୩୩ ମାସ ପରେ ମା’କୁ ଫେରି ପାଇଲା ପୁଅ
ଝାରସୁଗୁଡ଼ା,୨୦।୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ମାର୍ଗଦର୍ଶନରେ ପରିଚାଳିତ ‘ସ୍ନେହ ସେତୁ’ ପଦକ୍ଷେପ ମାଧ୍ୟମରେ ସୋମବାର ପୁଣି ଏକ ବିଚ୍ଛିନ୍ନ ପରିବାର ଏକାଠି ହୋଇଛି। ଦୀର୍ଘ ୨ ବର୍ଷ ୯ ମାସର ପ୍ରତୀକ୍ଷା ପରେ ଝାଡ଼ଖଣ୍ଡର ଅନାମିକା…
ରାଷ୍ଟ୍ରପତି ଭବନ ଯିବାକୁ ଖୁସବୁଙ୍କୁ ମିଳିଲା ନିମନ୍ତ୍ରଣ
ଝାରସୁଗୁଡା,୧୫ା୧(ଆଶିଷ ରଞ୍ଜନ ଦାଶ): ସାଧାରଣତନ୍ତ୍ର ଦିବସ ଅବସରରେ ରାଷ୍ଟ୍ରପତି ଭବନରେ ହେବାକୁ ଥିବା ପ୍ରତିଷ୍ଠିତ ‘ଏଟ ହୋମ’ ସମ୍ମିଳନୀ ପାଇଁ ଝାରସୁଗୁଡ଼ା ଜିଲା ବେଲପାହାଡ଼ ଗୁମାଡେରା ନିବାସୀ ବୁଧରାମ ଜୟପୁରିଆଙ୍କ ଝିଅ ଖୁସବୁ ଜୟପୁରିଆ ନିମନ୍ତ୍ରିତ ହୋଇଛନ୍ତି। ଖୁସବୁଙ୍କ ଏହି ଚୟନ…
ଥରୁଛି ଝାରସୁଗୁଡ଼ା: ରାଜ୍ୟର ସବୁଠାରୁ ଥଣ୍ଡା ସହର
ଝାରସୁଗୁଡ଼ା,୧୪।୧(ଆଶିଷ ରଞ୍ଜନ ଦାଶ ): ଚଳିତ ବର୍ଷ ଝାରସୁଗୁଡ଼ା ଜିଲାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଏହା ରାଜ୍ୟର ସବୁଠାରୁ ଥଣ୍ଡା ସହର ରେକର୍ଡ ହୋଇଛି। ବୁଧବାର ସକାଳ ୫ଟା ୩୦ ରେ ସର୍ବନିମ୍ନ ତାପମାତ୍ରା ୮. ୬ ଡିଗ୍ରୀ ସହ…
ସକାଳୁ ସକାଳୁ ରେଲୱେ ଷ୍ଟେଶନରେ ଲାଗିଲା ନିଆଁ: ଚାରିଆଡେ ବ୍ୟାପିଲା…
ଝାରସୁଗୁଡା,୧୩।୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ମୁଖ୍ୟ ରେଲୱେ ଷ୍ଟେଶନରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ୍ ଶର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ସୂଚନାନୁସାରେ, ମଙ୍ଗଳବାର ସକାଳୁ ଝାରସୁଗୁଡା ମୁଖ୍ୟ ରେଲୱେ ଷ୍ଟେଶନ ପ୍ଲାଟଫର୍ମ ନମ୍ବର ୧ରେ ବିଦ୍ୟୁତ ମରାମତି…
ମହାନଦୀ ଜଳକୁ ଅଟକାଉଛି ଛତିଶଗଡ଼: ବ୍ୟାରେଜ ସହିତ ତିଆରି କରିଛି ବାଲିବନ୍ଧ
ଝାରସୁଗୁଡ଼ା,୧୨ା୧(ଆଶିଷ ରଞ୍ଜନ ଦାଶ):ଛତିଶଗଡ଼ ସରକାରଙ୍କର ମନ ମାନୁନାହିଁ। ଶିଳ୍ପସଂସ୍ଥା ସ୍ବାର୍ଥରେ ମହାନଦୀ ଭିତରେ ବ୍ୟାରେଜ ସହିତ ବାଲିବନ୍ଧ ତିଆରି କରିଛି। ମହାନଦୀ ଉପରେ ନିର୍ମାଣ ହୋଇଥିବା କଲମା ବ୍ୟାରେଜକୁ ଲାଗି ବାଲିବନ୍ଧ ନିର୍ମାଣ କରିଥିବା ବେଳେ କଲମା ବ୍ୟାରେଜ୍ର ୬୬ଟି ଗେଟ…
ଲାଇନ୍ଚ୍ୟୁତ ହେଲା ମାଲବାହୀ ଟ୍ରେନ, ଠିଆ ହୋଇଥିବା ବେଳେ….
ବେଲପାହାଡ, ୧୧/୧(ସୁବାସ ପ୍ରଧାନ): ବର୍ତ୍ତିଗଲା ବଡ଼ ଟ୍ରେନ ଦୁର୍ଘଟଣା । ଝାରସୁଗୁଡ଼ା ଜିଲାରେ ମାଲବାହୀ ଟ୍ରେନ୍ର ୩ଟି ବଗି ଲାଇନ୍ଚ୍ୟୁତ ହୋଇଛି । ଝାରସୁଗୁଡା ଜିଲା ବେଲପାହାଡ଼ ରେଳ ଫାଟକରେ ରବିବାର ଅପରାହ୍ନ ୫ ଟା ସମୟରେ କୋଇଲା ପରିବହନ କରୁଥିବା…
ସରିଲା ଦୁଲଦୁଲି: ୫ ଦିନରେ ୨.୭୮ କୋଟି କାରବାର
ଝାରସୁଗୁଡା, ୯ା୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାର ପାରମ୍ପରିକ ଲୋକକଳା ଓ ସଂସ୍କୃତିର ମହାକୁମ୍ଭ ’ଦୁଲଦୁଲି-୨୦୨୬’ ଚଳିତ ବର୍ଷ ବାଣିଜି୍ୟକ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଝାରସୁଗୁଡ଼ା ଜିଲା ପ୍ରଶାସନ ଏବଂ ଓର୍ମାସର ମିଳିତ ଆନୁକୁଲ୍ୟରେ ଆୟୋଜିତ ଦୁଲଦୁଲି-୨୦୨୬…
ଝାରସୁଗୁଡ଼ାରେ ୭୨ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ, ସର୍ବନିମ୍ନ ତାପମାତ୍ରା ରହିଛି…
ଝାରସୁଗୁଡ଼ା,୯ା୧(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ପ୍ରବଳ ଶୀତ ଲହରି ଜାରି ରହିଥିବା ବେଳେ ଗୁରୁବାର ରାତିରେ ସର୍ବନିମ୍ନ ତାପମାତ୍ରା ୪. ୬ ଡିଗ୍ରୀକୁ ଖସି ଗତ ୭୨ ବର୍ଷର ରେକର୍ଡ ଭାଙ୍ଗିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ, ଗତ ଏକ…
ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…
ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ବନ୍ଧବାହାଲସ୍ଥିତ ଲଖନପୁର ଏମସିଏଲ ହସ୍ପିଟାଲରେ ଦୀର୍ଘ ୧୭ ଘଣ୍ଟାରୁ ଅଧିକ ସମୟ…
ଭରସା କଲେ ନବୀନ ୩ ଜଣଙ୍କୁ ମିଳିଲା ଗୁରୁ ଦାୟିତ୍ୱ
ବ୍ରଜରଜନଗର ୨୯ା୧୨( ବିଜୟ ବରାଡ଼): ଝାରସୁଗୁଡା ଜିଲା ବିଜୁ ଜନତା ଦଳକୁ ସକ୍ରିୟ କରିବା ପାଇଁ ବିଜେଡିର ସଭାପତି ନବୀନ ପଟନାୟକ ବ୍ରଜରଜନଗର ପୌରାଞ୍ଚଳରୁ ୩ ଜଣଙ୍କୁ ଉପ ସଭାପତି ଦାୟୀତ୍ୱ ଦେଇଛନ୍ତି। ସେମାନେ ହେଲେ ବ୍ରଜରଜନଗର ପୂର୍ବତନ ପୌରାଧ୍ୟକ୍ଷ ନନ୍ଦ…
୧୦୨ ହୋମ୍ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା
ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍ ୪୦୪୦ ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି। ଓଏସ୍ଏପି ବାଟାଲିୟନ ପଡ଼ିଆରେ ଏହି…
ପୋଷ୍ଟରରେ ନିଜ ଫଟୋ ନଥିବାରୁ ଗର୍ଜିଲେ ପ୍ରଦୀପ ପୁରୋହିତ, ମନଦୁଃଖ କରନ୍ତୁ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ
ଝାରସୁଗୁଡା, ୨୧/୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା କୋଲାବିରା ବ୍ଳକ ଠାରେ ରବିବାର ଚାଲିଥିବା କୃଷକ ସମାବେଶରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବ୍ୟାନରରେ ନିଜ ଫଟୋ ନଥିବା ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାସହିତ ଜିଲ୍ଲାପାଳଙ୍କୁ ତାଗିଦ…

