ପ୍ରବଳ ଶୀତରେ କଲବଲ ଜି.ଉଦୟଗିରି
ଜି.ଉଦୟଗିରି,୨୦।୧(ଚିନ୍ମୟ କୁମାର ସେଠୀ /ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲାର ଦାର୍ଜିଲିଂ କୁହାଯାଉଥିବା ଜି.ଉଦୟଗିରି ଅଞ୍ଚଳରେରେ ପ୍ରବଳ ଶୀତ ଜାଡ଼ ସହ ଦୈନନ୍ଦିନ ପାରଦ କମୁଛି। ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛ। ଶୀତର ମଜା ନେବା ପାଇଁ ଜିଲା ତଥା ରାଜ୍ୟ ବାହାରୁ…
ଗଞ୍ଜେଇ ଚୋରା ଚାଲାଣ ବେଳେ କଳିଙ୍ଗାରେ ମାଡ଼ି ବସିଲା ଅବକାରୀ ବିଭାଗ
ଜି. ଉଦୟଗିରି,୨୦।୧(ଚିନ୍ମୟ କୁମାର ସେଠୀ): କନ୍ଧମାଳରୁ ପୁରୀ ଗଞ୍ଜେଇ ଚୋରା ଚାଳନା ବେଳେ ମାଡ଼ି ବସିଲା ଅବକାରୀ ବିଭାଗ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଜିଲା ମୋବାଇଲ ଟିମ ଏବଂ ରାଇକିଆ ଅବକାରୀ ବିଭାଗ କର୍ମଚାରୀ ମିଳିତ ଭାବେ…
ସରକାରୀ ଜାଗା ଜବରଦଖଲ: ଭଙ୍ଗାଗଲା ୨ ଘର, ୧୫କୁ ନୋଟିସ୍
ବାଲିଗୁଡ଼ା,୧୯ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହରରେ ସରକାରୀ ଜମିରେ ବେଆଇନ ଭାବେ କୋଠା ନିର୍ମାଣ ଦିନକୁ ଦିନ ବେଲଗାମ ହୋଇପଡ଼ିଛି। ଏ ନେଇ ରାଜସ୍ବ ବିଭାଗର ନିଦ ଭାଙ୍ଗିଛି। ସରକାରୀ ଜାଗାରେ ନିର୍ମାଣ ହୋଇଥିବା ଦୁଇ ଘରକୁ ଜେସିବି…
ଶତାଧିକ ଏକର ଜମିରେ ଗଞ୍ଜେଇ ଚାଷ, ଦେଖିକି ପୋଲିସ ତାଟକା
ଦାରିଙ୍ଗବାଡ଼ି,୧୯ା୧(ଅରୁଣ ସାହୁ): ଗଞ୍ଜେଇ ଗଛ ଯେତେ କାଟିଲେ ବି ସରିବାର ନାଁ ନେଉନି। ଏକର କି ଦୁଇ ଏକର ନୁହଁ ଶତାଧିକ ଏକରରେ ବେଆଇନ ଭାବରେ ଗଞ୍ଜେଇ ଚାଷ କରାଯାଇଛି। ତାହା ମଧ୍ୟ ସରକାରୀ ଜମିରେ ଏହି ଚାଷ କରାଯାଇଛି। ଏଭଳି…
ବାଇକ୍କୁ ଧକ୍କା ଦେଲା ପିକ୍ଅପ୍, ୨ ଗୁରୁତର
ବାଲିଗୁଡ଼ା,୧୯ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ତୁମୁଡିବନ୍ଧ-କୋଟଗଡ଼ ରାସ୍ତାରେ ପିକ୍ଅପ୍ ଭ୍ୟାନ୍ ଦୁର୍ଘଟଣାରେ ୨ ଜଣ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତର ଦୁଇଜଣ ଯୁବକ ହେଲେ ଦେବଜୀତ ପରାସେଠ, ସମଦେଶ ମଣ୍ତଳ। ଉଭୟଙ୍କୁ…
ମାସକରେ ଜଣେ ମାଲିକଙ୍କ ୨ ଦୁଇ ବସ୍ ଜଳିଗଲା
ବାଲିଗୁଡ଼ା,୧୯ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ପଣସପୋଡ଼ି ସାହିକୁ ଯିବା ରାସ୍ତାକଡ଼ରେ ଦୀର୍ଘଦିନ ହେବ ଅଚଳ ହୋଇ ରହିଥିବା କ୍ରିଷ୍ଣା ନାମକ ଘରୋଇ ମିନି ବସ୍ଟି ଶନିବାର ରାତିରେ ହଠାତ୍ ହୁତୁହୁତୁ ହୋଇ ଜଳିଗଲା। ଯାହାକୁ ନେଇ ଲୋକେ ଅଗ୍ନିଶମ…
ଶୀତରେ ଥରୁଛି ଜି. ଉଦୟଗିରି, ସର୍ବନିମ୍ନ ୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ
ଜି.ଉଦୟଗିରି,୧୯।୧(ଶିଶିର ପଟ୍ଟନାୟକ): ହାଡ଼ ଭଙ୍ଗା ଶୀତରେ ଥରୁଛି ରାଜ୍ୟର ଶୀତଳ ସହର ଭାବେ ପରିଚିତ ଜି.ଉଦୟଗିରି । ରବିବାର ଏଠାରେ ସର୍ବନିମ୍ନ ତାପମାତ୍ରା ୪. ୮ ଡିଗ୍ରୀ ସେଲସିୟସ ରେକର୍ଡ କରଯାଇଛି। ସେହିପରି ଶନିବାର ସହରର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ…
ବାରଖମା ପଞ୍ଚାୟତକୁ ନୂଆ ବ୍ଲକ ଗଠନ ଦାବି
ବାଲିଗୁଡ଼ା,୧୮ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ବାରଖମାକୁ ନୂତନ ବ୍ଲକ ଘୋଷଣା ଦାବିରେ ଶନିବାର ୧୫ ନମ୍ବର ଜିଲାପରିଷଦ ଜୋନ୍ର ୮ ପଞ୍ଚାୟତର ଶତାଧିକ ଲୋକ ନିଜ ନିଜ ପାରମ୍ପରିକ ବେଶଭୂଷା ସହ ଅସ୍ତ୍ରଶସ୍ତ୍ର ଧରି ବାଲିଗୁଡ଼ାରେ ଗର୍ଜନ…
ଜି.ଉଦୟଗିରି ପୂର୍ତ୍ତ ବିଭାଗ ବଙ୍ଗଳାରେ ଅଚାନକ ପହଞ୍ଚିଗଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପରେ…
ଜି.ଉଦୟଗିରି,୧୮ା୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ପୂର୍ତ୍ତ ବିଭାଗ ବଙ୍ଗଳାରେ ଅଚାନକ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ଅଚାନକ ପହଞ୍ଚତ୍ଥିଲେ। ପୂର୍ତ୍ତ ବିଭାଗ ବଙ୍ଗଳାରେ କିଛି ସମୟ ରହିବା ପରେ ମନ୍ତ୍ରୀ ନାୟକ…
ବଢୁଛି ଶୀତ: ତୁଷାରପାତର ମଜା ନେଉଛନ୍ତି ପର୍ଯ୍ୟଟକ
ଦାରିଙ୍ଗବାଡି,୧୮।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପୁଣି ଅସହ୍ୟ ଶୀତ ହେଉଛି। ଗତ ୩ ଦିନ ହେଲା ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି ଶନିବାର ସର୍ବନିମ୍ନ ୮ ଡିଗ୍ରୀ ତାପମାତ୍ରା ରହିଛି। କିଛି ସ୍ଥାନରେ ଅଧିକା ଜାଡ଼ ରହିବା ସହ ହାଲକା…
ବୁଲାବୁଲି ସାରି ଘରକୁ ଫେରୁଥିଲେ, ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଗଲା ଚଳନ୍ତା କାର୍
ବାଲିଗୁଡା,୧୭।୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ସାକୁଶବାଲି ନିକଟରେ ୫୯ ନଂ.ଜାତୀୟ ରାଜପଥ ଉପରେ ଶୁକ୍ରବାର ରାତିରେ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଏକ ଚଳନ୍ତା କାର୍ ହଠାତ୍ ନିଆଁ ଲାଗି ହୁତୁ ହୁତୁ ଯାଇଥିଲା। ଏହି…
ଦୁଇ ଦିନ ବ୍ୟବଧାନ ପରେ ପୁଣି ଫେରିଲା ଶୀତ, ଥରୁଛି ଜି. ଉଦୟଗିରି
ଜି.ଉଦୟଗିରି,୧୭।୧(ଶିଶିର ପଟ୍ଟନାୟକ): ଦୁଇ ଦିନର ବ୍ୟବଧାନ ପରେ ପୁଣି ଫେରିଛି ଶୀତ। ରାଜ୍ୟର ସବୁଠାରୁ ଶୀତଳ ସହର ଜି ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ସେଲସିୟସ ରହିଛି। ଗୁରୁବାର ୭.୨ ଡିଗ୍ରୀ ରହିଥିଲା। ହାଡ଼ ଭଙ୍ଗା ଶୀତ ସାଙ୍ଗକୁ କୋହଲା…
Archives


