ଲୋକ ଅଦାଲତରେ ୬୮ ହଜାର ୯୭ ଟଙ୍କା ଆଦାୟ
କେସିଙ୍ଗା,୧୪ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ତାଳୁକ୍ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଧନଞ୍ଜୟ ନାୟକଙ୍କ ଅଧ୍ୟକ୍ଷତାରେ ଅଦାଲତ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଲୋକ ଅଦାଲତରେ ୧୯ଟି ଫାଇନାଲ...
ଜିଲା ପାଇଁ ଗୌରବ ଆଣିଲେ ଛାତ୍ର ପ୍ରୟାଗରାଜ
କୋକସରା,୧୩ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଟାଟା ଷ୍ଟିଲ (ୟାଟ୍ସ) ପକ୍ଷରୁ ଆୟୋଜିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ପ୍ରତିଯୋଗିତାରେ ଭାଗ ନେଇଥିବା ୬୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କଳାହାଣ୍ଡି ଜିଲା କୋକସରା ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର...
ଚକ୍ ଫାଟି ଟ୍ରକ୍ରେ ଲାଗିଲା ନିଆଁ
କୋକସରା,୧୩ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ଆମପାଣି ଷ୍ଟେଟବ୍ୟାଙ୍କ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ମାଲବୋଝେଇ ଟ୍ରକ୍ର ପଛ ଚକ ଫାଟିଯିବାରୁ ହଠାତ୍ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକେ ଏ...
ବିଡିଓଙ୍କୁ ଶୁଭେଚ୍ଛା ଜଣାଇବାକୁ ପହଞ୍ଚିଲେ….
କୋକସରା,୧୩।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକରେ ନୂତନ ଭାବେ ଯୋଗଦେଇଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଡିଓ ଡ଼. ହିମାଞ୍ଚଳ ମାଝୀଙ୍କୁ ଶୁକ୍ରବାର କୋକସରା ବ୍ଲକର ୨୨ ପଞ୍ଚାୟତର ସମିତି ସଭ୍ୟ ସମୂହଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ବ୍ଲକ...
ବରଗଛରେ ଝୁଲିପଡ଼ିଲେ ଯୁବକ: ହତ୍ୟା ସନ୍ଦେହ
ଭବାନୀପାଟଣା,୧୩।୧୨(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଅଧିନସ୍ଥ ବଜାରପଡ଼ା ବରଗଛରେ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଛି। ହତ୍ୟା ପରେ ଯୁବକଙ୍କୁ କେହି ଗଛରେ ଝୁଲେଇ ଦେଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକଙ୍କ...
ପ୍ରଚାର-ପ୍ରସାର ଅଭାବ ଯୋଗୁ ଅନେକ କଳାକାର ପ୍ରତିଭା ଚୟନ ପ୍ରତିଯୋଗିତାରୁ ବଞ୍ଚିତ
ଥୁଆମୂଳ ରାମପୁର,୧୨।୧୨-(ଦୁର୍ଗା କୀର୍ତ୍ତି): ଚଳିତ ବର୍ଷ ରାଜ୍ୟ ସରକାରଙ୍କର ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତ୍ୟେକ ବ୍ଲକ/ ପରାଞ୍ଚଳସ୍ତରରେ ଯୁବ ଉତ୍ସବ ତଥା ପ୍ରତିଭା ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ କ୍ରମନ୍ବୟରେ ଜିଲାସ୍ତର ଓ ରାଜ୍ୟସ୍ତରରେ...
ଛାତ୍ରୀଛାତ୍ରମାନଙ୍କୁ ସାମାଜିକ ମୂଲ୍ୟବୋଧ ଆପଣାଇବା ପାଇଁ ବିଡିଓଙ୍କ ଆହ୍ବାନ
ଥୁଆମୂଳ ରାମପୁର, ୧୨।୧୨-(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଓଡ଼ିଶା ସରକାର ଦ୍ବାରା ପରିଚାଳିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୋପାଳପୁର (ଡାକକୋଟା) ଠାରେ ବାର୍ଷିକ ଉତ୍ସବ ୨୦୨୪-୨୫...
ମଣ୍ଡିରୁ ଉଠୁନି ଧାନ: ତେଜିଲା ଚାଷୀ ଆନ୍ଦୋଳନ
କର୍ଲାମୁଣ୍ଡା:୧୨।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡାର ବିଭିନ୍ନ ମଣ୍ଡିରେ ଚାଷୀଙ୍କ ଧାନ ଉଠିବା ନେଇ ସମସ୍ୟା ଉପୁଜିଛି। ସମସ୍ୟାର ସମାଧାନ ଦାବିରେ ଚାଷୀ ସମାବେଶ ହୋଇ ଗୁରୁବାର ଚାଷୀମାନେ ଏକ ଶୋଭାଯାତ୍ରାରେ ବାହାରି ତହସିଲଦାର ଅରୁଣ ବର୍ଗେଙ୍କୁ ଭେଟି...
ଆଦର୍ଶ ଗ୍ରାମପଞ୍ଚାୟତରେ ମୋବାଇଲ ଟାୱାର ସାତ ସପନ
ଥୁଆମୂଳ ରାମପୁର, ୧୧।୧୨(ଦୁର୍ଗା କୀର୍ତ୍ତି):- ଡିଜିଟାଲ ଇଣ୍ଡିଆରେ ଆଜିର ବିକଳ ଚିତ୍ର। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଆଦର୍ଶ ଗ୍ରାମପଞ୍ଚାୟତ ସିନ୍ଧିପଦର ଅଞ୍ଚଳରେ ମୋବାଇଲ ଟାୱାର ନାହିଁ। ଫଳରେ କିଏ ଗଛ ଚଢୁଛି ତୋ କିଏ ପାହାଡ଼ ଉପରେ...
ଖୋଲିଲା ମଣ୍ଡି, ଆସିଲେନି ମିଲର
କୋକସରା,୯ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲାରେ ଖରିଫ ଧାନ ମଣ୍ଡି ନିର୍ଦ୍ଧାରିତ ତାରିଖ ବିଳମ୍ବରେ ଖୋଲିଛି। ବର୍ତ୍ତମାନ ସୁଦ୍ଧା ମଣ୍ଡିର ଚିତ୍ର ସ୍ପଷ୍ଟ ହୋଇନାହିଁ। ଫଳରେ ଚାଷୀମାନେ ଧାନ ଅମଳ କରି ବିକ୍ରି ପାଇଁ ଦିନ ଗଣୁଛନ୍ତି। ମଣ୍ଡି...
ଗଛରେ ଗାମୁଛା ଦେଇ ଝୁଲିପଡ଼ିଲେ ଯୁବକ: ବାପା ଦେଖିବାରୁ…
ଲାଞ୍ଜିଗଡ଼,୯।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଧୌଂରାଭଟା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଏହି ଗାଁର ଜଳଧର ପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ପୁଅ ଟିକେରାମ ପାତ୍ର (୨୧) କୌଣସି...
ବିନା ସୂଚନା ଫଳକରେ ଚାଲିଛି ଓଏଭି ଛାତ୍ରାବାସ କୋଠା: ନିମ୍ନମାନର ସାମଗ୍ରୀ ବ୍ୟବହାର ଅଭିଯୋଗ
ଥୁଆମୂଳ ରାମପୁର,୯ା୧୨ (ଦୁର୍ଗା କୀର୍ତ୍ତି)- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ଛାତ୍ରାବାସ କୋଠା ନିର୍ମାଣ ଚାଲିଛି। ବିନା ସୂଚନା ଫଳକରେ ଏହି ପ୍ରକଳ୍ପ କାମ ଚାଲିଥିବାବେଳେ ନିମ୍ନମାନର ସାମଗ୍ରୀ ବ୍ୟବହାର ହେଉଥିବା ଅଭିଯୋଗ...
Archives


