ଭତା, ଆବାସ ଯୋଜନାରୁ ବଁଚିତ: ଭିଖ୍‌ ମାଗି ପେଟ୍‌ ପାଲୁଛନ୍‌ ସୂର୍ଯ୍ୟକାନ୍ତି

ପର୍ଲା,୧୩।୧୧(ଡି.ଏନ.ଏ.)-କଳାହାଣ୍ଡି ଜିଲା ଦଣ୍ଡପାଟ ଅଂଚଳର ଅନେକ ଗରିବ୍‌ ଦୁଖି ଭଲ ଘରଖେଁ ଅଭାବୁ ବଡ଼ା ଗୁଲଗୁଲା ହେଇ ଜୀବନ ବିତଉଛନ୍‌। କିଏ ଝାଟି ମାଟି ଘରେ ତ କିଏ ଦଦରା କୁରିଆରେ ପଲିଥିନ ଢାପି ଜୀବନ୍‌ ବିତଉଛେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ଧର୍ମଗଡ଼ ବ୍ଲକ ଛଞ୍ଚାଣବାହାଳି ପଁଚେତ୍‌ ଅଧୀନ ବେହେରାଗୁଡ଼ା ଗଁାରେ।
ସୂଚନା ହିସାବେ ବେହେରାଗୁଡ଼ାର ସୂର୍ଯ୍ୟକାନ୍ତି ଧରୁଆ(୪୫)। ଝନେ ନିସାହା ଛାର୍‌ରି ମହିଲା। ଅନେକ ବଛର ତଲେ ଆପ୍‌ନେ ତାହାକୁ ଛାଡ଼ି କେନ୍‌ଆଡ଼େ ପଲେଇ ଗଲେ, ଆଏଜ୍‌ ତକ୍‌ ତାକର ଖୋଜଖବର ନଁାଇଁନ। ଏନ୍‌ତାଥି ସୂର୍ଯ୍ୟକାନ୍ତି ଗୁଟେ ଭଂଗା ଦଦ୍‌ରା କୁରିଆରେ ୧୫ ବଛର ହେଲା ପଲିଥିନ ଢାପି ଜୀବନ୍‌ ବିତଉଛନ୍‌। ସଖାଲ ପାଏଲେ ପେଟ ପାଲବାର ଲାଗି ଆସର ପାସର ଗଁାମାନକେ ଭିଖ୍‌ ମାଗିଯାଉଛନ୍‌। ଗଲା ଲଘୁଚାପ ବରଷାରେ ତାକର ଘରଟା ଭାଂଗି ଯାଇ ଅଁାଠେ ପାଏନ୍‌ ହେଇଥିଲା। ହେଲେ ପରଶାସନ ତରଫୁ ତାହାକୁ ପଲିଥିନ ଖଁଡ଼େ ବି ନାଇଁ ମିଲିଥିବାର ସେ ଅଭିଯୋଗ କରିଛନ୍‌। ତାକର ଗୁଲଗୁଲା ଦେଖି ଝନେ ସହୁରୁଦ୍‌ ଲୋକ୍‌ ତାହାକୁ ପଲିଥିନ ଖଁଡ଼େ ଦେଇଥିଲେ। ଇଆଡ଼େ ସରକାରୀ ସାହାଯ୍‌ କହେଲେ ସୂର୍ଯ୍ୟକାନ୍ତି ମାସିକ ୫ କେ.ଜି. ଚାଉଲ ପାଉଛନ୍‌। ହେଲେ ମାସିକ ୫ କେ.ଜି. ଚାଉଲ ନିଅଁଟ ହେଉଛେ। ଯେନ୍‌ଥିରଲାଗି ସେ ସଖାଲ ପାଏଲେ ଗଁା ଗଁା ଭିଖ୍‌ ମାଗି ଯାଉଛନ୍‌। ସରକାରୀ ଯୋଜନାରେ ସମକୁ ଘର ମିଲୁଛେ, ଭଲ ଚଲୁଥିଲା ଲୋକ୍‌ ମାସିକ ୩୫ କେ.ଜି. ଚାଉଲ ପାଉଥିଲାବେଲେ ମୋତେ ୫ କେ.ଜି. ମିଲୁଛେ। ହେଲେ ମୋର କେହି ନାଇଁ ବଲି ମୋତେ ଘର, ଭତା, ୩୫ କେ.ଜି. ଚାଉଲ ନାଇଁ ମିଲବାର ବଲି ସେ କହିଥିଲେ। ଘରଖଁଡ଼େର ଲାଗି ଓ୍ବାର୍ଡ ମେମରନୁ ସରପଁଚ୍‌ ଆର ଧର୍ମଗଡ଼ ବିଡିଓ ତକ୍‌ ଗୁହାରି କରିଛେଁ। ହେଲେ କେହି ମୋର କଥା ନାଇଁ ଶୁନବାର ବଲି ସେ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ପଁଚେତ୍‌ କାର୍ଯ୍ୟ ନିର୍ବାହୀ ଅଧ୍‌କାରୀକୁଁ ପଚ୍‌ରାଲାରୁ ଚଲତି ବଛର ତାକର ନଁା ଆବାସ ଯୋଜନାରେ ସାମିଲ କରି ମଂଜୁରି ଲାଗି ପଠାଯାଇଛେ ବଲି ସେ କହିଛନ୍‌। ସେନ୍‌ତା ସରପଁଚ୍‌ ବଳରାମ ପୂଝାରୀକୁଁ ପଚରାଲାରୁ ବିଡିଓକୁଁ କହି ସୂର୍ଯ୍ୟକାନ୍ତିକଁର ଲାଗି ଯେତେ ଜଲଦି ହେବା ଗୁଟେ ଘରର ବେବସ୍‌ତା କରାଯିବା ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ଶ୍ରୀସନ୍ନ୍ୟାସୀ ଜୀଙ୍କୁ ରାଜ୍ୟସ୍ତରୀୟ ଆଧ୍ୟାତ୍ମିକ ପ୍ରବକ୍ତା ସମ୍ମାନ

କଟକ,୨୬ା୪: କଟକ ମହାନଗର ନିଗମର ୫୮ ନମ୍ବର ଓ୍ବାର୍ଡ ଅନ୍ତର୍ଗତ ପ୍ରତାପନଗରୀସ୍ଥିତ ମା’ ଧାକୁଲେଇଙ୍କ ପୀଠରେ ଗୁରୁବାର ଓଡ଼ିଶାର ପ୍ରସିଦ୍ଧ ବାଣଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯାତ୍ରା...

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri