କଳାହାଣ୍ଡି

୫୯ ଲିଟର ବିଦେଶୀ ମଦ ଜବତ: ଜଣେ ଗିରଫ

କର୍ଲାମୁଣ୍ଡା/ରିଷିଡା,୧୪/୫(ପ୍ରଦୀପ କୁମାର ସାହୁ/ସୁଶାନ୍ତ କୁମାର ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଫାଣ୍ଡି ଅଧିନସ୍ଥ କଂସିଲ ଛକଠାରେ ବେଆଇନ ଭାବେ ଚାଲାଣ ହେଉଥିବା ୫୯ଲିଟର ବିଦେଶୀ ମଦକୁ ରିଷିଡା ପୋଲିସ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଥିବା ସୂଚନା…

ରେଗଡା ଆଦର୍ଶ ବିଦ୍ୟାଳୟର ସଫଳତା : ଟପ୍ପର ହେଲେ ପ୍ରତ୍ୟୁଷ, ପୁଷ୍ପଲତା

କର୍ଲାମୁଣ୍ଡା,୧୪।୫ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଓମ୍‌ ପ୍ରତ୍ୟୁଷ ସାହୁ ଦଶମ ପରୀକ୍ଷାରେ ୯୬% ମାର୍କ ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ…

ଆମ୍ବ ଗୋଟାଇବାକୁ ଯାଇଥିଲେ, ମାରିଲା ଘଡ଼ଘଡ଼ି: ଚାଲିଗଲା ନାବାଳିକାଙ୍କ ଜୀବନ

ଥୁଆମୂଳ ରାମପୁର,୧୪।୫(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳ ପୋଡାପଦର ପଞ୍ଚାୟତର ତଳଟେମରା ଗାଁର ମାଦାନ ମାଝୀଙ୍କ ନାବାଳିକା ଝିଅ ସବିତା (୯) ବଜ୍ରପାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୋଡାପଦର ଗ୍ରାମପଞ୍ଚାୟତର ଯୁବ ସମାଜସେବୀ…

କାଳବୈଶାଖୀ ପ୍ରଭାବ: ଘର ଉପରେ ପଡ଼ିଲା ଖଜୁରି ଗଛ, ବର୍ତ୍ତିଲେ ବୃଦ୍ଧ

ଥୁଆମୂଳ ରାମପୁର,୧୪ା୫ (ଦୁର୍ଗା କୀର୍ତ୍ତି)- କାଳବୈଶାଖୀ ପ୍ରଭାବରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବାଗଡିଆଣି ଗ୍ରାମର ଜଣଙ୍କ ଘର ଉପରେ ଏକ ଖଜୁରୀଗଛ ଭାଙ୍ଗିପଡିଥିଲା। ସୌଭାଗ୍ୟବଶତଃ ଘର ଭିତରେ ଥିବା ବୃଦ୍ଧ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ ସୋମବାର…

ପରିବାର ପ୍ରତିପୋଷଣ ପାଇଁ ଯାଇଥିଲେ: କେରଳରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ

ଲାଞ୍ଜିଗଡ଼,୧୩।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ ଦାଦନଙ୍କ ମୃତ୍ୟୁ ଘଟୁଛି l ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଜିଲା ଅନକାପାଲିଠାରେ ଦୁଇ ମାସ ତଳେ…

CBSE Result: ଯୁକ୍ତ ୨ରେ କଳାହାଣ୍ଡି ଜିଲା ଟପ୍ପର ହେଲେ ତେଜସ୍ବିନୀ ସୁନା

ଭବାନୀପାଟଣା,୧୩।୫(ଉତ୍ତମ କୁମାର ଦାଶ): ସିବିଏସଇ ଯୁକ୍ତ ୨ ପରୀକ୍ଷାରେ କଳାହାଣ୍ଡି ଜିଲା ମଦନପୁର ଓଡିଶା ଆଦର୍ଶ ବିଦ୍ୟାଳୟ(ଓଏଭି) ଛାତ୍ରୀ ତେଜସ୍ବିନୀ ସୁନା ସର୍ବମୋଟ ୪୮୫ (୯୭%)ମାର୍କ ରଖି କଳାହାଣ୍ଡି ଜିଲା ଟପ୍ପର ହୋଇଛନ୍ତି। ତାଙ୍କ ବାପା ସହଦେବ ସୁନା ବୁଢୀଖମନ ପ୍ରାଥମିକ…

CBSE Result: ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ଚମତ୍କାର ସଫଳତା

ଲାଞ୍ଜିଗଡ,୧୩।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଛାତ୍ରୀ ଛାତ୍ର ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଚମତ୍କାର ସଫଳତା ହାସଲ କରିଛନ୍ତି I ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଲାଞ୍ଜିଗଡ଼ ସ୍ଥିତ ଡିଏଭି…

CBSE Result: ଦଶମରେ କଳାହାଣ୍ଡି ଟପ୍ପର ହେଲେ ଅନିକେତ ପଣ୍ଡା

ଭବାନୀପାଟଣା, ୧୩।୫(ଉତ୍ତମ କୁମାର ଦାଶ)-ସିବିଏସଇ ଦଶମ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି । ଏଥିରେ କଳାହାଣ୍ଡି ଜିଲା ଜୁନାଗଡ ଓଡିଶା ଆଦର୍ଶ ବିଦ୍ୟାଳୟ(ଓଏଭି)ର ଛାତ୍ର ଅନିକେତ ପଣ୍ଡା ଜିଲା ଟପ୍ପର ହୋଇ ନିଜ ସ୍କୁଲ ପାଇଁ ଗୌରବ ଆଣିଛନ୍ତି। ସେ ସର୍ବମୋଟ…

ଲୋକ ସଭା ଏମ୍‌ପିଙ୍କୁ ଭେଟିଲେ ପ୍ରତିନିଧି ଦଳ

ରିଷିଡା,୧୩।୫(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କର୍ଲାମୁଣ୍ଡା ମଣ୍ଡଳସ୍ଥରୀୟ ଏକ କମିଟି କଳାହାଣ୍ଡି ଏମ୍‌ପି ମାଳବିକା ସିଂଦେଓଙ୍କୁ ତାଙ୍କ ବାସଭବନରେ ଭେଟି ସ୍ଥାନୀୟ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ଦାବିଗୁଡିକ ମଧ୍ୟରେ ରିଷିଡା ଫଟାମୁଣ୍ତା ପାଣିଟାଙ୍କି ଛକ ଓ…

ନିର୍ମାଣ ହେଉନି ରେଳ ଅଣ୍ଡରବ୍ରିଜ କି ଓଭରବ୍ରିଜ:ଲେଭଲ କ୍ରସିଂରେ ଟ୍ରାଫିକ ଜାମ ସ୍ଥିତି

ଭବାନୀପାଟଣା, ୧୩ା୫ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାର ବିଭିନ୍ନ ସ୍ଥାନରେ ରେଳ ଲେଭଲ କ୍ରସିଂରେ ଅଣ୍ଡରବ୍ରିଜ କିମ୍ବା ଓଭରବ୍ରିଜ ନାହିଁ। ଫଳରେ ଲେଭଲ କ୍ରସିଂରେ ଟ୍ରାଫିକ ଜାମ ପରିସ୍ଥିତି ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି…

ଧରିତ୍ରୀର ମହାପ୍ରଭାବ: କାଲି ଖବର ପ୍ରକାଶ, ଆଜି ଗାଁକୁ ହେଲା ଜଳଯୋଗାଣ

ରିଷିଡ଼ା,୧୨ା୫(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ରଣାପଡ଼ା ଓ ପାଟଖଣ୍ତା ମନ୍ଦିରପଡ଼ାର ପାୟ ୩୦୦ରୁ ଅଧିକ ପରିବାର ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଥିଲେ। ପଡ଼ାରେ ସରକାର ତରଫରୁ ସପ୍ଲାଏ ପାଣି ପାଇପ୍‌ ବ୍ୟବସ୍ଥା କରିଥିଲେ ହେଁ…

ମନରେଗା ଯୋଜନାରେ ଦୁର୍ନୀତି: ବଦଳିଲେ କନିଷ୍ଠ ଯନ୍ତ୍ରୀ

ରିଷିଡା, ୧୨।୪ (ସୁଶାନ୍ତ ମଲ୍ଲିକ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଯୋଜନାରେ ମହାଦୁର୍ନୀତିକୁ ବତିକୁପା ଗ୍ରାମର ଶ୍ରମିକ ମାନେ କର୍ଲାମୁଣ୍ଡା ବିଡ଼ିଓଙ୍କ ଠାରେ ଗତ ୨୫ ତାରିଖରେ ଅଭିଯୋଗ ହୋଇଥିଲା। ଉକ୍ତ ଦୁର୍ନୀତିରେ କନିଷ୍ଠ ଯନ୍ତ୍ରୀ ଲିପ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?