କଳାହାଣ୍ଡି

କଳାହାଣ୍ଡିରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ୍‌ ପ୍ରତିଷ୍ଠା ଦାବି: ମଧୁବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା

ଭବାନୀପାଟଣା,୨୩।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଓକିଲ ସଂଘ ପକ୍ଷରୁ ପ୍ରତିମାସର ଶେଷ ସୋମବାର ସମସ୍ତ କୋର୍ଟ ବର୍ଜନ କରାଯିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରାଯାଇଥାଏ। ମାତ୍ର ଚଳିତ ମାସ ଶେଷ ସୋମବାର ଓକିଲ ସଂଘ ପକ୍ଷରୁ…

ଓଏଚ୍‌ପିସି ଜେନେରାଲ ମ୍ୟାନେଜରଙ୍କ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ଦାବି

ଧର୍ମଗଡ଼,୨୩।୧୩(ଡି.ଏନ.ଏ.):କଳାହାଣ୍ଡି ଜିଲା ମୁଖିଗୁଡା ଇନ୍ଦ୍ରାବତୀ ଓଏଚ୍‌ପିସିରେ କାର୍ଯ୍ୟରତ ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେର ଗତ ୧୭ ତାରିଖରୁ ନିଖୋଜ ଥିବାବେଳେ ତାଙ୍କ ମୃତଦେହ ମୁଖିଗୁଡା ଏୟାରଟେଲ ଟାୱାର ନିକଟ ବୁଦା ଆଡୁଆଳରୁ ଠାବ ହୋଇଛି। ବୁଦା ମୂଳରୁ ଦୁର୍ଗନ୍ଧ ହେବାରୁ…

ଚିକିଛା ଲାଗି ଟଁକା ଅଭାବ୍‌, ଅଜନା ରୋଗ୍‌ରେ ପୀଡ଼ିତ ଉର୍ବଶୀ

ପର୍ଲା, ୨୩।୧୨ (ଡି.ଏନ୍‌.ଏ.)- ମୁଇଁ ଜିଁବାକେ ଚାହୁଁଛେଁ। ପୁଅବହ, ନାତିନାତେନକେକର ସଂଗେ ସମିଆ ବିତାବାକେ ଚାହୁଁଛେଁ। ମୋତେ ଭଲ କରି ଦିଅ। ଇ ହୁରୁତ୍‌ ତରଲି ଗଲା କଥା ପଦ୍‌ଦୁକ କହିଛନ୍‌ ଉର୍ବଶୀ ମାଝି(୫୪)। ସେ ଅନେକ୍‌ ଦିନ ହେଲା କେହେନ୍‌ସ…

ଜମି କିଣାବିକା ଅନୁମତି ଲାଗି ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଭବାନୀପାଟଣା,୨୨।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ତହସିଲ ଅନ୍ତର୍ଗତ ୧୨ଟି ଗାଁ ଦେଇ ବିଜୁ ଏକ୍ସପ୍ରେସ୍‌ ୱେ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରି ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଏହି ୧୨ଟି ଗାଁରେ ବର୍ତ୍ତମାନ ଜମି…

ଅନ୍ଧାରରେ ମଣ୍ଡଳ ମଣ୍ଡି

ଭବାନୀପାଟଣା,୨୨।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ ମଣ୍ଡଳ ଧାନମଣ୍ଡିରେ ଆଲୋକ ବ୍ୟବସ୍ଥା ନ ଥିବା ଅଭିଯୋଗ ହେଉଛି। ଏ ନେଇ ରାତିରେ ଚାଷୀ ଏବଂ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ଅନ୍ଧାର ସୁଯୋଗ ନେଇ ବସ୍ତାରେ…

ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର: ପ୍ରଶାସନିକ ସହାୟତା ଯୋଗାଇ ଦେବାକୁ ଦାବି

ଭବାନୀପାଟଣା,୨୨।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ମହିମା ପଞ୍ଚାୟତ ଡେଙ୍ଗାଗୁଡ଼ା ଗ୍ରାମର ଜଣେ ବୃଦ୍ଧା ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ସୁରେଫା ବାଗ(୬୦) । ସେ ଶୌଚ ପାଇଁ ଘର ନିକଟରେ ଥିବା ରାସ୍ତା କଡ଼କୁ ଯାଇଥିବା ସମୟରେ…

ଘରଖଁଡ଼େ ଲାଗି ଗୁହାରି କରି ନିରାଶ ସୁକାନ୍ତି: ପଲିଥିନ୍‌ ତଲେ ଓ୍ବାର୍ଡ ସଭ୍ୟାକଁର ପରିବାର

ଲାଞ୍ଜିଗଡ଼,୨୦।୧୨ (ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ କାନକୁଟ୍ରୁ ପଁଚେତ୍‌ ଅଧୀନ ପାଇକବୋରି ଗଁାର ମହେନ୍ଦ୍ର ମାର୍ଥା। ଭଲ ଘରଖଁଡ଼େ ଅଭାବୁ କୁଟୁମବସିଆ ଗୁଟେ ଭଂଗା ଦଦ୍‌ରା ମାଟି କୁରିଆରେ ପଲିଥିନ୍‌ ଢାପି ମୁଡ଼ ଗୁଁଜିଛନ୍‌। ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି…

ପୂର୍ବତନ କଂଗ୍ରେସ ଜିଲା ସଭାପତିଙ୍କ ପରଲୋକ

ଭବାନୀପାଟଣା,୧୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସହରର କଂଗ୍ରେସର ପୂର୍ବତନ ଜିଲା ସଭାପତି ହାଇଦର ଅଲ୍ଲୀ (୭୨)ଙ୍କ ମଙ୍ଗଳବାର ହୃଦ୍‌ଘାତରେ ପରଲୋକ ଘଟିଛି। ମଧ୍ୟାହ୍ନରେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଅପରାହ୍ନରେ ତାଙ୍କର…

ପାସଷ୍ଟିକୁଡ଼ି-ଦାଦପୁର-ଦେପୁର ରାସ୍ତା ମରାମତି ଦାବିରେ ରାସ୍ତା ଅବରୋଧ

ଭବାନୀପାଟଣା,୧୮।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ପୂର୍ତ୍ତ ବିଭାଗ ଅଧୀନରେ ଥିବା ପାସଷ୍ଟିକୁଡ଼ି-ଦାଦପୁର-ଦେପୁର ରାସ୍ତା ମରାମତି ଦାବି ଜୋର ଧରିଛି। ଏ ନେଇ ବୁଧବାର ଦାଦପୁର ପଞ୍ଚାୟତବାସୀ ଦାଦପୁର ଛକ ନିକଟ ରାସ୍ତାରେ ଆନ୍ଦୋଳନ କରି ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଦୁଇ…

୨ ବଛରରେ କିଡ୍‌ନୀ ରୋଗ୍‌ ନେଲାନ ୯ ଜୀବନ୍‌, ୧୫ ଆକ୍‌ରାଁତ: ସ୍ବାସ୍ଥ୍ୟ ବିଭାଗ ପାସେ ସୂଚନା ନାଇଁ

କେସିଙ୍ଗା, ୧୮।୧୨ (ଡି.ଏନ୍‌.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ପଁଚେତ୍‌ କନ୍ଧେଇମାଲ ଗଁାରେ ଦୁଇ ବଛର ଭିତରେ କିଡ୍‌ନୀ ରୋଗ୍‌ରେ ୯ ଝନ୍‌ ମରିଥିଲାବେଲେ ୧୫ରୁ ଅଧ୍‌କା ଆକ୍‌ରଁାତ ହେଇଛନ୍‌। ହେଲେ ଚିକିଛା ସୁବିଧା ଆର ପରତିକାର ବେବସ୍‌ତା ଅଭାବୁ ଦିନୁଦିନ୍‌କେ…

ସରକାରୀ ଯୋଜନାର ବହୁତ୍‌ ଦୂରେ କ୍ଷେତ୍ର: ବଁଚ୍‌ବାର ରାହା ଦେଖେଛେ ମହୁରୀ

ପର୍ଲା, ୧୮।୧୨ (ଡି.ଏନ୍‌.ଏ.)-ସମିଆ ଆର ପରିସ୍ଥିତି ସବୁକେ ଉଲଟ ପାଲଟ କରିଦେସି। ହେଲେ ସମିଆ ଆର ପରିସ୍ଥିତି ସଂଗେ ଯେ ଯୁଝି ଜାନିଛେ ସେ ଜୀବନ୍‌ରେ କେଭେ ନିରାଶ ନାଇଁହୁଏ। ଏନ୍‌ତା ଝନେ ନିଆରା ମୁନୁଷ୍‌କେ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା…

ସରକାରୀ ଯୋଜନା ବାଟ୍‌ବନା: ଦୁରଦିନ୍‌ରେ ଦମୟନ୍ତୀକଁର ପରିବାର

  କେସିଙ୍ଗା, ୧୭।୧୨ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉତ୍କେଲା ପଁଚେତ୍‌ ଅଧୀନ ରିଗିଡ଼ିମାଲ ପଡ଼ର ବିଧବା ମହିଲା ଦମୟନ୍ତୀ ଜାନୀ। ସେ ୨ ବଛର ତଲେ ଆପ୍‌ନେ ଅଜିତ ଜାନୀକୁଁ ହରେଇଛନ୍‌। ଏନ୍‌ତାଥି ସେ ଦୁଇ ପୁଓକୁ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?