କୃଷକଙ୍କ ବିକାଶ କ୍ଷେତ୍ରରେ ବ୍ୟବହାର ହେବ ଅନୁଦାନ ରାଶି
କର୍ଲାମୁଣ୍ଡା,୬ା୧୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଆତ୍ମା କାର୍ଯ୍ୟାଳୟଠାରେ ଗୁରୁବାର ବ୍ଲକ କୃଷକ ଉପଦେଷ୍ଟା କମିଟି (ଆତ୍ମା) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆତ୍ମା ଅଧ୍ୟକ୍ଷ ଗୌର କିଶୋର ରଣା ଅଧ୍ୟକ୍ଷତା କରିଥିଲେ। ବ୍ଲକ କୃଷି ଅଧିକାରୀ ତଥା…
ଝରଣା ପାଖରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ: ପୂର୍ବତନ ଏବିଓ ସନ୍ଦେହ
ଥୁଆମୂଳ ରାମପୁର,୦୬।୧୧-(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ଥାନା ଅଧୀନସ୍ଥ କିଆପଦର୍ ଅଞ୍ଚଳ ର ଏକ ଝରଣା ନାଳ ପାଖରୁ ଏକ ଅଜଣା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି। ମିଳିଥିବା ସୂଚନାରୁ ଜଣାଯାଏ…
CHC ପରିଦର୍ଶନ କଲେ କେନ୍ଦ୍ରୀୟ ଟିମ୍, ସମସ୍ୟା ସମାଧାନ ପ୍ରତିଶ୍ରୁତି
କେସିଙ୍ଗା,୫।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବୁଧବାର ସନ୍ଧ୍ୟାରେ ୩ ଜଣିଆ କେନ୍ଦ୍ରୀୟ ଦଳ ପରିଦର୍ଶନ କରିଛନ୍ତି। ଡା. ତମନ୍ନା ଶର୍ମା, ଡା. ବିଦ୍ୟାଧର ତ୍ରିପାଠୀ ଓ ଡା. ସମ୍ବିଦ ପ୍ରଧାନଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍…
ଇନ୍ଦ୍ରାବତୀ ଉତ୍ପତ୍ତିସ୍ଥଳ ମର୍ଦ୍ଦିଗୁଡାରେ ପ୍ରଥମ ଥର ଆରମ୍ଭ ହେଲା ‘ପର୍ଯ୍ୟଟନ ମହୋତ୍ସବ ୨୦୨୫’
ଥୁଆମୂଳ ରାମପୁର,୫।୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ମର୍ଦ୍ଦିଗୁଡା ଗ୍ରାମରେ ମଙ୍ଗଳବାର ଐତିହ୍ୟବାହୀ ଇନ୍ଦ୍ରାବତୀ ନଦୀର ଉତ୍ପତ୍ତିସ୍ଥଳକୁ କେନ୍ଦ୍ର କରି ପ୍ରଥମ ଥର ଅନୁଷ୍ଠିତ ହୋଇଛି ‘ପର୍ଯ୍ୟଟନ ମହୋତ୍ସବ ୨୦୨୫’। ମା’ ଇନ୍ଦ୍ରାବତୀ ଯୁବକ ଅନୁଷ୍ଠାନ…
ଲଷ୍ମୀ ବସ ଚଳାଚଳ ଦାବି: ଯାତ୍ରୀ ହନ୍ତସନ୍ତ
କେସିଙ୍ଗା,୫।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମ ପଞ୍ଚାୟତକୁ ଦୀର୍ଘ ଦୁଇବର୍ଷ ହେଲା ଲଷ୍ମୀ ବସ ଚଳାଚଳ କରୁଥିବାରୁ ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ନେଇ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଓ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଥିବାର ଜଣାପଡିଛି। ବିଜେଡି…
ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ :ବ୍ଲକରେ ୨୪୦ ଛାତ୍ରୀଙ୍କୁ ପ୍ରଶିକ୍ଷଣ ଲକ୍ଷ୍ୟ
ଥୁଆମୂଳ ରାମପୁର, ୫ା୧୧(ଦୁର୍ଗା କୀର୍ତ୍ତି):ରାୟଗଡ଼ା ଜିଲା ଟିକିରି ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ବିଦ୍ୟାଳୟ ଛାତ୍ରୀଙ୍କ ମଧ୍ୟରେ ଆତ୍ମରକ୍ଷା କୌଶଳ ପ୍ରଦାନ ଉଦ୍ଦେଶ୍ୟରେ ଏକ ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ…
ଥମୁନାହିଁ ଦାଦନ ଶ୍ରମିକଙ୍କ ଦୁଃଖ: ସମସ୍ୟା ବୃଦ୍ଧି ରୋକିବାରେ ସରକାର ଫେଲ
ଥୁଆମୂଳ ରାମପୁର,୫ା୧୧(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲାରେ ଦାଦନ ଶ୍ରମିକଙ୍କ ସମସ୍ୟା ଥମିବାର ନାଁ ନେଉନାହିଁ। ଗତ କିଛିଦିନ ତଳେ ପୋଡ଼ାପଦର ଗ୍ରାମପଞ୍ଚାୟତ ଅଧୀନ କାରବାଡ଼ି ଗ୍ରାମର ଆନ୍ଦାର ମାଝୀ (୨୫) ଦାଦନ ଖଟିବାକୁ ଆନ୍ଧ୍ର ପ୍ରଦେଶ ଯାଇଥିଲେ। ସେଠାରେ କିଛିଦିନ କାମ କରିବା…
ବିଦ୍ୟୁତ୍ ଆଘାତରେ କକା ମୃତ, ଝିଆରୀ ଗୁରୁତର
କେସିଙ୍ଗା,୪।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି-ବଲାଙ୍ଗୀର ଜିଲା ସୀମାନ୍ତ ଲୁଥୁରବନ୍ଦ ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ସାମ୍ନାକୁ ଆସିଛି। ଗୁହାଳରେ କ୍ଷୀର ସଂଗ୍ରହ କରୁଥିବା ବେଳେ ବିଦ୍ୟୁତ୍ ଆଘାତରେ କକାଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଆରୀ ଗୁରୁତର ହୋଇ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି ହୋଇଥିବା…
ଘରେ ଆତ୍ମହତ୍ୟା କଲେ ଯୁବତୀ, ଭୟରେ ପରିବାର ଲୋକେ କଳେ ଏମିତି କାମ: ସତ ଜଣାପଡ଼ିବା ପରେ…
ଲୋଇସିଂହା,୩।୧୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ଥାନା ହଳଦିପଦର ନିକଟସ୍ଥ ଘେସାଲି ନାଲାରୁ ଜଣେ ଯୁବତୀଙ୍କ ମୃତଦେହକୁ ଆଗଲପୁର ପୋଲିସ ରବିବାର ଅପରାହ୍ନରେ ଜବତ କରିଥିଲା। ମୃତ ଯୁବତୀ ଜଣକ ହେଲେ ହଳଦିପଦର ଗ୍ରାମର ନେପୂର ଗହିର(୨୬)। ଆଗଲପୁର ପୋଲିସ ସାଇିଫିକ୍…
ସମସ୍ୟା ଘେରରେ ରେଳ ଷ୍ଟେଶନ:ଜିଏମଙ୍କୁ ଦାବିପତ୍ର ଦେବା ପାଇଁ ଚାଲିଛି ପ୍ରସ୍ତୁତି
କେସିଙ୍ଗା,୪।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା ରେଳ ଯାତ୍ରୀ ସଂଘର ମାସିକ ବୈଠକ ସଭାପତି ସୁଭାଷ ଜୈନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ୟଙ୍ଗ ବ୍ଲଡ ପବ୍ଲିକ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବୈଠକ ଆରମ୍ଭରେ ସାଧାରଣ ସମ୍ପାଦକ ଡିଙ୍ଗର ଭୋଇ ପୂର୍ବ ବୈଠକର…
ଦନ୍ତା ହାତୀ ଆକ୍ରମଣରେ ୫ବର୍ଷର ନାବାଳକ ଶିଶୁ ମୃତ , ବଡଭାଇ ଗୁରୁତର
ଲାଞ୍ଜିଗଡ଼,୩।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ତ୍ରିଲୋଚନପୁର ପଞ୍ଚାୟତର ହରଡ଼ାପଦର ଗ୍ରାମରେ ସୋମବାର ସକାଳେ ଦନ୍ତା ହାତୀ ଆକ୍ରମଣରେ ୫ ବର୍ଷୀୟ ନାବାଳକ ରବି ମାଝୀ ମୃତ୍ୟୁବରଣ କରିଛନ୍ତି। ତାଙ୍କ ବଡଭାଇ ୮ ବର୍ଷୀୟ ସାମ୍ବରୁ ମାଝୀ…
ପୁଣି ଦୁର୍ଗମ ଅଞ୍ଚଳରୁ ଆସିଲା ଦାଦନ ଦୁଃଖ: ଝିଅର ଉଚ୍ଛ ଶିକ୍ଷା ଲାଗି ଟଙ୍କା ପାଇଁ ଯାଇଥିଲେ ହେଲେ ଫେରିଲା…
ଥୁଆମୂଳ ରାମପୁର,୩।୧୧(ଦୁର୍ଗା କୀର୍ତ୍ତି): ରାଜ୍ୟ ତଥା କଳାହାଣ୍ଡି ଜିଲାରେ ଦାଦନ ଶ୍ରମିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ସେଠାରେ ମୃତ୍ୟୁ ନଚେତ୍ ନିଖୋଜ ଘଟଣା ମଧ୍ୟ ଥମିବାର ନାଁ ନେଉନାହିଁ। ଗାଁରେ…
Archives


