରକୁ ଘେରିଲେ…
ଦାରିଙ୍ଗବାଡି, ୨୩।୧୦(ଅରୁଣ ସାହୁ)-ଦିନେ କି ଦୁଇ ଦିନ ନୁହଁ ବର୍ଷ ବର୍ଷ ଧରି ଆଶାକର୍ମୀ ତାଙ୍କ ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନା କରୁନାହାନ୍ତି। କେବଳ ସେତିକି ନୁହେଁ ୨ ବର୍ଷ ଧରି ସେ ବାହାର ରାଜ୍ୟକୁ କୌଣସି କାର୍ଯ୍ୟରେ ଯାଇଥିବା ଯୋଗୁ...
Archives


