ଝାରସୁଗୁଡ଼ା

ବ୍ରଜରାଜନଗର ଉପନିର୍ବାଚନ: ଆଶାୟୀଙ୍କ ମଧ୍ୟରେ ରହିଛି ନୂଆମୁହଁ

ଝାରସୁଗୁଡ଼ା ଅଫିସ,୬ା୫: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ତତ୍ପରତା ଦେଖାଦେଇଛି। ଅନ୍ୟପକ୍ଷେ ଦଳୀୟ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଶାୟୀ ବାୟୋଡାଟା ସହ ଦଳୀୟ…

ବ୍ରଜରାଜନଗର ଷ୍ଟେଶନରେ ରେଳରୋକୋ, ଉଭୟ ପାର୍ଶ୍ୱରେ ଅଟକି ରହିଛି ଟ୍ରେନ୍‌

ଝାରସୁଗୁଡା ଅଫିସ,୫।୫: ରେଳ ରହଣି ଦାବିରେ ସ୍ଥାନୀୟ ନାଗରିକ କମିଟି ତରଫରୁ ଗୁରୁବାର ସକାଳ ୬ଟାରୁ ବ୍ରଜରାଜନଗର ଷ୍ଟେଶନରେ ରେଳରୋକୋ ଆରମ୍ଭ ହୋଇଛି। ଶତାଧିକ ଆନ୍ଦୋଳନକାରୀ ରେଳଧାରଣା ଉପରେ ଟେଣ୍ଡ ପକାଇ ବସି ରହିଛନ୍ତି। ଫଳରେ କେତେକ ଯାତ୍ରୀବାହୀ ଟ୍ରେନ୍‌ ଓ…

ପ୍ରାର୍ଥୀ ଚୟନକୁ ନେଇ ଅଙ୍କକଷା

ବ୍ରଜରାଜନଗର,୪ା୫ (ଡି.ଏନ.ଏ.): ବ୍ରଜରାଜନଗର ନିିର୍ବାଚନ ମଣ୍ଡଳୀ ପାଇଁ ନିିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ଏଠାକାର ଦଳୀୟ ରାଜନୀତି ସରଗରମ ହୋଇଉଠିିଛି। ତିନି ପ୍ରମୁଖ ଦଳ ସେମାନଙ୍କ ପ୍ରାର୍ଥୀ ଚୟନକୁ ନେଇ ଅଙ୍କକଷା ଆରମ୍ଭ କରିଦେଇଛନ୍ତି। ମୁଖ୍ୟତଃ ଭାଜପା ଓ…

ରୋଷେୟା ମୃତ୍ୟୁର ସିବିଆଇ ତଦନ୍ତ କରାଯାଉ

ଝାରସୁଗୁଡ଼ା ଅଫିସ,୩୦।୪: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଲଳିତ କୁମାର ସାହୁଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିକରି ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ ଉଲ୍ଲେଖ ରହିଛି, ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ…

ଶେଷ ହେଲା ବ୍ରଜରାଜନଗର ଟ୍ରକ ମାଲିକ ସଂଘ ନିର୍ବାଚନ

ଝାରସୁଗୁଡ଼ା ଅଫିସ,୨୮।୪: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଟ୍ରକ ମାଲିକ ସଂଘ(ବିଟିଓଏ)ର ବାର୍ଷିକ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନରେ ବିଭିନ୍ନ ପଦପଦବୀ ପାଇଁ ୧୭ ଜଣ ପ୍ରାର୍ଥୀ ଅଂଶଗ୍ରହଣ କରିଥିଲେ। ଏଥିମଧ୍ୟରେ ସଭାପତି ଭାବେ ଦେବ ପ୍ରସାଦ ଦାଶ ୨୫୭ ଖଣ୍ଡ…

ଟ୍ରକ୍‌କୁ ପିଟିଲା ଚୋରା ଡିଜେଲ୍‌ ବୋଝେଇ ବୋଲେରୋ

ଝାରସୁଗୁଡ଼ା ଅଫିସ୍‌,୨୬।୪: ଝାରସୁଗୁଡା ଜିଲା କୋଲାବିରା ଥାନା ଅଧୀନ ୪୯ନମ୍ବର ଜାତୀୟ ରାଜପଥ ସିରିଆପାଲି ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଏକ ଚୋରା ଡିଜେଲ ବୋଝେଇ ବୋଲେରୋ ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା। ଏଥିରେ ବୋଲେରୋ ଚାଳକଙ୍କ ମୃତ୍ୟୁ ଘଟିଛି।…

ରୋଷେୟା ମୃତ୍ୟୁକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଝାରସୁଗୁଡ଼ା ଅଫିସ,୨୫।୪: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଲଳିତ କୁମାର ସାହୁଙ୍କ ସନ୍ଦେହଜନକ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ବ୍ରଜରାଜନଗର ଭାଜପା ପକ୍ଷରୁ ସୋମବାର ସ୍ଥାନୀୟ ରେଳଷ୍ଟେଶନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଭାଜପା କର୍ମକର୍ତ୍ତାମାନେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ।…

‘ରୋଷେୟା ମୃତ୍ୟୁର ତଦନ୍ତକୁ ଡରୁଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ’

ଝାରସୁଗୁଡ଼ା ଅଫିସ୍‌,୨୫।୪: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଲଳିତ କୁମାର ସାହୁଙ୍କ ସନ୍ଦେହଜନକ ମୃତ୍ୟୁର ପର୍ଦ୍ଦାଫାଶ କରିବା ପାଇଁ ଜିଲା ଭାଜପା ପ୍ରଥମରୁ ଦାବି କରିଆସୁଛି। ଏଥିରେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସହଯୋଗ ନ କରି ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ଧରି…

ଝାରସୁଗୁଡ଼ାରେ ଭାଜପା-ବିଜେଡି ମୁହାଁମୁହିଁ: ଉଭୟ ଗୋଷ୍ଠୀର ୫୦ରୁ ଊର୍ଦ୍ଧ୍ୱ ନେତୃବୃନ୍ଦ ଗିରଫ

ଝାରସୁଗୁଡା ଅଫିସ,୨୪।୪: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ରୋଷେୟା ଲଳିତ କୁମାର ସାହୁ(୨୨)ଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ରବିବାର ଭାଜପା-ବିଜେଡି ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି । ପୋଲିସ ଉଭୟ ଗୋଷ୍ଠୀର ୫୦ରୁ ଊଦ୍ଧର୍‌ବ ନେତୃବୃନ୍ଦଙ୍କୁ ଗିରଫ କରିଛି । ଏହାପରେ…

‘ମୃତ୍ୟୁ ଘଟଣାକୁ ଚପାଇଦେବା ପାଇଁ ଉଦ୍ୟମ’

ଝାରସୁଗୁଡ଼ା ଅଫିସ,୨୪।୪: ରୋଷେୟା ଲଳିତ କୁମାର ସାହୁ(୨୨)ଙ୍କ ମୃତ୍ୟୁ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସମ୍ପୃକ୍ତି ଥିବା ଭାଜପା ଅଭିଯୋଗ କରି ଘଟଣାର ସିବିଆଇ ତଦନ୍ତ ଦାବି କରିଛି। ଏହାକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଆରୋପ…

ରାଧାମାଧବଙ୍କ ପ୍ରତିଷ୍ଠା ଉତ୍ସବରେ ଶ୍ରଦ୍ଧାଳୁଙ୍କ ସମାଗମ

ଝାରସୁଗୁଡ଼ା ଅଫିସ୍‌,୨୩।୪: ଝାରସୁଗୁଡ଼ା ସହର ବେହେରାମାଲସ୍ଥିତ ରାଧାମାଧବଙ୍କ ମନ୍ଦିର ପ୍ରତିଷ୍ଠା ଏବଂ ବିଗ୍ରହ ସ୍ଥାପନ ମହୋତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ ରାଧାମାଧବ ସଂଘ ତରଫରୁ ଆୟୋଜିତ ହୋଇଥିଲା। ପ୍ରଥମ ଦିନ ସ୍ଥାନୀୟ ପୋଖରୀରୁ ମହିଳାମାନେ ୧୦୮ କଳସରେ ଜଳ ଆଣି…

ମନ୍ତ୍ରୀଙ୍କ ରୋଷେୟା ମୃତ୍ୟୁର ୫ଦିନ ପରେ ଥାନାରେ ଅଭିଯୋଗ

ଝାରସୁଗୁଡ଼ା ଅଫିସ,୨୨ା୪: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ରୋଷେୟା ଲଳିତ କୁମାର ସାହୁ(୨୨)ଙ୍କ ମୃତ୍ୟୁର ୫ଦିନ ପରେ ବାପା ବେଲାର୍ସନ ସାହୁ ଓ ବଡଭାଇ ବିରଞ୍ଚତ୍ ସାହୁ ଝାରସୁଗୁଡା ଟାଉନ ଥାନାରେ ପହଞ୍ଚତ୍ ଲିଖିତ ଅଭିଯୋଗ କରିଛନ୍ତି। ବେଲାର୍ସନ ତାଙ୍କ ଅଭିଯୋଗରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri