ଝାରସୁଗୁଡ଼ା

ଦୀପାଳିଙ୍କ ଆବେଦନ ECIରେ ଗୃହୀତ

ଝାରସୁଗୁଡ଼ା,୨୧ା୬: ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରର ପରାଜିତ ପ୍ରାର୍ଥିନୀ ଦୀପାଳି ଦାସଙ୍କ ଆବେଦନକୁ ନିର୍ବାଚନ କମିଶନ ଗ୍ରହଣ କରିଛନ୍ତି। ନିର୍ବାଚନ ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ଦୀପାଳି ଇଭିଏମ୍‌ ଯାଞ୍ଚ ପାଇଁ ଜିଲା ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଯାଞ୍ଚ ଏବଂ…

କେନ୍ଦୁପତ୍ର କାରବାର ହ୍ରାସ ପାଇବା ସମ୍ଭାବନା

ଝାରସୁଗୁଡ଼ା,୧୫।୬(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲାର କେନ୍ଦୁପତ୍ର ୩୦ ବର୍ଷ ତଳେ ଚାହିଦା ବେଶ ରହିଥିବା ବେଳେ ଶିଳ୍ପାୟନ ପ୍ରଭାବରେ କେନ୍ଦୁପତ୍ର ଆଗାମୀ ଦିନରେ ହ୍ରାସ ପାଇବା ସହ ବନ୍ଦ ହେବା ନେଇ ସମ୍ଭାବନା ରହିଛି। ଝାରସୁଗୁଡ଼ା ବନଖଣ୍ଡ କେନ୍ଦୁପତ୍ର କାର୍ଯ୍ୟାଳୟ ଅଧୀନରେ…

ଝାରସୁଗୁଡ଼ାରୁ ହାରିଯିବା ପରେ ଦୀପାଳିଙ୍କ ପ୍ରଥମ ପ୍ରତିକ୍ରିୟା: କହିଲେ ଏଭଳି…

ଭୁବନେଶ୍ୱର,୪।୬: ଝାରସୁଗୁଡ଼ାରେ ବିଜେଡି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଦୀପାଳି ଦାସ ପରାଜିତ ହୋଇଛନ୍ତି। ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ତାଙ୍କୁ ୧୩୨୨ ଖଣ୍ଡ ଭୋଟରେ ହରାଇଛନ୍ତି। ଏହାପରେ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ଦୀପାଳି। ସେ କହିଛନ୍ତି ଯେ, ‘ହାରିବା ଓ ଜିତିବା…

ହାରିଗଲେ ଦୀପାଳି, ଝାରସୁଗୁଡ଼ାରେ ଫୁଟିଲା ପଦ୍ମ

ଝାରସୁଗଡ଼ା,୪।୬: ଝାରସୁଗୁଡ଼ାରେ ପଦ୍ମର ବଡ଼ ବିଜୟ। ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୧୩୨୨ ଖଣ୍ଡ ଭୋଟରେ ହରାଇଛନ୍ତି ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ। ୨୦୨୪ ଲୋକସଭା ନିର୍ବାଚନ ଶେଷ ପରେ ଆଜି ଭୋଟ ଗଣତି ଜାରି ରହିଛି । ତେବେ ପ୍ରାରମ୍ଭିକ…

ହ୍ରାସ ପାଉଛି ଲଘୁ ବନଜାତ ସାମଗ୍ରୀ

ଝାରସୁଗୁଡ଼ା,୩୦।୫(ସଞ୍ଜୟ ମାଲି)ଝାରସୁଗୁଡା ଜିଲାର ମାନ୍ୟତା ପାଇବା ସମୟରେ ପାଣି, ମାଟି ଓ ମୁଖ୍ୟତ କୋଇଲାରେ ପରିପୂର୍ଣ୍ଣ ଥିଲା। ଅବାଧ ଜଙ୍ଗଲ କଟା ଯୋଗୁ ଆଗ ଭଳି ଆଉ ମୂଲ୍ୟବାନ ଗଛ ଏଠାରେ ଦେଖିବାକୁ ମିଳୁନାହିଁ। ଜଙ୍ଗଲରୁ କ୍ରମାଗତ ଭାବେ ଲଘୁ ବନଜାତ…

ପୁଣି ଝାରସୁଗୁଡ଼ାରୁ ସେବା ଆରମ୍ଭ କଲା ଇଣ୍ଡିଗୋ

ଭୁବନେଶ୍ୱର,୧୬ା୫: ବୁଧବାର ଇଣ୍ଡିଗୋ ଏୟାର ଲାଇନ ଝାରସୁଗୁଡା ଏବଂ ଦିଲ୍ଲୀ ମଧ୍ୟରେ ଏହାର ସେବା ଆରମ୍ଭ ପୁନର୍ବାର କରିଛି। ଅପରାହ୍ନ ୩ ଟା ୨୦ ମିନିଟରେ ବିମାନ ଦିଲ୍ଲୀରୁ ବାହାରି ସନ୍ଧ୍ୟା ୫ଟା ୧୫ ମିନିଟରେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ…

କଂଗ୍ରେସର ବଡ଼ ପ୍ଲାନ, ଓଡ଼ିଶାରେ ପହଞ୍ଚିଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର,୧୫।୫: ଓଡ଼ିଶାରେ ପହଞ୍ଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଝାରସୁଗୁଡାରେ ପହଞ୍ଚିଛନ୍ତି ରାହୁଲ । ବର୍ତ୍ତମାନ ସେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବଲାଙ୍ଗୀର ଅଭିମୁଖେ ବାହାରିଛନ୍ତି। ସେଠାରେ କୋଶଳ କଳାମଣ୍ଡଳ ସମାବେଶରେ ଯୋଗ ଦେବେ । ଦିନ ୧୧ଟା ୪୫ରୁ…

ସ୍ତ୍ରୀ, ଝିଅଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜକୁ ଗୁଳି କଲେ ବ୍ୟକ୍ତି

ଝାରସୁଗୁଡ଼ା,୯ା୫: ସ୍ତ୍ରୀ ଓ ଝିଅକୁ ଗୁଳି ହତ୍ୟା କରିବା ପରେ ନିଜକୁ ଗୁଳି କରିଛନ୍ତି ଜଣେ ବ୍ୟକ୍ତି। ଏପରି ଦୁଃଖଦ ଘଟଣା ଘଟିଛି ଝାରସୁଗୁଡ଼ା ଜିଲାର ଲଖନପୁର ଥାନା ବାଣୀପାହା ନିକଟରେ। ମୃତକ ଜଣକ ହେଲେ ଓରିଏଣ୍ଟ ଥାନା ଅଞ୍ଚଳର କାଳୀନଗରର…

ନାମାଙ୍କନପତ୍ର ଦାଖଲ କଲେ ଦୀପାଳି

ଭୁବନେଶ୍ୱର,୩।୫: ଝାରସୁଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଶନିବାର ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସରବାହଲରୁ ବହୁ ସମର୍ଥକଙ୍କୁ ନେଇ ବିରାଟ ଶୋଭାଯାତ୍ରାରେ ସେ ଝାରସୁଗୁଡ଼ା ଉପଜିଲାାପାଳ ତଥା ରିଟର୍ନିଂ ଅଫିସରଙ୍କ ଠାରେ ନାମାଙ୍କନପତ୍ର ଦାଖଲ କରିଛନ୍ତି।

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ବିରୋଧୀ ନେତାମାନେ ସିଜନାଲ ପକ୍ଷୀ, ନିର୍ବାଚନ ଋତୁରେ ଆସିବେ ପୁଣି…

ଡବଲ ଇଞ୍ଜିନ ସରକାର କରିବାକୁ ଧର୍ମେନ୍ଦ୍ରଙ୍କ ଆହ୍ବାନ

ଝାରସୁଗୁଡ଼ା,୨୪ା୪ (ସଞ୍ଜୟ ମାଲି):ଝାରସୁଗୁଡା ଜିଲା ଲଇକେରା ବ୍ଲକରେ ମଙ୍ଗଳବାର ଭାଜପା ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଲଇକେରା ବିଜେଡି ମହିଳା ନେତ୍ରୀ ସାହସପୁର ସରପଞ୍ଚ ସୁକାନ୍ତି ଜୟପୁରିଆଙ୍କ ନେତୃତ୍ୱରେ ଶତାଧିକ ବିଜେଡି କର୍ମୀ ଭାଜପାରେ ସାମିଲ ହୋଇଛନ୍ତି।…

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫାପତ୍ର ପଠାଇଥିବା ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି । ଇସ୍ତଫା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?