କଳାହାଣ୍ଡି

କନ୍ଧମାଳରୁ କଳାହାଣ୍ଡିକୁ ଲମ୍ବିଛି ଗଞ୍ଜେଇ ଚେର: ଦୁର୍ଗମ ଅଞ୍ଚଳରେ ହେଉଛି ବ୍ୟାପକ ଗଞ୍ଜେଇ ଚାଷ

ଭବାନୀପାଟଣା,୯ା୧୦(ଉତ୍ତମ କୁମାର ଦାଶ):ରାଜ୍ୟର ମାଲକାନଗିରି, ବୌଦ୍ଧ, କନ୍ଧମାଳ ଭଳି ୮ ଜିଲାରେ ଗଞ୍ଜେଇ ଚାଷ ବ୍ୟାପକ ମାତ୍ରାରେ ହେଉଛି। ଏହି କରିଡରରେ ଏବେ କଳାହାଣ୍ଡି ଜିଲା ସାମିଲ ହୋଇଗଲାଣି। କନ୍ଧମାଳ ସୀମାନ୍ତ ଅଞ୍ଚଳରୁ କଳାହାଣ୍ଡିକୁ ଗଞ୍ଜେଇ ଚାଷର ଚେର ଲମ୍ବିଛି।...

ମଣ୍ଡଳ ସ୍ତରୀୟ ବିଜୟା ଦଶମୀ ଉତ୍ସବ ପାଳନ: ଅତିଥି ଭାବେ ଯୋଗ ଦେଇ ଅବସର ପ୍ରାପ୍ତ ଶିକ୍ଷା ନିରୀକ୍ଷକ କହିଲେ…

ଜୁନାଗଡ଼,୭।୧୦(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ମୁଣ୍ଡରାଗୁଡା ଠାରେ ସୋମବାର ରାଷ୍ଟ୍ରୀୟ ସୟଂସେବକ ସଂଘର ଶହେ ବର୍ଷ ପୂର୍ତ୍ତି ଅବସରରେ ମଣ୍ଡଳ ସ୍ତରୀୟ ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ...

ରାଇସ ମିଲକୁ କାମ କରିବାକୁ ଯାଇଥିଲେ, ହଠାତ୍‌ ଅସୁସ୍ଥ ହୋଇପଡିଲା ଦେହ, ତା’ପରେ…

ଭବାନୀପାଟଣା,୬।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଏସ .କୁଣ୍ଡାମାଲ ସ୍ଥିତ ଗଣପତି ଏଗ୍ରୋ ରାଇସ ମିଲରେ କାର୍ଯ୍ୟରତ ଜଣେ ବ୍ୟକ୍ତିଙ୍କ ରବିବାର ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତିଙ୍କ ନାମ ଦୁଃଖହରି ମେହେର (୪୦) । ସେ...

ସଲଣ୍ଡିଆମୁଣ୍ଡା ଚଳଚଞ୍ଚଳ: ଗଜଲକ୍ଷ୍ମୀ ପୂଜାରେ ଉଠୁଛି ପଡ଼ୁଛି…

ରିଷିଡା,୬।୧୦(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ରିଷିଡା ସ୍ଥିତ ସଲଣ୍ଡିଆମୁଣ୍ଡାଠାରେ ଚତୁଃର୍ଦ୍ଦଶ ତମ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି । ରବିବାର ସନ୍ଧ୍ୟାରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା ।ସୋମବାର ସକାଳୁ ପୂଜା ଆରମ୍ଭ ହୋଇଛି। କର୍ତ୍ତା ଭାବେ ବରିଷ୍ଠ ସାମ୍ବାଦିକ...

ଅଞ୍ଚଳବାସୀଙ୍କ ସମସ୍ୟା ସମାଧାନ କରିବାକୁ ଏମ୍‌ପିଙ୍କ ପ୍ରତିଶ୍ରୁତି

ଥୁଆମୂଳ ରାମପୁର,୬ା୧୦(ଦୁର୍ଗା କୀର୍ତ୍ତି): ଭାରତୀୟ ଜନତା ପାର୍ଟିର କଳାହାଣ୍ଡି ଜିଲା ସଭାପତି ଯୁଗଳ କିଶୋର ପୋଡ଼ଙ୍କ ଉପସ୍ଥିତିରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିରିକୋଟଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି...

ହୃଦ୍‌ଘାତରେ ବରିଷ୍ଠ ଖବରଦାତାଙ୍କ ପରଲୋକ

ଭବାନୀପାଟଣା,୬।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୟପାଟଣାର ବରିଷ୍ଠ ଖବରଦାତା ପ୍ରଭାକର ପଟ୍ଟନାୟକ(୫୧)ଙ୍କ ଶନିବାର ବିଳମ୍ବିତ ରାତିରେ ନିଜ ବାସଭବନରେ ହୃଦଘାତରେ ପରଲୋକ ହୋଇଯାଇଛି। ସେ କଳାହାଣ୍ଡି ଜିଲା ଓଡ଼ିଶା ୟୁନିୟନ ଅଫ୍‌ ଜର୍ଣ୍ଣାଲିଷ୍ଟର ପୂର୍ବତନ ସାଧାରଣ ସମ୍ପାଦକ ରହିଥିଲେ। ଏହାସହ...

କେନାଲ ଉପରେ ହେଉନି ପୋଲ: ବାଜିରେ ଲାଗୁଛି ଜୀବନ

ଭବାନୀପାଟଣା,୬।୧୦(ଉତ୍ତମ କୁମାର ଦାଶ):କେନାଲ ଉପରେ ପୋଲ ନ ଥିବାରୁ ଦୁଇ ପାର୍ଶ୍ୱରେ ଥିବା ଗ୍ରାମବାସୀ ଏବେ ବିପଦସଂକୁଳ ଅବସ୍ଥାରେ ଜୀବନକୁ ବାଜି ଲଗାଇ କେନାଲ ପାରି ହେଉଛନ୍ତି। କେନାଲରେ ପୋଲ ନିର୍ମାଣ ପାଇଁ ସ୍ଥାନୀୟ ରାଜନେତା, ବିଭାଗୀୟ ଅଧିକାରୀ ଓ...

ଲଘୁଚାପ ବର୍ଷାରେ ଭାଙ୍ଗିଲା ଘରଦ୍ୱାର, ରାସ୍ତାରେ ପଡ଼ିଲା ଗଛ, ଯୋଗାଯୋଗ ବିଚ୍ଛିନ୍ନ

କେସିଙ୍ଗା,୫ା୧୦(ତୁମେଶ୍ୱର ସାହୁ): ସମଗ୍ର କଳାହାଣ୍ଡି ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜିଲାର କେସିଙ୍ଗା ବ୍ଲକରେ ବର୍ଷାର ପରିମାଣ ବୃଦ୍ଧି ପାଇଛି। କେସିଙ୍ଗାସ୍ଥିତ ସିଡବ୍ଲ୍ୟୁସି ପକ୍ଷରୁ ପାଣିପାଗ ବିଭାଗର ରେକର୍ଡ ଅନୁଯାୟୀ ଗତ ସେପ୍ଟେମ୍ବର ୨୩...

ବର୍ଷାପରେ ରିଷିଡାରେ ହେଲା ରାବଣ ପୋଡି

ରିଷିଡା:୫।୧୦(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ାଠାରେ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ବିଜୟାଦଶମୀ ଉପଲକ୍ଷେ ରିଷିଡ଼ାରେ ହେବାକୁ ଥିବା ରାବଣ ପୋଡ଼ିରେ ପ୍ରବଳ ବର୍ଷା ଯୋଗୁ ରାବଣ ପୋଡି...

ନିଜ ପ୍ରୟାସରେ ଗ୍ରାମବାସୀ ଲଗାଇଲେ ୨ହଜାରୁ ଅଧିକ ଗଛ ଅବୁଜବାହାଲ ଗ୍ରାମ୍ୟ କମିଟି ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରିଷିଡା ୫।୧୦(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ସ୍ଥିତ ଅବୁଜବାହଳ ଠାରେ ୫ ବର୍ଷ ଆଗରୁ ସରକାରଙ୍କ ତରଫରୁ ଭାଲୁ ଡୁଗୁରି ଓ ମିନମାନ ଡୁଙ୍ଗୁରିର କିଛି ସ୍ଥାନରେ ବୃଷ ରୋପଣ କରାଯାଇଥିଲା। ବର୍ତମାନ ଖାଲି...

ହାତୀନଦୀରେ ବନ୍ୟା ସ୍ଥିତି: ରାସ୍ତାରେ ଗଛ ପଡ଼ିଲା, ଘରେ ପାଣି ପଶିଲା

ଭବାନୀପାଟଣା,୪ା୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ବର୍ଷା ବିତ୍ପାତ ଦେଖାଦେଇଛି। ଗୁରୁବାର ଦିନତମାମ ପ୍ରବଳ ବର୍ଷା ଯୋଗୁ ଜିଲାର ବିଭିନ୍ନ ସ୍ଥାନରେ ବେହାଲ ପରିସ୍ଥିତି ସୃଷ୍ଟି ହୋଇଛି। ଜିଲାର ଥୁଆମୂଳ ରାମପୁର ବ୍ଲକରେ ସର୍ବାଧିକ ୩୫୨ମି.ମି. ବର୍ଷା ହୋଇଥିଲା। ସେହିପରି ଜୁନାଗଡ଼...

ଲଘୁଚାପ ଜନିତ ପ୍ରବଳ ବର୍ଷା: ନାଳରେ ଭାସି ଜଣେ ମୃତ

ଥୁଆମୂଳ ରାମପୁର,୩।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ ଗତ କିଛି ଦିନ ହେବ ଲଘୁଚାପ ଜନିତ ପ୍ରବଳ ବର୍ଷା ଲାଗି ରହିଛି। ଥୁଆମୂଳ ରାମପୁର  ବ୍ଳକରେ ସର୍ବାଧିକ ୩୫୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ଉକ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri