ଅଜଣା ଗାଡ଼ି ଧକ୍କାରେ ୨ ଯୁବକ ମୃତ
ଭବାନୀପାଟଣା,୧୬।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଜୟପାଟଣା ଥାନା ସର୍ଗିଗୁଡ଼ା ପଞ୍ଚାୟତ ପ୍ରଜା ନାଗଫେଶୀ ଗାଁର ୨ ବ୍ୟକ୍ତିଙ୍କର ଏକ ଅଜଣା ଗାଡ଼ି ଧକ୍କାରେ ରବିବାର ମୃତ୍ୟୁ ଘଟିଛି। ସେମାନେ ହେଲେ ମଧୁ ମାଝି (୩୬) ଓ ହୀରାଲାଲ ଦିସାରୀ (୪୦)। ପ୍ରକାଶ ଯେ,…
ମୋବାଇଲ ଚାର୍ଜ କରିବା ହେଲା କାଳ: ବିଦ୍ୟୁତ୍ ସଂସ୍ପର୍ଶରେ ଯୁବକଙ୍କ ମୃତ୍ୟୁ
ଭବାନୀପାଟଣା,୧୫।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ମେର୍ଘରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକ ମୋବାଇଲ ଚାର୍ଜ କଲାବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ ସୁରେନ୍ଦ୍ର ମାଝି, ବୟସ (୨୦)। ଗୁରୁତର…
ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର
କୋକସରା,୧୪।୧୨: କଳାହାଣ୍ଡି ଜିଲା କୋକସରା ବ୍ଲକର ଜଣେ ବିବାହିତ ବ୍ୟକ୍ତିଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ବଡ଼ପଡ଼ାର ରାଜମିସ୍ତ୍ରୀ ରାମଚନ୍ଦ୍ର ବାଗ। ପାରିବାରିକ କଳହକୁ ନେଇ ରାମଚନ୍ଦ୍ର ଶୁକ୍ରବାର ରାତିରେ ବେକରେ ରଶି ଲଗାଇ ଘର ଭିତରେ…
ଆମପାଣି ଘାଟି ତଳୁ ଦୁର୍ଘଟଣାଗ୍ରସ୍ତ ମକା ବୋଝେଇ ଟ୍ରକ୍ ଠାବ: ଡ୍ରାଇଭର ମୃତ, ଉଦ୍ଧାର କାର୍ଯ୍ୟ ଜାରି
କୋକସରା,୧୪।୧୨(ଡି.ଏନ୍.ଏ.): କଳାହାଣ୍ଡି-ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟି ତଳୁ ଦୁର୍ଘଟଣାଗ୍ରସ୍ତ ଏକ ମକା ବୋଝେଇ ଟ୍ରକ୍କୁ ଶନିବାର ଠାବ କରାଯାଇ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗତ ୫ ତାରିଖ ରାତିରେ ଟ୍ରକ୍ଟି ଉମରକୋଟରୁ କଟକ ଯାଉଥିବା ବେଳେ ଘାଟିର ଏକ ବୁଲାଣିରେ…
୧ଲକ୍ଷ ବ୍ୟାଙ୍କରୁ ଉଠାଇ ଫେରୁଥିଲେ ଚାଷୀ: ଝାମ୍ପିନେଲେ ଦୁର୍ବୃତ୍ତ
ଭବାନୀପାଟଣା,୧୩।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଉକେତ୍ଲା ଏନ୍ଏଚ୍ ୨୬ରେ ଦୁର୍ବୃତ୍ତମାନେ ଜଣେ ଚାଷୀଙ୍କଠାରୁ ଲକ୍ଷେ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଉକେତ୍ଲାର ରୁପଚନ୍ଦ ଜୈନ ଧାନ ବିକା ୧ ଲକ୍ଷ ଟଙ୍କା ବ୍ୟାଙ୍କରୁ ଉଠାଇ ଘରକୁ ଆସୁଥିବା ବେଳେ…
ଘରେ ପଶି ଦମ୍ପତିଙ୍କୁ ଆକ୍ରମଣ କରି ଟଙ୍କା, ସୁନା ନେଇଗଲେ ଦୁର୍ବୃତ୍ତ
ଭବାନୀପାଟଣା,୧୩।୧୨(ଡି.ଏନ୍ଏ.): କଳାହାଣ୍ଡି ଜିଲା ଥୁ.ରାମପୁର ଥାନା ଅନ୍ତର୍ଗତ ଫଟକିମହୁଲ ଗ୍ରାମରେ ଦୁର୍ବୃତ୍ତ ଘରେ ପଶି ଦମ୍ପତିଙ୍କୁ ମାରଣାସ୍ତ୍ର ଦେଖାଇ ଆକ୍ରମଣ କରିବା ସହ ଟଙ୍କା, ସୁନା ଓ ଟିଭି ନେଇ ଯାଇଛନ୍ତି। ସେମାନଙ୍କ ଆକ୍ରମଣରେ ମହିଳାଜଣକ ଗୁରୁତର ହୋଇଛନ୍ତି। ତାଙ୍କୁ ଜିଲା…
ମହାରାଷ୍ଟ୍ରରେ ବନ୍ଧା ପଡ଼ିଛନ୍ତି ଦୁଇ ଦାଦନ, ଫେରାଇ ଆଣିବାକୁ ପ୍ରଶାସନ ନିକଟରେ ପରିବାର ଲୋକଙ୍କ ନିବେଦନ
ଭବାନୀପାଟଣା,୧୩।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲାର ୨ ଜଣ ଦାଦନ ମହାରାଷ୍ଟ୍ରରେ ବନ୍ଧା ପଡ଼ିଥିବା ଅଭିଯୋଗ ହୋଇଛି। ଦାଦନଙ୍କ ମୁକ୍ତି ପାଇଁ ତାଙ୍କ ପରିବାର ଲୋକେ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ପ୍ରକାଶ ଯେ, କାମଧନ୍ଦା ଅନ୍ବେଷଣ ଏବଂ ଅଧିକ ଆୟ ଲୋଭରେ ଦଲାଲଙ୍କ କଥାରେ…
ଦୁର୍ଘଟଣାରେ ଗୁରୁତର ଯୁବକଙ୍କ ଜୀବନଗଲା
ଭବାନୀପାଟଣା,୧୩।୧୨(ଡି.ଏନ୍.ଏ.): ସଡ଼କ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିବା କଳାହାଣ୍ଡି ଜିଲା ଥୁ.ରାମପୁର ଥାନା ଅନ୍ତର୍ଗତ ଟେଭାକଲମ ଗାଁର ସିଗେସନ୍ ନାଏକ (୨୨) ନାମକ ଜଣେ ଯୁବକଙ୍କ ମୃତ୍ୟୁଘଟିଛି। ସିଗେସନ ଗତ ବୁଧବାର ସନ୍ଧ୍ୟାରେ ବାଇକ୍ରେ ଫେରୁଥିବା ବେଳେ ପାଲଯୋରଠାରେ ଏକ…
ତେଜିଲା ମଦ ବିରୋଧୀ ଆନ୍ଦୋଳନ: ମଦଦୋକାନ ଉଚ୍ଛେଦ ଦାବିରେ ଜିଲା ଅବକାରୀ ନିରୀକ୍ଷକଙ୍କୁ ଦାବିପତ୍ର
ଭବାନୀପାଟଣା,୧୩।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ମଦ ବିରୋଧୀ ଆନ୍ଦୋଳନ ଜୋର ଧରିଛି। ମଦଦେକାନ ଉଚ୍ଛେଦ ଦାବିରେ କଳାହାଣ୍ଡି ଅବକାରୀ ନିରୀକ୍ଷକଙ୍କୁ ବାହାଦୁର ବଗିଚାପଡ଼ା ମହିଳା ସଂଗଠନ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସହରର ମାଣିକେଶ୍ୱରୀ ହାଇସ୍କୁଲ ଛକଠାରୁ କଲେଜଛକ…
ବିକାଶନୁ ବହୁତ୍ ଦୂରେ କଛାରପଡ଼ାବାସୀ
କୋକସରା, ୧୩ା୧୨(ଡି.ଏନ୍.ଏ.)- ଝାର ଜଂଗଲ, ପାହାଡ଼ ପରବତ୍ ଘେରା କଳାହାଣ୍ଡି ଜିଲାରେ ଆଏଜ୍ ବି ଅନେକ ଗଁାଗଁଡ଼ାର ଲୋକ୍ ସାଧାରନ ମଉଲିକ ସୁବିଧାରୁ ବଁଚିତ୍ ହେଇ ରହିଛନ୍। ଦେଶ ସୁଆଧୀନ ହେବାର ସାତ୍ ଦଶକନୁ ଅଧ୍କା ବିତିଯାଇଥିଲେ ବି ଅନେକ ଗଁାବାସୀ…
ପିଇଲା ପାଏନ୍ ଲାଗି ଦହଗଁଜ୍ ଚନାମୁଣ୍ଡାବାସୀ
ପର୍ଲା, ୧୩।୧୨(ଡି.ଏନ.ଏ.)- ଖାସ୍କରି ଖରାଦିନେ ଲୋକ୍ ପାଏନ୍ ଲାଗି ଗୁଲ୍ଗୁଲା ହେବାର ଦେଖ୍ବାକେ ମିଲ୍ସି। ହେଲେ ଆଏଜ୍ ବି ଏନ୍ତା କେତେ ଗଁା ଅଛେ ଯେନ୍ଠାନେ ଲୋକ୍ ବରଷା ୪ ମାସକ ଛାଡ଼ିଦେଲେ ବଛରକୁତା ପିଇଲା ପାଏନ୍ ଲାଗି ଦହଗଁଜ୍ ହେଉଛନ୍।…
ସାତ୍ସପନ ହେଇଛେ ସରକାରୀ ଯୋଜନା: ୩ ଛୁଆକର ଭବିଷତ୍ ଚିନ୍ତାରେ ଲଛମି
ଲାଞ୍ଜିଗଡ଼, ୧୧।୧୨(ଡି.ଏନ.ଏ.)-କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ତ୍ରିଲୋଚନପୁର ପଁଚେତ୍ ଆମ୍ବଗୁଡ଼ା ଗଁାର ବିଧବା ମହିଲା ଲଛମି ମାଝି। ସରକାରୀ ସୁବିଧା ସୁଯୋଗ ଅଭାବୁ ସେ ନିଜର ୩ ଛୁଆକୁ ଧରି ବଡ଼ା ଗୁଲ୍ଗୁଲା ହେଇ ଜୀବନ୍ ବିତଉଛନ୍। ଅନେକ ସମିଆରେ ସେ…
Archives


