ଡିଜେରେ ଦୁଲୁକିଲା ଘର, ଚାଲିଗଲା ବାପାଙ୍କ ଜୀବନ, ଏମିତି ଅଭିଯୋଗ ଆଣି ଦେବୀ ରଥଙ୍କ ପୁଅ କହିଲେ…
ପାରାଦୀପ,୫ା୧୧: ଯାତ୍ରା କଳାକାର ଦେବୀ ରଥଙ୍କ ମୃତ୍ୟୁକୁ ନେଇ ପୁଅ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ପାରାଦୀପ ଗଡ଼ରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଶୋଭାଯାତ୍ରା ହେଉଥିଲା। ଯେଉଁଥିରେ କି ଆମ ଘର ଦୁଲୁକିଥିଲା। କାହାକୁ କହିଲେ ବି...
ଯାତ୍ରା କଳାକାର ଦେବୀ ରଥଙ୍କ ପରଲୋକ, ଆଉ ଶୁଭିବନି ଦମ୍ଦାର ଡାଏଲଗ୍, ୪୨ ବର୍ଷ ଧରି…
ପାରାଦୀପ,୫ା୧୧: ଯାତ୍ରାଜଗତର ବର୍ଷୀୟାନ କଳାକାର ଦେବୀପ୍ରସାଦ ରଥଙ୍କ ପରଲୋକ ଘଟିଛି। ଜଗତସିଂହପୁର ଜିଲା ପାରାଦୀପଗଡ଼ସ୍ଥିତ ବାସଭବନରେ ମଙ୍ଗଳବାର ରାତିରେ ହୃଦ୍ଘାତରେ ଦେହାନ୍ତ ହୋଇଛି। ୪୨ ବର୍ଷର ଯାତ୍ରା କ୍ୟାରିୟରରେ ଅଭିନୟର ଏକ ସ୍ବତନ୍ତ୍ର ଛାପ ଛାଡ଼ିଯାଇଛନ୍ତି ଦେବୀପ୍ରସାଦ। ସେ ମଞ୍ଚରେ...
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପାରାଦୀପରେ ହେବ ବିମାନବନ୍ଦର
ପାରାଦୀପ,୫।୧୧(ଶରତ ରାଉତ):ଜଗତ୍ସିଂହପୁର ଜିଲା ତଥା ପାରାଦୀପରେ ଲକ୍ଷେ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ ବୋଲି ଗତବର୍ଷ କଳିଙ୍ଗ ବାଲିଯାତ୍ରାରେ କୁହାଯାଇଥିଲା। ମାତ୍ର ବର୍ଷକ ମଧ୍ୟରେ ରାଜ୍ୟ ସରକାର ଲକ୍ଷେ ୪୫ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କେବଳ ପାରାଦୀପରେ...
ସୁଦାନରେ ଅପହୃତ ଓଡ଼ିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ଓଡ଼ିଶା ସରକାରଙ୍କ ଅନୁରୋଧ
ଭୁବନେଶ୍ୱର,୪।୧୧: ଯୁଦ୍ଧଗ୍ରସ୍ତ ସୁଦାନରେ ବିଦ୍ରୋହୀଙ୍କ ଦ୍ୱାରା ଅପହୃତ ହୋଇଥିବା ଓଡ଼ିଆ ଯୁବକ ଆଦର୍ଶ ବେହେରାଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଓଡ଼ିଶା ସରକାର ତୁରନ୍ତ ହସ୍ତକ୍ଷେପ କରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (MEA)କୁ ଅନୁରୋଧ କରିଛନ୍ତି। ମିଡିଆ ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ...
ବ୍ୟକ୍ତିଗତ ଚକଭୁକ୍ତ ଜମିରେ ସରକାରୀ ରାସ୍ତା
ଜଗତ୍ସିଂହପୁର, ୩୧ା୧୦ (ପ୍ରମୋଦ କୁମାର ନାୟକ): ଜଗତ୍ସିଂହପୁର ଜିଲା ବିରିଡ଼ି ତହସିଲ ଅନ୍ତର୍ଗତ ଉତ୍ତରଶାସନ ମୌଜାର ବ୍ୟକ୍ତିଗତ ଚକଭୁକ୍ତ ଜମିରେ ସରକାରୀ ଅର୍ଥ ବିନିମୟରେ ରାସ୍ତା ନିର୍ମାଣ ହୋଇଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ , ଏ ସମ୍ପର୍କରେ...
ନୂଆ ବୁଲେଟ କିଣାକୁ ନେଇ ଚାଲିଥିଲା ପାର୍ଟି: ପ୍ରଥମେ ପିଇଲେ ମଦ, ପରେ ସିଗାରେଟ୍ ନ ଦେବାରୁ…
ଜଗତ୍ସିଂହପୁର,୨୭ା୧୦ (ପ୍ରମୋଦ କୁମାର ନାୟକ): ଜଗତ୍ସିଂହପୁର ସହର ଉପକଣ୍ଠ ଯୋଗଧାରୀ ଛକରେ ପାନ ଦୋକାନ କରିଥିବା ଗୋପା (ପୋକପୁର) ଗ୍ରାମର ଚୈତନ୍ୟ ପୋଥାଳଙ୍କ ପୁଅ ଜ୍ଞାନ ରଞ୍ଜନ ପୋଥାଳ (୩୮)ଙ୍କୁ ୨୪ ତାରିଖ ରାତିରେ ଖଣ୍ଡାରେ ବୀଭତ୍ସ ଭାବେ ହାଣି...
ନାବାଳିକା ଭଉଣୀଙ୍କୁ ବଳାତ୍କାର କରି ଅଭିଯୁକ୍ତ ଫେରାର
କୁଜଙ୍ଗ, ୧୭।୧୦ (ମନୋଜ ପ୍ରଧାନ): ଜଗତ୍ସିଂହପୁର ଜିଲା କୁଜଙ୍ଗ ଥାନା ଅଞ୍ଚଳରେ ସମ୍ପର୍କୀୟା ଭଉଣୀଙ୍କୁ ବଳାତ୍କାର କରି ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି। ଏନେଇ ପୀଡ଼ିତାଙ୍କ ମା’ ବୁଧବାର ଥାନାରେ ଅଭିଯୋଗ କରିବା ପରେ ଗୁରୁବାର ପୋଲିସ ମାମଲା (ନଂ. ୩୭୮/୨୫...
ଫେକ ସାର୍ଟିଫିକେଟ ଦେଇ କରିଥିଲେ ଚାକିରି: ଏବେ ଫେରାଇବେ ୨୦୧୮ରୁ ନେଇଥିବା ସବୁ ଦରମା
ଜଗତସିଂହପୁର,୧୫।୯: ଫେକ ସାର୍ଟିଫିକେଟ ପାଇଁ ଅଧ୍ୟାପକ ଚାକିରିରୁ ବହିଷ୍କୃତ।ଏଭଳି ଘଟଣା ଘଟିଛି ଜଗତସିଂହପୁର ବାଲିକୁଦା କଲେଜରେ। ବାଣିଜ୍ୟ ଅଧ୍ୟାପକ ସନ୍ତୋଷ ଶତପଥୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଫେକ Mcom ସାର୍ଟିଫିକେଟ ଦେଇ ଚାକିରି କରିଥିବାରୁ ବହିଷ୍କୃତ ହୋଇଛନ୍ତି। ଫ୍ୟାକ୍ଟ ଫାଇଣ୍ଡିଂ...
ଶୁଦ୍ଧିକ୍ରିୟା ବେଳେ ଅଘଟଣ: ଗାଧୋଇବା ବେଳେ ବୁଡ଼ି ଗଲେ ଦାଦା-ପୁତୁରା, ଆଉ ତା’ପରେ…
ଜଗତସିଂହପୁର,୧୪।୯: ଶୁଦ୍ଧିକ୍ରିୟା ବେଳେ ଜଗତସିଂହପୁର ତିର୍ତ୍ତୋଲ ବ୍ରିଜ ନିକଟରେ ରବିବାର ଏକ ଅଘଟଣ ସାମ୍ନାକୁ ଆସିଛି। ଶୁଦ୍ଧିକ୍ରିୟା ସାରି ମହାନଦୀରେ ଗାଧୋଇବା ବେଳେ ଦାଦା-ପୁତୁରା ସାଙ୍ଗରେ ବୁଡ଼ି ଯାଇଥିଲେ। ପୁତୁରାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଦାଦା ନିଖୋଜ ହୋଇଯାଇଛନ୍ତି।...
ପାରାଦୀପ ଘରୋଇ ବର୍ଥରେ ଅଘଟଣ: ଜାହାଜରୁ ଖସି ପଡିଲେ ଚାଇନା ନାଗରିକ ନିଖୋଜ
ପାରାଦୀପ ୫।୯(ଶରତ ରାଉତ): ପାରାଦୀପ ବନ୍ଦର ୫ନଂ ଗେଟ୍ ପାଖରେ ବିଓଟି (ବିଲ୍ଡ ଅପରେଟ ଟ୍ରାନ୍ସପୋର୍ଟ)ବେସିସରେ କ୍ଲିନ କାର୍ଗୋ ବର୍ଥ ପରିଚାଳନା କରୁଥିବା ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ)ବର୍ଥରେ ଶୁକ୍ରବାର ସକାଳେ ଅଘଟଣ ଘଟିଛି। ପାନାମା ଜାତୀୟ ପତାକା...
ନାବାଳିକାଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କରୁଥିଲେ, ବିଜୟଓ୍ବାଡାରୁ ମାଡ଼ିବସିଲା ପୋଲିସ
ପାରାଦୀପ, ୧୩।୮(ଶରତ ରାଉତ):ଜଗତ୍ସିଂହପୁର ଜିଲା ପାରାଦୀପ ଲକ୍ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କ ଅଶ୍ଳୀଳ ଭିଡିଓ କରି ୫ ଲକ୍ଷ ଦାବି କରିବା ଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ମଙ୍ଗଳବାର ଜଣେ ଅଭିଯୁକ୍ତଙ୍କୁ ଗିରଫକରି...
ନାବାଳିକାଙ୍କୁ ପ୍ରେମ ବିବାହ ପରେ ନିର୍ଯାତନା ଦେଉଥିଲେ ସବ୍ଇନ୍ସପେକ୍ଟର: ଅଭିଯୋଗ ପରେ ବି…
ଜଗତ୍ସିଂହପୁର,୯ା୮(ପ୍ରମୋଦ କୁମାର ନାୟକ):ଜଗତ୍ସିଂହପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ପ୍ରେମ ବିବାହ ପରେ ପ୍ରତାରଣା କରିଛନ୍ତି ଜଣେ ପୋଲିସ ସବ୍ ଇନ୍ସପେକ୍ଟର (ଏସ୍ଆଇ)। ସେ ହେଉଛନ୍ତି ବାଲେଶ୍ୱର ଜିଲା ବାଲିଆପାଳ ଥାନା ରତେଇ ଗାଁର ଅମିତ୍ ପାଢ଼ୀ। ନାବାଳିକାଙ୍କ ଅଭିଯୋଗ...
Archives


