୪୫୪ ସରକାରୀ ସ୍କୁଲରେ ଶନିବାର ନୋ ବ୍ୟାଗ୍ ଡେ: ପୁତିଗୋପାଳପୁର ସ୍କୁଲରୁ ଶୁଭାରମ୍ଭ
ଛତ୍ରପୁର/ବ୍ରହ୍ମପୁର ଅଫିସ, ୮ା୩(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ୪୫୪ ସରକାରୀ ସ୍କୁଲରେ ଶନିବାର ‘ନୋ ବ୍ୟାଗ୍ ଡେ’ ଆରମ୍ଭ ହୋଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଓ ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ…
ପରିବାରରେ ନିଆଯିବ ଅନାଥ ଶିଶୁଙ୍କ ଯତ୍ନ
ଛତ୍ରପୁର,୮ା୩(ଡି.ଏନ.ଏ.) – ଅନାଥ ଆଶ୍ରମ କିମ୍ବା ଶିଶୁ ଯତ୍ନ କେନ୍ଦ୍ର ବଦଳରେ ପରିବାରରେ ହିଁ ଅନାଥ ଓ ଏକକ ଅଭିଭାବକ ଶିଶୁମାନଙ୍କର ଯତ୍ନ ସହ ସେମାନଙ୍କର ବିକାଶ କରାଯିବ। ଏ ନେଇ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି।…
ବାର୍ହା ଆକ୍ରମଣରେ ଦମ୍ପତି ଆହତ
ଭଞ୍ଜନଗର,୭।୩(ଡି.ଏନ.ଏ.): ମୁଜାଗଡ଼ ରେଞ୍ଜ କୁରୁମପଢ଼ାଳରେ ଶନିବାର ସକାଳ ପ୍ରାୟ ସାଢ଼େ ୮ଟାରେ ବାର୍ହା ଆକ୍ରମଣରେ ଜଣେ ଦମ୍ପତ୍ତି ଆହତ ହୋଇଛନ୍ତି। ସେମାନେ ହେଲେ କୁନି ସେଠୀ ଓ ଆକୁଳ ସେଠୀ। ଆହତଦ୍ୱୟଙ୍କୁ ପରିବାର ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର…
ମହିଳାଙ୍କୁ ହତ୍ୟା ଅଭିଯୋଗ, ସ୍ବାମୀ ଅଟକ
ଭଞ୍ଜନଗର,୭।୩(ଡି.ଏନ୍.ଏ.): ଭଞ୍ଜନଗର ଥାନା ବାଲିଆପଟାର ବସୁମତି ନାୟକ (୨୮)ଙ୍କୁ ଶୁକ୍ରବାର ରାତିରେ ଶାଶୁଘର ଲୋକେ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଶନିବାର ସକାଳେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଛି। ନଂ.୯୭/୨୦ରେ ଏକ…
ଭଗବାନପୁରରେ ୧୦ ବଖରା ଜଳିଗଲା
ବୁଗୁଡ଼ା,୭ା୩(ଡି.ଏନ.ଏ.): ବୁଗୁଡ଼ା ଥାନା ଭଗବାନପୁର ଗ୍ରାମରେ ଶୁକ୍ରବାର ମଧ୍ୟରାତିରେ ଅଗ୍ନିକାଣ୍ଡ ଘଟି ୮ ପରିବାରଙ୍କ ୧୦ ବଖରା ଜଳିଯାଇଛି। ଏଥିରେ କେହି ଆହତ ହୋଇ ନଥିବା ବେଳେ ଘରେ ଥିବା ଧାନ, ଚାଉଳ ଓ ବିଭିନ୍ନ ଆସବାବପତ୍ର ଆଦି ଲକ୍ଷାଧିକ ଟଙ୍କାର…
ଗାଡ଼ି ଧକ୍କାରେ ଆହତ ହରିଣ ଉଦ୍ଧାର
ହିଞ୍ଜିଳିକାଟୁ,୭।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଓ ଶିକିରି ତାରାତାରିଣୀ ରୋଡ୍ରେ ଗାଡ଼ିଧକ୍କାରେ ଏକ ଆହତ ହରିଣକୁ ଶନିବାର ଉଦ୍ଧାର କରାଯାଇଛି। ହରିଣଟି ରାସ୍ତା ପାରି ହେଉଥିବା ବେଳେ କୌଣସି ଗାଡ଼ି ଧକ୍କାରେ ଆହତ ହୋଇଥିବା ଅନୁମାନ କରାଯାଉଛି। ଆହତ ହରିଣଙ୍କୁ ଦେଖି…
ଗଞ୍ଜାମରେ ଶନିବାର ‘ନୋ ବ୍ୟାଗ୍ ଡେ’
ଛତ୍ରପୁର,୭ା୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ଅଧୀନ ପ୍ରଥମରୁ ପଞ୍ଚମ ଶ୍ରେଣୀ ଥିବା ସମସ୍ତ ସରକାରୀ ସ୍କୁଲରେ ଶନିବାର ‘ନୋ ବ୍ୟାଗ୍ ଡେ’ ଆରମ୍ଭ ହୋଇଛି। ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଓ ସେମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭା…
ଗୁଳିମାଡ଼ରୁ ବର୍ତ୍ତିଲେ ଇଟାଭାଟି ସୁପରଭାଇଜର
ଦିଗପହଣ୍ଡି,୭ା୩(ଡି.ଏନ.ଏ.) ଦିଗପହଣ୍ଡି ଥାନା ଅଧୀନ ମହୁଡ଼ା ଗ୍ରାମ ନିକଟରେ ଜଣେ ଇଟାଭାଟି ସୁପରଭାଇଜରଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ଟାଉନ ଥାନା ବିଜିପୁର ଲକ୍ଷ୍ମୀ ସାହିର ଇଟାଭାଟି ସୁପରଭାଇଜର ସାଗର ପାତ୍ରଙ୍କ ଏତଲା କ୍ରମେ…
ଚେକ ବାଉନ୍ସ ମାମଲା ଅଭିଯୁକ୍ତଙ୍କୁ ୨ ବର୍ଷ ଜେଲ
ବ୍ରହ୍ମପୁର ଅଫିସ, ୭ା୩-ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଜେଏମଏଫସି) ଯୁଧିଷ୍ଠିର ଦଳେଇ ଶୁକ୍ରବାର ଏକ ଚେକ୍ ବାଉନ୍ସ ମାମଲାର ବିଚାର କରି ଅଭିଯୁକ୍ତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ତତ୍କାଳୀନ ସେକ୍ସନ ଅଫିସର ଶେଷଦେବ ସାହୁଙ୍କୁ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି…
ଜାଲ୍ ସାର୍ଟିଫିକେଟ୍ଧାରୀ ୨ ଶିକ୍ଷକ ଗିରଫ
ଆସିକା,୬ା୩ (ଡି.ଏନ୍.ଏ.)- ଜାଲ୍ ସାର୍ଟିଫିକେଟ୍ ଦାଖଲ କରି ଶିକ୍ଷକତା କରୁଥିବା ଅଭିଯୋଗରେ ପୋଲିସ ଶୁକ୍ରବାର ଦୁଇଜଣ ଶିକ୍ଷକଙ୍କୁ ଗିରଫ କରିଛି। ସେମାନେ ହେଲେ ଆସିକା ଥାନା ମଣ୍ଟାପଡା ହାଇସ୍କୁଲର ସହକାରୀ ଶିକ୍ଷକ ଓକିଲ ବିଷୋୟୀ ଓ କେନ୍ଦୁପଦର ପ୍ରକଳ୍ପ ଉଚ୍ଚ ପ୍ରାଥମିକ…
ବ୍ୟାଙ୍କରେ ଠକେଇ ଗୁଜବ
ଭଞ୍ଜନଗର,୬।୩(ଡି.ଏନ.ଏ)- ଭଞ୍ଜନଗର ଅଞ୍ଚଳର ଏକ ରାଷ୍ଟ୍ରାୟତ ବ୍ୟାଙ୍କରେ ଠକେଇ ହୋଇଥିବାନେଇ କିଛିଦିନ ହେବ ସୋସିଆଲ ମିଡ଼ିଆରେ ଗୁଜବ ହେଉଛି। ଲୋକେ ବ୍ୟାଙ୍କରେ ବନ୍ଧକ ରଖୁଥିବା ସୁନାରେ ଠକେଇ ହୋଇଥିବା ପ୍ରଚାର ହେଉଛି। ଏହାପୂର୍ବରୁ ଗତ ମାସରେ ଉକ୍ତ ବ୍ୟାଙ୍କ ବିରୋଧରେ ଆଉ…
ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଶେଷ
ପୁରୁଷୋତ୍ତମପୁର,୬।୩(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଲାଗି ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଛି । ବିଭିନ୍ନ ପଦବୀ ଲାଗି ସମୁଦାୟ ୯ ଜଣ ନିଜ ନିଜର ସମର୍ଥକ ଓ ପ୍ରସ୍ତାବକଙ୍କୁ ନେଇ ନିର୍ବାଚନ ଅଧିକାରୀ ରଞ୍ଜନା…

