କଳାହାଣ୍ଡି

କଳାହାଣ୍ଡିର ୨ ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀ ରାଜସ୍ଥାନରେ ଗିରଫ

ଭବାନୀପାଟଣା,୨୬।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାର ୨ ଜଣ ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀ ରାଜସ୍ଥାନର ଜୟପୁରରୁ ଗିରଫ ହୋଇଛନ୍ତି। ସେମାନେ ହେଲେ ଭବାନୀପାଟଣା ସହରର ଅଭିଷେକ ଦାଶ ଓ ସମ୍ବିତ ପାଣିଗ୍ରାହୀ। ସେମାନଙ୍କଠାରୁ ୮କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଉଭୟ ଓଡ଼ିଶାରୁ…

ବିପଦ୍‌ ଅବସ୍‌ତାରେ କେଗାଁ ସ୍ବାସ୍ଥ୍ୟକେନ୍ଦ୍ର କୁଠା

କେଗାଁ, ୨୬।୨ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଚପ୍ରିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ରହିଛେ କେଗାଁ ପ୍ରାଥମିକ ସ୍ବାସ୍ଥ୍ୟ ଉପକେନ୍ଦ୍ର। ଉପକେନ୍ଦ୍ରଟା ଭଂଗା ଦଦ୍‌ରା ହେଇ ବିପଦ୍‌ ଅବସ୍‌ତାରେ ରହିଛେ। ଏନ୍‌ତାଥି ଇଠାନେ କାମ୍‌ କରୁଥିବାର ସୁଆସ୍‌ତିଅ କରମୀ ଝନ୍‌କ…

ଭବାନୀପାଟଣା ସହର ଆଖପାଖ ଅଞ୍ଚଳରେ ଝଡ଼ତୋଫାନ ବର୍ଷା: ଉଡ଼ିଲା ଘରର ଛାତ, କୁଆପଥର ମାଡ଼ରେ ବ୍ୟାପକ କ୍ଷୟକ୍ଷତି

ଭବାନୀପାଟଣା, ୨୫।୨ (ଡି.ଏନ୍‌.ଏ.)- ଭବାନୀପାଟଣା ଆଖପାଖ ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରେ କିଛି ସମୟ ପାଇଁ ଝଡ଼ତୋଫାନ ବର୍ଷା ସହ କୁଆପଥର ମାଡ଼ ହୋଇଛି। ଫଳରେ ଅନେକ ଗଛ ଉପୁଡିବା ସହ ଡାଳପତ୍ର ଭାଙ୍ଗି ରାସ୍ତା ଉପରେ ପଡିବା ଯୋଗୁ ଜାତୀୟ ରାଜପଥ…

ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଭବାନୀପାଟଣା, ୨୫।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଅଦାଲତ ଜିଲା ଓ ଦୌରାଜଜ୍‌ ପ୍ରଦୀପ କୁମାର ପଟ୍ଟନାୟକ ମଙ୍ଗଳବାର ଏକ ହତ୍ୟା ମାମଲା କେସ୍‌ ନଂ. ୫୧/୨୦୧୫ର ଶୁଣାଣି କରିଛନ୍ତି। କେସିଙ୍ଗା ଥାନା ଅନ୍ତର୍ଗତ ଡେମେରମୁଣ୍ଡା ଗ୍ରାମର ଅଭିଯୁକ୍ତ ଶିଶୁପାଲ ମାଝିଙ୍କୁ ଆଜୀବନ…

କଳାହାଣ୍ଡି ଜିଲାର ୭ ଟି ହାଇସ୍କୁଲରେ କପିକରି ଧରାପଡ଼ିଲେ ୨୭ ଛାତ୍ରୀଛାତ୍ର

ଭବାନୀପାଟଣା,୨୫।୨(ଡି.ଏନ୍‌.ଏ.): ସୋମବାର ଦଶମ ବୋର୍ଡ ପରୀକ୍ଷାର ହିନ୍ଦୀ ଓ ସଂସ୍କୃତ ବିଷୟ ପରୀକ୍ଷା ହୋଇଥିଲା। ଏଥିରେ କଳାହାଣ୍ଡି ଜିଲାର ୭ ଟି ହାଇସ୍କୁଲର ୨୭ ଜଣଙ୍କୁ ମାଲପ୍ରାକ୍ଟିସ କରାଯାଇଛି। ଏଥିରେ ବୀଜମରା ସ୍ବାମୀ ବିବେକାନନ୍ଦ ହାଇସ୍କୁଲରେ ୪ ଜଣ, ଖଲିଆଭଟା ସରକାରୀ…

ଲାଞ୍ଚନେବା ପଡ଼ିଲା ମହଙ୍ଗା: ବାଧ୍ୟତାମୂଳକ ଅବସର ଗ୍ରହଣ କଲେ କୋକସରା ତହସିଲର ରେଭିନ୍ୟୁ ଇନ୍ସପେକ୍ଟର

ଭବାନୀପାଟଣା,୨୫।୨(ଡି.ଏନ୍‌.ଏ.): ଲାଞ୍ଚନେବା କଳାହାଣ୍ଡି ଜିଲା କୋକସରା ତହସିଲର ରେ୍‌ଭିନ୍ୟୁ ଇନ୍ସପେକ୍ଟରଙ୍କୁ ମହଙ୍ଗା ପଡ଼ିଛି। ଚାକିରି ଶେଷ ହୋଇ ନ ଥିଲେ ମଧ୍ୟ ବାଧ୍ୟତାମୂଳକ ଭାବେ ରେଭିନ୍ୟୁ ଇନ୍ସପେକ୍ଟର ଈଶ୍ୱରୀ ପ୍ରସାଦ ପୁରୋହିତଙ୍କୁ ଚାକିରିରୁ ଅବସର ଦିଆଯାଇଛି। ସେ ବହୁବାର ଲାଞ୍ଚ ନେଇ…

ମଉଲିକ୍‌ ସୁବିଧାରୁ ବଁଚିତ୍‌: ଭଗବାନ ଭରସାରେ ଦେଢ଼ଶୁଳି ପଁଚେତ୍‌ବାସୀ

  ଭବାନୀପାଟଣା, ୨୫।୨ (ଡି.ଏନ୍‌.ଏ.)- ଜନସାଧାରନ କେନ୍‌ଥେଇ ସୁବିଧାରେ ସରକାରୀ ସେବା, ଯୋଜନାର ଲାଭ ପାଇପାରବେ ସେଥିରଲାଗି ରାଏଜ୍‌ ସରକାର ନୂତନ୍‌ ପଁଚେତ୍‌ମାନ୍‌ ଗଠନ୍‌ କରିଥିଲେ। ହେଲେ ଆଏଜ୍‌ ବି ଅନେକ ପଁଚେତ୍‌ବାସୀ ମଉଲିକ୍‌ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଥିବାର…

ରକ୍ତ କଳାବଜାର ମାମଲା: ଜଣେ ଟେକ୍ନିସିଆନ ବହିଷ୍କୃତ, ଜଣେ ନିଲମ୍ବନ

ଭବାନୀପାଟଣା,୨୪।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ରକ୍ତର କଳାବଜାର ନେଇ ଅଭିଯୋଗ ହୋଇଥିଲା। ଏହାର ତଦନ୍ତକରି ଧର୍ମଗଡ଼ ପୋଲିସ ରକ୍ତଭଣ୍ଡାରର ଦୁଇଜଣ ଟେକ୍ନିସିଆନଙ୍କ ସମେତ ୭ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ…

ମହୁଲକୋଟପଡ଼ାକୁ ବିିଜୁଳି ସଂଯୋଗ ନ ହେବା ଘଟଣା: ଏନ୍‌ଟିପିସି ମ୍ୟାନେଜର ଓ ୱେସ୍କୋ ବିଭାଗକୁ କାରଣ ଦର୍ଶାଅ ନୋଟିସ

ଭବାନୀପାଟଣା,୨୪।୨(ଡି.ଏନ୍‌.ଏ.): କଳାହଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ କଲମ ଗ୍ରାମ ମହୁଲକୋଟପଡ଼ାକୁ ବିଜୁଳି ସଂଯୋଗ ନ ହେବା ଘଟଣାରେ ଭବାନୀପାଟଣା ଖାଉଟି ଅଦାଲତ ପକ୍ଷରୁ ଏନ୍‌ଟିପିସି ମ୍ୟାନେଜର ଓ ୱେସ୍କୋ ବିଭାଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସୂଚନାଯୋଗ୍ୟ,ମହୁଲକୋଟପଡ଼ାରେ ୧୫୦ରୁ…

କଳାହାଣ୍ଡିରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି: ମଧୁବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା

ଭବାନୀପାଟଣା,୨୪।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଓକିଲ ସଂଘ ପକ୍ଷରୁ ପ୍ରତିମାସ ଶେଷ ସୋମବାର କୋର୍ଟ ବର୍ଜନ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରାଯାଉଛି। ତେବେ ଚଳିତ ମାସ ଶେଷ ସୋମବାର ଏପରି କରା ନ ଯାଇ…

ସରକାରୀ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ

ପର୍ଲା, ୨୪।୨ (ଡି.ଏନ୍‌.ଏ.)- ସରକାର ଦିବ୍ୟାଙ୍ଗମାନକୁ ଭତା, ଆବସ ଯୋଜନାରେ ଘର, ସରକାରୀ ପୋରଛାହନ୍‌ ଆଦି ଯୁଗେଇ ଦେଇ ସମାଜର ମୁଖିଆ ଧାରରେ ସାମିଲ କରୁଛନ୍‌। ହେଲେ ସରକାରୀ ଅଧ୍‌କାରୀ, କରମ୍‌ଚାରୀକର ଅନ୍‌ଦେଖା ଲାଗି ଅନେକ ଜାଗାରେ ଦିବ୍ୟାଙ୍ଗମାନେ ସରକାରୀ ସୁବିଧା…

ବିପଦ୍‌ ଅବସ୍‌ତାରେ ସାପ୍‌ତାହିକ ହାଟର କୁଠା

ରିଷିଡା,୨୩ା୨ (ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଷିଡ଼ା ସାପ୍‌ତାହିକ ହାଟ ଜିଲାର ଗୁଟେ ବଡ଼ ହାଟ୍‌। ଇ ହାଟ୍‌ଟା ସବୁ ଶନିବାର ବସୁଥିଲାବେଲେ କେସିଙ୍ଗା ନିୟନ୍ତ୍ରୀତ ବଜାର କମିଟି ଅଧୀନରେ ରହିଛେ। ହାଟ୍‌ ଉପରେ କଳାହାଣ୍ଡି ଜିଲା ସମେତ ବଲାଙ୍ଗୀର, ବୌଦ୍ଧ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?