ଯୁବକଙ୍କୁ ହତ୍ୟା: ୩ ଅଭିଯୁକ୍ତ କୋର୍ଟ ଚାଲାଣ ପରେ ନିରପେକ୍ଷ ତଦନ୍ତ ଦାବିରେ ଧାରଣା
କୋକସରା,୧୧ା୫(ଡି.ଏନ୍.ଏ.): ପ୍ରଥମେ ଯୁବକଙ୍କୁ ହତ୍ୟା କରି ବେକରେ ଫାଶ ଦେଇ ଏକ ଶାଗୁଆନ ଗଛରେ ଝୁଲାଇ ଆତ୍ମହତ୍ୟାର ନାଟକ ରଚିଥିଲେ ଅଭିଯୁକ୍ତ । ହେଲେ ପରିବାରର ଅଭିଯୋଗ ପରେ ୪ ଜଣିଆ ସାଇଣ୍ଟିଫିକ୍ ଟିମ୍ର ତଦନ୍ତ, ପାରିପାଶର୍ବିକ ଅବସ୍ଥା ଓ ମୃତଦେହ…
୬ ମାସ ତଳେ କରିଥିଲେ ପ୍ରେମ ବିବାହ, ଆଜି ଗଛରୁ ମିଳିଲା ଝୁଲନ୍ତା ମୃତଦେହ
କୋକସରା,୧୧ା୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଆଁଏଲି ଗ୍ରାମର ଜଣେ ଯୁବକ ବୁଧବାର ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକ ଆଁଏଲି ଗ୍ରାମର ଦୁଷ୍ମନ୍ତ ମାଝି(୨୦) । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି…
୪୧ ବର୍ଷ ପରେ କେସିଙ୍ଗା ମହାବିଦ୍ୟାଳୟକୁ ମିଳିଲା ପଟ୍ଟା
କେସିଙ୍ଗା,୧୦।୫: କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ମହାବିଦ୍ୟାଳୟକୁ ଦୀର୍ଘ ୪୧ ବର୍ଷ ପରେ ଉଚ୍ଚ ଶିକ୍ଷା ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ଜମିର ପଟ୍ଟା ପ୍ରଦାନ କରାଯାଇଛି। କେସିଙ୍ଗା ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାମରେ ଦୁଇଟି ଜମି ପଟ୍ଟା…
ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଭିନ୍ନକ୍ଷମ ଆୟୁକ୍ତ ନିଯୁକ୍ତି ଦାବି
କର୍ଲାମୁଣ୍ଡା,୧୦।୫(ଡି.ଏନ୍.ଏ.): ୧୦ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ନିଯୁକ୍ତି ମିଳିତ ମଞ୍ଚ ଓଡ଼ିଶା ପକ୍ଷରୁ ରାଜ୍ୟରେ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଭିନ୍ନକ୍ଷମ ଆୟୁକ୍ତ ଭାବରେ ନିଯୁକ୍ତି ଦେବା ନେଇ ବିଭିନ୍ନ ସ୍ଥାନରେ ଜନମତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଯାଇଛି। ଏହି ଅବସରରେ କଳାହାଣ୍ଡି…
୧୫ ଦିନ ହେବ ଟ୍ରାନ୍ସଫର୍ମର ଅଚଳ, ଅନ୍ଧାରରେ ଉପଭୋକ୍ତା
କୋକସରା,୭ା୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋତମୁଣ୍ଡା ପଞ୍ଚାୟତର କରାଡଙ୍ଗରୀପଡ଼ା ଓ ଟେମେରା ପଞ୍ଚାୟତର ଖୁର୍ସେଲଗୁଡ଼ା ଗ୍ରାମରେ ଥିବା ବିପିଏଲ ବିଦ୍ୟୁତ୍ ଟ୍ରାନ୍ସଫର୍ମର ୧୫ ଦିନ ହେବ ପୋଡ଼ିଯାଇଛି। ଫଳରେ ଉଭୟ ଗ୍ରାମର ଉପଭୋକ୍ତା ଅନ୍ଧାରରେ ଦିନ କାଟୁଛନ୍ତି। କରାଡଙ୍ଗରୀ ପଡ଼ାରେ…
୩୫ ଲକ୍ଷ ଭତ୍ତା ଟଙ୍କା ଆତ୍ମସାତ, ୮ଜଣଙ୍କୁ ରିପୋର୍ଟ ମାଗିଲା ଭିଜିଲାନ୍ସ
କେସିଙ୍ଗା,୬।୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଦିବ୍ୟାଙ୍ଗ, ବିଧବା ଏବଂ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଆତ୍ମସାତ ହୋଇଥିବା ଜଣାପଡ଼ିଛିି। ଏ ନେଇ କଳାହାଣ୍ଡି ଭିଜିଲାନ୍ସ ପକ୍ଷରୁ ବ୍ଲକରେ କାର୍ଯ୍ୟରତ ୮ କର୍ମଚାରୀଙ୍କ ରିପୋର୍ଟ ମାଗିଛି। ଏହାକୁ ନେଇ ବ୍ଲକ କାର୍ଯ୍ୟାଳୟରେ ଚାଞ୍ଚଲ୍ୟ…
ଗଛରେ ଝୁଲୁଥିଲା ଯୁବକଙ୍କ ମୃତଦେହ
କୋକସରା,୪ା୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଆମପାଣି ଥାନା ଅନ୍ତର୍ଗତ କେନ୍ଦୁଡଙ୍ଗରି ଗ୍ରାମ ନିକଟରେ ଏକ ପୋଖରୀ ନିକଟରେ ଥିବା ଶାଗୁଆନ ଗଛରେ ବୁଧବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଗ୍ରାମବାସୀ ଦେଖିଥିଲେ। ଝୁଲନ୍ତା ମୃତଦେହଟି ସେହି ଗାଁର ଯୁବକ ଦ୍ୱାରିକା…
ଲଡୁଗାଁରେ ପର୍ଶୁରାମ ଜୟନ୍ତୀ
କୋକସରା,୩।୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁଠାରେ ମଙ୍ଗଳବାର ପର୍ଶୁରାମ ଜୟନ୍ତି ପାଳିତ ହୋଇଯାଇଛି। ବ୍ରାହ୍ମଣ ସମାଜ ପକ୍ଷରୁ ଲଡୁଗାଁ ଶିଶୁମନ୍ଦିର ଛକରୁ ହନୁମାନ ତିନିଛକ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରାରେ ପର୍ଶୁରାମ ଜୟନ୍ତୀ ପାଳନ କମିଟିର କର୍ମକର୍ତ୍ତା ବାହାରି ସହର…
ଗୋଟିଏ ବାଇକ୍ରେ ଯାଉଥିଲେ ୪ଜଣ, ଧକ୍କା ଦେଲା ଟ୍ରକ୍
କେସିଙ୍ଗା,୩।୫(ଡି.ଏନ୍.ଏ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ନିକଟରେ ମଙ୍ଗଳବାର ଏକ ୧୬ ଚକିଆ ଟ୍ରକ ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପିଣ୍ଟୁ ସାହା(୩୫)। ମିଳିଥିବା ସୂଚନା ମୁତାବକ, କେସିଙ୍ଗା ସହରର ୱାର୍ଡ ନମ୍ବର ୮ର…
ଶ୍ରମିକ ହେଉଛନ୍ତି ଦେଶର ମେରୁଦଣ୍ଡ
କୋକସରା,୧ା୫(ଡି.ଏନ.ଏ.): କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ବରାଡଙ୍ଗା ଲଙ୍କେଶ୍ୱରୀ ମନ୍ଦିର ପରିସରରେ ବ୍ଲକ ଶ୍ରମିକ ସଙ୍ଗଠନ ପକ୍ଷରୁ ରବିବାର ଶ୍ରମିକ ଦିବସ ପାଳିତ ହୋଇଯାଇଛି। ସଙ୍ଗଠନର ସାଧାରଣ ସମ୍ପାଦକ ସୁବୋଧ କୁମାର କରଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଳାହାଣ୍ଡି ଶ୍ରମିକ ସଂଘ…
ହାର୍ଡକୋର ମାଓବାଦୀ ଲଖମାନଙ୍କ ଆତ୍ମସମର୍ପଣ
ଭବାନୀପାଟଣା,୧।୪(ସ୍ବ.ପ୍ର.): ହାର୍ଡକୋର ମାଓବାଦୀ ଲଖମାନ ଆପକା ରବିବାର କଳାହାଣ୍ଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏନେଇ ରବିବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ କଳାହାଣ୍ଡି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଲଖମାନ ଦୀର୍ଘ ୧୩ ବର୍ଷ ଧରି ଛତିଶଗଡ଼ ଏବଂ ଓଡ଼ିଶା ମାଓବାଦୀ…
‘ସମାଜର ଉନ୍ନତିରେ ଶ୍ରମିକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’
କେସିଙ୍ଗା,୧ା୫(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ କୋଣାର୍କ ସୂତାକଳ ପରିସରରେ ରବିବାର ଶ୍ରମିକ ଦିବସ ପାଳିତ ହୋଇଛି। ସଭାପତି ଲିଙ୍ଗରାଜ ଆଜାଦଙ୍କ ସଭାପତିତ୍ୱରେ ପାଳିତ ଉକ୍ତ ଦିବସରେ ଉପସଭାପତି ସୁରେଶ ରାଓ, ଜନାଥନ ନାଏକ, ସଂଯୁକ୍ତ ନାୟକ,ପବିତ୍ର ବାଇକ, ଅମରେଶ ସେଠୀ…
Archives


