ସମ୍ଭାବ୍ୟ ମରୁଡି ପରିସ୍ଥିତିକୁ ନେଇ କୃଷି ବିଭାଗର ପ୍ରସ୍ତୁତି: ମାଓବାଦୀ ପ୍ରବଣ ଅଞ୍ଚଳରେ ଧାଡ଼ିରୁଆ ପାଇଁ ପଦକ୍ଷେପ
ଲାଞ୍ଜିଗଡ଼,୨୧।୮(ଡି.ଏନ.ଏ.)-ଚଳିତବର୍ଷ ଖରିଫ ଋତୁରେ ବିଳମ୍ବିତ ବର୍ଷା ଯୋଗୁ ସମ୍ଭାବ୍ୟ ମରୁଡି ପରିସ୍ଥିତି ଦେଖାଦେଇଥିବା ବେଳେ ବୁଣାବୁଣି, ରୁଆରୁଇ ମଧ୍ୟ ପଛେଇଯାଇଛି । ବିଳମ୍ବରେ ବର୍ଷା ଯୋଗୁ ଚାଷୀ ଥଳକୁଳ ପାଉ ନ ଥିବାବେଳେ କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ କୃଷି ଓ…
ସନ୍ତାନ ପ୍ରସବ କରି ମହିଳାଙ୍କ ମୃତ୍ୟୁ: ଉତ୍ତେଜନା, ଡାକ୍ତରଖାନା ସମ୍ମୁଖରେ ଧାରଣା
କର୍ଲାମୁଣ୍ଡା,୨୧।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ମଙ୍ଗଳବାର ଜଣେ ଗର୍ଭବତୀ ସନ୍ତାନ ପ୍ରସବ କରି ମୃତ୍ୟୁ ବରଣ କରିବା ପରେ ଉତ୍ତେଜନା ଦେଖାଦେଇଛି। କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଲା ଏହାର ତଦନ୍ତ ଦାବିରେ ରେଗେଡା ସମିତି ସଭ୍ୟ ଅରବିନ୍ଦ ଚୌଧୁରୀଙ୍କ…
ବିଜ୍ଞାନ ମେଳାରେ ୩୧୬ ପ୍ରକଳ୍ପ ପ୍ରଦର୍ଶିତ
ଜୁନାଗଡ,୨୧।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା ଜୁନାଗଡ ସହରସ୍ଥିତ ସରସ୍ବତୀ ଶିଶୁ ମନ୍ଦିରଠାରେ ମଙ୍ଗଳବାର ଏକ ବିଜ୍ଞାନ ମେଳା ପ୍ରଦର୍ଶିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନଚାର୍ଯ୍ୟ ନିରଞ୍ଜନ ପାଢୀଙ୍କ ଅଧ୍ୟକ୍ଷତାରେ ଉଦ୍ଘାଟନୀ ସମାରୋହରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ସାମାଜିକ କର୍ମୀ ଦୁର୍ଗା…
ଶିକ୍ଷକ ଦାବିରେ ୧୧ ଦିନ ହେଲା ସ୍କୁଲରେ ପଡିଛି ତାଲା: ତୁରନ୍ତ ସମସ୍ୟା ସମାଧାନ ନ ହେଲେ ରାସ୍ତା ଅବରୋଧ ନେଇ ଚେତାବନୀ
ଭବାନୀପାଟଣା,୨୦।୮(ଡି.ଏନ୍.ଏ.): ଶିକ୍ଷକ ଦାବିରେ କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ କର୍ଲାପଡା କ୍ଲଷ୍ଟର ଅନ୍ତର୍ଗତ ପରିଆ ୟୁପି ସ୍କୁଲରେ ୧୧ ଦିନ ହେଲା ତାଲା ଝୁଲୁଛି । ଏ ନେଇ ପାଠପଢା ସମ୍ପୂର୍ଣ୍ଣ ବନ୍ଦ ରହିଥିବାବେଳେ ପିଲାଙ୍କ ଭବିଷ୍ୟତ ନେଇ ଅଭିଭାବକଙ୍କ…
ବ୍ଲକସ୍ତରୀୟ ଫଲ ଆର୍ମି ୱାର୍ମ ତାଲିମ ଶିବିର
କର୍ଲାମୁଣ୍ଡା,୨୦।୮(ଡି.ଏନ.ଏ.) କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକସ୍ଥିତ ଆମତ୍ାଗୃହଠାରେ କର୍ଲାମୁଣ୍ଡା କୃଷି ବିଭାଗ ପକ୍ଷରୁ ସୋମବାର ବ୍ଲକସ୍ତରୀୟ (ଫଲ ଆର୍ମି ୱାର୍ମ) ଚିହ୍ନଟ କ୍ଷତିର ଲକ୍ଷଣ ଓ ପରିଚାଳନା ପଦ୍ଧତି ଉପରେ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରକାରୀ କୃଷି ଅଧିକାରୀଣୀ…
ଜୁନାଗଡରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର
ଜୁନାଗଡ,୨୦।୮(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର କଳାହାଣ୍ଡି ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲାପାଳ ଡ.ଗାଭାଲି ପରାଗ ହର୍ଷଦ ଯୋଗଦେଇ ୧୫୩ ଜଣ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଏହି ସମୟରେ ଉପସ୍ଥିତ ବିଭିନ୍ନ ବିଭାଗ…
କଳାହାଣ୍ଡି ଏମ୍ପିଙ୍କ କୋକସରା ବ୍ଲକ ଗସ୍ତ
କୋକସରା,୧୯।୮(ଡି.ଏନ.ଏ.): କଳାହାଣ୍ଡି ଏମ୍ପି ବସନ୍ତ କୁମାର ପଣ୍ଡା ସୋମବାର କଳାହାଣ୍ଡି ଜିଲା କୋକସରା ବ୍ଲକ ଗସ୍ତ କରିଛନ୍ତି। ସେ ବ୍ଲକ୍ର ଲଡ଼ୁଗାଁ ମାମୋଦେବୀ ଧର୍ମଶାଳାଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଠାରେ ତାଙ୍କୁ ଦଳୀୟ କାର୍ଯ୍ୟକର୍ତ୍ତାମାନେ ସ୍ବାଗତ ଓ ସମ୍ବର୍ଦ୍ଧନା ଦେଇଥିଲେ। ଏମ୍ପି…
କଳାହାଣ୍ଡିର ଦୁର୍ନୀତିଗ୍ରସ୍ତ ୫ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର, ୨ ଅଧିକାରୀଙ୍କ ପେନ୍ସନ୍ ବନ୍ଦ
ଭବାନୀପାଟଣା, ୧୯।୮ (ଡି.ଏନ୍.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରୁ ଦୁର୍ନୀତି ମୁକ୍ତ କରିବା ପାଇଁ ବର୍ତ୍ତମାନ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦୁର୍ନୀତିି ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇଥିବା କଳାହାଣ୍ଡି ଜିଲାର ୫ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ…
ଝି’ର ଚିକିଛା ଲାଗି ଦାଦନ୍ ଖଟୁଛେ ବାପ୍
ସେରଗଡ, ୧୯ା୮ (ଡି.ଏନ୍.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ରୁପ୍ରା ଗଁା ଚଞ୍ଚରାପଡ଼ାର ପୂର୍ଣ୍ଣଚନ୍ଦ୍ର ମାଝିକଁର ସାନ ଝି’ ରୁଚିଶ୍ମିତା ମାଝି(୮)। ଜନମ୍ ବେଲେ ତାକର ମଲଦୁଆର ନାଇଁଥାଇ। ଡାକ୍ତରକଁର ପରାମଶ୍ରେ ମା’ବାପ୍ ରୁଚିଶ୍ମିତାକେ ଚିକିଛା ଲାଗି ବୁର୍ଲା ବଡ଼ ଡାକ୍ତରଖାନା…
୯ ଦିନ ହେଲା ବଲାଙ୍ଗୀର-ମୋହନଗିରି ରାସ୍ତା ବିଚ୍ଛିନ୍ନ
ମୋହନଗିରି,୧୯।୮(ଡି.ଏନ.ଏ.) କଳାହାଣ୍ଡି ଜିଲାରେ ଗତ ୧୧ରୁ ୧୪ ତାରିଖରେ ହୋଇଥିବା ବନ୍ୟାରେ ମ.ରାମପୁର ବ୍ଲକ ମୋହନଗିରି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ମୋହନଗିରିଠାରୁ ଗୁଡଭେଲା ଦେଇ ବଲାଙ୍ଗୀରକୁ ସଂଯୋଗ କରୁଥିବା ରାସ୍ତା ମୋହନଗିରିରୁ ୪ କି.ମି. ଦୂର କାଳିଗଙ୍ଗା ନଦୀର ଟେକର…
ମୁର୍ତୁ ସଂଗେ ଯୁଝୁଛନ୍ ଟିକେସିନୀ: ଚିକିଛା ଲାଗି ଟଁକା ଅଭାବ୍
ପଲମ,୧୯।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ପଲମ ପଁଚେତ୍ ପଲମ ପୁରନା କଲୋନୀପଡ଼ାର ଟିକେସିନୀ ବାଗ(୩୫)। ଆଏଜ୍କେ ୨ ବଛର ହେଲା ସେ ଯକ୍ଷ୍ମା ରୋଗ୍ରେ ପୀଡ଼ିତ ହେଇ ବଡ଼ା ଦୁଖ୍ ପାଉଛନ୍। ଚିକିଛା ଲାଗି ସେ ନର୍ଲା, କେସିଙ୍ଗା, ଭବାନୀପାଟଣା,…
ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ
ଧର୍ମଗଡ଼,୧୮।୮:(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ହରିଜନ ସାହିର ଏକ ଗଛରୁ ରବିବାର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଜଣକ ଉକ୍ତ ସାହିର ଡମ୍ବରୁଧର ବାଗ୍। ସକାଳୁ ମୃତଦେହ ଝୁଲୁଥିବା ଦେଖି ଗ୍ରାମବାସୀ ପୋଲିସକୁ ଜଣାଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି…

