କାମରେ ଲାଗୁନି ଦେଉଳି ପାହାଡ଼ ଅତିଥିଶାଳା
ଧର୍ମଶାଳା,୧୫ା୭(ବଟକୃଷ୍ଣ ପରିଡ଼ା): ଧର୍ମଶାଳା ବ୍ଲକ୍ କୁମାରୀ ପଞ୍ଚାୟତ ଅଧୀନ ବୌଦ୍ଧ କୀର୍ତ୍ତିରାଜି ସମ୍ପନ୍ନ ଦେଉଳି ପାହାଡ଼ରେ ଥିବା ଅତିଥିଶାଳା ଏବେ କାମରେ ଲାଗୁନାହିଁ। ଏହା ଭୂତକୋଠିରେ ପରିଣତ ହୋଇଛି। ରକ୍ଷଣାବେକ୍ଷଣ ଅଭାବରୁ ଏହା ନିକଟରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧିପାଉଛି। ଏହା...
‘ଛାତିଥରା ଦୃଶ୍ୟ’ ଏକା ସାଙ୍ଗରେ ଗାଁ ଶ୍ମଶାନରେ ଜଳିଲା ମା’ ପୁଅଙ୍କ ଜୁଇ, ପୂରା ଘଟଣା ଜାଣିଲେ…
ଯାଜପୁର,୧୩।୭: ଛାତିଥରା ଦୃଶ୍ୟ, ଗାଁ ଶ୍ମଶାନରେ ଜଳିଲା ଉଭୟ ମା’ ପୁଅଙ୍କ ଜୁଇ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ଭଡ଼ଙ୍ଗା ଗାଁରେ। ଗାଁର ସନ୍ଧ୍ୟାରାଣୀ ନାୟକ ଓ ତାଙ୍କ ପୁଅ ଦିବ୍ୟ କେଶରୀ...
ଆଷାଢ଼ରେ ଚାଷଜମି ଶୁଖିଲା: ଗଜାମରୁଡ଼ି ଆଶଙ୍କା
ସିଂହପୁର,୧୩ା୭ (ଅନଙ୍ଗ ଉଦୟ ବେଉରିଆ): ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁ ଏବେ ଖରିଫ ଧାନ ଚାଷ ପ୍ରଭାବିତ ହେବାକୁ ବସିଛି। ବିଞ୍ଝାରପୁର ବ୍ଲକ୍ରେ ଏବେ ଗଜାମରୁଡ଼ି ଆଶଙ୍କା ଦେଖା ଦେଲାଣି। ଚାଷୀମାନେ ଯଥା ସମୟରେ ଚାଷ କାର୍ଯ୍ୟ ଆରମ୍ଭ...
ଗଛରେ ଝୁଲୁଛି ଏସ୍ସିଓଙ୍କ ମୃତଦେହ: ରହସ୍ୟ ଘେରରେ…
ଯାଜପୁର,୧୨।୭: ଯାଜପୁର ଜିଲା ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସର ଥିବା ଏକ ଗଛରୁ ଏସ୍ସିଓଙ୍କ ଝୁଲନ୍ତା ମୃତଦେହ ବୁଧବାର ଜବତ ହୋଇଛି। ମୃତ ଏସ୍ସିଓ ଜଣଙ୍କ ହେଲେ ସୁରେଶ ମଲ୍ଲିକ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲା ଅହମ୍ମଦପୁର ଅଞ୍ଚଳରେ।...
ଓଭରଲୋଡ୍ ଗାଡ଼ି ଚଳାଚଳକୁ ବିରୋଧ
ଯାଜପୁରରୋଡ୍,୧୨ା୭(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌରପରିଷଦ ୧ନଂ. ୱାର୍ଡ ଯୋଡ଼ାବର ନିକଟରେ ଏକ କମ୍ପାନୀର ଓଭରଲୋଡ୍ ଗାଡ଼ି ଚଳାଚଳକୁ ବିରୋଧ କରାଯାଇଛି। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହେବାପରେ ପ୍ରଶାସନ ପକ୍ଷରୁ ମୋଟ୍ ୨୪ ହାଇଓ୍ବାରୁ ୧୭ ଲକ୍ଷ ୫୦...
ମଦ ଦୋକାନ ଉଠିଲା, ଢାବାରେ ବିକ୍ରି ବଢ଼ିଲା
ଯାଜପୁର,୧୧ା୭(ହର୍ଷବର୍ଦ୍ଧନ ବେହେରା):ଧନଜୀବନର ସୁରକ୍ଷା ଏବଂ ନିରାପଦ ଗମନାଗମନ ପାଇଁ କେନ୍ଦ୍ର ସରକାର ବିପୁଳ ଅର୍ଥ ବ୍ୟୟବରାଦ କରି ଜାତୀୟ ରାଜପଥ(ଏନ୍ଏଚ୍) ନିର୍ମାଣ କରିଛନ୍ତି ା ଏହାର ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ବିପୁଳ ଅର୍ଥ ବ୍ୟବସ୍ଥା ହେଉଛି। କିନ୍ତୁ...
ଇ-ଡେସ୍ପାଚ୍କୁ ଡର, ହ୍ବାଟ୍ସଆପ୍ରେ କାରବାର
ଯାଜପୁର,୧୦।୭(ହର୍ଷବର୍ଦ୍ଧନ ବେହେରା):ରାଜ୍ୟ ସରକାର ଦୁର୍ନୀତିର ମୂଳୋତ୍ପାଟନ କରି ଲୋକଙ୍କ ମୁଖ୍ୟମନ୍ତ୍ରୀ ତଥା ସ୍ବଚ୍ଛ ସରକାର ଗଢ଼ିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। କିନ୍ତୁ ଯାଜପୁର ଜିଲାରେ ଏହିସବୁ ପ୍ରଚାର ସର୍ବସ୍ବ ହେଉଛି। ନିଜର ଅପାରଗତାକୁ ଲୁଚାଇବାକୁ ଇ-ଡେସ୍ପାଚ୍ ଓ ଜିଲା ୱେବପୋର୍ଟାଲକୁ...
ଶିଳାନ୍ୟାସରେ ଅଟକିଛି ଉନ୍ନତୀକରଣ
ବଡ଼ଚଣା,୮ା୭(ଦିଲୀପ କୁମାର ମହାନ୍ତି): ବଡ଼ଚଣା ବ୍ଲକ୍ ଅଧୀନ ୧୬ନଂ. ଜାତୀୟ ରାଜପଥର ସଂଯୋଗସ୍ଥଳ ବନ୍ଦାଳୋଠାରୁ ଏଣ୍ଡରପଦା ଗ୍ରାମ ପର୍ଯ୍ୟନ୍ତ ୧୫ କି.ମି. ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏହା ୧୬ ନମ୍ବର ଜାତୀୟ ରାଜପଥଠାରୁ ପଶ୍ଚିମ ବଡ଼ଚଣାର ୧୦...
ମୃଦଙ୍ଗ କାରିଗରଙ୍କୁ ମିଳୁନି ସରକାରୀ ସହାୟତା
କଳିଙ୍ଗନଗର,୮ା୭(ଶୁଭାଶିଷ ରାଉତ): ଆଜି ବି ଓଡ଼ିଶାର ପୁରପଲ୍ଲୀରେ ସଞ୍ଜ ନଇଁବା ମାତ୍ରେ ଗାଁଗଣ୍ଡାରେ ଗୁଞ୍ଜରିତ ହେଉଛି ସଙ୍କୀର୍ତ୍ତନର ସ୍ବର। ଭାଗବତ ଟୁଙ୍ଗୀରେ ବିଭିନ୍ନ ବାଦ୍ୟ ଯନ୍ତ୍ର ତାଳରେ ବୋଲାଯାଏ ହରିନାମ। ଏସବୁ ପାଇଁ ଆବଶ୍ୟକ ପଡ଼ିଥାଏ ମୃଦଙ୍ଗ, ତବଲା, ଢୋଲକ,...
କୁସୁମା କଟେଜ୍ ନିର୍ମାଣକୁ ନେଇ ବଢୁଛି ସନ୍ଦେହ
ଯାଜପୁର,୭ା୭(ହର୍ଷବର୍ଦ୍ଧନ ବେହେରା)ଯାଜପୁର ସହରର କୁସୁମା ପୋଖରୀ ପରିସରରେ ୨ ମହଲାବିଶିଷ୍ଟ ୯ଟି କଟେଜ୍ ନିର୍ମାଣକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଯାଜପୁର ପୌର ପରିଷଦ ପକ୍ଷରୁ ଏହି କଟେଜ୍ଗୁଡିକ କର୍ପୋରେଟ ସାମାଜିକ ଦାୟିତ୍ୱ(ସିଏସ୍ଆର୍) ପାଣ୍ଠିରୁ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ...
କୁସୁମା ବଙ୍ଗଳା କାହାର: ବଢ଼ୁଛି ଚର୍ଚ୍ଚା, ସ୍ପଷ୍ଟୀକରଣ ରଖିଲେ…
ଯାଜପୁର,୬।୭: ଯାଜପୁର କୁସୁମାରେ ଥିବା ବିବାଦୀୟ ବଙ୍ଗଳାକୁ ନେଇ ଚର୍ଚ୍ଚା ବଢ଼ୁଥିବା ବେଳେ ଏଗୁଡିକ କାହାର ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଶନିବାର ଏହି ବିଳାସପୂର୍ଣ୍ଣ ବଙ୍ଗଳାଗୁଡିକ ସମ୍ପର୍କରେ ପୌରପାଳିକା ସ୍ପଷ୍ଟୀକରଣ ରଖିଛି । ଖବରଦାତା ସମ୍ମିଳନୀରେ...
ବିଡିଓ ଅନୁପସ୍ଥିତ, ସମୀକ୍ଷା ବୈଠକ ବାତିଲ କଲେ ବିଜେଡି ବିଧାୟକ:ବଢିଲା ସନ୍ଦେହ
ରସୁଲପୁର,୫ା୭(ରଂଜିତ ରାଉତ):ଦୀର୍ଘଦିନର ଅପେକ୍ଷା ପରେ ଶୁକ୍ରବାର ପୂର୍ବାହ୍ନରେ ବରୀ ବିଜେଡି ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ ରସୁଲପୁର ବ୍ଲକକୁ ସମୀକ୍ଷା କରିବାକୁ ଆସି ଫେରିଯାଇଛନ୍ତି। ବିଡିଓ ଅବନିକାନ୍ତ ସାହୁ ରାତିଅଧିଆ ଛୁଟିରେ ରହିବାରୁ ବିଧାୟକ ସମୀକ୍ଷା ବୈଠକୁ ବାତିଲ କରିଦେଇଛନ୍ତି। ସମୀକ୍ଷା...
Archives


