ଯାଜପୁର

ଜଳ ସଂରକ୍ଷଣ: ବର୍ଷକରେ ଫେଲ୍‌

ଯାଜପୁର ଅଫିସ,୧୫।୨: ଓଡ଼ିଶାରେ ଜଳ ସଂରକ୍ଷଣ ପାଇଁ ବିବିଧ ପଦ୍ଧତି ପ୍ରୟୋଗ କରାଯାଇଛି। ଏଥିରେ ରୁଫ୍‌ଟପ୍‌ ରେନ୍‌ୱାଟର ହାରଭେଷ୍ଟିଙ୍ଗ ଷ୍ଟ୍ରକ୍ଚର (ଆର୍‌ଆର୍‌ଏଚ୍‌ଏସ୍‌), ଗ୍ରାଉଣ୍ଡ ୱାଟର ରିଚାର୍ଜ, ବାୟୋଡାଇଭର୍ସିଟି ପାର୍କ ଓ ଗ୍ରିନେରୀ, ଗ୍ରାଉଣ୍ଡ୍‌ ୱାଟର ରେଗୁଲେଶନ, ଜଳାଶୟର ଉନ୍ନତୀକରଣ ଇତ୍ୟାଦି ରହିଛି।…

ଏହି କାରଣରୁ ଯାଜପୁର ଡିଏସ୍‌ପିଙ୍କୁ କରାଯାଉଛି ପ୍ରଶଂସା

ଚଣ୍ଡିଖୋଲ,୧୪ା୨: ୫୩ ନମ୍ବର ଜାତୀୟ ରାଜପଥର ବଡ଼ଚଣା ଥାନା ବେଣାପୁରଠାରେ ଏକ ସଡ଼କ ଦୁର୍ଘଟଣାରେ ଆହତ ଦମ୍ପତିଙ୍କୁ ଯାଜପୁର ଡିଏସ୍‌ପି ସଂଗ୍ରାମ ଟୁଡୁ ରବିବାର ନିଜ ସରକାରୀ ଗାଡିରେ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସ୍ଥାନୀୟ ଲୋକେ ଡିଏସ୍‌ପିଙ୍କ ଏହି…

ରାଜ୍ୟରେ ୭୫୯ ଜଳ ଯୋଗାଣ ପ୍ରକଳ୍ପ ଅସମ୍ପୂର୍ଣ୍ଣ

ଯାଜପୁର ଅଫିସ,୧୪ା୨: ଜାନୁୟାରୀ ୨୦୨୧ ସୁଦ୍ଧା ରାଜ୍ୟରେ ୭୫୯ ପାଇପ୍‌ ଜଳ ଯୋଗାଣ (ପିଡବ୍ଲ୍ୟୁଏସ୍‌) ପ୍ରକଳ୍ପ ନିର୍ମାଣ ଅସମ୍ପୂର୍ଣ୍ଣ ରହିଛି । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ (ଆର୍‌ଡବ୍ଲ୍ୟୁଏସ୍‌ଏସ୍‌) ବିଭାଗର ୩୨ଟି ଡିଭିଜନରେ ଏପରି ଅବ୍ୟବସ୍ଥା ସୃଷ୍ଟି ହୋଇଛି ।…

ଚତୁର୍ଥୀ ପୂର୍ବରୁ ଟ୍ରକ୍‌ ଧକ୍କାରେ ଚାଲିଗଲା ବରଙ୍କ ଜୀବନ

ଚଣ୍ଡିଖୋଲ/ଦଶରଥପୁର,୧୨।୨(ଡି.ଏନ.ଏ.): ଭଲପାଇ ୨ ଦିନ ତଳେ ବିବାହ କରିଥିବା ସ୍ତ୍ରୀଙ୍କୁ ଚତୁର୍ଥୀ ଏବଂ ଭୋଜିଭାତଲାଗି ଭୁବନେଶ୍ୱରରୁ ଘରକୁ ଆଣିବାକୁ ଯାଇଥିବା ସ୍ବାମୀଙ୍କ ଟ୍ରକ୍‌ ଧକ୍କାରେ ଗୁରୁବାର ମୃତ୍ୟୁ ଘଟିଛି। ଏହାକୁ ନେଇ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଏପରି ଘଟଣାଘଟିଛି…

ନାଡ଼ି କାଟି ଦେବାରୁ ପ୍ରସୂତିଙ୍କ ମୃତ୍ୟୁ

ଯାଜପୁର ଟାଉନ,୧୧ା୨(ଡି.ଏନ.ଏ.): ଯାଜପୁର ଜିଲା ମୁଖ୍ୟଚିକିତ୍ସାଳୟରେ ଅସ୍ତ୍ରୋପଚରାବେଳେ ନାଡ଼ି କଟିଯିବାରୁ ଜଣେ ପ୍ରସୂତିଙ୍କ ମୃତ୍ୟୁ ହୋଇଛି। ଏଥିସହିତ ଅସ୍ତ୍ରୋପଚାର ଲାଗି ଡାକ୍ତର ୫ ହଜାର ଟଙ୍କା ନେଇଥିଲେ ବୋଲି ଅଭିଯୋଗ ହୋଇଛି। ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା…

୫୦ ପରିବାର ମୌଳିକ ସୁବିଧାରୁ ବଞ୍ଚିତ

ରସୁଲପୁର,୧୨।୨(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକଙ୍କୁ ବିଭିନ୍ନ ଯୋଜନାରେ ସହାୟତା କରୁଥିବା କହୁଛନ୍ତି। ହେଲେ ବାସ୍ତବ କ୍ଷେତ୍ରରେ ଅନେକ ସ୍ଥାନରେ ଏହି ଯୋଜନା ପହଞ୍ଚି ପାରୁନାହିଁ। ଯଦ୍ଦ୍ବାରା ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଯାହାର ଏକ ଉଦାହରଣ…

ଦାୟିତ୍ୱରୁ ହଟିବ ଓରେଡା

ଯାଜପୁର ଅଫିସ,୧୧ା୨: ସୌରଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଦାୟିତ୍ୱରୁ ଓରେଡା(ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି) ହଟିବ। ଏହି ପ୍ରକଳ୍ପରେ ଅନିୟମିତତା ଓ ପରିଚାଳନାଗତ ତ୍ରୁଟି ସଂକ୍ରାନ୍ତରେ ବାରମ୍ବାର ଅଭିଯୋଗ ଆସିବା ପରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ…

ଓଳାଶୁଣୀ ମେଳାରେ ୧୪୪ ଧାରା

ବାଲିଚନ୍ଦ୍ରପୁର,୯।୨(ସ୍ବ.ପ୍ର.): ପ୍ରସିଦ୍ଧ ଓଳାଶୁଣୀ ଗୁମ୍ପାମେଳା ରବିବାରଠାରୁ ଆରମ୍ଭ ହୋଇଛି। ଚଳିତ ବର୍ଷ କୋଭିଡ଼ କଟକଣା ଯୋଗୁ ଭକ୍ତମାନଙ୍କୁ ମେଳାକୁ ଆସିବାକୁ ବାରଣ କରାଯାଇଥିଲା। କେବଳ ମହାପୁରୁଷଙ୍କ ପୂଜାବିଧି ଓ ନୀତିକାନ୍ତି ପାଳନ ହେବ ବୋଲି ନିଷ୍ପତ୍ତି ପ୍ରସ୍ତୁତି ବୈଠକରେ ନିଆଯାଇଥିଲା ା…

ଲୁହାପଥରର ଅହେତୁକ ମୂଲ୍ୟବୃଦ୍ଧି

ଯାଜପୁର ଅଫିିସ,୯।୨: ରାଜ୍ୟ ବାହାରର ଶିଳ୍ପ ସଂସ୍ଥାଗୁଡିକୁ ଦୈତାରିରୁ ଖଣିଜ ସମ୍ପଦ କିଣିବାକୁ ଦ୍ୱାର ଖୋଲିଯିବା ପରେ ଏଠାରେ ଲୁହାପଥର ଦର ଆକାଶଛୁଆଁ ହୋଇଛି। ରାଜ୍ୟ ବାହାରର ଶିଳ୍ପସଂସ୍ଥାଗୁଡିକୁ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବାରୁ ଏହାର ଗଭୀର ପ୍ରଭାବ କଳିଙ୍ଗନଗର ଶିଳ୍ପାଞ୍ଚଳରେ ପଡ଼ିଛି।…

ବିନା ଭକ୍ତରେ ଆରମ୍ଭ ହେଲା ଓଳାସୁଣୀ ମେଳା

ଚଣ୍ଡିଖୋଲ/ବାଲିଚନ୍ଦ୍ରପୁର,୮।୨(ଡି.ଏନ.ଏ.): ପ୍ରସିଦ୍ଧ ଓଳାସୁଣୀ ଗୁମ୍ଫା ମେଳା ରବିବାର ଆରମ୍ଭ ହୋଇଛି। ପବିତ୍ର ମାଘ କୃଷ୍ଣ ଏକାଦଶୀ ତିଥିରେ ଆରମ୍ଭ ହେଇଥିବା ଏହି ମେଳା ଚଳିତ ବର୍ଷ କରୋନା କଟକଣା ଯୋଗୁ ଭକ୍ତ ଶୂନ୍ୟ ରହିଛି। ମେଳା ପଡିଆରେ କୌଣସି ଦୋକାନ ବଜାର…

ଅମଠପୁର ଉପନିର୍ବାଚନ: ୩ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ବରୀ,୮।୨(ଡି.ଏନ.ଏ.): ଆସନ୍ତା ୧୧ରେ ବରୀ ବ୍ଲକ୍‌ ଅଧୀନ ଅମଠପୁର ପଞ୍ଚାୟତ ଉପନିର୍ବାଚନ । ସରକାରୀ ସ୍ତରରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୧୫ ଓ୍ବାର୍ଡକୁ ନେଇ ଗଠିତ ଏହି ପଞ୍ଚାୟତର ମୋଟ ୩୬୩୨ ମତାଦାତା ସେମାନଙ୍କ ଭୋଟଦାନ ଅଧିକାର ସାବ୍ୟସ୍ତ…

ତୈଳଭଣ୍ଡାର ବନାମ ପଥର ଖାଦାନ

ଯାଜପୁର ଅଫିସ,୭ା୨: ଦେଶର ୪ର୍ଥ ସର୍ବବୃହତ୍‌ ଚଣ୍ଡିଖୋଲ ତୈଳଭଣ୍ଡାର ପ୍ରତିଷ୍ଠା କରିବାକୁ ୨୦୧୮ ଜୁନ ୨୭ରେ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଥିଲା। ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ ପାଦଦେଶରେ ଉକ୍ତ ତୈଳଭଣ୍ଡାର ପ୍ରତିଷ୍ଠା କରିବାକୁ ଜମି ଚିହ୍ନଟ ଚୂଡାନ୍ତ ହୋଇସାରିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri