ଆର୍ଆଇ,ଏଆର୍ଆଇ ପଡ଼ିଲେ ଭିଜିଲାନ୍ସ ଜାଲରେ
ଝାରସୁଗୁଡ଼ା ଅଫିସ,୧୩ା୧: ଉତ୍ତରାଧିକାରୀ (ଲିଗାଲ୍ହେୟାର) ସାର୍ଟିଫିକେଟ୍ କରାଇଦେବା ପାଇଁ ଝାରସୁଗୁଡା ଜିଲା ସାହରପୁର ଆର୍ଆଇ ଯସ୍ମିତା ଭରାସାଗର ଓ ଏଆର୍ଆଇ ଚଙ୍କିରାଣି ନାୟକ ଜଣେ ବ୍ୟକ୍ତିଙ୍କ ନିକଟରୁ ୭ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସେମାନଙ୍କ…
ନିୟମ କଡ଼ାକଡି ହେଲେ କମିବ ସଂକ୍ରମଣ
ଝାରସୁଗୁଡ଼ା ଅଫିସ୍,୯।୧: ଝାରସୁଗୁଡ଼ା ଜିଲାରେ ଗତ ସପ୍ତାହ ମାଧ୍ୟମରେ କୋଭିଡ୍ ପଜିଟିଭ୍ ହାର ବୃଦ୍ଧି ପାଇଛି। ଏହା ଜିଲା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ସଂକ୍ରମଣକୁ କିଭଳି ରୋକି ହେବ ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଝାରସୁଗୁଡ଼ା ଜିଲା କୋଭିଡ୍…
ଡିଆର୍ଡିଏ ଅଫିସ୍ରେ ୨୦ ପଜିଟିଭ୍, ୩ ଦିନ ପାଇଁ ଅଫିସ୍ ବନ୍ଦ
ଝାରସୁଗଡ଼ା ଅଫିସ୍,୮।୧: ରାଜ୍ୟରେ କରୋନା ସଂକ୍ରମଣର ତୃତୀୟ ଲହର ଆରମ୍ଭ ହୋଇଛି। ସପ୍ତାହ ହେଲାଣି ଝାରସୁଗୁଡା ଜିଲାରେ ହୁ ହୁ ହୋଇ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ଦିନରେ ୧୦୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ଡିଆର୍ଡିଏ…
ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ
ଝାରସୁଗୁଡ଼ା ଅଫିସ,୩୦।୧୨: ଝାରସୁଗୁଡ଼ା ଜିଲା ବ୍ରଜରାଜନଗରର ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ଗୁରୁବାର ସନ୍ଧ୍ୟାରେ ପରଲୋକ ହୋଇଯାଇଛି। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ନିଶ୍ୱାସ ଜନିତ ସମସ୍ୟା କାରଣରୁ ତାଙ୍କୁ ଝାରସୁଗୁଡ଼ାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।…
କଟ୍ନୀଛଟ୍ନୀ ପରେ ଉଠିଲା ଧାନ
ଝାରସୁଗୁଡ଼ା ଅଫିସ,୨୨ା୧୨: ଝାରସୁଗୁଡ଼ା ସରବାହାଲ ମାର୍କେଟ ୟାର୍ଡ (ଧାନମଣ୍ଡି) ସୋମବାର ଉଦ୍ଘାଟନ ହେବା ପରେ ୩ ପଞ୍ଜୀକୃତ ଚାଷୀଙ୍କ ନିକଟରୁ ୩୬୦ବସ୍ତା ଧାନ କିଣାଯାଇଥିଲା। ଦ୍ୱିତୀୟ ଦିନ ମଙ୍ଗଳବାର ମାର୍କେଟ୍ ୟାର୍ଡରେ କଟ୍ନୀଛଟ୍ନୀକୁ ନେଇ ଅଚଳାବସ୍ଥା ଦେଖାଦେଇଥିଲା। ଚାଷୀମାନେ ମଣ୍ଡିରେ ଗାଡିରେ…
ଛିଡ଼ା ହୋଇଥିବା ଟ୍ରକ୍କୁ ପଛରୁ ପିଟିଲେ
ଝାରସୁଗୁଡା ଅଫିସ୍,୧୨।୧୨: ଝାରସୁଗୁଡ଼ା ଜିଲା ତାଳପଟିଆ ଫାଣ୍ଡି ଅଧୀନ ଦୁଲର୍ଗା ଗୌଡପଡା ଛକରେ ଗୁରୁବାର ରାତିରେ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଏକ ଟ୍ରକ୍ ପଛରେ ପିଟି ହୋଇ ଏକ ବାଇକ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବାଇକ୍ରେ ଥିବା ୩…
ବାରହା ଫାଶରେ ମଣିଷ
ଝାରସୁଗୁଡା ଅଫିସ,୫।୧୨(ଡି.ଏନ୍.ଏ.): ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଲୁହାବଗା ଗ୍ରାମରେ ଗତ ଶନିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଦୁର୍ବୃତ୍ତମାନେ ଗ୍ରାମ ନିକଟରେ ବାରହା ମାରିବା ପାଇଁ ୧୧କେଭି ବିଦ୍ୟୁତ ତାର ବିଛାଇଥିଲେ । ତାର…
ଶ୍ରୀ ବାଲାଜୀ ଇଞ୍ଜିକନ ଲିଃରେ ଆୟକର ବିଭାଗର ଚଢ଼ାଉ
ଝାରସୁଗୁଡ଼ା ଅଫିସ,୨୬ା୧୧: ବେଲପାହାଡ଼ସ୍ଥିତ ଶ୍ରୀ ବାଲାଜୀ ଇଞ୍ଜିକନ ଲିଃ ନାମକ ଠିକାସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଶୁକ୍ରବାର ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ଭୁବନେଶ୍ବର ଆୟକର ବିଭାଗ କାର୍ଯ୍ୟାଳୟରୁ ୬୦ରୁ ଊଦ୍ଧର୍ବ ଅଧିକାରୀ ଓ…
ଅଣ୍ଡା ତରକାରି ପାଇଁ ମା’ଙ୍କୁ ହତ୍ୟା
ଝାରସୁଗୁଡ଼ା ଅଫିସ,୨୩।୧୧: ଝାରସୁଗୁଡ଼ା ଜିଲା ସଦର ଥାନା ଅଧୀନ ଇବ୍ ଗ୍ରାମର ଜାମୁଆଁପାଲିରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ରାଜେନ୍ଦ୍ର ଭୋଏ (୨୭) ନାମକ ଯୁବକ ମା’ କୁମୁଦିନୀ ଭୋଏ(୫୫)ଙ୍କୁ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ମଙ୍ଗଳବାର…
ପୁରୀରେ ହେବ ଗ୍ରୀନଫିଲ୍ଡ ବିମାନ ବନ୍ଦର
ଝାରସୁଗୁଡ଼ା ଅଫିସ,୨୨ା୧୧: ପୁରୀରେ ଖୁବ୍ଶୀଘ୍ର ଗ୍ରୀନ୍ଫିଲ୍ଡ ବିମାନ ବନ୍ଦର ନିର୍ମାଣ ହେବ। ଏ ନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। ରାଜ୍ୟ ସରକାରଙ୍କଠାରୁ ଆବଶ୍ୟକ ଜବାବ ମିଳିବା ପରେ ପୁରୀରେ ବିମାନ ବନ୍ଦର ନିର୍ମାଣ କରାଯିବ ବୋଲି ବେସାମରିକ…
ଝାରସୁଗୁଡ଼ା ପୌରାଞ୍ଚଳରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ କଲେ ସ୍ବାସ୍ଥ୍ୟମନ୍ତ୍ରୀ
ଝାରସୁଗୁଡ଼ା ଅଫିସ,୧୯।୧୧: ପୌରାଞ୍ଚଳ ସରବାହାଲଠାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ଼ ବଣ୍ଟନ କରିଛନ୍ତି। ପୌରାଞ୍ଚଳର କେହି ଜଣେ ମଧ୍ୟ ବିଜୁ ସ୍ବାସ୍ଥ୍ୟ ଯୋଜନାରୁ ବଞ୍ଚିତ ରହିବେ ନାହିଁ ଏବଂ ସମସ୍ତଙ୍କୁ ଏହି ଯୋଜନାରେ ସାମିଲ କରାଯିବ…
ଷ୍ଟେଶନରେ ହଠାତ୍ ପହଞ୍ଚି ଚା’ ପିଇଲେ ରେଳ ମନ୍ତ୍ରୀ
ଝାରସୁଗୁଡା ଅଫିସ୍,୯।୧୧: ଓଡ଼ିଶା ଗସ୍ତରେ ଆସିଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର ସକାଳେ ଝରସୁଗୁଡା ରେଳ ଷ୍ଟେଶନରେ ପହଞ୍ଚି ଯାଞ୍ଚ କରିଛନ୍ତି। ପରେ ଝାରସୁଗୁଡାରେ ଦକ୍ଷିଣ ପୂର୍ବ ରେଳବାଇ ଏବଂ ପୂର୍ବ ତଟ ରେଳବାଇ ର ଅଧିକାରୀଙ୍କ ସହ ଏକ…
Archives


