ଗଞ୍ଜାମ

ଗଞ୍ଜାମ ଜିଲାସ୍ତରୀୟ ପୋଲିସ ଶହୀଦ ଦିବସ

ଛତ୍ରପୁର, ୨୧।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲାସ୍ତରୀୟ ପୋଲିସ ଶହୀଦ ଦିବସ ସୋମବାର ପାଳିତ ହୋଇଯାଇଛି। ଛତ୍ରପୁରସ୍ଥିତ ପୋଲିସ ପଡ଼ିଆରେ ଆୟୋଜିତ ପରେଡ୍‌ରେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରୟ ଅଭିବାଦନ ଗ୍ରହଣ କରିଥିଲେ। ଦେଶରେ ଶହୀଦ ହୋଇଥିବା ୨୯୨ ଜଣଙ୍କ ନାମ ଏସ୍‌ପି…

କଙ୍ଗାରୁ କୋର୍ଟରେ ଶିକ୍ଷୟିତ୍ରୀଙ୍କ ପରିବାରକୁ ବାସନ୍ଦ ଘଟଣା ଭିଡିଓ ଭାଇରାଲ ପରେ ଗାଁ କମିଟି ବୈଠକ

ହିଞ୍ଜିଳିକାଟୁ,୨୧ା୧୦(ଡ଼ି.ଏନ୍‌.ଏ.)-ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ଗ୍ରାମ କମିଟି ନିଷ୍ପତ୍ତି କରି ଗ୍ରାମର ଏକ ପରିବାରକୁ ବାସନ୍ଦ କରିବା ଘଟଣାରେ ରବିବାର ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି। ବାସନ୍ଦ ପରିବାର ପକ୍ଷରୁ ସୋସିଆଲ ମିଡ଼ିଆରେ ଭିଡ଼ିଓ ଜାରି ଓ ଏହାକୁ ନେଇ…

୧୮ରେ ଦିବ୍ୟାଙ୍ଗଙ୍କୁ ମାଗଣା କୃତ୍ରିମ ଅଙ୍ଗ ପ୍ରଦାନ

ବ୍ରହ୍ମପୁର ଅଫିସ୍‌,୨୧ା୧୦-ବ୍ରହ୍ମପୁର ରୋଟାରୀ କ୍ଲବ ଇଷ୍ଟ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ମାଗଣା ଅଙ୍ଗ ପ୍ରଦାନ କାର୍ଯ୍ୟକ୍ରମ ସକ୍ଷମ-୨ ଶିବିର ପାଇଁ ପଞ୍ଜୀକରଣ ରବିବାର ଅନୁଷ୍ଠିତ ହୋଇଯାଇଛି। ଧର୍ମନଗର ପଞ୍ଚମ ଲେନ୍‌ରେ ଥିବା କମ୍ୟୁନିଟି ହଲ୍‌ରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଶିବିରରେ…

‘ନିଯୁକ୍ତି ସଂକଟ କବଳରେ ସାରା ଭାରତ’

ବ୍ରହ୍ମପୁର ଅଫିସ୍‌,୨୦ା୧୦-କେନ୍ଦ୍ର ମୋଦି ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୀତି ଯୋଗୁ ଏବେ ଦେଶରେ ବେକାରି ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହା କ୍ରମଶଃ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ବ୍ୟାପୀବାରେ ଲାଗିଛି। ସାରା ଦେଶରେ ଏବେ ନିଯୁକ୍ତିକୁ ନେଇ ସଂକଟ ଦେଖାଦେଇଛି…

ଯୌତୁକ ନିର୍ଯାତନା ଅଭିଯୋଗ, ସ୍ବାମୀ ଗିରଫ

ଛତ୍ରପୁର,୨୧ା୧୦(ଡି.ଏନ.ଏ.)-ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ବାମୀଙ୍କୁ ରବିବାର ଛତ୍ରପୁର ପୋଲିସ ଗିରଫ କରିଛି। ସେ ହେଲେ ଚିକିଲଖଣ୍ଡି ଗଁା ରବି ରଞ୍ଜନ ଗୌଡ। ଗଞ୍ଜାମ ଓଡିଆ ଢାମଣା ସାହିର ଜଣେ ଯୁବତୀଙ୍କୁ ୨୦୧୯ ମେ ୧ ରେ ରବି ବିବାହ କରିଥିଲେ। ଦାବି…

ମୃତ ଡାକ୍ତରଙ୍କ ଶରୀରଦାନ କଲେ ପରିବାରବର୍ଗ

ବ୍ରହ୍ମପୁର ଅଫିସ୍‌,୨୧୧୦-ବ୍ରହ୍ମପୁର ଭାବାନଗର ବାସିନ୍ଦା ଡା. ଗୌର ଚନ୍ଦ୍ର ଚୌଧୁରୀ (୭୮)ଙ୍କର ରବିବାର ସକାଳେ ପରଲୋକ ହୋଇଛି । ମୃତ୍ୟୁ ପରେ ତାଙ୍କ ଶେଷ ଇଚ୍ଛା ମୁତାବକ ଶରୀର ଏବଂ ଚକ୍ଷୁକୁ ବ୍ରହ୍ମପୁର ବଡମେଡିକାଲକୁ ଦାନ କରାଯାଇଛି । ପୂର୍ବରୁ ସେ…

ବାଲୁଙ୍କେଶ୍ୱର ବାଣ ବଜ଼ାର ସିଲ୍‌କଲା ପୋଲିସ; ୪୬ ବ୍ୟବସାୟୀଙ୍କୁ ହାଜର ପାଇଁ ନୋଟିସ

ବ୍ରହ୍ମପୁର ଅଫିସ,୨୧ା୧୦ -ଗଞ୍ଜାମ ଜିଲା ବ୍ରହ୍ମପୁରରରେ ଥିବା ବାଲୁଙ୍କେଶ୍ୱର ବାଣ ବଜ଼ାରକୁ ରବିବାର ରାତିରେ ପୋଲିସ ସିଲ୍‌ କରିଛି। ବେପାରୀମାନେ ବେଆଇନ ଭାବେ ବାଣ ମହଜୁଦ ରଖିବା ସହ ବିକ୍ରି କରୁଥିବା ଖବର ଚଢାଉ କରିଥିଲା। ପୋଲିସକୁ ଦେଖି ବ୍ୟବସାୟୀମାନେ ଦୋକାନ…

ଯୁବତୀଙ୍କୁ ଅଶ୍ଳୀଳଇଙ୍ଗିତ, ଅଭିଯୁକ୍ତ ଗିରଫ

ଆସିକା,୨୦ା୧୦(ଡି.ଏନ୍‌.ଏ.)- ଆସିକା ଥାନା ଇଲାକାରେ ଜଣେ ଯୁବତୀଙ୍କୁ ଅଶ୍ଳୀୟଇଙ୍ଗିତ ଅଭିଯୋଗରେ ରବିବାର ଦିନ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ଏହି ଥାନା ଅନ୍ତର୍ଗତ ପ୍ରଫୁଲ୍ଲ ରଣା (୬୦)। ରବିବାର ପୂର୍ବାହ୍ନ ପ୍ରାୟ ୯ଟାରେ ଯୁବତୀ ଜଣକ ଆଳୁ…

ହତ୍ୟା ଅଭିଯୋଗରେ ସ୍ବାମୀ ଗିରଫ

ଭଞ୍ଜନଗର,୨୦।୧୦(ଡି.ଏନ.ଏ)-ଆରତୀ ନାହାକ ହତ୍ୟା ମାମଲାରେ ଭଞ୍ଜନଗର ପୋଲିସ ରବିବାର ସ୍ବାମୀ ରଞ୍ଜିତ ନାହାକଙ୍କୁ ଗିରଫ କରିଛିି। ଏଥିସହ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି । ଭଞ୍ଜନଗର ସହର ନାହାତୋଟାସାହିରେ ଗତ ୧୬ ତାରିଖରେ ଆରତୀଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ…

ପ୍ରସୂତିଙ୍କୁ ବଞ୍ଚାଇଲା ବିରଳ ରକ୍ତ: ପ୍ରସବ ପରେ ଗୁରୁତର ଥିଲା ଅବସ୍ଥା; ‘ବମ୍ବେ ଓ-ପଜିଟିଭ୍‌’ ରକ୍ତ ଦେଲେ ରାଉରକେଲା ଯୁବକ

ବ୍ରହ୍ମପୁର ଅଫିସ୍‌,୨୦ା୧୦- ଠିକ୍‌ ସମୟରେ ବିରଳ ରକ୍ତ ମିଳିବା ଯୋଗୁ ଜଣେ ପ୍ରସୂତିଙ୍କ ଜୀବନ ବଞ୍ଚିଯାଇଛି। ରାଉରକେଲାର ଯୁବକ ଜଣକ ଆସି ରକ୍ତ ଦେଇଛନ୍ତି। ଏଭଳି ଘଟଣା ଶନିବାର ଦେଖିବାକୁ ମିଳିଛି ବ୍ରହ୍ମପୁର ବଡମେଡିକାଲରେ । ପ୍ରକାଶ ଯେ, ପାତ୍ରପୁର ବ୍ଲକ…

୧୫ ବର୍ଷ ଚାକିରି ପରେ ଛଟେଇ:  ୩ ହଜାର ମିଟର୍‌ ରିଡରଙ୍କ ଭବିଷ୍ୟତ ଅନିଶ୍ଚିତ

ବ୍ରହ୍ମପୁର ଅଫିସ୍‌,୨୦ା୧୦-ସାଉଥ୍‌କୋ ଅଧୀନରେ ପ୍ରାୟ ୧୫ବର୍ଷ କାର୍ଯ୍ୟ କରିବା ପରେ ୩ହଜାର ମିଟର୍‌ ରିଡର ଛଟେଇ ହୋଇଛନ୍ତି। ଏମାନେ ବିଭିନ୍ନ ଠିକା ସଂସ୍ଥା ଅଧୀନରେ କାମ କରୁଥିଲେ। ହେଲେ ବର୍ତ୍ତମାନ ମିଟର୍‌ ରିଡିଂ ଏବଂ ବିଲ୍‌ ଆଦାୟ ଦାୟିତ୍ୱ ସ୍ବୟଂ ସହାୟକ…

ମହୁମାଛି ଦଂଶନରେ ନାବାଳକଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ,୨୦ା୧୦-ମହୁମାଛି ଦଂଶନରେ ଗୁରୁତର ଥିବା ଜଣେ ନାବାଳକଙ୍କର ଏମ୍‌କେସିଜି ମେଡିକାଲରେ ଶନିବାର ସକାଳେ ମୃତ୍ୟୁ ଘଟିଛି। ମୃତକ କୋରାପୁଟ ଜିଲା ଦାମନଯୋଡି ଥାନା ହାତୀମୁଣ୍ଡାର କେଶରୀ ସାଉଁତାଙ୍କ ପୁଅ ସୁନୀଲ (୧୨)। ମେଡିକାଲ ଫାଣ୍ଡି ପୋଲିସ ମୃତଦେହ ଜବତ କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri