ଆଧୁନିକତା ଭିତରେ ହଜି ଯାଉଛେ ପୁଷ୍ପୁନି
ଭବାନୀପାଟଣା, ୧୧।୧ (ଡି.ଏନ.ଏ)- ନୂଅଁାଖାଇ ଲେଖେଁ ପୁଷ୍ପୁନି ବି ପଶ୍ଚିମ ଓଡ଼ିଶାର ଗୁଟେ ସିଘା ଆର କୃଷି ଭିତିକ୍ ପରବ୍। ଫିବଛର ପୁଷ୍ ମାସର ପୁନି ଦିନ ଇ ପରବ୍ ପଶ୍ଚିମ ଓଡ଼ିଶାର ଗଁାଗଁଲିନୁ ସହର ତକ୍ ସବୁନେ ପାଲନ…
ଟୋକନ ଦାବିରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ପ୍ରତିବାଦ
କଲମପୁର,୧୦।୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକରେ ଧାନ କିଣାରେ ଅବ୍ୟବସ୍ଥା ନେଇ ଚାଷୀଙ୍କ ଆନ୍ଦୋଳନ ବୃଦ୍ଧି ପାଇବାରେ ଲାଗିଛି । ଟୋକନ ଦାବିରେ ଶୁକ୍ରବାର ସକାଳୁ ଚାଷୀ ଏକତ୍ରିତ ହୋଇ କଲମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଛନ୍ତି । ଆନ୍ଦୋଳନସ୍ଥଳରେ…
ଭାରତ ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ
କେସିଙ୍ଗା,୮।୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଟ୍ରେଡ୍ ୟୁନିୟନ ପକ୍ଷରୁ ଭାରତ ବନ୍ଦ ଡାକରାକୁ କଂଗ୍ରେସ ସମର୍ଥନ କରିଥିବା ବେଳେ ଏହାର ଆଂଶିକ ପ୍ରଭାବ ପଡ଼ିଛି। ସହରର ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ, ସ୍କୁଲ, କଲେଜ, ଏନ୍ଏସି, ଏଫ୍ସିଆଇ, ତହସିଲ କାର୍ଯ୍ୟାଳୟ ଆଦି…
ଘରଖଁଡ଼େ ଲାଗି ପରଶାସନକେ ଗୁହାରି କରି ନିରାଶ: ପୋଲିଥିନ୍ ତଲେ ୪ ପରାନୀ କୁଟୁମ୍
ପର୍ଲା, ୭ା୧(ଡି.ଏନ୍.ଏ.)- ଗରିବ୍ ଦୁଖିକର ଲାଗି ଉଭଏ କେନ୍ଦ୍ର ଆର ରାଏଜ୍ ସରକାର ଖାଏଦ୍ ସୁରକ୍ଷା, ଆବାସ ଯୋଜନା ଲେଖେଁ ଅନେକ ମହତ୍ ଯୋଜନା କାଯ୍କାରୀ କରୁଛନ୍। ହେଲେ ଅନେକ ଜାଗାରେ ଥାନୀଅ ରାଜନେତା, ପରଶାସନିକ ଅଧ୍କାରୀ, କରମଚାରୀକଁର ଉଦାସିନତା…
ଟ୍ରେନ୍ରୁ ଖସି ଦାଦନ ଶ୍ରମିକ ମୃତ: ଆର୍ଥତ୍କ ସହାୟତା ଦେବାକୁ ଦାବି
ଭବାନୀପାଟଣା,୪।୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ମାଣ୍ଡେଲ ଗ୍ରାମର ଯୁଧିଷ୍ଠିର ଗଉଡ (୪୦)ଙ୍କ ଟ୍ରେନ୍ରୁ ଖସି ମୃତ୍ୟୁ ଘଟିଛି। ଯୁଧିଷ୍ଠିର ୫ ମାସ ତଳେ କେରଳକୁ କାମ କରିବାକୁ ଯାଇଥିଲେ। ଘରକୁ ଫେରୁଥିବା ବେଳେ ତିରଶୁଲ ଓ ପାଲକାଡି ରେଳ ଷ୍ଟେଶନ…
ଅନ୍ଦେଖା କରୁଛେ ପର୍ଯ୍ୟଟନ ବିଭାଗ: ଅବହେଲିତ ଅବସ୍ତାରେ କରକ ଜଲପ୍ରପାତ
କୋକସରା, ୪।୧ (ଡି.ଏନ୍.ଏ.)- ପାହାଡ଼ ଜଂଗଲ ଘେରା ପ୍ରାକୃତିକ ସୁଁଦରତାରେ ଭରପୁର କଳାହାଣ୍ଡି ଜିଲାରେ ରହିଛେ ଅନେକ ମନ୍ଲୁଭା ପର୍ଯ୍ୟଟନ ଥଲ। ଇଥ୍ରୁ କେତେ ରାଏଜ୍ ସରକାରକଁର ତରଫୁ ପର୍ଯ୍ୟଟନ ଥଲର ମାଏନ୍ତା ପାଇଥିଲାବେଲେ ଆରକେତେ ଆଏଜ୍ ବି ମାଏନ୍ତା ପାଏବାରୁ…
ନାଇଁ ମିଲ୍ଲା ମହାପ୍ରୟାଣ ଗାଡ଼ି: ଶବ ଖଁଦେଇ ବୁହିଲେ ୬ କି.ମି.
ଭବାନୀପାଟଣା,୩।୧(ସ୍ବ.ପ୍ର/ଡି.ଏନ୍.ଏ)- କଳାହାଣ୍ଡି ଜିଲାରେ ବଛର କେତେଟା ତଲେ ନିଜର ମାଏଝିର ଶବକେ ଖଁଦେ ବୁହି ଚରଚାକେ ଆସିଥିଲେ ଦାନ ମାଝି। ଇ ଘଟନା ସେତେବେଲେ ଜାତୀୟସ୍ତରରେ ଚରଚା ହେଇଥିଲା। ଇତାର ପରେ ରାଏଜ୍ ସରକାର ମହାପ୍ରୟାଣ ଯୋଜନା ଆରମ୍ କରି ସରକାରୀ…
ମଣ୍ଡିରୁ ଉଠୁନି ଧାନ, ଚାଷୀଙ୍କ ରାସ୍ତାରୋକୋ
କୋକସରା,୧।୧(ଡି.ଏନ୍.ଏ.):କଳାହଣ୍ଡି ଜିଲା କୋକସରା ବ୍ଲକର ବିଭିନ୍ନ ମଣ୍ଡିରେ ଧାନକିଣା ପ୍ରକ୍ରିୟାରେ ଅଚଳାବସ୍ତା ଯୋଗୁ ଚାଷୀମାନେ ବିଭିନ୍ନ ସମୟରେ ଆନ୍ଦୋଳନ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏପରିସ୍ଥିତିରେ ମଙ୍ଗଳବାର କୋକସରା ମଣ୍ଡିର ଚାଷୀମାନେ ଧାନ ଉଠାଣ ଦାବି କରି ଭବାନୀପାଟଣା-ନବରଙ୍ଗପୁର ୨୬ ନମ୍ବର…
ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଗ୍ରହଣ: ଫଳାଫଳ ଘୋଷଣା ଉପରେ ରହିତାଦେଶ
କର୍ଲାମୁଣ୍ଡା, ୧ା୧ (ଡି.ଏନ.ଏ.) – କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷା ଅମ୍ରିତା ସାହୁଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ପୂର୍ବ କାର୍ଯ୍ୟସୂଚୀ ଅନୁଯାଇ ମଙ୍ଗଳବାର ମଧ୍ୟାହ୍ନରେ ଭୋଟ ଗ୍ରହଣ କରାଯାଇଥିଲା। ହେଲେ ଅଧ୍ୟକ୍ଷା ହାଇକୋର୍ଟରୁ ଆଣିଥିବା…
ଭିଜିଲାନ୍ସ ଜାଲରେ ଡିଆର୍ଡିଏ କାର୍ଯ୍ୟାଳୟର ମୁଖ୍ୟ କିରାଣି
ଭବାନୀପାଟଣା, ୩୧।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଡିଆରଡିଏ କାର୍ଯ୍ୟାଳୟର ମୁଖ୍ୟ କିରାଣି ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି। ମୁଖ୍ୟ କିରାଣି ହରପ୍ରସାଦ ଆଚାର୍ଯ୍ୟଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଜାରି ରହିଛି। ଭବାନୀପାଟଣାସ୍ଥିତ ରାମନଗର ପଡା, ମନ୍ଦାରବଗିଚା ପଡା ସମେତ…
ମହିଳା ଖବରଦାତାଙ୍କୁ ଆକ୍ରମଣ ପ୍ରତିବାଦ: ଭବାନୀପାଟଣାସ୍ଥିତ ଗାନ୍ଧୀଛକଠାରେ ବିକ୍ଷୋଭ
ଭବାନୀପାଟଣା, ୩୦।୧୨(ଡି.ଏନ୍.ଏ.): ଭୁବନେଶ୍ୱରର ରସୁଲଗଡ଼ଠାରେ ଥିବା ଏସ୍ପ୍ଲାନେଡ୍ ମଲ୍ରେ ମହିଳା ଖବରଦାତାଙ୍କୁ ଆକ୍ରମଣ ଏବଂ ଅସଦାଚରଣ ଘଟଣାକୁ ନେଇ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦର ସ୍ବର ଦେଖିବାକୁ ମିଳିଛି। ଏହି ଘଟଣାରେ କଳାହାଣ୍ଡି ସାମ୍ବାଦିକ ସଂଘ ପକ୍ଷରୁ ଭବାନୀପାଟଣାସ୍ଥିତ…
କଳାହାଣ୍ଡି ପୋଲିସ ବିଭାଗରେ ଅଦଳବଦଳ
ଭବାନୀପାଟଣା, ୩୦।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ପୋଲିସ ବିଭାଗରେ ବଡ଼ଧରଣର ଅଦଳବଦଳ କରାଯାଇଛି। ଗୋଲାମୁଣ୍ଡା ଥାନା ଅଧିକାରୀ ରଶ୍ମିତା ପ୍ରଧାନଙ୍କୁ ଜୟପାଟଣା ଥାନାକୁ ବଦଳି କରାଯାଇଥିବା ବେଳେ ଭବାନୀପାଟଣା ଟାଉନ ଥାନା ଆଇଆଇସି ବାସୁଦେବ ଛତ୍ରିଆଙ୍କୁ କୋକସରା ଆଇଆଇସି ଭାବେ ନିଯୁକ୍ତି ମିଳିଛି।…

