ଦାଦାବଟି ଲାଗି ମାଡ଼ ମାରିବା ଘଟଣା: ୪ ଅଭିଯୁକ୍ତ କୋର୍ଟ ଚାଲାଣ
ଭବାନୀପାଟଣା,୨୯।୧୨(ଡି.ଏନ୍.ଏ.): କଳାହଣ୍ଡି ଜିଲା ଜୟପାଟଣା ଥାନା ବଡ଼କୁଟରୁ ଫାଣ୍ଡି ଅନ୍ତର୍ଗତ ବର୍ଚ୍ଛି ଛକ ନିକଟରେ ଦାଦାବଟି ଲାଗି ବିହାରୀ ଶ୍ରମିକଙ୍କୁ ସ୍ଥାନୀୟ ଯୁବକମାନେ ଗତ ୨୪ ତାରିଖ ରାତିରେ ଦଳଗତ ଆକ୍ରମଣ କରିଥିଲେ। ଏହି ଘଟଣାରେ ପୋଲିସ ୫ ଜଣ ଅଭିଯୁକ୍ତ…
୩ ସମବାୟ ସମିତି ଜରିଆରେ ୧ ଲକ୍ଷ ୩୦ ହଜାର ୮୮୫ କ୍ୱିଣ୍ଟାଲ ଧାନ କ୍ରୟ
କର୍ଲାମୁଣ୍ଡା,୨୯।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସମବାୟ ସମିତି ମଣ୍ଡିରେ ଚାଷୀଙ୍କ ଧାନ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଏହି ବ୍ଲକର କର୍ଲାମୁଣ୍ଡା ସମବାୟ ସମିତି, ଯୋରାଡବ୍ରା ସମବାୟ ସମିତି ଓ ଜୟ ମା’ ଦୁର୍ଗା ସ୍ବୟଂ ସହାୟକ ଦଳ,…
ଜାନୁୟାରୀ ୧୧ରେ ନବୋଦୟ ପରୀକ୍ଷା
ଭବାନୀପାଟଣା,୨୮।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ନର୍ଲାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ନବୋଦୟ ବିଦ୍ୟାଳୟର ଶ୍ରେଣୀ ଚୟନ ପରୀକ୍ଷା ଆସନ୍ତା ୧୧ ତାରିଖ ଶନିବାର ଅନୁଷ୍ଠିତ ହେବ। ଏ ନେଇ ବିଦ୍ୟାଳୟ ଅଧ୍ୟକ୍ଷା ଏଲ୍. ମୀନା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି। ଜିଲାର…
ଅଦିନିଆ ବର୍ଷା: ଖୋଲା ଆକାଶ ତଳେ ପଡ଼ିରହିଛି ଧାନ, ଚିନ୍ତାରେ ଚାଷୀ
ଭବାନୀପାଟଣା,୨୭।୧୨(ଡି.ଏନ୍.ଏ.): କୋହଲା ପାଗ ସାଙ୍ଗକୁ ଗତ ୨୫ତାରିଖ ଠାରୁ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳରେ ଝିପିଝିପି ବର୍ଷ ଲାଗିରହିଛି। ଫଳରେ ଖୋଲା ଆକାଶ ତଳେ ମଣ୍ଡିରେ ହଜାର ହଜାର କ୍ୱିଣ୍ଟାଲ ଧାନବସ୍ତା ପଡ଼ିରହିଛି। ଧାନ ଉଠାଣରେ ମିଲର୍ସଙ୍କ ଅବହେଳା ଯୋଗୁ ଧାର୍ଯ୍ୟ…
ଜାନୁୟାରୀ ୮ରେ ବିଭିନ୍ନ ଦାବି ନେଇ କଳାହାଣ୍ଡିରେ ହେବ ଧର୍ମଘଟ
ଭବାନୀପାଟଣା,୨୭।୧୨(ଡି.ଏନ୍.ଏ.) : କେନ୍ଦ୍ର ସରକାରଙ୍କ ଦରଦାମ୍ ବୃଦ୍ଧି ବନ୍ଦ, ଶ୍ରମିକମାନଙ୍କୁ ମାସିକ ସର୍ବନିମ୍ନ ମଜୁରୀ ୨୧ ହଜାର ଟଙ୍କା ପ୍ରଦାନ, ସମାନ କାମକୁ ସମାନ ଦରମା, ମାସିକ ପେନ୍ସନ୧୦ ହଜାର ଟଙ୍କା ପ୍ରଦାନ ଆଦି ଦାବି ନେଇ ଆସନ୍ତା ଜାନୁଆରୀ ୮…
ସୌଭାଗ୍ୟ ଯୋଜନା ବାଟବନା: ବିଦ୍ୟୁତ୍ ସଂଯୋଗରୁ ବଁଚିତ୍ ସିର୍ଲିଗୁଡ଼ାବାସୀ
କୋକସରା, ୨୬।୧୨(ଡି.ଏନ୍.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକ ଫୁଫଗାଁ ପଁଚେତ୍ ସିର୍ଲିଗୁଡ଼ା ଗାଁବାସୀକୁ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍ ସଂଯୋଗ ଯୁଗେଇ ଦେବାର ଲାଗି କାମ୍ ମୂଲ ହେଇଛେ। ହେଲେ କାମ୍ ମୂଲ ହେବାର ଅନେକ ବଛର ବିତିଯାଇଥିଲେ ବି ଗାଁବାସୀ ବିଦ୍ୟୁତ୍…
ସ୍ବଚ୍ଛ ଭାରତ ମିଶନ ବାଟବନା: ପାଇଖାନାରେ ରହୁଛନ୍ ଛେଲ୍, କୁକ୍ରା
ଲାଞ୍ଜିଗଡ଼, ୨୬।୧୨ (ଡି.ଏନ୍.ଏ.)- ସ୍ବଚ୍ଛ ଭାରତ ମିଶନ ତରଫୁ ସବୁ ପରିବାରକେ ପାଇଖାନା ତିଆର କରବାର ଲାଗି ଟଁକା ଦିଆଯାଉଛେ। ସେନ୍ତା ଲୁକ୍କୁ ପାଇଖାନା ବେଭାର କରବାକେ ସଚେତନ କରବାର ଲାଗି ସବୁ ପଁଚେତ୍ରେ ୩ରୁ ୪ ଝନ୍ ତାଲିମ ନେଇଥିବାର…
ବାଇକ୍ ଡିକି ଭାଙ୍ଗି ଟଙ୍କା ଲୁଟ୍ ଉଦ୍ୟମ: ଲୁଟେରାଙ୍କୁ କାବୁ କଲେ ଲୋକେ
ଭବାନୀପାଟଣା,୨୫।୧୨(ଡି.ଏନ୍.ଏ.) : କଳାହାଣ୍ଡି ଜିଲା କୋକସରାସ୍ଥିତ ମୁଖ୍ୟ ବସ୍ଷ୍ଟାଣ୍ଡ ନିକଟରେ ସୋମବାର ଅପରାହ୍ନରେ ଜଣେ ବ୍ୟକ୍ତିଙ୍କ ବାଇକ୍ ଡିକି ଭାଙ୍ଗି ଟଙ୍କା ନେଇ ଫେରାର ହୋଇଯାଉଥିବା ଆନ୍ଧ୍ରପ୍ରଦେଶର ଆଉଲୁ ଗୋପୀ (୫୦)ଙ୍କୁ କିଛି ଯୁବକ କାବୁ କରି କୋକସରା ପୋଲିସ ଜିମା…
ସରକାରୀ ଜମି ଜବରଦଖଲ: ଉଚ୍ଛେଦ ଲାଗି ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ଭବାନୀପାଟଣା,୨୫।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ ଅର୍ତ୍ତଳ ପଞ୍ଚାୟତ କାନ୍ଦୁଲଝର ଗାଁର କିଛି ପ୍ରଭାବଶାଳୀ ବ୍ୟକ୍ତି ପ୍ରାୟ ୫ ଏକର ସରକାରୀ ଜମିକୁ ଜବରଦଖଲ କରି ଅକ୍ତିଆର କରିଛନ୍ତି। ଏ ନେଇ ଗ୍ରାମବାସୀ ବୋର୍ଡା ଫାଣ୍ଡିରେ ଅଭିଯୋଗ କରିବା ସହ…
ଉର୍ବଶୀକଁର ଘରେ ପୁହୁଁଚିଲା ଡାକ୍ତରୀ ଦଲ
ପର୍ଲା, ୨୪।୧୨ (ଡି.ଏନ୍.ଏ.)- ସୋମବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଚିକିଛା ଲାଗି ଟଁକା ଅଭାବ, ଅଜନା ରୋଗ୍ରେ ପୀଡ଼ିତ ଉର୍ବଶୀ’ ଶୀରଷକ୍ରେ ଖବର ବାହାରିଥିଲା। ଖବର ବାହାରଲାରୁ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିଛା ଅଧ୍କାରୀକଁର ନିରଦେଶରେ ଡା.ଲଲିତ ବେହେରାକଁର…
କଳାହାଣ୍ଡିରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବି: ମଧୁବାବୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣା
ଭବାନୀପାଟଣା,୨୩।୧୨(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଓକିଲ ସଂଘ ପକ୍ଷରୁ ପ୍ରତିମାସର ଶେଷ ସୋମବାର ସମସ୍ତ କୋର୍ଟ ବର୍ଜନ କରାଯିବା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟକୁ ବନ୍ଦ କରାଯାଇଥାଏ। ମାତ୍ର ଚଳିତ ମାସ ଶେଷ ସୋମବାର ଓକିଲ ସଂଘ ପକ୍ଷରୁ…
ଓଏଚ୍ପିସି ଜେନେରାଲ ମ୍ୟାନେଜରଙ୍କ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ଦାବି
ଧର୍ମଗଡ଼,୨୩।୧୩(ଡି.ଏନ.ଏ.):କଳାହାଣ୍ଡି ଜିଲା ମୁଖିଗୁଡା ଇନ୍ଦ୍ରାବତୀ ଓଏଚ୍ପିସିରେ କାର୍ଯ୍ୟରତ ଜେନେରାଲ ମ୍ୟାନେଜର ନାରାୟଣ ପ୍ରସାଦ ମେହେର ଗତ ୧୭ ତାରିଖରୁ ନିଖୋଜ ଥିବାବେଳେ ତାଙ୍କ ମୃତଦେହ ମୁଖିଗୁଡା ଏୟାରଟେଲ ଟାୱାର ନିକଟ ବୁଦା ଆଡୁଆଳରୁ ଠାବ ହୋଇଛି। ବୁଦା ମୂଳରୁ ଦୁର୍ଗନ୍ଧ ହେବାରୁ…
Archives


