କଟକ ସବ୍ରେଜିଷ୍ଟ୍ରାରଙ୍କ ନିକଟରେ ଅଭିଯୋଗ କଲେ ସୋମାଲିକା
କଟକ/ଜଗତ୍ସିଂହପୁର,୮ା୧୦(କାର୍ତ୍ତିକ ସାହୁ/ପ୍ରମୋଦ କୁମାର ନାୟକ)ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନକୁ ବିରୋଧ କରିଛନ୍ତି ତାଙ୍କ ପ୍ରେମିକା ସୋମାଲିକା ଦାସ। ସୋମାଲିକା ଶନିବାର କଟକସ୍ଥିତ ସବ୍ରେଜିଷ୍ଟ୍ରାର ଅଫିସରେ ବିଜୟ ଶଙ୍କରଙ୍କ ବିବାହ ଆବେଦନ ବିରୋଧରେ ଅଭିଯୋଗ କରିଛନ୍ତି। ସୋମାଲିକାଙ୍କ…
ଇଲିଶି ସାତସପନ
ପାରାଦୀପ, ୭।୧୦ (ଶରତ ରାଉତ): ଓଡ଼ିଆ ଲୋକକଥାରେ କୁହନ୍ତି, ମାଛ ଖାଇବ ଇଲିଶି ଚାକିରି କରିବ ପୋଲିସ। ଯେଉଁ ଇଲିଶି ମାଛର ସର୍ବାଧିକ ଚାହିଦା ଆମିଷାଷୀଙ୍କ ପାଖରେ ଥାଏ ତାହା ଆଉ ସମୟାନୁସାରେ ମିଳୁନାହିଁ। ଏଥିଯୋଗୁ ଏହି ମାଛର ଦାମ ଦିନକୁ…
ପୋଖରୀ ଉନ୍ନତୀକରଣ କାର୍ଯ୍ୟ ବିଳମ୍ବ
ଜଗତ୍ସିଂହପୁର, ୬।୧୦ (ପ୍ରମୋଦ କୁମାର ନାୟକ):ଜଗତ୍ସିଂହପୁର ସହରରେ ଏକାଧିକ ପୋଖରୀ ଅଛି। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଆବଶ୍ୟକତା ପୂରଣ କରିପାରୁନାହିଁ। ଏପରି କି କେତେକ ପୋଖରୀ ଖରାଦିନେ ଶୁଖିଯାଏ। କିନ୍ତୁ ଗୋପାଳସାଗର ପୋଖରୀରେ ବର୍ଷ ତମାମ ପାଣି ରୁହେ। କଟକ-ଜଗତ୍ସିଂହପୁର ମୁଖ୍ୟ…
ସହପାଠିନୀ ପ୍ରତ୍ୟୁଷାଙ୍କୁ ବିବାହ କରିବେ ବିଜୟ ଶଙ୍କର
କଟକ,୬ା୧୦ (କାର୍ତ୍ତିକ ସାହୁ):ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ। କଟକ ଅରୁଣୋଦୟ ମାର୍କେଟ ଅଞ୍ଚଳର ପ୍ରତ୍ୟୁଷା ନନ୍ଦ ନାମ୍ନୀ ମହିଳାଙ୍କୁ ବିବାହ ପାଇଁ ସେ କଟକସ୍ଥିତ ରେଜିଷ୍ଟ୍ରାର ଅଫ୍ ମ୍ୟାରେଜଙ୍କ କାର୍ଯ୍ୟାଳୟରେ ଗତ ସେପ୍ଟେମ୍ବର ୨୧ରେ ଆବେଦନ…
୧ କୋଟିର ମଡେଲ ମଶାଣି ନିର୍ମାଣରେ ବିଳମ୍ବ
ଜଗତ୍ସିଂହପୁର, ୫ା୧୦ (ପ୍ରମୋଦ କୁମାର ନାୟକ)ଜଗତ୍ସିଂହପୁର ପୌରାଞ୍ଚଳର ଜନସଂଖ୍ୟା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟହ କୌଣସି ନା କୌଣସି ୱାର୍ଡରେ ଲୋକଙ୍କ ମୃତ୍ୟୁ ହେଉଛି। କିନ୍ତୁ ଶବଦାହ ପାଇଁ ଅନେକ ସମୟରେ ଅସୁବିଧା ହେଉଛି। ବିଶେଷକରି ବର୍ଷାଦିନେ ଲୋକେ ସମସ୍ୟାର…
ମନ୍ତ୍ରୀ ଆସିବା ପୂର୍ବରୁ ଫଳକ ଭାଙ୍ଗିଦେଲେ
ଜଗତ୍ସିଂହପୁର, ୨ା୧୦ (ପ୍ରମୋଦ କୁମାର ନାୟକ):ଜଗତ୍ସିଂହପୁର ବ୍ଲକ ଅନ୍ତର୍ଗତ ମଣ୍ଡାସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍ସି) ପରିସରରେ ରବିବାର ଅଭାବନୀୟ ଘଟଣା ଘଟିଛି। ସିଏଚ୍ସିର ନୂଆ ବହିର୍ବିଭାଗ ଓ ସରକାରୀ ବାସଗୃହ ନିର୍ମାଣ ପାଇଁ ଅନୁଦାନ ଆସିଲା। ଏହାର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ…
ଗଣତନ୍ତ୍ର, ଗଣମାଧ୍ୟମ ଓ ଯୁବପିଢ଼ି
ଜଗତ୍ସିଂହପୁର,୧।୧୦ (ପ୍ରମୋଦ କୁମାର ନାୟକ): ଗୋଟିଏ ନିର୍ଦ୍ଦିଷ୍ଟ ବୟସକୁ ଯୁବକ କୁହାଯାଇ ନ ପାରେ। ଜାଣିବା ଓ ଶିଖିତ୍ବାର ଇଚ୍ଛା ଥିବା ଯାଏ ଅର୍ଥାତ୍ ପ୍ରଶ୍ନ ପଚାରୁଥିବା ପର୍ଯ୍ୟନ୍ତ ଜଣଙ୍କୁ ଯୁବକ ବୋଲି କୁହାଯାଇପାରିବ। ପ୍ରଶ୍ନ ପଚାରିବାର ଶକ୍ତି କେବଳ ମଣିଷଙ୍କଠାରେ…
ଫ୍ଲାଏଆଶ୍ ଇଟା ନିମ୍ନମାନର
କୁଜଙ୍ଗ,୨୫।୯ (ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକରେ ଗଢି ଉଠିଥିବା ଫ୍ଲାଏଆଶ୍ ଇଟା କାରଖାନା ମାଲିକମାନେ ବିଭିନ୍ନ ଉପାୟରେ ଗରିବ ଜନସାଧାରଣଙ୍କୁ ଠକି ଚାଲିଛନ୍ତି। ଏଥିନିମନ୍ତେ ସାଧାରଣ ଜନତା ମୁହଁ ଖୋଲିବାକୁ ସାହସ ଜୁଟାଇ ପାରୁନାହାନ୍ତି। ପ୍ରକାଶ ଯେ, ଫ୍ଲାଏଆଶ୍ ଇଟା କାରଖାନା ମାଲିକମାନେ…
ପାଇପ ଲାଇନ ବିଛା ଯୋଗୁ ରାସ୍ତା କାଦୁଅ
ନାଉଗାଁ ,୨୩ା୯ (ସୁଧା ବେହୁରା): ସରକାରଙ୍କ ବସୁଧା ଯୋଜନାରେ ନାଉଗାଁ ବ୍ଲକରେ ପ୍ରକଳ୍ପ ନିର୍ମାଣଠାରୁ ଆରମ୍ଭ କରି ପାଇପ ବିଛା କାର୍ଯ୍ୟ ଜାରି ରହିଛି। ପ୍ରତ୍ୟେକ ଗୃହକୁ ପାନୀୟ ଜଳ ଯୋଗାଇବା ପାଇଁ ପାଇପ ଲାଇନ ସଂଯୋଗ କରାଯାଉଛି। ଏହି ପାଇପ…
ବିଦ୍ୟାଳୟ ରାସ୍ତାରେ ବାଡ଼, ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ
ବାଲିକୁଦା,୨୩ା୯ (ତାପସ ସ୍ବାଇଁ): ବାଲିକୁଦା ବ୍ଲକ ଶିକ୍ଷା ଅଧୀନରେ ଥିବା ଅନନ୍ତପୁର ପଞ୍ଚାୟତ କେଉପଡ଼ା ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯାତାୟାତ କରିବା କଷ୍ଠକର ହେଉଛି। ମୁଖ୍ୟ ରାସ୍ତାକୁ ସେହି ଗ୍ରାମର ଦେବେନ୍ଦ୍ର ସେଠୀ ଓ ଟୁକୁନା ସେଠୀ ଜବରଦଖଲ…
ବିଦ୍ୟାଳୟରେ ଜମିରହିଛି ବର୍ଷାପାଣି
ରାହାମା,୨୨ା୯ (ଶ୍ରୀକାନ୍ତ ଦାସ): କୋମଳମତି ପିଲାମାନଙ୍କ ପଢ଼ିବା ଲାଗି ଶୈକ୍ଷିକ ବାତାବରଣ ମୁଖ୍ୟତଃ ପରିଷ୍କାର ପରିଚ୍ଛନ୍ନ ରହିବା କଥା। କିନ୍ତୁ ଏହି ପରିବେଶ ଯଦି ବିଗିଡ଼ିଯିବ ପିଲାମାନେ ବିଦ୍ୟାଳୟକୁ ଆସିବାକୁ ନାକ ଟେକିବେ। ବେସରକାରୀ ସ୍କୁଲର ପରିଷ୍କାର ପରିଚ୍ଛନ୍ନତାକୁ ଲକ୍ଷ୍ୟ କରି…
୨୪ ଘଣ୍ଟା ପରେ ୩ ମତ୍ସ୍ୟଜୀବୀଙ୍କ ମିଳିନି ସନ୍ଧାନ
ପାରାଦୀପ, ୨୧ା୯(ଶରତ ରାଉତ)ପାରାଦୀପ ମାଛଧରା ବନ୍ଦର ପାଖ ମହାନଦୀ ମୁହାଣରେ ମଙ୍ଗଳବାର ବୋଟ୍ ବୁଡ଼ି ଘଟଣାରେ ନିଖୋଜ ଥିବା ୩ ମତ୍ସ୍ୟଜୀବୀଙ୍କ ସନ୍ଧାନ ବୁଧବାର ସା ସୁଦ୍ଧା ମିଳିନାହିଁ। ସେହି ନିଖୋଜଙ୍କୁ ଖୋଜିବା ପାଇଁ ବୁଧବାର ସମୁଦ୍ରରେ କୋଷ୍ଟଗାର୍ଡ ପକ୍ଷରୁ ହେଲିକପ୍ଟର…
Archives


