ଭତା, ଆବାସ ଯୋଜନାରୁ ବଁଚିତ: ଭିଖ୍ ମାଗି ପେଟ୍ ପାଲୁଛନ୍ ସୂର୍ଯ୍ୟକାନ୍ତି
ପର୍ଲା,୧୩।୧୧(ଡି.ଏନ.ଏ.)-କଳାହାଣ୍ଡି ଜିଲା ଦଣ୍ଡପାଟ ଅଂଚଳର ଅନେକ ଗରିବ୍ ଦୁଖି ଭଲ ଘରଖେଁ ଅଭାବୁ ବଡ଼ା ଗୁଲଗୁଲା ହେଇ ଜୀବନ ବିତଉଛନ୍। କିଏ ଝାଟି ମାଟି ଘରେ ତ କିଏ ଦଦରା କୁରିଆରେ ପଲିଥିନ ଢାପି ଜୀବନ୍ ବିତଉଛେ। ଏନ୍ତା ଗୁଟେ ଉଦାହରନ୍…
କର୍ଲାମୁଣ୍ଡା ବ୍ଲକ: ୯ କେନ୍ଦ୍ରର ଘର ନାଁଇଁନ, ବିପଦ୍ ଅବସ୍ତାରେ ୩ କେନ୍ଦ୍ର
କର୍ଲାମୁଣ୍ଡା, ୧୧।୧୧(ଡି.ଏନ୍.ଏ.)- ସରକାର ଅଙ୍ଗନଓ୍ବାଡି କେନ୍ଦ୍ର ଜରିଆନେ ଜନସାଧାରନକୁଁ ଭିନେ ଭିନେ ସେବା ଯୁଗେଇ ଦେଉଛନ୍। ସେଥିରଲାଗି କେନ୍ଦ୍ରରେ ଝନେ କରମୀ ଆର ସହାୟିକାକୁଁ ନିଯୁକ୍ତ କରିଛନ୍। ହେଲେ ଅନେକ ଜାଗାରେ ଭିତିଭୂମି ଅଭାବୁ ସରକାରକଁର ଇ ମହତ୍ ଯୋଜନା ବାଟ୍ବନା…
୯ଟି ଅଙ୍ଗନଓ୍ବାଡ଼ି କେନ୍ଦ୍ରର ନିଜସ୍ବ ଗୃହ ନାହିଁ : ଜିଲାପାଳ ଦୃଷ୍ଟି ଦେବାକୁ ଦାବି
କର୍ଲାମୁଣ୍ଡା,୧୦।୧୧(ଡି.ଏନ୍.ଏ.): ଅଙ୍ଗନୱାଡ଼ି କେନ୍ଦ୍ର ଜରିଆରେ ସାଧାରଣ ଲୋକଙ୍କୁ ବିଭିନ୍ନ ସେବା ଯୋଗାଇବାର ଲକ୍ଷ୍ୟ ନେଇ ସରକାର ସମନ୍ବିତ ଶିଶୁ ବିକାଶ ଯୋଜନାରେ କେନ୍ଦ୍ରଗୁଡ଼ିକ ଖୋଲି କର୍ମୀ ଓ ସହାୟିକାଙ୍କୁ ନିଯୁକ୍ତି ଦେଇଛନ୍ତି। ତେବେ ଉପଯୁକ୍ତ ଭିତ୍ତିଭୂମି ନ ଥିବାରୁ ସେବା ଠିକ୍…
ଅର୍ଥ ଲଗାଣକାରୀ ସଂସ୍ଥା ଏଜେଣ୍ଟଙ୍କଠାରୁ ୫ ଲକ୍ଷ ଲୁଟ୍
ଭବାନୀପାଟଣା,୨।୧୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ବୋର୍ଡା ଫାଣ୍ଡି କାନ୍ଦୁଲଝର ଗାଁ ନିକଟରୁ ଅର୍ଥ ଲଗାଣକାରୀ ସଂସ୍ଥାର ଏଜେଣ୍ଟମାନଙ୍କଠାରୁ ୫ ଲକ୍ଷ ଟଙ୍କା ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟିନେଇ ଫେରାର୍ ହୋଇଯାଇଥିବା ନେଇ ବୋର୍ଡା…
ହିତାଧିକାରୀଙ୍କୁ ମିଳୁନି ଗୁହାଳ ନିର୍ମାଣ ଅର୍ଥ : ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ
କର୍ଲାମୁଣ୍ଡା,୨।୧୧(ଡି.ଏନ୍.ଏ) : କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସ.ମାଲପଡ଼ା ପଞ୍ଚାୟତରେ ହିତାଧିକାରୀମାନେ କାର୍ଯ୍ୟାଦେଶ ପାଇ ଗୁହାଳ ନିର୍ମାଣ ଶେଷ କରିଥିଲେ ସୁଦ୍ଧା ଆଜିପର୍ଯ୍ୟନ୍ତ ସହାୟତା ରାଶି ପାଇ ନ ଥିବା ବିଡିଓଙ୍କ ନିକଟରେ ଅଭିଯୋଗ ହୋଇଛି। ବ୍ଲକର ସ.ମାଲପଡ଼ା ପଞ୍ଚାୟତରେ ଏମ୍ଜିଏନ୍ଆରଜିଏରେ…
ଛେଉଁଡ ବିନୋଦକୁଁ ଉଧାର କଲା ସିଡବ୍ଲ୍ୟୁସି ଟିମ୍
ଭବାନୀପାଟଣା,୩୦।୧୦(ଡି.ଏନ୍.ଏ.)- ଯେତେବେଲେ ଛୋଟ ଥିଲେ ମା’ ସେମାନକୁ ଛାଡ଼ି କେନ୍ଆଡ଼େ ପଲେଇଗଲେ। ମା’ ଚାଲିଯିବାର ବଛରେ ଉତାରୁ ବାପ୍ ଆରପାରକେ ଚାଲିଗଲେ। ପୂରାପୂରି ଏକ୍ଲା ହେଇଗଲେ ଗୁଟେ ପରିବାରର ଛୋଟ ଛୋଟ ତିନ୍ ଭାଇବହେନ୍। ଯେନ୍ ବଏସେ ମା’ବାପ୍ର ଉଢ଼ାଲେ ଲାଡ଼ଗେଲରେ…
ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କଲା ଜିଲା ଶିକ୍ଷା ବିକାଶ ପରିଷଦ
ଭବାନୀପାଟଣା,୨୮।୧୦(ଡି.ଏନ୍.ଏ.): ରାଜ୍ୟ ସରକାର କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସମ୍ପର୍କରେ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଥିବାରୁ କଳାହାଣ୍ଡି ଶିକ୍ଷା ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶକ୍ତି ଶିଳ୍ପ ଏମ୍ଏସ୍ଏମ୍ଇ ଓ ଗୃହ ରାଷ୍ଟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କୃତଜ୍ଞତା ଜ୍ଞାପନ…
ଶିକ୍ଷକ ନିଯୁକ୍ତି ଦାବି: ବିଦ୍ୟାଳୟରେ ତାଲା ପକାଇବାକୁ ଗ୍ରାମବାସୀଙ୍କ ଚେତାବନୀ
ଭବାନୀପାଟଣା,୨୫।୧୦(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ସାନପୋଡ଼ାଗୋଡ଼ା ସର୍କଲର ଥୁଟିବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ଗ୍ରାମବାସୀ ଡିଇଓଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ରହିଛନ୍ତି। ତେବେ ୨ଜଣ ଶିକ୍ଷକ ବହୁବର୍ଷ…
ତାଲିମପ୍ରାପ୍ତ ଏଏନ୍ଏମ୍ ଛାତ୍ରୀଙ୍କୁ ନିଯୁକ୍ତି ଦାବି: ନୋଡାଲ କାଉନସିଲିଂ ସେଣ୍ଟରରେ ତାଲା ପକାଇବାକୁ ଚେତାବନୀ
ଭବାନୀପାଟଣା,୨୫।୧୦(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସହରସ୍ଥିତ ଏଏନ୍ଏମ୍ କାଉନସିଲିଂ କେନ୍ଦ୍ରରେ ଗୁରୁବାର ନୂତନ ଛାତ୍ରୀମାନଙ୍କ କାଉନସିଲିଂ ଚାଲିଥିବା ବେଳେ ନିଖିଳ ଓଡ଼ିଶା ଅଣନିଯୁକ୍ତ ତାଲିମପ୍ରାପ୍ତ ମହିଳା ସ୍ବାସ୍ଥ୍ୟକର୍ମୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲାରେ ୧୭ ହଜାରରୁ ଅଧିକ ତାଲିମପ୍ରାପ୍ତ…
ପ୍ରତାରଣା ପରେ ଫାଣ୍ଡିରେ ବିଧବାଙ୍କୁ ବିବାହ କଲେ ପ୍ରେମିକ
ଭବାନୀପାଟଣା,୨୩।୧୦(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ବୋର୍ଡା ଫାଣ୍ଡି ଅନ୍ତର୍ଗତ ଗୁରୁଜୁଙ୍ଗ ଗାଁରେ ଜଣେ ବିଧବାଙ୍କୁ ବିବାହର ପ୍ରତିଶ୍ରୁତି ସହ ସେହି ଗାଁର ଭୂପେନ୍ଦ୍ର ହରପାଲ ଦୁଇବର୍ଷ ହେଲା ପ୍ରେମ ସମ୍ପର୍କ ରଖିଥିଲେ। ଫଳରେ ମହିଳା ଜଣକ ଗର୍ଭବତୀ ହେବାରୁ ସେ…
ବିଭିନ୍ନ ଦାବି ନେଇ ଗ୍ରାମବାସୀଙ୍କ ରେଳ ଅବରୋଧ : କମ୍ପାନୀ ଦାବି ପୂରଣ ନ କଲେ ଜାରି ରହିବ ଆନ୍ଦୋଳନ
ଭବାନୀପାଟଣା,୨୩।୧୦(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରେ ବେଦାନ୍ତ କାରଖାନା ପ୍ରତିଷ୍ଠା ହେବାର ଦୀର୍ଘବର୍ଷ ବିତିଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଅଞ୍ଚଳରେ କୌଣସି ବିକାଶମୂଳକ କାର୍ଯ୍ୟ କରିନାହିଁ କମ୍ପାନୀ। ଅଞ୍ଚଳରେ ଅନେକ ଶିକ୍ଷିତ ବେକାର ଯୁବତୀ ଯୁବକ ଥିଲେ ମଧ୍ୟ କମ୍ପାନୀରେ ଚାକିରି ଖଣ୍ଡିଏ…
ରେଳ ବୋର୍ଡ ଅଧ୍ୟକ୍ଷଙ୍କୁ ୮ ସପ୍ତାହ ମଧ୍ୟରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ
ଭବାନୀପାଟଣା,୨୨।୧୦(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ରେଳ ଫାଟକ ବନ୍ଦ ଫଳରେ ଆମ୍ବୁଲାନ୍ସ ଅଟକି ରହିବା ଯୋଗୁ ସାପ କାମୁଡାରେ ଗୁରୁତର ଥିବା ରେଖା ବାଗ ନାମ୍ନୀ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନର ରେଳ ବୋର୍ଡର…
Archives


