ନିସାହା ତୁଳସାକୁଁ ସାହାଯ୍ କଲା ଓଁଶ୍ରୀ ଯୁବକ ସଂଘ
ମୋହନଗିରି,୧୦।୧୨(ଡି.ଏନ.ଏ.)- କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ମୋହନଗିରି ୨ ନମ୍ବର ଓ୍ବାର୍ଡର ତୁଳସା ନନ୍ଦ(୪୮)। ଆଏଜ୍କେ ୧୮ ଦିନ୍ ହେଲା ଘରର ପିଁଢ଼ାରୁ ପଡ଼ି ତାକର ଡେବରି ଗୋଡ଼ ଭାଂଗି ଯାଇଛେ। ଇଆଡ଼େ ତାକର ଆପ୍ନେ ସୀତାରାମ ନନ୍ଦ ବଛ୍ରେ…
ମୁଖ୍ୟମନ୍ତ୍ରୀକଁର ଦପ୍ତରରୁ ଆସିଥିଲା ନିରଦେଶ: ୧୯ ବଛର ଉତାରୁ ସାକାର ହେଲା ସପନ୍
କେସିଙ୍ଗା, ୯।୧୨ (ଡି.ଏନ.ଏ.)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ପଁଚେତ୍ ଅଧୀନ ଗୋଟିପଡ଼ାର କପିଳେଶ୍ୱର ସାହୁ(୬୫) ଆର ମାଏକିନା ମଥୁରା ସାହୁ(୬୨)। ଇ ବୁରୁଧ୍ ଦମ୍ପତି ଅଭାବ ଅନାଟନ ଲାଗି ୩୦ ବଛର ହେଲା ଗୁଟେ ଭଂଗା ଦଦ୍ରା ଝାଟିମାଟି…
ମଦ୍ୟପ ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ
କେସିଙ୍ଗା,୮।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଅନ୍ତର୍ଗତ କୁଣ୍ଡାବନ୍ଦ ପଞ୍ଚାୟତ ହରିଜନପଡ଼ାରେ ରବିବାର ଜଣେ ମଦ୍ୟପ ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ମଦନା ଦୀପ (୪୫)। ସୂଚନାଯୋଗ୍ୟ, ମଦନାଙ୍କ ସ୍ବାମୀ ମହନ ଦୀପ (୫୬)…
ବଢ଼ିଲାଣି ଶୀତ: ପୂର୍ବାହ୍ନ ୯ଟା ପର୍ଯ୍ୟନ୍ତ ଘନକୁହୁଡ଼ି, ଜନଜୀବନ ଅସ୍ତବ୍ୟସ୍ତ
ଭବାନୀପାଟଣା,୮।୧୨(ଡି.ଏନ୍.ଏ.): ଚଳିତ ମାସ ପ୍ରଥମ ସପ୍ତାହରୁ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ଆଶାତୀତ କମ୍ ହୋଇଥିବାରୁ ଶୀତର ପ୍ରକୋପ ବୃଦ୍ଧି ପାଇଛି। ସେହିପରି ଭବାନୀପାଟଣା, ଥୁ.ରାମପୁର, ଲାଞ୍ଜିଗଡ଼, ମ.ରାମପୁର, କର୍ଲାମୁଣ୍ଡା, ଜୁନାଗଡ଼, ଗୋଲାମୁଣ୍ଡା, କଲମପୁର, ନର୍ଲା ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର…
ଧାନରେ ସାଆରା ରୋଗ: ଚାଷୀ ଆତଙ୍କିତ
କର୍ଲାମୁଣ୍ଡା,(ଡି.ଏନ୍.ଏ): ୮।୧୨: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଚାଷୀ ଧାନ ଅମଳ ସମୟରେ ‘ସାଆରା’ ରୋଗ ଆକ୍ରମଣ ଯୋଗୁ ଆତଙ୍କିତ ହୋଇଛନ୍ତି। ଚଳିତବର୍ଷ ବ୍ଲକରେ ଜୁନ, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ମାସରେ ମୋଟ ୧୯୪୦ ମିମି ବର୍ଷା ହୋଇ ବ୍ୟାପକ…
ଦୁର୍ଗମ ଅଞ୍ଚଳରେ ପୁଣି ହାତୀ ଆତଙ୍କ: ଘର ଭାଙ୍ଗିଲେ, ଫସଲ ଉଜାଡ଼ିଲେ
ଭବାନୀପାଟଣା,୮।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଅଞ୍ଚଳରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ବ୍ଲକର ପୋଖରୀବନ୍ଧ ପଞ୍ଚାୟତ ମେଲଭୁଟୁ ଗାଁରେ ଏବେ ହାତୀପଲ ଆତଙ୍କ ଖେଳାଇଛନ୍ତି। ଶନିବାର ବିଳମ୍ବିତ ରାତିରେ ହାତୀପଲ ଗାଁର ୫ଟି ଘର ସମ୍ପୂର୍ଣ୍ଣ ଭାଙ୍ଗିବା…
ଟ୍ରାନ୍ସଫର୍ମର ବସ୍ବାର ୨ ବଛର ବିତ୍ଲା: ବିଦ୍ୟୁତ୍ ସେବାରୁ ବଁଚିତ୍ ୩୦ ପରିବାର
କର୍ଲାମୁଣ୍ଡା, ୭ା୧୨ (ଡି.ଏନ୍.ଏ.)- କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଁଚେତ୍ ଧଅଁରାଖମନ ଗଁାର ଲୋକ୍ ସଂଖ୍ୟା ପାଖାପାଖି ୪ଶହ। ଗଁାଟା ବଲାଙ୍ଗୀର ଜିଲା ସୀମାନାରେ ରହିଛେ। ସେନ୍ତା ବ୍ଲକ ସଦରନୁ ଗଁାଟା ୨୦ କି.ମି. ଦୂରିଆଥି ରହିଛେ। ଗଁାରେ…
ବିପଦ୍ ଅବସ୍ତାରେ ସ୍କୁଲ କୁଠା: ଭଡ଼ାରେ ଆବାସ ଘରେ ଚାଲିଛେ ପାଠ୍ପଢ଼ା
ଭବାନୀପାଟଣା, ୮ା୧୨ (ଡି.ଏନ.ଏ.)- କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଁଚେତ୍ ସାପଚଞ୍ଚଡ଼ା ପ୍ରାଥମିକ ସ୍କୁଲ କୁଠା ବିପଦ୍ ଅବସ୍ତାରେ ରହିଛେ। ଏନ୍ତାଥି ପାଖାପାଖି ୨ ବଛର ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତିଆରି ଗୁଟେ ଘରେ ପାଠ୍ପଢ଼ା ଚାଲିଛେ।…
ଦୁର୍ଗମ ଅଞ୍ଚଳରେ ପୁଣି ହାତୀ ଆତଙ୍କ: ଭାଙ୍ଗିଲେ ଘର, ଉଜାଡିଲେ ଫସଲ
ଭବାନୀପାଟଣା,୭।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲାର ଲଞ୍ଜିଗଡ଼ ବ୍ଲକ ଦୁର୍ଗମ ଅଞ୍ଚଳରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ବ୍ଲକର ପୋଖରୀବନ୍ଧ ପଞ୍ଚାୟତ ମେଲଭୁଟୁ ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ହାତୀପଲ ୫ଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି। ଧାନ ଓ ମାଣ୍ଡିଆ ଫସଲ…
ନାବାଲିକ୍ ଉପରେ ଭାଇବହେନ୍ର ବୋଝ୍ ଘଟନା: ୭ ବଛର ଉତାରୁ ପୁହୁଁଚିଲା ପରଶାସନ
କେସିଙ୍ଗା, ୭ା୧୨ (ଡି.ଏନ.ଏ.)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଲଇତରା ପଁଚେତ୍ ଜୋଲକୋ ଗଁା ଗଉଡ଼ପଡ଼ାର ୪ ମା’ବାପ୍ ଛେଉଁଡ୍ ଭାଇବହେନ୍ ଭୋଖ୍ ଉପାସରେ ଦିନ୍ ବିତଉଥିଲେ। ଇ ବାବ୍ଦେ ଗଲା ୪ ତାରିଖ ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ବାପ୍…
ସମସିଆ ଘେରରେ କ୍ଷେମୁଣ୍ଡିପଦର ସ୍କୁଲ
ଭବାନୀପାଟଣା, ୭ା୧୨ (ଡି.ଏନ.ଏ.)- ସବୁ ଛୁଆ କେନ୍ଥେଇ ପ୍ରାଥମିକ ଶିକ୍ଷା ପାଇପାରବେ ସେଥିରଲାଗି ସରକାର ଅନେକ ଯୋଜନା କାଯ୍କାରୀ କରୁଛନ୍। ସେନ୍ତା ସ୍କୁଲ ଛାତ୍ରୀଛାତ୍ରକଁର ଲାଗି ବେଲାକେ ପୁଷ୍ଟିକର ଖାଏଦ୍ର ବେବସ୍ତା, ୟୁନିଫର୍ମ, ମାହାଲିଆ ବହିପତର, ସୁଁଦର ସ୍କୁଲ କୁଠା,…
ସୁଆସ୍ତିଅ ସେବାରୁ ବଁଚିତ୍ ୩ ଗରଭ୍ବତୀ ମହିଲା
ପର୍ଲା, ୭ା୧୨ (ଡି.ଏନ.ଏ.)- ସରକାର ଗରଭ୍ବତୀ, ପ୍ରସୂତି ଆର ଛୁଆକର ଲାଗି ଅନେକ ଆଏଁଖ୍ ଦୁର୍ଶିଆ ପଦକ୍ଷେପ ନେଉଛନ୍। ଇଥିରଲାଗି ଗଁାଗଁାରେ ସରକାର ଅଙ୍ଗନଓ୍ବାଡି କେନ୍ଦ୍ର ଖୁଲିଛନ୍। ସେନ୍ତା ଗଁାରେ ଆଶା କରମୀ ଆର ପଁଚେତ୍ ସ୍ତରରେ ସୁଆସ୍ତିଅ କରମୀ…
Archives


