କଳାହାଣ୍ଡି

ସୂଚନା ଫଳକରେ ପିଟି ହେଲା ବାଇକ୍‌: ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ଲାଞ୍ଜିଗଡ଼,୨୫।୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ନିକଟରେ ଏକ ବାଇକ୍‌ ଭାରସାମ୍ୟ ହରାଇ ସୂଚନା ଫଳକରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଜଣେ…

କଚରାଗଦା ଉପରେ କଂକ୍ରିଟ ରାସ୍ତା

ଭବାନୀପାଟଣା, ୨୫ା୧ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଉପକଣ୍ଠ ଭଙ୍ଗାବାରି ରାସ୍ତା ନିର୍ମାଣ ହେଉଥିବାବେଳେ କଚରାଗଦାରେ ନିମ୍ନମାନର ରାସ୍ତା ଯୋଗୁ ଏହାର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭବାନୀପାଟଣା ସହର ନିକଟ…

ମିଲ୍‌ରେ ସ୍ଥାନାଭାବରୁ ମଣ୍ଡିରେ ବାଧକ ଧାନ ଉଠାଣ

ଭବାନୀପାଟଣା, ୨୫ା୧(ଉତ୍ତମ କୁମାର ଦାଶ): ଚଳିତ ଖରିଫରେ ଚାଷୀ ମଣ୍ଡିରେ ଧାନ ବିକ୍ରି କରି ନ ପାରି ହୀନସ୍ଥା ହେଉଛି। ଟୋକନ ଠିକ୍‌ ମିଳୁନାହିଁ। ଯେଉଁ ଟୋକନ ଆସୁଛି ତାହାର ସମୟ ଅବଧିକୁ ଜାଣିଶୁଣି ବୃଦ୍ଧି କରାଯାଉଛି। ମିଲର୍ସ ଆସୋସିଏଶନର ରାଜ୍ୟ ସଭାପତି…

ରାୟ ଶୁଣାଇଲେ ଜୁନାଗଡ଼ JMFC କୋର୍ଟ, ମଦ ବ୍ୟବସାୟୀଙ୍କୁ ୩ ବର୍ଷ ଜେଲଦଣ୍ଡ ସହ….

ଭବାନୀପାଟଣା,୨୪।୧(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ସିଭିଲ ଜର୍ଜ(ଜେଏମ୍‌ଏଫ୍‌ସି) ବିଚାରପତି ଦିପେନ୍ଦ୍ର ସିଂହ ରାଠୋର ଶନିବାର ଏକ ବେଆଇନ ମଦ ଜବତ ମାମଲାର ରାୟ ଶୁଣାଇଛନ୍ତି। ଏହି ମାମଲାର ସମସ୍ତ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଜୁନାଗଡ଼ ଥାନା ଦାସିଗାଁର…

ବାହାଘର ଭୋଜି ଖାଇ ବାଇକ୍‌ରେ ଫେରୁଥିଲେ, ଭୟଙ୍କର ଦୁର୍ଘଟଣାରେ ଚାଲିଗଲା ଅବକାରୀ କର୍ମଚାରୀଙ୍କ ସହ…

କୋକସରା,୨୪।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ସୁନାମାଲ ଗାଁ ଭାଲୁପଡା  ନିକଟରେ ଘଟିଥିବା ବାଇକ ଦୁର୍ଘଟଣାରେ ଜଣେ ଅବକାରୀ କର୍ମଚାରୀ ସହିତ ଅନ୍ୟ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ମୃତକମାନେ ବରାଡଙ୍ଗା ପଞ୍ଚାୟତ କେନ୍ଦୁଡଙ୍ଗରୀ ଗ୍ରାମର ଅବକାରୀ…

ହାଟ ସାରି ବାଇକ୍‌ରେ ଫେରୁଥିଲେ ପୂର୍ବତନ ସରପଞ୍ଚ, ସାମ୍ନାପଟୁ ପିଟିଦେଲା କାର୍‌, ଆଉ ତା’ ପରେ…

ଥୁଆମୂଳ ରାମପୁର,୨୪ା୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କାଣିଗୁମା ପଞ୍ଚାୟତର ଧୂଳିଗୁଡ଼ା ଛକ ନିକଟରେ ଶନିବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣା ଘଟିଛି। କାର୍‌ ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ୍‌ରେ ଥିବା…

କୂଅରେ ପଡ଼ିଗଲା ଭାଲୁ; ୬ ଘଣ୍ଟା ପରେ …

କାଲିମେଳା,୨୪।୧(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଗମ୍ଫାକୋଣ୍ଡା ପଞ୍ଚାୟତର ଏମ୍‌ପିଭି-୨୬ ଗାଁରେ କୂଅ ଭିତରେ ଗୋଟିଏ ଭାଲୁ ପଡ଼ିଯାଇଥିବା ଦେଖିବାକୁ ମିଳିଥିଲା ।ଖାଦ୍ୟ ଅନ୍ବେଷଣରେ ଆସି ଭାଲୁଟି ଗୁରୁବାର ରାତିରେ କୂଅରେ ପଡ଼ିଯାଇଥିବା ଅନୁମାନ କରାଯାଉଛି ।…

ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ପରେ ଖୋଳାହେଲା ବୋରୱେଲ, ଚାଷୀଙ୍କ ମହଲରେ ଖୁସି

କେସିଙ୍ଗା,୨୪।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ଗ୍ରାମର ପ୍ରାୟ ୨୦ ଜଣ ଚାଷୀ ୪ ଲକ୍ଷ ଟଙ୍କା ଗତ ୨୦୨୩ରେ ଏନ ଲାଇନରେ ଜମା କରିଥିଲେ। ଗଭୀର ନଳକୂପ ଖୋଳିବାରେ ବିଭାଗୀୟ ଅଧିକାରୀ ବିଳମ୍ବ ହେବାରୁ ବାଲସି…

ସିଙ୍ଗାରି ଘାଟି ରାସ୍ତା ମରଣଯନ୍ତା: ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଲାଞ୍ଜିଗଡ଼ ବିଧାୟକ

ଥୁଆମୂଳ ରାମପୁର,୨୩ା୧(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଅଞ୍ଚଳର ଜୀବନରେଖା କୁହାଯାଉଥିବା ସିଙ୍ଗାରି ଘାଟି ରାସ୍ତାର ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। କଲମପୁର ଛକଠାରୁ ଥୁଆମୂଳ ରାମପୁରକୁ ସଂଯୋଗ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାଟି ଏବେ ମରଣଯନ୍ତା ପାଲଟିଥିବାରୁ…

ପୂର୍ତ୍ତ ବିଭାଗର ‘ପିଚୁ’ ପ୍ରହସନ; ଥୁଆମୂଳ ରାମପୁରରେ ନିମ୍ନମାନର ନିର୍ମାଣ, ଧୂଳିଧୂଆଁରେ ଅତିଷ୍ଠ ଜନତା

ଥୁଆମୂଳ ରାମପୁର, ୨୩/୦୧(ଦୁର୍ଗା କୀର୍ତ୍ତି): ପୂର୍ତ୍ତ ବିଭାଗର ନିମ୍ନମାନର କାର୍ଯ୍ୟାଦେଶ ଏବଂ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଥୁଆମୂଳ ରାମପୁର ଅଞ୍ଚଳରେ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ବିଶେଷ କରି କଲେଜ ଛକଠାରେ ନିର୍ମାଣାଧୀନ ମହୁଲପାଟଣା ରାସ୍ତାର ଅବସ୍ଥା ଶୋଚନୀୟ…

ପ୍ରଥମ ସ୍ତ୍ରୀର ମାମଲା ନସରୁଣୁ ଜୀବନ ହାରିଲେ ଦ୍ବିତୀୟ ସ୍ତ୍ରୀ, ହତ୍ୟା ଅଭିଯୋଗ ଆଣିଲେ ବାପା

ଜୟପାଟଣା,୨୨।୧(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ ମୁଖୀଗୁଡା ସେକ୍ଟର ୩ ରେ ଏକ ବିବାହିତ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ମହିଳା ହେଉଛନ୍ତି ମହିପାଣି ଗାଁ କୁମାରପଡାର ନୂତନ ମଞ୍ଜରୀ ଦାସ…

ହାତୀ ମୃତଦେହ ଠାବ, ୭ଫୁଟ ତଳୁ ଉଦ୍ଧାର କଲା ବନ ବିଭାଗ 

କେସିଙ୍ଗା ,୨୨।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନ ଖଣ୍ଡ ଅଧିନସ୍ଥ ତହସିର ଗ୍ରାମ ସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଞ୍ଚଳରେରେ ମୃତ ହାତୀର ଖଣ୍ଡ ବିଖଣ୍ଡିତ ମୃତଦେହ ୭ଫୁଟ ମାଟି ତଳୁ ବନ ବିଭାଗ ଓ ପ୍ରାଣୀ ଚିକିତ୍ସା ବିଭାଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri